• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Odisha Weather News
ଏଥର ବି ମେ’ରେ ମୁଣ୍ଡ ଟେକୁଛି ବାତ୍ୟା

ବାଂଲାଦେଶ କିମ୍ବା ମିଆଁମାର ମୁହାଁଇବା ସମ୍ଭାବନା । ଆସନ୍ତା ୧୦ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ ଅବପାତ । ଓଡ଼ିଶା ଉପରେ ବାତ୍ୟା ପ୍ରଭାବର ସମ୍ଭାବନା ନାହିଁ କହିଲେ ଆଇଏମଡି ।

Govt not under CM’s control
ବିଜେପି ପରେ ଖୋଦ୍ ଶାସକ ଦଳ MLA ଖୋଲିଲେ ଗୁମର...

ବିଧାୟକ ସୌମ୍ୟରଂଜନ ଖୋଲିଲେ ଶାସନ ବ୍ୟବସ୍ଥାର ଗୁମର । କିଛି ଜାଣୁନାହାନ୍ତି ମନ୍ତ୍ରୀ କହିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଧର୍ମେନ୍ଦ୍ରଙ୍କ ଶଶିକଳା ସିଣ୍ଡ୍ରୋମ ମନ୍ତବ୍ୟକୁ ଭିତ୍ତିହୀନ କହିଲା ବିଜେଡି ।

Odisha Politics, Congress
କଂଗ୍ରେସକୁ ପୁଣି ଗ୍ରାସିଲା ପୁରୁଣା ରୋଗ, ପିସିସି ସଭାପତିଙ୍କ ୯ରୁ ୯୦ ମିଶନକୁ ଚିରଞ୍ଜିବଙ୍କ ତାତ୍ସଲ୍ୟ

ଖୋଲା ମଞ୍ଚରୁ ନିଶାନା ସାଧିଲେ ବରିଷ୍ଠ ନେତା ଚିରଞ୍ଜିବ ବିଶ୍ୱାଳ । ଜାନକୀ-ବସନ୍ତ ଲିଗାସିକୁ ନେଇ ନୂଆ ଆଞ୍ଚଳିକ ଦଳ ସମୀକରଣ ଚର୍ଚ୍ଚା ।

Jharsuguda Bypoll
ଦିନକ ପରେ ଝାରସୁଗୁଡ଼ା ଭୋଟ୍, ପ୍ରଥମ ଥର ପାଇଁ ସବୁ ବୁଥ୍‌ରୁ ୱେବକାଷ୍ଟିଂ

ନିର୍ବାଚନକୁ ମୁକ୍ତ ଓ ଅବାଧ କରିବାକୁ ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ମାଇକ୍ରୋ ଅବଜରଭରଙ୍କୁ ନିୟୋଜିତ କରାଯିବା ସହ ପ୍ରଥମଥର ପାଇଁ ସମସ୍ତ ୨୫୩ଟି ଯାକ ବୁଥରେ ୱେବ୍ କାଷ୍ଟିଂର ବ୍ୟବସ୍ଥା କରାଯାଇଛି । ଯାହା ଫଳରେ ଜିଲ୍ଲାପାଳ ଅଫିସ ଓ ସିଇଓଙ୍କ କାର୍ଯ୍ୟାଳୟରେ ବସି ସବୁ ବୁଥରୁ ଭୋଟ ଗ୍ରହଣ...

Vandalism at ladies hostel in Bhubaneswar: Commissionerate Police nabs 3 ‘road romeos’
କମେଣ୍ଟମରାକୁ କେନ୍ଦ୍ର କରି ତାଣ୍ଡବ ରଚିଥିଲେ : ତିନି ରୋଡ୍ ରୋମିଓଙ୍କୁ ବାନ୍ଧିଲା ପୋଲିସ୍‌

ଧରାପଡ଼ିଲେ ଉତୁପାତିଆ ରୋଡ୍ ରୋମିଓ । ଭୁବନେଶ୍ୱରର ଲେଡିଜ୍ ହଷ୍ଟେଲରେ ଛାତ୍ରୀଙ୍କୁ ଆକ୍ରମଣ ମାମଲାରେ ୩ ଗିରଫ । ଏପଟେ ଅଘଟଣ ପରେ ଚେତାକୁ ଆସିଲା ପୋଲିସ୍ । ଗାଇଡଲାଇନ୍ସ ନମାନି ହଷ୍ଟେଲ କରିଥିଲେ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ତେଚାବନୀ ।

Mother dead
ମା’କୁ ପର କରିଦେଲେ ତିନିତିନିଟା ପୁଅ; ମଲାପରେ କାନ୍ଧରେନେଲା ଝିଅ, ନିଜେ ଦେଲା ମୁଖାଗ୍ନି

ମାଆର ଚିତାଭଷ୍ମକୁ ଦେଖି ଛାତି ଫଟେଇ କାନ୍ଦୁଛି ଝିଅ । ପର କରି କେଉଁଆଡେ ଚାଲିଗଲା ବୋଲି ବାହୁନି ହେଉଛି । ଯେତେ ଚେଷ୍ଟାକଲେ ବି ନିଜକୁ ନିୟନ୍ତ୍ରଣ କରିପାରୁନି । ଶେଷରେ ମାଆକୁ ବୁଝେଇ ସୁଝେଇ ଘରକୁ ଫେରାଇ ନେଉଛି ଝିଅ । ନିଜେ ଅଭାବ ଅସୁବିଧାରେ...

NCRB report
ରାଜ୍ୟରେ ଚିନ୍ତା ଏନସିଆରବି ତଥ୍ୟ; ମହିଳା ନିଖୋଜ କ୍ଷେତ୍ରରେ ଦେଶର ୪ର୍ଥ ସ୍ଥାନରେ ଓଡ଼ିଶା

ସୁନ୍ଦରଗଡ଼ ବାଲିଶଙ୍କରା ବ୍ଲକ୍ ସରଜଙ୍ଘା ଗାଁର ଫ୍ଲୋରା ଲାକଡ଼ାଙ୍କ ପରିବାର । ଏକମାତ୍ର ଅଲିଅଳି ଝିଅକୁ ମାତ୍ର ୧୪ ବର୍ଷ ବୟସ ହୋଇଥିବା ବେଳେ ସେବେଠୁ ଦଲାଲ ସହ ଦିଲ୍ଲୀ ଯାଇ ଆଉ ଫେରିନି ।

Puspa style Loot
ପୁଷ୍ପା ଷ୍ଟାଇଲରେ ମାଫିଆଙ୍କ ଆତଙ୍କରାଜ; ଗଛ କାଟି ରାସ୍ତା ଅବରୋଧ, ବନ କର୍ମଚାରୀଙ୍କୁ ଆକ୍ରମଣ କଲେ

ରାତି ଅଧିରେ ମାଫିଆଙ୍କ କାଠ ଚୋରା ଚାଲାଣ । ବନ ବିଭାଗ ଗାଡ଼ି ସିଜ୍ କରିବା ପରେ ପୁଷ୍ପା ଷ୍ଟାଇଲରେ ଛଡ଼ାଇ ନେବାକୁ ଉଦ୍ୟମ କଲେ ମାଫିଆ । ଦୁଇ ଦିନ ତଳେ ବାଲେଶ୍ୱର ନୀଳଗିରି ବନଖଣ୍ଡ ଅଞ୍ଚଳରେ ଘଟିଛି ଏମିତି ନାଟକୀୟ ଘଟଣା ।

Mother dead
ମା’କୁ ପର କରିଦେଲେ ତିନିତିନିଟା ପୁଅ; ମଲାପରେ କାନ୍ଧରେନେଲା ଝିଅ, ନିଜେ ଦେଲା ମୁଖାଗ୍ନି

ଗତକାଲି ମାଆର ମୃତ୍ୟୁ ହେଲା ବୋଲି ଭାଇମାନଙ୍କୁ ଖବର ଦେବାରୁ ଭାଇମାନେ ଆଡ଼ ଆଖିରେ ବି ଚାହିଁଲେନି । ଗାଁର ସରପଞ୍ଚଙ୍କ ଉପସ୍ଥିତିରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମାଆର ଶେଷକୃତ୍ୟ ସମ୍ପନ୍ନ କଲା ଝିଅ । ଏ ସଂପର୍କରେ ମୃତ ଅପୂର୍ବ ନାଏକଙ୍କ ସାନପୁଅ କହିଛନ୍ତି ମାଆଙ୍କ ମୃତ୍ୟୁ...

NCRB report
ଚିନ୍ତା ବଢ଼ାଇଲା NCRB ତଥ୍ୟ; ମହିଳା ନିଖୋଜ କ୍ଷେତ୍ରରେ ଦେଶର ୪ର୍ଥ ସ୍ଥାନରେ ଓଡ଼ିଶା

କେତେ ଯେ ବାପା-ମାଆ ଆଜି ବି ସେମାନଙ୍କ ନିଖୋଜ ପିଲାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି, ତାର ହିସାବ ନାହିଁ । ଏଭଳି ସ୍ଥିତିରେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା NCRB ତଥ୍ୟ ଏ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଯେଉଁ ତଥ୍ୟ ରଖିଛି, ତାହା ଅତି ଉଦବେଗଜନକ...

Puspa style Loot
ପୁଷ୍ପା ଷ୍ଟାଇଲରେ ମାଫିଆଙ୍କ ଆତଙ୍କରାଜ; ଗଛ କାଟି ରାସ୍ତା ଅବରୋଧ, ବନ କର୍ମଚାରୀଙ୍କୁ ଆକ୍ରମଣ କଲେ

ଆଉ ଉପାୟ ନପାଇ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ରେଞ୍ଜର । ଅଗ୍ନିଶମ ବାହିନୀର ଯବାନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରିବା ପରେ କାଠ ଗାଡ଼ିକୁ ବାଟ ମିଳିଥିଲା ।

Titanic
ତିଆରି ହେଲା ସ୍ୱପ୍ନର ଘର; ଦେଖିବାକୁ ଅବିକଳ ଟାଇଟାନିକ ଜାହାଜ

ଜଣେ ଚାଷୀ ହେଉଛନ୍ତି ମିଣ୍ଟୁ ରୟ । ଯିଏ କି ଏହି ଟାଇଟାନିକ ଜାହାଜକୁ ନିର୍ମାଣ କରିଛନ୍ତି । ଦିନେ ତାଙ୍କର ସ୍ୱପ୍ନଥିଲା ଟାଇଟାନିକ ଜାହାଜ ପରି ସେ ଏକ ଘର ତିଆରି କରିବେ । ହେଲେ ସେ ଜଣେ ଚାଷୀ ଓ ଗରିବ ହୋଇଥିବାରୁ ଏହା ସମ୍ଭବପର...

President Droupadi Murmu
ରାଷ୍ଟ୍ରପତିଙ୍କ ମଞ୍ଚରେ ବିଜୁଳି ବିଭ୍ରାଟ ପ୍ରସଙ୍ଗ; ତେଜିଲା ରାଜ୍ୟ ରାଜନୀତି

ଏଥିପାଇଁ ଖୋଦ୍ ଜିଲ୍ଲା ପ୍ରଶାସନ ହିଁ ଦାୟୀ ବୋଲି କହିଛି ବିଜେପି । ବାରିପଦାରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ସ୍ଥାନୀୟ ବିଧାୟକ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣା ପଛରେ ଅଦୃଶ୍ୟ ଶକ୍ତିର ଚକ୍ରାନ୍ତ ରହିଛି । ତୃତୀୟ ମହଲା ଆଡ଼କୁ ମଧ୍ୟ ସେ ଅଙ୍ଗୁଳି...

Beneficiaries facing hardship in getting pension money in Odisha
ରାଜ୍ୟରେ ଭତ୍ତା ପାଇଁ ହିନସ୍ତା; ବୃଦ୍ଧ-ବୃଦ୍ଧାଙ୍କୁ ଚାଲିବାକୁ ପଡୁଛି ଲମ୍ବା ରାସ୍ତା

ଭିନ୍ନ ଭିନ୍ନ କାରଣରୁ ଭତ୍ତା ପାଇଁ କେମିତି ହିନସ୍ତା ହେଉଛନ୍ତି ହିତାଧିକାରୀ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ପୁଳାପୁଳା ଚିତ୍ର । ଗଞ୍ଜାମ, ଯାଜପୁର, କନ୍ଧମାଳରେ ଯୁଆଡ଼େ ନଜର ପକାଇବ, ଭତ୍ତା ପାଇଁ ହିନସ୍ତା ଭୋଗୁଛନ୍ତି ହିତାଧିକାରୀ । ଯାଜପୁର ବିଂଝାରପୁର ବ୍ଲକ ଦୁଆରିପାଟଣା ଗାଁର କାଳୀ ଜେନା...

Mobile network Problem
ଚାଲିଛି 5G ଚର୍ଚ୍ଚା, ହେଲେ ମିଳୁନି 2G ସେବା ! ଟେଲି ସାନ୍ଦ୍ରତାରେ କାହିଁକେତେ ପଛରେ ଓଡ଼ିଶା

କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ଏ ଘରୋଇ କମ୍ପାନିରେ କାମ କରନ୍ତି ପି. ନୀତିନ ସୁବୁଦ୍ଧି । ଏବେ ୱାର୍କ ଫ୍ରମ୍ ହୋମ୍‌ରେ । ଘରେ ଇଣ୍ଟରନେଟ୍ ଆସୁ ନଥିବାରୁ ନିଜ ସିଫ୍ଟ ଆରମ୍ଭ ହେବା ମାତ୍ରେ ଦୌଡ଼ି ଆସୁଛନ୍ତି ଗଛ ମୂଳକୁ । ଏମିତିକି ରାତି ସିଫ୍ଟ...

World Laughter Day
ବିଶ୍ୱ ହସ ଦିବସ; ବିଭିନ୍ନ ପାର୍କରେ ମନ ଖୋଲି ହସିଲେ ଲୋକେ

ହସିବା ଦ୍ୱାରା ରକ୍ତ ସଂଚାଳନ ଠିକ ରହେ, ମନ ପ୍ରଫୁଲ୍ଲ ରହେ । ଶରୀରକୁ ଶକ୍ତି ମିଳିବା ସହ ଉର୍ଜା ଜାଗ୍ରତ ହୋଇଥାଏ । ଆୟୁର୍ବେଦ କହୁଛି, ସବୁବେଳେ ହସିବା ଦ୍ୱାରା ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ । ହସିଲେ ମଣିଷ ମଧ୍ୟରେ ସକରାତ୍ମକ ଭାବନା ଆସିବା ସହ ଆତ୍ମବିଶ୍ୱାସ...

Pakistani airlines plane
ଭାରତ ସୀମାରେ ଅଚାନକ ଧସେଇ ପଶିଲା ପାକିସ୍ତାନ ବିମାନ

ରାତି ୮ଟା ୧୧ମିନିଟ୍‌ ସମୟରେ ବିମାନଟି ପଞ୍ଜାବର ବଧାନା ପୋଲିସ ଷ୍ଟେସନ ନିକଟରେ ପ୍ରବେଶ କରିଥିଲା । ଅବତରଣ ସମୟରେ ବିମାନଟିର ବେଗ ଘଣ୍ଟା ପ୍ରତି ୨୯୨ କିଲୋମିଟର ଥିଲା ।

Indian Railway
ଷ୍ଟେସନରେ MRP ଠାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି କି ଜିନିଷ ? ଆପଣ ବି କରିପାରିବେ ଅଭିଯୋଗ

ଏମିତି କହିବାକୁ ଗଲେ MRP ଠାରୁ ଅଧିକ ମୂଲ୍ୟରେ କୌଣସି ଜିନିଷ ବିକ୍ରୟ କରିବା ଅପରାଧ ବୋଲି ଧରାଯାଏ । ଏଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ରହିଛି । ସୂଚନା ଅନୁସାରେ ଯଦି ଷ୍ଟେସନରେ ଜଣେ ଦୋକାନୀ MRP ଠାରୁ ଅଧିକ ମୂଲ୍ୟରେ ସାମଗ୍ରୀ ବିକ୍ରି କରନ୍ତି ।...

President Droupadi Murmu
ଜନ୍ମମାଟିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଖନ୍ତୁ ରାଷ୍ଟ୍ରପତି ହେଲିପ୍ୟାଡରେ ଓହ୍ଲାଇବାର ଚିତ୍ର...

Basic amenities still a dram for these tribals in Odisha’s Mohana
ଏମାନେ ବି ଭୋଟର; ପାହାଡ଼ ତଳେ ଗାଁ, କାହାକୁ ମିଳିନି ପକ୍କାଘର

ଭୋଟ୍ ପାଇଁ ନେତାଏ ଏମାନଙ୍କ ପାଖକୁ ଆସନ୍ତି.. ଆଉ ଭୋଟ୍ ସରିଗଲେ ଏମାନଙ୍କୁ ତୁଚ୍ଛ କରନ୍ତି..

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।