• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Mobile Addict
ପିଲାଙ୍କ ପାଇଁ ମାରାତ୍ମକ ହେଉଛି ମୋବାଇଲ, ବଦଳି ଯାଉଛି ଆଚରଣ-ବ୍ୟବହାର

ବର୍ତ୍ତମାନର ଯୁଗ ବିଜ୍ଞାନ ଓ ପ୍ରଯୁକ୍ତିର ଯୁଗ । ହାତ ପାହାନ୍ତାରେ ମିଳିଯାଉଛି ସବୁକିଛି । ବଦଳୁଥିବା ଦୁନିଆ ସହ ତାଳ ଦେଇ ବଦଳୁଛି ମଣିଷ । ଅନେକ ସମୟରେ ଇଣ୍ଟରନେଟର ଖରାପ ବ୍ୟବହାର ଅଡ଼ୁଆରେ ପକାଉଛି ।

Crime
ସ୍ତ୍ରୀ ମଦ ପିଉଥିଲା ବୋଲି ମାରିଦେଲା ସ୍ୱାମୀ, ଶବ ସହ ୩ ଦିନ ବିତାଇଲା ଜହ୍ଲାଦ

ସ୍ତ୍ରୀ ଶବ ସହ ୩ ଦିନ ବିତାଇଲା ସ୍ୱାମୀ । ଭୁବନେଶ୍ୱର ମୈତ୍ରୀ ବିହାର ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ୍ । ମୈତ୍ରୀ ବିହାର ତାରିଣୀ ନଗର ଅଞ୍ଚଳରେ ମହିଳାକୁ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

BJP
ମେଣ୍ଟ ଚର୍ଚ୍ଚା ବେଳେ ରାଜ୍ୟ ବିଜେପିର ନିର୍ବାଚନ କମିଟି ବୈଠକ, ବାହାରିବ କି ନିଷ୍କର୍ଷ !

ଆସନ୍ତାକାଲି ରାଜ୍ୟ ବିଜେପିର ନିର୍ବାଚନ କମିଟି ବୈଠକ । କାଲି ଅପରାହ୍ନରେ ବୈଠକ ହେବ ବୋଲି କହିଲେ ସଭାପତି ମନମୋହନ ସାମଲ । ନିର୍ବାଚନ କମିଟି ମିଟିଂରେ ସମସ୍ତ ସିଟ୍‌ ପାଇଁ ପରୀକ୍ଷା ନିରୀକ୍ଷା କରାଯିବ ବୋଲି କହିଲେ ମନମୋହନ ।

DA hike
ସରକାରଙ୍କ ଭୋଟର ତୁଷ୍ଟିକରଣ ନୀତି, ସରକାରୀ କର୍ମଚାରୀଙ୍କ ଡିଏ ୪% ବଢ଼ିଲା

ରାଜ୍ୟ ସରକାରୀ କର୍ମଚାରୀଙ୍କ ଡିଏ ୪% ବଢ଼ିଲା । ବର୍ଦ୍ଧିତ ଡିଏ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ ବୋଲି ଜଣା ପଡ଼ିଛି ।

Reliance Industries
ଭାୟାକମ ୧୮ରେ ଅର୍ଥ ବିନିଯୋଗ କରିବ ରିଲାଏନ୍ସ, କିଣିବ ୧୩ ପ୍ରତିଶତ ଅଂଶଧନ

ଭାୟାକମ୍ ୧୮ ମିଡିଆରେ ଅଂଶଧନ କିଣିବ ରିଲାଏନ୍ସ । ଏନେଇ ରିପୋର୍ଟ ପ୍ରକାଶ ପାଇଛି ।

Prisoner
କଏଦୀ ହେବ ତ ଏମିତି... ଭୁଲ୍‌ରେ ଛାଡ଼ି ଦେଇଥିଲା ପୋଲିସ୍‌, ପରେ ନିଜେ କଲେ ଆତ୍ମସମର୍ପଣ

ଜେଲ କହିଲେ ଆମ ମନରେ ଅପରାଧ ହିଁ ଆସିଥାଏ । ଜେଲରେ ଥିବା ସମସ୍ତେ କ୍ରୁର, ହିଂସ୍ର ପ୍ରବୃତ୍ତିର ବୋଲି ଆମ ମନରେ ଧାରଣା ରହି ଆସିଛି । ତେବେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଜଣେ କଏଦୀ ।

Padma awardees
ପଦ୍ମ ସମ୍ମାନିତଙ୍କୁ ମିଳିବ ସମ୍ମାନ ରାଶି, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ପଦ୍ମ ସମ୍ମାନିତଙ୍କୁ ମାସିକ ୨୫ ହଜାର । ପଦ୍ମ ସମ୍ମାନରେ ସମ୍ମାନିତ ବ୍ୟକ୍ତି ବିଶେଷଙ୍କୁ ମିଳିବ ସମ୍ମାନ ରାଶି । ମାସିକ ୨୫ ହଜାର ଟଙ୍କା ମିଳିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।

Medicine
ନକଲି ଔଷଧ କାରବାର, ବିଦେଶ ପର୍ଯ୍ୟନ୍ତ ଚେର; ୧୦୦ ଟଙ୍କାର ମେଡିସିନକୁ ଦୁଇ ଲକ୍ଷ ଟଙ୍କାରେ ବିକ୍ରି !

ଔଷଧର ଦାମ ମାତ୍ର ଶହେ ଟଙ୍କା । କିନ୍ତୁ ବିକ୍ରି ହୋଇଛି ଦୁଇ ଲକ୍ଷ ଟଙ୍କାରେ । ସାମାନ୍ୟ ଫଙ୍ଗସ ମେଡିସିନକୁ କ୍ୟାନସର ମେଡିସିନ କହି ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଛି । ଏପରି ଏକ ଘଟଣାର ପର୍ଦାଫାସ କରିଛି ଦିଲ୍ଲୀ ପୋଲିସ ।

Private Satellite
ଲଞ୍ଚ ହେବାର ୧୦ ସେକେଣ୍ତ ଭିତରେ ବିସ୍ଫୋରଣ, ଧୂଆଁମୟ ହେଲା ପୂରା ଅଞ୍ଚଳ; ଦେଖନ୍ତୁ ଭିଡିଓ

ଲଞ୍ଚ ହେଉ ହେଉ ଘଟିଲା ବିସ୍ଫୋରଣ । ଅଧା ଆକାଶରେ ଫାଟିଗଲା ରକେଟ । ଉତକ୍ଷେପଣ ପରେ ମାତ୍ର ୧୦ ସେକେଣ୍ତ ଭିତରେ ଫାଟିଲା ରକେଟ । ଏପରି ଘଟଣା ଘଟିଛି ଜାପାନରେ । ଏକ ପ୍ରାଇଭେଟ କମ୍ପାନୀ ତରଫରୁ ରକେଟ ଉତକ୍ଷେପଣ କରାଯାଉଥିଲା ।

Sheena Rani
୨୫ ବର୍ଷ ପରେ ପାଇଲେ ସଫଳତା, ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ ପଛରେ ‘ଦିବ୍ୟପୁତ୍ରୀ’

ଗତ ସୋମବାର ଭାରତ ଅନେକ ଯୁଦ୍ଧାସ୍ତ୍ରଯୁକ୍ତ ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ କରିସାରିଛି । ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ 'ମିଶନ ଦିବ୍ୟାସ୍ତ୍ର' ବୋଲି ମଧ୍ୟ ଘୋଷଣା କରି ସାରିଛନ୍ତି । ଅଗ୍ନି କ୍ଷେପଣାସ୍ତ୍ର ଉପରେ କାର୍ଯ୍ୟ କରୁଥିବା ମହିଳା ବୈଜ୍ଞାନିକ ପ୍ରୋଜେକ୍ଟର ନେତୃତ୍ୱ ନେଇଥିଲେ ।

Weather
ଡହ ଡହ ଖରାରେ ଅସ୍ତବ୍ୟସ୍ତ ଜନଜୀବନ, ୪୦ ଡିଗ୍ରୀ ପାର୍ କରିବ ତାପମାତ୍ରା

ରାଜ୍ୟରେ ଉପରମୁହାଁ ପାରଦ । ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ପାଇଁ ତାତି ବଢିଛି । ଆଗକୁ ସ୍ୱାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ।

Burla Hospital
ଭିମସାର୍ ସୁପର ସ୍ପେଶାଲିଟି ହସପିଟାଲ କେଁ! ବିତିଗଲାଣି ୬ ବର୍ଷ, କାମ ସରିବାର ନାଁ ଧରୁନି

ପଶ୍ଚିମ ଓଡ଼ିଶାର ସ୍ୱାସ୍ଥ୍ୟସେବାର ପ୍ରାଣକେନ୍ଦ୍ର, ବୁର୍ଲା ହସପିଟାଲ । ଅସୁମାରୀ ଆଶା ସହ ଭିମସାରରେ ଆରମ୍ଭ ହୋଇଥିଲା ସୁପର ସ୍ପେଶାଲିଟି ହସପିଟାଲ ।

CAA website
ଆରମ୍ଭ ହେଲା CAA ଆବେଦନ ପ୍ରକ୍ରିୟା, ଏହି ୱେବସାଇଟରେ କରନ୍ତୁ ରେଜିଷ୍ଟ୍ରେସନ୍

ଗତକାଲି ସିଏଏ ବିଜ୍ଞପ୍ତି ଜାରି କରିଥିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ । ୨୦୧୯ ଡିସେମ୍ବରରେ ସଂସଦରେ ପାସ୍ ହୋଇଥିଲା ଏହି CAA । ଏହା ଲାଗୁ ହେବା ପରେ ଅଣମୁସଲିମ୍ ଶରଣାର୍ଥୀଙ୍କୁ ମିଳିବ ଭାରତୀୟ ନାଗରିକତା । ସେଥିମଧ୍ୟରେ ୩ ପଡ଼ୋଶୀ ଦେଶର ଶରଣାର୍ଥୀଙ୍କୁ ମିଳିବ ଏହି ସୁବିଧା।

YS Jagan Mohan Reddy
ସରକାରଙ୍କୁ ପ୍ରଶଂସା ପଡ଼ିଲା ମହଙ୍ଗା, ନିନ୍ଦା ସହିନପାରି ଜୀବନ ହାରିଲେ ମହିଳା

ଟ୍ରୋଲ ନେଲା ଜୀବନ । ଅତ୍ୟଧିକ ଗ୍ଲାନି ଓ ଲଜ୍ଜାରେ ଜର୍ଜରିତ ହୋଇ ଆତ୍ମହତ୍ୟା କଲେ ମହିଳା । ଗତ ସପ୍ତାହରେ ଟ୍ରେନ ସମ୍ମୁଖକୁ ଆସି ଜୀବନ ହାରିଥିଲେ ଏହି ମହିଳା । ତେବେ ମହିଳାଙ୍କ ମୃତ୍ୟୁ ପରେ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଘଟଣାଟି...

Fake call
ସାଙ୍ଘାତିକ ହେଉଛି AI; ଅସଲିକୁ କରୁଛି ନକଲି, ଫସୁଛନ୍ତି ସାଧାରଣ ଜନତା

ଟେକ୍ନୋଲୋଜି ବଢ଼ିବା ସହ ବଢ଼ି ଚାଲିଛି ସାଇବର କ୍ରାଇମ । ମୁହୂର୍ତ୍ତକେ ଆକାଉଣ୍ଟରୁ ଖାଲି ହୋଇଯାଉଛି ଟଙ୍କା । ଦିନକୁ ଦିନ ବଢ଼ୁଥିବା ସାଇବର କ୍ରାଇମ ଲୋକଙ୍କ ନିଦ ହଜାଇ ଦେଉଛି । AI ର ବ୍ୟବହାର କରି ଅସମ୍ଭବକୁ ସମ୍ଭବ କରାଯାଉଛି ।

Sarapanch
ସରପଞ୍ଚଙ୍କ ମନ ଜିଣିଲେ ସରକାର, ତିନିଗୁଣା ବଢ଼ାଇଲେ ଦରମା

ସରପଞ୍ଚ ପାଇବେ ୧୦ ହଜାର । ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ପାରିତୋଷିକ, ଭତ୍ତା ବଢ଼ିଲା । ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଭ୍ୟ, ସରପଞ୍ଚଙ୍କ ଭତ୍ତା ବୃଦ୍ଧି । ଜିଲ୍ଲା ପରିଷଦ ସଭାପତି ଏଣିକି ମାସିକ ପାଇବେ ୩୦ ହଜାର ଟଙ୍କା ।

Citizenship (Amendment) Act
CAA ପାଇଁ କିପରି କରିବାକୁ ହେବ ଆବେଦନ, କ’ଣ ରହିଛି ପ୍ରଣାଳୀ; ଜାଣନ୍ତୁ..

ସିଏଏ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ନାଗରିକତା ସଂଶୋଧନ ଆଇନ ନେଇ ବିଜ୍ଞପ୍ତି ଜାରି କରାଯାଇଛି । ୨୦୧୯ ଡିସେମ୍ବରରେ ସଂସଦରେ ପାସ୍ ହୋଇଥିଲା ଏହି CAA । ଏହା ଲାଗୁ ହେବା ପରେ ଅଣମୁସଲିମ୍ ଶରଣାର୍ଥୀଙ୍କୁ ମିଳିବ ଭାରତୀୟ ନାଗରିକତା ।

Mining
ଖଣି ଖନନରେ କମ୍ପୁଛି ଗଗନ, ଭାଙ୍ଗୁଛି ଘରଦ୍ୱାର; ଗୁହାରୀ ପରେ ବି ଶୁଣୁ ନାହାଁନ୍ତି ସରକାର

ନା ଲୋକଙ୍କ ଧନଜୀବନ ପ୍ରତି ଦାୟିତ୍ୱ ରହୁଛି, ନା ସେମାନଙ୍କ ଆପତ୍ତି ଅଭିଯୋଗ ପ୍ରତି ଖାତିର ରହୁଛି । ଦୀର୍ଘଦିନ ହେଲା, ଖୋର୍ଦ୍ଧା ଭୋଗପୁର ଜନବସତି ଅଞ୍ଚଳରେ ଆଖିବୁଜା ପଥର ଖନନ କରି ଚାଲିଛି ଓଡ଼ିଶା ଖଣି ନିଗମ ।

Politics
କଂଗ୍ରେସ ଖେଳାଇଲା BJD-BJP ଛୁଆ! ବାହାଘର ପରେ କଲା ଅନ୍ନପ୍ରାସନ, ହସି ଉଡ଼ାଇଲେ ଶଙ୍ଖ-ପଦ୍ମ ଦଳ

ବିଜେପି ଓ ବିଜେଡିକୁ କଂଗ୍ରେସର ଟାର୍ଗେଟ । କିଛି ଦିନ ତଳେ ବିଜେଡି ଓ ବିଜେପିର ବାହାଘର କରାଇଥିବା କଂଗ୍ରେସ ଆଜି ଉଭୟଙ୍କଠାରୁ ଜନ୍ମ ନେଇଥିବା ଦୁର୍ନୀତି ରୂପକ ଦଶ ଶିଶୁଙ୍କର ଅନ୍ନ ପ୍ରାସନ୍ନ କରିଛି ।

Sri Mandir
ଚମକାଇଲା ଗବେଷକଙ୍କ ତଥ୍ୟ; ଗୋଟିଏ ନୁହେଁ, କାଳିଆର ଅଛି ଆଉ ଦୁଇଟି ରତ୍ନ ଭଣ୍ତାର

ଶ୍ରୀମନ୍ଦିର ଗର୍ଭଗୃହ ତଳେ ଅଛି ଆହୁରି ୨ଟି ରତ୍ନଭଣ୍ଡାର । ମହାପ୍ରଭୁଙ୍କ ଭଣ୍ଡାର ଗୃହକୁ ଗୋଟିଏ ନୁହେଁ, ଅଛି ଦୁଇ ଦୁଇଟି ପ୍ରବେଶ ଦ୍ୱାର । ଗୋଟିଏ ସେବାୟତମାନେ ବ୍ୟବହାର କରୁଛନ୍ତି ତ ଅନ୍ୟଟି ପୁରା ବନ୍ଦ ରହିଛି ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।