• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

Tanmay Kumar Mahalik

Editor

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି ...more

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।

less

Posts by Tanmay Kumar Mahalik

Minor girl succumbs to injuries after falling into box drain in Odisha’s Cuttack
କଟକରେ ଦୁଇ ଦିନରେ ଦୁଇ ଦୁଇଟି ଅଘଟଣ; ଆକ୍ସନ ମୋଡରେ ପ୍ରଶାସନ

ଦୁଇ ପାଇପ୍ ମଧ୍ୟରେ ଚାପି ହୋଇଯାଇଥିଲେ ନାବାଳିକା । ସ୍ଥାନୀୟ ଲୋକଙ୍କ ସହାୟତାରେ ଜେସିବି ଦ୍ୱାରା ଅଧଘଂଟା ଧରି ପରିଶ୍ରମ ପରେ ଉଦ୍ଧାର ହୋଇଥିଲେ ନାବାଳିକା । ତେବେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଏସସିବି ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଶେଷରେ ଆଖିବୁଜିଲା ନାବାଳିକା ଝିଅଟି...

Meritorious girl in Odisha turns labourer to meet education cost
ମଜୁରି ଖଟୁଛନ୍ତି ଜିଲ୍ଲା ଟପ୍ପର; ରମାଦେବୀର ଛାତ୍ରୀ, ଗାଁରେ ନିର୍ମାଣ ଶ୍ରମିକ

ଖାଲି କର୍ମା ନୁହଁନ୍ତି, ତାଙ୍କ ପରି ଅନ୍ୟ କିଛି ଯୁବତୀଙ୍କର ମଧ୍ୟ ସମାନ ଅବସ୍ଥା । +୩ ପ୍ରଥମ ବର୍ଷରେ ପଢ଼ୁଥିବା ବଣ୍ଡାଘାଟିର ସମିତା ମୁଦୁଲି ମଧ୍ୟ ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ସେ ବି କର୍ମାଙ୍କ ହାତରେ ହାତ ମିଶାଇ ବାଲି ମୁଣ୍ଡେଇ ଦେଉଛନ୍ତି ।

'Obvious future leader'
‘ଧୋନିଙ୍କ ନେତୃତ୍ୱ ଦକ୍ଷତା ଭଲ, ସେ ରାଜନୀତିକୁ ଆସିବା ଉଚିତ୍‌’

ସେ ଟ୍ୱିଟ୍‌କରି ଲେଖିଛନ୍ତି, ଧୋନି IPLରେ ଆଉ ଗୋଟିଏ ବର୍ଷ ରହିବେ ବୋଲି ଜାଣିବା ପରେ ଅନ୍ୟ ସମସ୍ତଙ୍କ ପରି ମୁଁ ମଧ୍ୟ ଖୁବ୍‌ ଖୁସି ଓ ଆଶାବାଦୀ ।

mango
ହାଉ ଜାଉ ଦେଶୀ ଆମ୍ବ; ବାଇଗଣପଲେଇକୁ ହତାଦର

କାହିଁକି ଓଡ଼ିଶା ବଜାରରେ ଏବର୍ଷ ଘାଟା ଖାଇଲା ବାଇଗଣ ପଲେଇ ଆମ୍ବ ? ଦର ଅଧିକ ନା ଅଧିକ ଆମଦାନୀ ଅଧିକ ?

Srimandir heritage corridor project
ବଢୁଛି ଡେଡଲାଇନ୍, ସରୁନି ଐତିହ୍ୟ କରିଡ଼ର କାମ

ମନ୍ଦିର କଡ଼ରେ ଅପରିସ୍କାର ପାଣି ଭାସୁଥିବାରୁ ବିଜେ ଠାକୁରମାନେ ତାରି ଉପରେ ଯାଉଛନ୍ତି । ଯାହାକୁ ନେଇ ଭକ୍ତ ଓ ସେବାୟତ କ୍ଷୁବ୍ଧ ହେବା ସହ ସିଧା ପ୍ରଶାସନକୁ ଦାୟୀ କରିଛନ୍ତି ।

cuttack news
କଟକ ବକ୍ସ ଡ୍ରେନ୍‌ରେ ପଡ଼ି ଗୁରୁତର ନାବାଳିକାଙ୍କ ମୃତ୍ୟୁ

ନାବାଳିକା ଡ୍ରେନ୍‌ ପାଣିରେ ବୁଡ଼ି ଯାଉଥିବା ବେଳେ ସ୍ଥାନୀୟ ଲୋକ ଏହାଦେଖି ତାଙ୍କୁ ଉଦ୍ଧାର କରି ମେଡିକାଲ୍‌ ପଠାଇଥିଲେ । ନାବାଳିକା ଜଣକ ଗୁରୁତର ରହିଥିବାବେଳେ ବର୍ତ୍ତମାନ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

LIC Dhan Rekha Plan
LICର ଦମଦାର୍‌ ପ୍ଲାନ୍‌; ପାଇବେ କୋଟିଏ ଟଙ୍କା !

LIC ଧନ ରେଖା ପ୍ଲାନ୍‌ ହେଉଛି ଏକ କ୍ୟାସ୍‌ ବ୍ୟାକ୍ ଯୋଜନା । ଯାହା ପଲିସିଧାରୀମାନଙ୍କୁ ବାରମ୍ବାର ରିଟର୍ଣ୍ଣ ପ୍ରଦାନ କରେ । ତାହାଛଡ଼ା ଏହି ପ୍ଲାନର ଶେଷ ବେଳକୁ ପଲିସିଧାରୀ ଭଲ ଲାଭ ପାଇପାରିବେ । ହିତାଧିକାରୀଙ୍କ ମୃତ୍ୟୁ ହେଲେ ମଧ୍ୟ LIC ଭଲ ରିଟର୍ଣ୍ଣ ଦେବ...

Electric Scooters To Get Expensive From June 1
ଇଲେକ୍ଟ୍ରିକ୍‌ ଭେଇକିଲ୍‌ ଉପରୁ କମିବ ସବସିଡି ! ଜୁନ୍‌-୧ରୁ ମହଙ୍ଗା ହୋଇପାରେ ଇ-ସ୍କୁଟର

ଇଲେକ୍ଟ୍ରିକ୍‌ ସ୍କୁଟରକୁ ନେଇ ସରକାର କିଛି କଟକଣା ଜାରି କରିବାକୁ ଯାଉଛନ୍ତି । ଯାହାଦ୍ୱାରା ଗ୍ରାହକଙ୍କ ଉପରେ ବିଶେଷ ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଛି ।

woman cremates husband inside the house, Vijayawada, Kurnool
ପଚାରିଲେନି ଦୁଇ ଡାକ୍ତର ପୁଅ; ଘର ଭିତରେ ସ୍ୱାମୀଙ୍କ ଅନ୍ତିମ ସଂସ୍କାର କଲା ସ୍ତ୍ରୀ

ଜଣେ ବାପା ସାରା ଜୀବନ ଅନେକ କଷ୍ଟ କରି ଦୁଇ ପୁଅଙ୍କୁ ମଣିଷ କରିଛନ୍ତି । ବହୁ କଷ୍ଟ କରି ଦୁଇ ପୁଅଙ୍କୁ ପାଠ ପଢ଼ାଇ ଡାକ୍ତର କରିଛନ୍ତି । ହେଲେ ସେହି ବାପା-ମା’ଙ୍କୁ ମିଳିଛି ନା ସାହା ନା ମିଳିଛି ପୁଅ, ବୋହୂ ଓ ନାତି ନାତୁଣୀଙ୍କ...

Chanakya Niti
ଆପଣଙ୍କର ରହିଛି କି ଏହି ସବୁ ଖରାପ ଅଭ୍ୟାସ ? କେବେ ଦୂର ହେବନି ଟଙ୍କା ସମସ୍ୟା

ଆଚାର୍ଯ୍ୟ ଚାଣକ୍ୟଙ୍କ କହିବା ଅନୁସାରେ କିଛି ଲୋକଙ୍କ ନିକଟରେ କେବେ ବି ଧନ ରହିନଥାଏ । ବିଶେଷକରି ୪ ପ୍ରକାରର ଲୋକଙ୍କ ନିକଟରେ ଧନର ଅଭାବ ସବୁବେଳେ ଲାଗି ରହିଥାଏ ବୋଲି କହିଛନ୍ତି ଚାଣକ୍ୟ ।

model degree college
ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିଲେ, ଚାଲିଛି ଜାଗାଖୋଜା

ଗୋଟିଏ ପରେ ଗୋଟିଏ ଶିକ୍ଷାବର୍ଷ ଶେଷ ହେଉଛି, ହେଲେ ପଦ୍ମ ଘୁଞ୍ଚି ଘୁଞ୍ଚି ଯିବାପରି ମଉଳୁଛି କୋରାପୁଟରେ ମଡେଲ ଡିଗ୍ରୀ କଲେଜର ସ୍ୱପ୍ନ...

Displaced for Baghua dam in Nayagarh
ଦେଇଥିବା ଜମିକୁ ନେଇଯିବାକୁ ଚକ୍ରାନ୍ତ

ସରୁନି ବାଘୁଆ ଡ୍ୟାମ୍ ବିସ୍ଥାପିତଙ୍କ ଦୁଃଖ..ବିସ୍ଥାପିତଙ୍କୁ ଘାରିଛି ଆଉଥରେ ଜମି ହରାଇବାର ଭୟ...

Puri sea beach
କାହା ସହ ଖେଳୁଛନ୍ତି ସରକାର ? ପର୍ଯ୍ୟଟକ ନା ଲାଇଫଗାର୍ଡ

ଅଶାନ୍ତ ସମୁଦ୍ରରୁ ପର୍ଯ୍ୟଟକଙ୍କୁ ସୁରକ୍ଷା ପାଇଁ କେବେ ସ୍ଥାୟୀ ନିଯୁକ୍ତ ହେବେ ଲାଇଫଗାର୍ଡ । କାହା ସହ ଖେଳୁଛନ୍ତି ସରକାର ? ଲାଇଭଗାର୍ଡ ନା ପର୍ଯ୍ୟଟକ

RS MP Niranjan Bisi
ଦୁର୍ଘଟଣା ନୁହେଁ ହିଟ୍ ଆଣ୍ଡ ରନ୍...

ଦୁର୍ଘଟଣା ନୁହେଁ ହିଟ୍ ଆଣ୍ଡ ରନ୍...ତେଜିଲା ରାଜ୍ୟସଭା ସାଂସଦଙ୍କ ଗିରଫ ଦାବି...

Fire Breaks Out In Daily Market of Bargarh
ଜଳିଗଲା ବରଗଡ଼ ସହରର ଡେଲି ମାର୍କେଟ୍

ଡେଲି ମାର୍କେଟରେ ଥିବା ପାଖାପାଖି ୧୦ରୁ ଅଧିକ ଦୋକାନ ଘର ଜଳିଯାଇଛି ।

online medicine order
ଅନଲାଇନ୍‌ରେ ମେଡିସିନ୍‌ ମଗାଉଛନ୍ତି କି ? ଏହି ସବୁ ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ...

ଆଜିର ଇଣ୍ଟରନେଟ୍‌ ଜମାନାରେ ପ୍ରାୟ ଲୋକ ଅନ୍‌ଲାଇନ୍‌ ମାଧ୍ୟମରେ ମେଡିସିନ୍‌ ଅର୍ଡର କରୁଛନ୍ତି । କିନ୍ତୁ ଅନ୍‌ଲାଇନ୍‌ରେ ଅର୍ଡର କରାଯାଉଥିବା ମେଡିସିନ୍‌ କେତେ ଠିକ୍‌ ଆପଣ ଜାଣନ୍ତି କି ?

FSSAI
କେତେ ଶୁଦ୍ଧ ବଜାରରେ ମିଳୁଥିବା କ୍ଷୀର ? ଦେଶବ୍ୟାପୀ ନମୁନା ସଂଗ୍ରହ କରିବ FSSAI

ବଜାରରେ ମିଳୁଥିବା କ୍ଷୀର କେତେ ବିଶୁଦ୍ଧ ? ଆପଣ ଖାଉଥିବା ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ମାନ ଠିକ୍ ତ ? ଆଉ ଟଙ୍କା ଦେଇ କିଣୁଥିବା ଏଭଳି ଖାଦ୍ୟରେ କେଉଁଠି ଅପମିଶ୍ରଣର ଆଶଙ୍କା ନାହିଁ ତ ?

 Kathajodi river
ନଈରେ ମିଶୁଛି ଡ୍ରେନ୍ ପାଣି; ବିଷାକ୍ତ ହେଉଛି କାଠଯୋଡ଼ି

କାଠଯୋଡ଼ିକୁ ସ୍ୱଚ୍ଛ ରଖିବାକୁ ଗତ ବର୍ଷ ମାର୍ଚ୍ଚ ୨୧ରେ ତାଗିଦ୍ କରିଥିଲେ ହାଇକୋର୍ଟ । ସହରର ନର୍ଦ୍ଦମା ପାଣି କାଠଯୋଡ଼ିକୁ ନଦୀକୁ ନଛାଡ଼ିବାକୁ ଉଭୟ କଟକ ମହାନଗର ନିଗମ ଓ ୱାଟକୋକୁ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚ ନ୍ୟାୟାଳୟ ।

Mig 29 k
ଆଇଏନଏସ୍ ବିକ୍ରାନ୍ତ ଉପରେ ମିଗ୍- 29 Kର ସଫଳ ଅବତରଣ

ସଫଳତା ପୂର୍ବକ ଏହି ଯୁଦ୍ଧ ବିମାନ ଅବତରଣ କରି ଇତିହାସ ରଚିଛି । ଏହି ଉପଲବ୍ଧି ସହ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ପ୍ରଗତି ହୋଇଛି ।

Ghaziabad crime news
ସ୍ପା ନାଁରେ ଚାଲିଥିଲା ସେକ୍ସ ରାକେଟ୍‌; ୬୯ଜଣ ଯୁବତୀଙ୍କୁ ବାନ୍ଧି ବସ୍‌ରେ ଥାନାକୁ ନେଲା ପୋଲିସ

ପୋଲିସର କହିବା ଅନୁସାରେ ପ୍ରଶାନ୍ତ ମଲ୍‌ରେ ଥିବା ସ୍ପାରେ ସେକ୍ସ ରାକେଟ୍‌ ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଖବର ପାଇବା ପରେ ଡିସିପି ସ୍ୱତନ୍ତ୍ର ସିଂଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇ ମଲ୍‌ରେ ଚଢ଼ାଉ କରାଯାଇଥିଲା ।

କପି-ଏଡିଟର ସହ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂ ଭାବେ ଦକ୍ଷତାର ସହ ଦାୟିତ୍ୱ ନିଭାଇଛି । ରାଜନୀତି, ସ୍ପେଶାଲ ଷ୍ଟୋରୀ ଏବଂ ରିପୋର୍ଟିଂ ଓ ଡିଜିଟାଲ ଆଙ୍କରିଂରେ ସ୍ୱତନ୍ତ୍ର ରୁଚି ରହିଛି । ୨୦୨୩ରୁ ‘ଓଡ଼ିଶା ଟିଭି’ରେ କାର୍ଯ୍ୟରତ ।