• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Viral Video
ଭାଇରାଲ ହେଉଛି କୁନିପୁଅର ଭିଡିଓ, ବର୍ଷା-ପବନରେ ମା’ଙ୍କୁ କରୁଛି ସାହାଯ୍ୟ

ବର୍ଷା-ପବନକୁ ଖାତିର ନକରି ସବୁକିଛି ସଜାଡ଼ି ନେବାକୁ ଚେଷ୍ଟା କରୁଛନ୍ତି ମହିଳା । ଆଉ ତାରି ଭିତରେ ଜଣେ କୁନିପୁଅ ମା’କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି । ବର୍ଷା ଉଡ଼ାଇ ନେଉଥିବା ପାଲକୁ ଜାବୁଡ଼ି ଧରୁଛି କୁନିପୁଅ ।

jaga mission odisha
ମାଳମାଳ ହୋର୍ଡିଂରେ ସୀମିତ କି ରାଜ୍ୟ ସରକାରଙ୍କ ଜାଗା ମିଶନ ?

କୁଆଡ଼େ ଗଲା ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନା ? ସରହାଞ୍ଚଳ ଭୂମିହୀନଙ୍କୁ ସମ୍ମାନର ସହ ମୁଣ୍ଡ ଗୁଂଜିବାକୁ ଆଉ କେବେ ମିଳିବ ସ୍ଥାୟୀ ଜମି ପଟ୍ଟା ? ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଲକ୍ଷ୍ୟରେ ୨୦୧୭ରେ ରାଜ୍ୟ ସରକାର ଘୋଷଣା କରିଥିଲେ...

Odisha Matric result
ପୁଣି ପୁଅଙ୍କୁ ପଛରେ ପକାଇ ବାଜି ମାରିନେଲେ ଝିଅ

ଗତଥର ରାଜ୍ୟ ବୋର୍ଡର ପାସ୍ ହାର ଥିଲା ୯୦. ୫୫% । ଏଥରେ ସେଥିରେ ୫.୮୫ ପ୍ରତିଶତ ବୃଦ୍ଧି ଘଟିଛି । ଅନ୍ୟପକ୍ଷରେ ଚଳିତ ଥର କଟକ ଓ ଜଗତସିଂହପୁରରେ ସର୍ବାଧିକ ପାସ୍ ହାର ରହିଛି ୯୭.୯୯% ।

Vande Bharat
ପୁରୀରୁ ହାୱଡ଼ା ଦୌଡ଼ିଲା ବନ୍ଦେ ଭାରତ; ଖୁବଶୀଘ୍ର ଗଡ଼ିବ ବନ୍ଦେ ମେଟ୍ରୋ ଓ ବନ୍ଦେ ସ୍ଲିପର

ଉତ୍କଣ୍ଠା ଓ ପ୍ରତୀକ୍ଷାର ଅନ୍ତ ହେଲା ।ପୁରୀରୁ ଦୌଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ଦିଲ୍ଲୀରୁ ଭର୍ଚୁଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇବା ପରେ ଜଗନ୍ନାଥଙ୍କ ଧାମ ପୁରୀରୁ ପଶ୍ଚିମବଙ୍ଗର ହାୱଡ଼ା ଅଭିମୁଖେ ଗଡ଼ିଥିଲା ବନ୍ଦେ ଭାରତ ଏକ୍ସପ୍ରେସ ।

Post Office Schemes
ପୋଷ୍ଟ ଅଫିସ୍‌ର କେଉଁ ସ୍କିମ୍‌ ଦେଉଛି କେତେ ଲାଭ ? ନିବେଶ କରିବା ପୂର୍ବରୁ ଥରେ ଦେଖିନିଅନ୍ତୁ...

ପୋଷ୍ଟ ଅଫିସ ବା ଡାକଘରେ ଟଙ୍କା ରଖିଲେ ଭଲ ରିଟର୍ଣ୍ଣ ମିଳିଥାଏ । ତେଣୁ ବିଭିନ୍ନ ଯୋଜନା ମାଧ୍ୟମରେ ଅନେକ ଲୋକ ପୋଷ୍ଟ ଅଫିସରେ ଟଙ୍କା ରଖିଥାନ୍ତି । ହେଲେ ପୋଷ୍ଟ ଅଫିସ୍‌ର ସମସ୍ତ ଯୋଜନା ବିଷୟରେ କେହି ଜାଣିନଥିବେ ।

Youtube Tips
ହେବାକୁ ଚାହୁଁଛନ୍ତି କି ୟୁଟ୍ୟୁବର ? ରୋଜଗାର କରିପାରିବେ ଲକ୍ଷଲକ୍ଷ ଟଙ୍କା, ବାସ୍‌ ଆପଣାନ୍ତୁ ଏହି ୪ଟି ଉପାୟ

ଯଦି ଆପଣଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ରହିଛି । ଆଉ ଆପଣଙ୍କ ଚ୍ୟାନେଲକୁ ସୋସିଆଲ ମିଡିଆରେ ସକ୍ରିୟ କରିବାକୁ ଚାହୁଁଛନ୍ତି ଅର୍ଥାତ ପ୍ରତ୍ୟେକ ଲୋକଙ୍କ ନିକଟରେ ଚ୍ୟାନେଲଟିକୁ ପହଞ୍ଚାଇବାକୁ ଚାହୁଁଛନ୍ତି । ତେବେ ଏହି ଖବର ଆପଣଙ୍କର କିଛି କାମରେ ଆସିବ ।

Sukanya Samriddhi Yojana
ଝିଅଙ୍କ ପାଇଁ ଯୋଜନା: ରଖନ୍ତୁ ୧୦୦ ଟଙ୍କା, ପାଇବେ ୧୫ଲକ୍ଷ ୨୭ ହଜାର !

ବର୍ତ୍ତମାନ ଆପଣ ଏହି ଯୋଜନାରେ ବିନିଯୋଗ କରି ୮.୦ ପ୍ରତିଶତ ସୁଧ ପାଇପାରିବେ । ଏହି ଯୋଜନା ମଧ୍ୟମରେ ଆପଣ ପାଣ୍ଠି ସଂଗ୍ରହ କରିପାରିବେ । ମାତ୍ର ୧୦୦ ଟଙ୍କା ସଞ୍ଚୟ କରି ଆପଣଙ୍କ ଝିଅ ପାଇଁ ୧୫ଲକ୍ଷ ଟଙ୍କା ପାଇପାରିବେ ।

Saghan Bagwani Yojana
ଆମ୍ୱ ଗଛ ଲଗାଇଲେ ମିଳିବ ୫୦ ହଜାର ଟଙ୍କା ! ଏହି ସରକାର ଆଣିଲେ ନୂଆ ଯୋଜନା

ଉଦ୍ୟାନ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏକ ସ୍ୱତନ୍ତ୍ର ଯୋଜନା କରିଛନ୍ତି । ଏହି ଯୋଜନାର ନାଁ ହେଉଛି ‘ସଘନ ବାଗୱାନି ଯୋଜନା’ (Saghan Bagwani Yojana) ।

Shasastra Seema Bal Recruitment 2023
SSB ପକ୍ଷରୁ ବାହାରିଲା ଚାକିରି; ପୂରଣ ହେବ ୧୬୫୬ ପୋଷ୍ଟ

SSB ନିଯୁକ୍ତି ୨୦୨୩ରେ କନଷ୍ଟେବଲ୍ ଟ୍ରେଡସମ୍ୟାନ୍, ସବ୍ ଇନ୍ସପେକ୍ଟର (SI), ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର (ASI) ଏବଂ ହେଡ୍ କନଷ୍ଟେବଲ୍ (HC) ଭଳି ପଦବୀ ରହିଛି ।

Pushp Vihar Amrita School
ସ୍କୁଲ ଉଡ଼ାଇଦେବାକୁ ଆସିଲା ଧମକପୂର୍ଣ୍ଣ ମେଲ୍‌; ତନତନକରି ଯାଞ୍ଚ କରୁଛି ପୋଲିସ

ଇମେଲରେ ଏହି ଖବର ଆସିବା ପରେ ପୋଲିସ ଏବଂ ଅନ୍ୟ ସନ୍ଧାନକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏନେଇ ଦକ୍ଷିଣ ଜିଲ୍ଲା ଡିସିପି ଚନ୍ଦନ ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି ।

GT vs SRH IPL 2023 Match
ଭଙ୍ଗା ହାତରେ ନାଚିଲେ ଚିୟରଗର୍ଲ; ବିସିସିଆଇ ଉପରକୁ ଉଠିଲା ପ୍ରଶ୍ନ

ସୋମବାର ଅର୍ଥାତ୍ ଗତକାଲି ଗୁଜୁରାଟ ଟାଇଟାନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ଥିଲା । ସେଠାରେ ଜଣେ ଚିୟରଗର୍ଲ ନୃତ୍ୟ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା ।

Man kills wife
କେଡ଼େ ନିର୍ଦ୍ଦୟ ସ୍ୱାମୀ; ସ୍ତ୍ରୀକୁ ହତ୍ୟା କଲା ପରେ ବକ୍ସ ପଲଙ୍କରେ ଲୁଚାଇଦେଲା

୧୯୯୬ ମସିହାରେ ଦିପା ବାଇଙ୍କୁ ବିବାହ କରିଥିଲେ ବିନୟ ପରମାର । ବିବାହର କିଛି ଦିନ ଯାଏଁ ଉଭୟଙ୍କ ମଧ୍ୟରେ ଠିକ୍‌ଠାକ୍‌ ଚାଲିଥିଲା । ହେଲେ ସେମାନଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଧୀରେ ଧୀରେ ଦୂରତା ସୃଷ୍ଟି ହୋଇଥିଲା ।

Amitabh Bachchan
ପ୍ରବଳ ଟ୍ରାଫିକ୍‌ ଜାମ୍‌; ବାଇକ୍‌ରେ ବସି ସୁଟିଂ ସେଟ୍‌କୁ ଗଲେ ଅମିତାଭ୍‌

ଅମିତାଭ ବଚ୍ଚନ ବର୍ତ୍ତମାନ ‘ପ୍ରୋଜେକ୍ଟ କେ’ ପାଇଁ ସୁଟିଂରେ ବ୍ୟସ୍ତ ରହିଛନ୍ତି । ‘ପ୍ରୋଜେକ୍ଟ କେ’ର ସୁଟିଂ ପାଇଁ ଯିବାବେଳେ ତାଙ୍କ ଗାଡ଼ି ଟ୍ରାଫିକରେ ଫସି ରହିଥିଲା ।

26 killed as truck-trailer and van crash
ଭୟଙ୍କର ଦୁର୍ଘଟଣା; ୨୬ ଜଣଙ୍କ ମୃତ୍ୟୁ

ଦୁର୍ଘଟଣାକୁ ନେଇ କିଛି ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭ୍ୟାନ୍‌ଟି ଏକ ଘରୋଇ ଟ୍ରାନ୍ସପୋର୍ଟ ବ୍ୟବସାୟର ହୋଇଥିବା କୁହାଯାଇଛି ।

wine inside offices
ଅଫିସ୍‌ରେ ବାର୍‌ର ମଜା ! ମିଳିବ ଥଣ୍ଡା ଥଣ୍ଡା ମଦ

ଏଣିକି ଅଫିସ୍‌ରେ ମଦ୍ୟପାନ କରିବାକୁ ସରକାର ଅନୁମତି ଦେଇଛନ୍ତି । ହେଲେ ଏହା ମାତ୍ର କିଛି କାର୍ଯ୍ୟାଳୟରେ ଲାଗୁ ହୋଇପାରିବ ବୋଲି କୁହାଯାଇଛି ।

Kamakshyanagar News
ସୀମା ଟପିଗଲା ସ୍ୱାମୀର ବର୍ବରତା; ସ୍ତ୍ରୀ ଦେହରେ କିରୋସିନ ଢାଳି ଜାଳିଦେଲା ସ୍ୱାମୀ

ଅଭିଯୁକ୍ତ ସ୍ୱାମୀ ନିରଞ୍ଜନ ଦାସକୁ ପୋଲିସ ଅଚକ ରଖିଛି । ଗତକାଲି ଘରେ କେହି ନଥିବା ବେଳେ ନିରଞ୍ଜନ ପ୍ରଥମେ ରଙ୍ଗବତୀକୁ ମାଡ଼ ମାରିଥିଲେ । ପରେ ତାଙ୍କ ଦେହରେ କିରାସିନି ଢାଳି ଝିଅନ୍ତା ଜାଳି ଦେଇଥିବା କଙ୍କଡାହାଡ଼ ଥାନାରେ ଅଭିଯୋଗ ହୋଇଛି ।

Odisha Weather
ଆହୁରି ତାତିବ ଓଡ଼ିଶା; ୪ ଜିଲ୍ଲାରେ ଟପିବ ୪୫ ଡିଗ୍ରୀ ତାପମାତ୍ରା !

୧୬ ତାରିଖରେ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ସୋନପୁର, ଅନୁଗୁଳ, ଦେବଗଡ, ବୌଦ୍ଧ, ବଲାଙ୍ଗିରକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି ।

Sonapali Suspense
ବନ୍ଦ ଘରେ ୩ ଦିନ ତିନି ମୃତଦେହ: ଘରର ତାଲା ଭଙ୍ଗା ଯାଇ ଉଦ୍ଧାର ହେଲା ମା’ ଓ ୨ ପିଲାଙ୍କ ମୃତଦେହ...

ଗତ ୩ /୪ ଦିନ ହେଲାଣି ବନ୍ଦ ଘରେ ୩ ଜଣଙ୍କ ମୃତଦେହ ପଡ଼ି ରହିଥିଲା। ଗତକାଲି ଦୁର୍ଗନ୍ଧ ବାହାରିବା ପରେ ଲୋକେ ଜାଣିପାରି ପୋଲିସକୁ ଖବର ଦେଇଥିଲେ।

 ISI agents
ସିମ୍‌ ଓଡ଼ିଶାର, ବ୍ୟବହାର କରୁଥିଲେ ପାକିସ୍ତାନ ଗୁଇନ୍ଦା ସଂସ୍ଥା; ବନ୍ଧାହେଲେ ୩ ଓଡ଼ିଆ

ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ITI ଶିକ୍ଷକ ଥିବା ଜଣା ପଡ଼ିଛି । STFର ସୂଚନା ଅନୁସାରେ ଏମାନେ ଅନ୍ୟମାନଙ୍କ ନାଁରେ ବିପୁଳ ପରିମାଣରେ ପ୍ରିଆକ୍ଟିଭ୍ ସିମ୍ କିଣୁଥିଲେ । ସେଥିରୁ OTP ଜେନେରେଟ୍ କରି ଭାରତରେ ଥିବା ପାକିସ୍ତାନୀ ଏଜେଣ୍ଟଙ୍କୁ ବିକ୍ରି କରୁଥିଲେ ।

 Special Development Council
ରାଜ୍ୟର ଆଉ ୧୪ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ; ତେଜିଲା ରାଜନୀତି

ଆଦିବାସୀଙ୍କ ନିଜସ୍ୱ ପରିଚୟ ଓ ସଂସ୍କୃତିକୁ ବଜାୟ ରଖିବାକୁ ୨୦୧୮ରେ ୯ଟି ଜିଲ୍ଲାରେ ଶୁଭାରମ୍ଭ ହୋଇଥିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ । ହେଲେ ୨୦୧୯ ନିର୍ବାଚନ ପରେ ଆଦିବାସୀଙ୍କ ବିକାଶ କଥା ଭୁଲିଗଲେ ସରକାର ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।