ହିତାଧିକାରୀଙ୍କୁ ନଗଦ ଭତ୍ତା ପ୍ରଦାନ ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ବଦଳାଇବାକୁ ବିଜେପିର ଦାବି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅସନ୍ତୋଷ ଝାଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପରେ ଅତ୍ୟଧିକ ଚାପ ସୃଷ୍ଟି କରିଥିଲା । ତେବେ କୋଭିଡ୍ କହର କମିବା ପରେ ପୁଣି ଥରେ କେବଳ ଦଶମ ଶ୍ରେଣୀରେ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି ।
ବିଚ୍ ରାସ୍ତାରେ ସେ ପୁଣି ହାଇୱେରୁ ଲୁଟୁଛି ଚୋର । ଏମିତି ସେମିତି ଜିନିଷ ଚୋରି ହେଉନାହିଁ, ଚୋରି କରାଯାଉଛି ବଡ଼ ବଡ଼ ଛୋଳି ।
ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୋଲିସ । ସିସିଟିଭି ଫୁଟେଜରେ ୩ଜଣ ଦୁର୍ବୃତ୍ତ ମୁହଁରେ ଗାମୁଛା ବାନ୍ଧି ହତ୍ୟା କରୁଥିବା ଦେଖିବାକୁ ମିଳୁଛି । ଜଣେ ବ୍ୟକ୍ତି ମଧ୍ୟ ସେହି ବାଟ ଦେଇ ଅତିକ୍ରମ କରୁଛନ୍ତି ।
ଭିଡିଓରେ ଜଣେ ନବବିବାହିତା ଭାଉଜ ତାଙ୍କ ଦିଅକୁ ମାଡ଼ ମାରୁଥିବା ଦେଖିବାକୁ ମିଳୁଛି । ଖାଲି ନୂଆ ଭାଉଜ ନୁହଁନ୍ତି ଦିଅର ମଧ୍ୟ ଭାଉଜଙ୍କୁ ମାଡ଼ ମାରୁଛନ୍ତି ।
ଟୋଲ୍ ଗେଟରେ ପାରି ହେବା ପାଇଁ ଅର୍ଥ ରାଶିକୁ ନେଇ ଦୁଇ ପକ୍ଷ ଝଗଡା ଓ ମାରପିଟ୍ ହୋଇଛନ୍ତି । ଛତିଶଗଡରୁ ୨ଟି ବସରେ ଯାତ୍ରୀମାନେ ଓଡିଶା ଆସି ବିଭିନ୍ନ ସ୍ଥାନ ବୁଲୁଥିବାବେଳେ ଗେଟରେ ପାରିହେବା ପାଇଁ ଦିଆଯାଉଥିବା ଟଙ୍କାକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଝଗଡା ହୋଇଥିଲା...
ମୃତ ସ୍କୁଟି ଆରୋହୀ ଲାରମ୍ଭାରେ ଥାନା ଇନପୁର ଗାଁର ଟଙ୍କଧର ବିଶ୍ୱାଳ ବୋଲି ଜଣାପଡିଛି । ଘଟଣାକୁ ନେଇ ପାଟଣାଗଡ଼ ପୋଲିସ ତଦନ୍ତ ଆରମ୍ଭ କରିଛି ।
ବୁଢ଼ାନଈ ସଂରକ୍ଷିତ ଜଙ୍ଗଲରେ ନକ୍ସଲମାନେ ଲୁଚିରହିଥିବାନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ପୋଲିସ । ପରେ ପରେ ଘଟଣାସ୍ଥେଳରେ ପହଞ୍ଚି କୁମ୍ୱିଂ ଅପରେସନ ଆରମ୍ଭ କରିଥିଲା ।
ପେଟ୍ରୋଲ ପମ୍ପର କର୍ମଚାରୀମାନେ ଯୁବକଙ୍କ ସ୍କୁଟିରୁ ପେଟ୍ରୋଲ ବାହାର କରିନେଇଥିଲେ । ଏସବୁକୁ ଦେଖିବା ପରେ ଯୁବକ ଜଣକ କର୍ମଚାରୀମାନେ ଗାଡ଼ିରୁ ପେଟ୍ରୋଲ ବାହାର କରୁଥିବା ବେଳର ଏକ ଭିଡିଓ କରିଥିଲେ ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ଗୋଲାପି ନୋଟ୍ ପ୍ରଚଳନକୁ ପ୍ରତ୍ୟାହର କରିବା ନେଇ ଘୋଷଣା କରିଥିବାବେଳେ ଆଜି ଠାରୁ ନୋଟ୍ ଏକ୍ସଚେଞ୍ଜ୍ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା ।
ଟ୍ରକ୍ ଡ୍ରାଇଭରମାନଙ୍କ ସମସ୍ୟା ବୁଝିବାକୁ ରାହୁଲ ଟ୍ରକ୍ରେ ଯାତ୍ରା କରିଥିବା ଉଲ୍ଲେଖ କରାଯାଇଛି । ଦେଶରେ ୯୦ ଲକ୍ଷ ଟ୍ରକ୍ ଡ୍ରାଇଭର ଅଛନ୍ତି ।
ଗଞ୍ଜେଇ ବ୍ୟାନ୍ ପାଇଁ ଭାରତ ଓ ଓଡ଼ିଶା ସରକାରଙ୍କୁ ଚିଠି ଲେଖିଥିଲେ ବାବା ବଳିଆ । ଓଡ଼ିଶା ସରକାର ବ୍ୟାନ୍ କରିଥିବାରୁ ମୁଁ ବହୁତ ଖୁସି ବୋଲି ସେ କହିଛନ୍ତି ।
ବର୍ତ୍ତମାନ ସାଇବାର ଅପରାଧୀମାନେ ଠକେଇ କରିବାକୁ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି । ଯାହା ଦ୍ୱାରା ଆପଣଙ୍କ ଗୋଟିଏ ଛୋଟିଆ ଭୁଲ୍ ଆପଣଙ୍କୁ ସେମାନଙ୍କ ଜାଲରେ ଫସାଇଦେଇପାରେ ।
ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖି ପଦକ୍ଷେପ ନେବା ପାଇଁ କୁହାଯାଇଛି ।
ଲୋକେ କୁହନ୍ତି ପ୍ରେମକୁ କାଳେ ଶବ୍ଦରେ ବର୍ଣ୍ଣନା କରି ହୁଏନା.. କିନ୍ତୁ ପ୍ରକୃତ ପ୍ରେମକୁ ପରିପ୍ରକାଶ କରିବାକୁ ଶବ୍ଦର ବି ଲୋଡା ପଡେନା.. ସେଥିପାଇଁ ତ ଆଜି ଖିଲି ଖିଲି ହସୁଛନ୍ତି ଏଇ ପ୍ରେମପକ୍ଷୀ..
ଶିକାରୀମାନଙ୍କ ସହିତ ମୁହାଁମୁହିଁ ହେବାରୁ ଶିକାରୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ, ଆଉ ଏଇ ଗୁଳି ବିନିମୟରେ ନଅଣା ରେଞ୍ଜର ବନ କର୍ମଚାରୀ ବିଲମ କୁମାର ଜେନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।
ବିଭିନ୍ନ କିସମର ମିଠା ଦାମ୍ ବୃଦ୍ଧି ନିଷ୍ପତ୍ତି ପରେ ଗ୍ରାହକଙ୍କୁ ଅବଗତ କରାଇବାକୁ ଆଜିକୁ ୩ ଦିନ ହେବ ଦୋକାନ ବନ୍ଦ ରଖିଛନ୍ତି ସମସ୍ତ ବ୍ୟବସାୟୀ।
ଆଦିବାସୀ ଭୋଟ୍ ନେବାକୁ ବି ଷ୍ଟ୍ରାଟେଜି ରହିଥିବା ଚର୍ଚ୍ଚା । ବିଜେଡି ସରକାରଙ୍କୁ କଡ଼ା ସମାଲୋଚନା କଲେ ବିରୋଧୀ । ଏଭଳି ମନ୍ତ୍ରିମଣ୍ଡଳ ପୁନର୍ଗଠନ କୌଣସି ପ୍ରଭାବ ପଡ଼ିବନି କହିଲେ ବିରୋଧୀ ।
ବ୍ୟାଙ୍କ କାଉଣ୍ଟରରେ ସୁବିଧାରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଗ୍ରାହକଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ବ୍ୟାଙ୍କଗୁଡ଼ିକୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି RBI।
କୋଟିଆରେ ଅନ୍ୟ ଲଘୁ ବନଜାତ ଦ୍ରବ୍ୟ ଭଳି ଫୁଲଝାଡୁର ସମ୍ଭାବନାକୁ ଦେଖି କିଛି ବର୍ଷ ଆଗରୁ ଏଠାରେ ଅଞ୍ଚଳବାସୀଙ୍କୁ ଫୁଲଝାଡୁ ଚାଷକୁ ବ୍ୟବସ୍ଥିତ କରିବାକୁ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି ଓଡ଼ିଶା ସରକାର ।