• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Transport Workers
କାଲିଠୁ ପରିବହନ ଶ୍ରମିକ ସଂଘର ଧର୍ମଘଟ; ତେଲ ଡିପୋରୁ ବନ୍ଦ ରହିବ ପେଟ୍ରୋଲ, ଡିଜେଲ ଲୋଡିଂ

ଆସନ୍ତାକାଲି ଠାରୁ ରାଜ୍ୟରେ ଧର୍ମଘଟକୁ ଓହ୍ଲାଇବ ଓଡ଼ିଶା ପରିବହନ ଶ୍ରମିକ ମହାସଂଘ । ତେଲ ଡିପୋରୁ ପେଟ୍ରୋଲ, ଡିଜେଲ ଲୋଡିଂ ବନ୍ଦ ରଖିବ ମହାସଂଘ ।

Rajasthan Congress
ଦୁଷ୍କର୍ମ କରୁଥିଲେ ୭୫ ବର୍ଷୀୟ କଂଗ୍ରେସ ନେତା ! ଭାଇରାଲ ହେଉଛି MMS

ଏକା ସଙ୍ଗେ ୨ଟି ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଶନିବାର ଦିନ ମେୱାରାମ ଜେନ୍‌ଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବିଦା କରିଛି କଂଗ୍ରେସ ।

Ajoy Kumar
ନବୀନ ସରକାର ହେଉଛି ବ୍ୟୁରୋକ୍ରାଟ ସରକାର: ଅଜୟ କୁମାର

ଏଠି ମନ୍ତ୍ରୀ ଓ ବିଧାୟକଙ୍କ କୌଣସି ସମ୍ମାନ ନାହିଁ । ସବୁଆଡ଼େ ଇଡି, ସିବିଆଇ ରେଡ୍ କରୁଛି ହେଲେ ଓଡ଼ିଶାରେ କାହିଁକି କରୁନି । ଏଠି ବିଜେପି-ବିଜେଡି ଦୁଇ ଭାଇ । ବିଜେପିକୁ ୧୫ ସିଟ୍ ଦେବାକୁ ବୁଝାମଣା ହୋଇଛି ।

Enforcement Directorate
ରେଡ୍‌ ପାଇଁ ଯାଇଥିଲା ED; ଆକ୍ରମଣ କଲେ ୨ଶହ ଲୋକ, ଭାଙ୍ଗିଲେ ଗାଡ଼ି

୨୦୦ରୁ ଅଧିକ ସ୍ଥାନୀୟ ଲୋକ ଇଡି ଟିମ୍‌କୁ ଘେରିଯାଇଥିଲେ । ପରେ ଇଡିର କର୍ମଚାରୀଙ୍କ ଗାଡି ଭଙ୍ଗାରୁଜା କରିଥିଲେ ।

News Fuse
ଏଠି ଜମ ବି ରହିବନି.. ଆମେ ଲୋକ ନୁହେଁ ପୋକ ଗୁଡ଼ା

ଛାତ ନାଁରେ ଭଣ୍ଡେଇ ଦେଲେ ସରକାର.. ଭାବୁଛନ୍ତି ଆମେ ବୋଧେ ଲୋକ ନୁହେଁ ପୋକ ଗୁଡ଼ା..

Farming Vegetables
ଦାଦନ ଖଟିବାକୁ ଗଲିନି.. ମୋ ଗାଁରେ ଚାଷୀ ହେଇଗଲି..

ଏମାନେ ଗରିବ ସତ..ହେଲେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଗଲେନି.. ନିଜ ମାଟିରେ ରହି ରୋଜଗାର କରିବାକୁ ନିଷ୍ପତ୍ତି ନେଲେ.. ଆଉ ସ୍ୱାମୀ ସ୍ତ୍ରୀ ମିଶି ଚାଷୀ ପାଲଟିଗଲେ..

Family seeks financial aid for treatment of son in Odisha’s Bhadrak
୧୩ ବର୍ଷ ହେଲାଣି ଦଉଡ଼ିରେ ବନ୍ଧା ହୋଇ ପଡ଼ିଛି ଲିପୁନ.. ମାଆ ବାପା ତାକୁ ବାନ୍ଧିଛନ୍ତି..

ପରିସ୍ଥିତି ଏମିତି ହୋଇଗଲା ଯେ, ହୃଦୟରେ ପଥର ରଖି ଗେହ୍ଲା ପୁଅକୁ ବାନ୍ଧିବାକୁ ପଡ଼ିଲା.. ଜଣାନଥିଲା କେତେଦିନ.. କିନ୍ତୁ ଦେଖୁ ଦେଖୁ ୧୩ ବର୍ଷ ବିତିଗଲା.. ପୁଅର ଅବସ୍ଥା ସୁଧୁରିଲାନି କି ମାଆର ମମତା ବଦଳିଲାନି.. ଥକିପଡ଼ିନି ଏଇ ମାଆ.. ଏଇ ମାଆ ପୁଅଙ୍କ କାହାଣୀ ଜାଣିଲେ ଆଖିରୁ...

drink water
ସେମାନେ ପିଇବେ ସଫା..ଏମାନଙ୍କୁ ଗୋଳିଆ.. ପୋଚରା

ଛି.. ଦେଖିଲେ ହାତ ଧୋଇବାକୁ ବି ଇଚ୍ଛା ହେଉନି.. ଆଉ ଏଇ ପାଣିକୁ ଏଠି ମଣିଷ ପିଉଛନ୍ତି.. ଟିକେ ଏ କୂଅ ବି ଦେଖନ୍ତୁ.. ପାଣି କେମିତି ଆମ୍ବରସ ଭଳି ଦେଖାଯାଉଛି.. ଏବେ ଏଇ କୂଅଟିକୁ ମଧ୍ୟ ଦେଖନ୍ତୁ.. କେତେ ଅସନା ଆଉ ଅପରିଷ୍କାର..ଏଇ ସବୁ ପାଣିକୁ କେମିତି...

Odisha's Dhenkanal
୪୦ ହଜାର ଔଷଧୀୟ ବୃକ୍ଷ ସହିତ ଦିନଟିଏ କାଟନ୍ତୁ..

ଏସିଆ ମହାଦେଶର ସବୁଠାରୁ ବଡ଼ ଔଷଧୀୟ ଅରଣ୍ୟ..ତାସହ ଓ୍ୱାଟର୍ ପାର୍କ, ସୁଇମିଂ ପୁଲ୍, ବଣଭୋଜି କରିବା ଲାଗି ସବୁ ବ୍ୟବସ୍ଥା, ରାତ୍ରିଯାପନ ଲାଗି କଟେଜ ଆଉ ଏକ ବିରାଟ ଗୋଶାଳା ବି ଅଛି.. ପୂରା ଇକୋଟୁରିଜିମର ମଜା ନେଇପାରିବେ..ଚାଲନ୍ତୁ ଯିବା.. ପିକନିକ୍ କରିବା..

BCCI
OCAରେ ପୁଣି ବୟସ ଜାଲିଆତି ! ସୁମିତ ଶର୍ମାଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ

ସୁମିତ ରଣଜୀ ଦଳରୁ ବିଦା ହେବା ପରେ ତାଙ୍କ ସ୍ଥାନରେ ତାରିଣୀ ସାଙ୍କୁ ସ୍ଥାନ ମିଳିଛି । ଆସନ୍ତାକାଲିଠାରୁ ଓଡିଶା ଦଳ ବରୋଦା ବିପକ୍ଷରେ ରଣଜୀ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଏଭଳି ବୟସ ଜାଲିଆତି ଘଟଣା ନୂଆ ବିବାଦ ସୃଷ୍ଟି କରିଛି ।

Deep fake
ନିର୍ବାଚନ ପୂର୍ବରୁ ଡିପ୍ ଫେକ୍ ଚିନ୍ତା; ଅପଦସ୍ତ ହୋଇପାରନ୍ତି ନେତା, ଅଣ୍ଟାଭିଡ଼ିଲା କମିଶନରେଟ୍ ପୋଲିସ

କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ ଚୟନ କରି ଡିପ୍ ଫେକ୍ ସଂପର୍କରେ ଦିଆଯିବ ତାଲିମ । ଏକ ସଫ୍ଟୱେର୍ କମ୍ପାନୀର ୨୦ ସାଇବର୍ ଏକ୍ସପର୍ଟ ସଂପୃକ୍ତ ଅଫିସରକୁ ତାଲିମ ଦେବେ ।

Road mishap
ଟୁରିଷ୍ଟ ବସ୍‌ ଧକ୍କାରେ ନାବାଳକ ମୃତ୍ୟୁ ଘଟଣା; ଆଜି ବି ଉଠିଲାପଡ଼ିଲା ସମ୍ବଲପୁର ସହର

କାଲି ସଂଧ୍ୟାରେ ଏକ ସ୍କୁଟିଯୋଗେ ମୁଦିପଡ଼ାରୁ କୁଞ୍ଜେଲପଡ଼ା ଯାଉଥିଲା ବେଳେ ୧୩ ବର୍ଷିୟ ଏଇ ନବମ ଶ୍ରେଣୀ ଛାତ୍ର ଦିଶାନ୍ତ ନାୟକଙ୍କୁ ମୁଦିପଡ଼ା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ୍ ଆଗରେ ଏକ ଟୁରିଷ୍ଟ ବସ୍ ଧକ୍କା ଦେଇଥିଲା ।

Air Quality
ଓଡ଼ିଶାରେ ବି ବିଷ ପାଲଟିଲାଣି ସହରୀ ବାୟୁ; AQIରେ ଦିଲ୍ଲୀ ପ୍ରଦୂଷଣକୁ ଟପିଗଲା ଅନୁଗୁଳ

ଅନୁଗୁଳ ସହରର ପ୍ରଦୂଷଣ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ମାତ୍ରାକୁ ଟପିଯାଇଛି । ଗତକାଲି ଦିଲ୍ଲୀରେ AIR QUALITY INDEX- AQI ୩୪୧ ଥିବାବେଳେ ଅନୁଗୁଳର AQI ଥିଲା ୩୫୪ ।

Security guard
ଜଣାପଡ଼ୁନି କାରଣ, କାହିଁକି ବାପାଙ୍କ ପିସ୍ତଲରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲା ପୁଅ

ମାଡିକେରି ଜିଲ୍ଲାର ମୁକୋଡାଲୁ ଗାଁର ୧୯ ବର୍ଷୀୟ ଯୁବକ ବିଷ୍ଣୁ ଉଥାପା ନିଜ ବାପାଙ୍କ ବନ୍ଦୁକରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

Gangster
ବ୍ଲାକ୍‌ମେଲ କରୁଥିଲା ମଡେଲ ଗର୍ଲଫ୍ରେଣ୍ଡ ! ଗୁଳିକରି ଉଡ଼ାଇଦେଲା ଗ୍ୟାଙ୍ଗଷ୍ଟର ବୟଫ୍ରେଣ୍ଡ

ହୋଟେଲ ମାଲିକ ଓ ହୋଟେଲର କର୍ମଚାରୀ ଓମ୍‌ ପ୍ରକାଶ ଏବଂ ହେମରାଜକୁ ଗିରଫ କରିଛି ପୋଲିସ । ମଡେଲ ଦିବ୍ୟା ପାହୁଜାଙ୍କ ମୃତଦେହକୁ ଏହି ଦୁଇ ହୋଟେଲ କର୍ମଚାରୀ ଲୁଚାଇଥିବା ଜଣାପଡ଼ିଛି ।

Republic Day 2024
ଗଣତନ୍ତ୍ର ଦିବସରେ ସ୍ଥାନ ପାଇବ ଓଡ଼ିଶା ପ୍ରଜ୍ଞାପନ ମେଢ଼

୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମଡେଲ ଚୂଡ଼ାନ୍ତ ନେଇ ଚିଠି । ମଡେଲ ମନୋନୀତ ସହ ଏ ସଂପର୍କୀତ ଗାଇଡଲାଇନ ନେଇ ଚିଠିରେ ଉଲ୍ଲେଖ ରହିଛି ।

EPFO
କର୍ମଚାରୀଙ୍କ ପାଇଁ ଖୁସି ଖବର; ୫ ମାସ ବଢ଼ିଲା ବର୍ଦ୍ଧିତ ପେନ୍‌ସନ୍‌ ଆବେଦନ

ପୂର୍ବରୁ EPFO ତା’ର ସମସ୍ତ ଗ୍ରାହକଙ୍କୁ ଏନେଇ ସୂଚନା ଦେଇଥିଲା । ଅନ୍‌ଲାଇନ୍‌ ମାଧ୍ୟମରେ ଗ୍ରାହକମାନଙ୍କୁ ଆବେଦନ ପାଇଁ ସୂଚନା ଦେଇଥିଲା । ଏଥି ସହିତ ଅନଲାଇନ୍ ଜରିଆରେ ବିଭିନ୍ନ ସୁବିଧା ପ୍ରଦାନ କରାଯାଇଥିଲା ।

Ram Temple
ପ୍ରାଚୀନ ଶୈଳୀରେ ରାମ ମନ୍ଦିର; ଜାଣନ୍ତୁ ଟିକିନିଖି ତଥ୍ୟ...

ସୁନ୍ଦର କାରୁକାର୍ଯ୍ୟରେ ନିଜକୁ ଚକ୍‌ମକ୍‌ କରି ପ୍ରଭୁ ଶ୍ରୀରାମଙ୍କୁ ଅପେକ୍ଷା କାରିଛି ରାମ ମନ୍ଦିର । ସେହି ୨୨ ତାରିଖକୁ । ସେହି ସ୍ୱର୍ଣ୍ଣିମ ମୁହୂର୍ତ୍ତକୁ । ଯେଉଁ ସମୟରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ରାମ ମନ୍ଦିରରେ ପୂଜା ପାଇବେ ।

IAF Agniveervayu
ଭାରତୀୟ ବାୟୁସେନାରେ ବାହାରିଲା ଚାକିରି; ଚଳିତ ମାସରୁ କରିପାରିବେ ଆବେଦନ

ଭାରତୀୟ ବାୟୁ ସେନାର ସୂଚନା ଅନୁସାରେ ପ୍ରାର୍ଥୀମାନେ IAF Agniveervayuର ଅଫିସିଆଲ୍ ୱେବସାଇଟ୍ agnipathvayu.cdac.in ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ ।

Odisha Politics
ଚର୍ଚ୍ଚାରେ ପାରାଦୀପ ପଲିଟିକ୍ସ; କାହିଁକି ହଟିଲା ଦାମଙ୍କ ବହିଷ୍କାର ପ୍ରତ୍ୟାହାର ?

ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦାମଙ୍କ ଉପରୁ ହଠାତ୍ ବହିଷ୍କାର ଆଦେଶ ପ୍ରତ୍ୟାହାର ପଛରେ କଣ ଷ୍ଟ୍ରାଟେଜି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯଦିଓ ଦାମଙ୍କ ପୁଅ କହିଛନ୍ତି ବାପାଙ୍କୁ ଖୁସି କରିବାକୁ ସେ ୨ ବର୍ଷ ପୂର୍ବରୁ ଏହି କଥା ପାଣ୍ଡିଆନଙ୍କୁ କହିଥିଲେ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।