• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

BJD-BJP
ଭୁଶୁଡ଼ିବ ବିଜେଡି ଗଂଜାମ ଗଡ଼ ! ବିଜେପି ଶିବିରରେ ଅସନ୍ତୁଷ୍ଟ ନେତା

ଭୁଶୁଡୁଛି ବିଜେଡିର ଗଞ୍ଜାମ ଗଡ଼ । ପ୍ରଦୀପ ପାଣିଗ୍ରାହୀ ସାଜିଛନ୍ତି ପୁରୋଧା ।

Weather
ରାଜ୍ୟରେ ବୃଦ୍ଧି ପାଇବ ରାତି ତାପମାତ୍ରା, ୨ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା

ରାଜ୍ୟରେ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ରାତି ତାପମାତ୍ରା ୨ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ସମ୍ଭାବନା । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।

Bomb Blast
ଗୁଜବକୁ ବିଶ୍ୱାସ କରନ୍ତୁନି, ପୋଲିସକୁ ସହଯୋଗ କରନ୍ତୁ: ଜିଲ୍ଲାପାଳ

ସମ୍ବଲପୁର ସହରର ପୀରବାବା ଛକରେ ବୋମାମାଡ଼ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାରେ ୩ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି । ବୋମାମାଡ ଘଟଣାରେ ଗୋଟିଏ ବୁଲେଟ ମୋଟରସାଇକେଲ କ୍ଷତିଗସ୍ତ ହୋଇଛି ।

Accident
କାଳ ହେଲା ବସ ଯାତ୍ରା, ସଡ଼କ ଦୁର୍ଘଟଣାରେ ଗଲା ଗୋଟେ ମୁଣ୍ତ; ୭ ଆହତ

କୋରାପୁଟ ସଦର ଥାନା ପୋଡ଼ାଗଡ ଜାତୀୟ ରାଜପଥ ୩୨୬ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାଲି ରାତିରେ ପୋଡ଼ାଗଡଠାରେ ଭାରସାମ୍ୟ ହରାଇ ଏକ ବସ୍ ପ୍ରଥମେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେବା ପରେ ଦୁଇରୁ ତିନିଥର ପଲଟି ମାରିଥିଲା ।

Crime
ସୈତାନର ନାରକୀୟ କାଣ୍ତ, ଟଙ୍କା ପାଇଁ ୯ବର୍ଷର ବାଳକକୁ କଲା ହତ୍ୟା!

୯ ବର୍ଷର ବାଳକକୁ ଅପହରଣ । ପ୍ରାର୍ଥନା ପାଇଁ ମସଜିଦକୁ ଯିବା ବେଳେ ଅପହରଣ କରିନେଲା ସ୍ଥାନୀୟ ଟେଲର୍ । ସନ୍ଧ୍ୟା ପ୍ରାର୍ଥନା ଶେଷ ପରେ ବାହାରକୁ ଆସିବା ପରେ ଅପହରଣ କରି ନେଲା । ପରେ ମୁଣ୍ତ ଜାମିନ ପାଇଁ ଦାବି କରିଥିବା ୨୩ ଲକ୍ଷ ଟଙ୍କା...

Mumbai
ଏସିଆର ବିଲିୟନେୟାର କ୍ୟାପିଟାଲ ମାନ୍ୟତା ପାଇଲା ମୁମ୍ବାଇ, କଟିଲା ବେଜିଂ

ସମ୍ପତ୍ତି ତାଲିକାରେ ଚୀନ୍‌ର ରାଜଧାନୀ ବେଜିଂକୁ ଟପିଲା ମୁମ୍ବାଇ । ଏସିଆର ନୂଆ ବିଲିୟନେୟାର ରାଜଧାନୀ ଭାବରେ ଉଭା ହୋଇଛି ମୁମ୍ବାଇ । ଭାରତର ଅର୍ଥନୈତିକ ମେରୁଦଣ୍ତ ମୁମ୍ବାଇରେ ବର୍ତ୍ତମାନ ୯୨ ଜଣ ବିଲିୟନେୟାର ରହିଛନ୍ତି ।

RCB vs PBKS
ଲଢ଼େଇ କରି ହାରିଲା ପଞ୍ଜାବ; ବିରାଟ ସାଜିଲେ ହିରୋ, ବେଙ୍ଗାଲୁରୁର ସହଜ ବିଜୟ

IPLରେ ଗତକାଲି ଖେଳାଯାଇଛି ଆଉ ଏକ ହାଇଭୋଲଟେଜ୍ ମ୍ୟାଚ୍ । ପଞ୍ଜାବକୁ ୪ ୱିକେଟରେ ମାତ୍ ଦେଇଛି ବେଙ୍ଗାଲୁରୁ । ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଘରୋଇ ଟିମ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୭୭ ରନ୍ ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା ।...

Weather
ରାଜ୍ୟରେ କାଳବୈଶାଖୀର ତାଣ୍ତବ, କେଉଁଠି ବଜ୍ରପାତ ତ କେଉଁଠି କୁଆପଥର ଛେଚା

ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ତାଣ୍ଡବ ରଚିଛି କାଳବୈଶାଖୀ । କେଉଁଠି ବଜ୍ରପାତ ହୋଇଛି ତ ଆଉ କେଉଁଠି କୁଆପଥର ମାଡ଼ରେ ଉଜୁଡ଼ିଯାଇଛି ଧାନ ଫସଲ ସହ ପରିବା ଚାଷ । ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି ।

Holi Festival
ରଙ୍ଗେଇ ହେଉଛି ଗାଁରୁ ସହର, ଜାତି-ଧର୍ମ-ବର୍ଣ୍ଣ ଭୁଲି ରଙ୍ଗ ଖେଳରେ ମସଗୁଲ୍ ସମସ୍ତେ

ଆଜି ରଙ୍ଗର ପର୍ବ ହୋଲି । ସାରା ରାଜ୍ୟରେ ତଥା ଦେଶର ବିଭିନ୍ନ ସ୍ଥାନରେ ଆଜି ଏହି ନିଆରା ପର୍ବକୁ ପାଳନ କରୁଛନ୍ତି ଲୋକେ । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଜଣେ ଆର ଜଣକୁ ରଙ୍ଗ ଲଗାଇ ନିଜ ଭଲ ପାଇବା ପରିପ୍ରକାଶ କରୁଛନ୍ତି ।

Coconut Oil
ହୋଲି ଆଣିଲା କମ୍ପାନୀ ପାଇଁ ଖୁସି, ବଢ଼ିଲା ନଡ଼ିଆ ତେଲର ବିକ୍ରି

ଆସନ୍ତାକାଲି ହୋଲି । କେତେକ ସ୍ଥାନରେ ଆଜି ମଧ୍ୟ ହୋଲି ପାଳିତ ହୋଇଯାଇଛି । ତେବେ ସ୍ୱାସ୍ଥ୍ୟକୁ ନେଇ ସଚେତନ ଯୁବପିଢ଼ିଙ୍କ ପାଖରେ ଫିକା ପଡ଼ିନି ହୋଲି ସେଲିବ୍ରେସନ୍ । ଏହି ଅବସରରେ ନଡ଼ିଆ ତେଲର ବିକ୍ରି ବଢ଼ିଥିବା ଏହି କଥାକୁ ସୂଚାଇ ଦେଉଛି ।

Kotia
କୋଟିଆରେ ବାହାରିବ କି ପୁରୁଣା ରୋଗ ? ଓଡ଼ିଶା ନା ଆନ୍ଧ୍ର, କାହା ଖାତାକୁ ଯିବ କୋଟିଆ ଭୋଟ୍

କିଏ ହାତେଇବ ୨୧ ଖଣ୍ଡ ଗ୍ରାମପୁଞ୍ଜ କୋଟିଆର ଭୋଟ୍? ଓଡ଼ିଶା ଖାତାରେ ପଡ଼ିବ କେତେ, ଆନ୍ଧ୍ର ଖାତାକୁ ଯିବ କେତେ ? ସୀମା ବିବାଦର ପଶାପାଲିରେ ଥିବା କୋଟିଆରେ ଆରମ୍ଭ ହେଲାଣି ଛକାପଞ୍ଝା, ଜୋର ଧରିଲାଣି ଟଣାଭିଡ଼ା ।

Loot
ଚୋରି ପୂର୍ବରୁ ଫିଟ ରହିବାର ଚେଷ୍ଟା, କଲେ ଯୋଗ; ଭାଇରାଲ ହେଲା ଭିଡିଓ

ଚୋରି କରିବା ପୂର୍ବରୁ ନିଜକୁ ଫିଟ ରଖିବା ପାଇଁ ଚୋରର ଯୋଗାଭ୍ୟାସ । ଏପରି ଏକ ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଚୋରଟିଏ ଚୋରି କରିବା ଆଗରୁ ଯୋଗ ଅଭ୍ୟାସ କରିଛି ।

Lok Sabha Election
BJD ଉପରେ ବର୍ଷିଲେ ଅପରାଜିତା, ଟିକେଟ ପାଇଁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର ଲୋକସଭା ଆସନରୁ ପୁଣି ବିଜେପି ଟିକେଟରେ ଲଢିବେ ଅପରାଜିତା ଷଡ଼ଙ୍ଗୀ । ଦଳୀୟ ଟିକଟ୍ ପାଇବା ପରେ ଅପରାଜିତା କେନ୍ଦ୍ର ଓ ରାଜ୍ୟ ନେତୃତ୍ୱ ସହ ଭୁବନେଶ୍ୱରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

Cheistha Kochar
ରାସ୍ତା ଦୁର୍ଘଟଣାରେ ଚାଲିଗଲା ଝିଅ, ସ୍ମୃତି ସାଇତିବା ପାଇଁ ପେଜ୍ ତିଆରି କଲେ ବାପା

ଟ୍ରକ ଧକ୍କାରେ ଭାରତୀୟ ଯୁବତୀଙ୍କ ମୃତ୍ୟୁ । ଗତ ସପ୍ତାହରେ ସେଣ୍ଟ୍ରାଲ ଲଣ୍ତନରେ ଏହି ଘଟଣାଟି ଘଟିଥିଲା । ସାଇକେଲ ଚଳାଇ ସେ ନିଜ ଘରକୁ ଫେରୁଥିବା ବେଳେ ଟ୍ରକଟି ଧକ୍କା ଦେଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

Accident
କାନ୍ଥ ନେଇଗଲା ପୁଅର ଜୀବନ, ବାପା-ମାଆ ଗୁରୁତର

ଜଳେଶ୍ୱର ପଶ୍ଚିମବାଡ଼ ଅଞ୍ଚଳରେ ଅଭାବନୀୟ ଘଟଣା । କାନ୍ଥ ପଡି ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଓ ମାଆ ଗୁରୁତର ଆହତ ହୋଇଛନ୍ତି । ଶେଖ ସମିରୁଦ୍ଦିନ ଓ ତାଙ୍କ ସ୍ତ୍ରୀ ଅସିମା ବିବି ଏବଂ ତାଙ୍କ ପୁଅ ଶେଖ ଆରିଫ ଘର ପାଖ ରାସ୍ତା କଡରେ...

CCTV
ତୃତୀୟ ନୟନରେ ନାହିଁ ଜ୍ୟୋତି, ଅଚଳ ଭାବେ ପଡ଼ିରହିଛି ସିସିଟିଭି କ୍ୟାମେରା

କେନ୍ଦ୍ରାପଡ଼ା ସହର ଜଗିଛି ଅଚଳ ସିସିଟିଭି କ୍ୟାମେରା । ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ୩୮ ଗୋଟି କ୍ୟାମେରା ମଧ୍ୟରୁ ମାତ୍ର ଗୋଟିଏ ସଚଳ ଅବସ୍ଥାରେ ରହିଛି । ଚୋର ଜଗିବା ପାଇଁ ଲାଗିଥିବା ଅନେକ ସିସିଟିଭି କ୍ୟାମେରାକୁ ଚୋର ଚୋରି କରି ନେଇ ଯାଇଛନ୍ତି ।

Sri Mandir
ଅନଲାଇନରେ ମଗେଇଥିଲେ ଶ୍ରୀମନ୍ଦିର ବାନା, କିନ୍ତୁ ମିଳିଲା ରାଜନୈତିକ ଦଳ ପତାକା

ଅନଲାଇନରେ ଶ୍ରୀମନ୍ଦିର ପତିତପାବନ ବାନା ମଗାଇଥିଲେ କିନ୍ତୁ ପହଞ୍ଚିଲା ରାଜନୈତିକ ଦଳ ବିଜେପିର ପତାକା । ପୁଣି ଆମାଜନ କମ୍ପାନୀ ମାଧ୍ୟମରେ ଠକେଇ ।

Loot
ପଢ଼ା ମାତ୍ର ନବମ ଶ୍ରେଣୀ, କିନ୍ତୁ ଚୋରି କରି ବଞ୍ଚୁଥିଲା ଅୟସର ଜୀବନ

କାମ ଚୋରି, କିନ୍ତୁ କୋଟିପତିଙ୍କ ଭଳି ରହଣୀ । କମିଶନରେଟ ପୋଲିସ ଗିରଫ କରିଥିବା ଜଣେ ଡକାୟତର ଜୀବନଶୈଳୀର କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଭୁବନେଶ୍ୱରର ଏକାଧିକ ସ୍ଥାନରୁ ଚୋରି କରି ଧରାପଡିଛି ପର୍ଶୁରାମ ଗିରି ।

Delhi Metro
ସରିଗଲା ଲଜ୍ୟା; ଇଏ ମେଟ୍ରୋ ନା ଆଉ କ’ଣ, ଦେଖନ୍ତୁ ଭିଡିଓ ..

ଦିଲ୍ଲୀ ମେଟ୍ରୋରେ ଘଟିଥିବା ଅନେକ ଘଟଣା ତ ଆପଣମାନଙ୍କର ନଜରରେ ଆସୁଥିବ । ଦେଶରେ ଏନେଇ ଅନେକ ବିତର୍କ ମଧ୍ୟ ହେଲାଣି । ତଥାପି ଚେତିବାର ନାଁ ନେଉନାହାନ୍ତି ଯୁବପିଢ଼ି । ମଡର୍ଣ୍ଣ ହେବାର ଦ୍ୱାହି ଦେଇ ଲଜ୍ୟାକୁ ସମାଜ ସାମ୍ନାରେ ବିକ୍ରି କରାଯାଉଛି ।

Crime
କାରରୁ ମିଳିଲା ତିନି ଶବ, ଗୁପ୍ତ ଧନ ପାଇଁ ହତ୍ୟା ସନ୍ଦେହ!

କାରରୁ ମିଳିଲା ମୃତଦେହ । ଜଳି ଯାଇଥିବା କାରରୁ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଘଟଣାଟି ଘଟିଛି ମାଙ୍ଗାଲୁରୁ ତୁମାକୁରୁରେ । ଟଙ୍କା ପାଇଁ ଏପରି କାଣ୍ତ ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।