ସଂସଦରେ ଶିବ ଫଟୋ ହଙ୍ଗାମା । ସଂସଦରେ ଆଜି ଗୃହ କାର୍ଯ୍ୟ ବେଳେ ରାହୁଲ ଗାନ୍ଧିଙ୍କ ମହାଦେବଙ୍କ ଫଟୋକୁ ନେଇ ଲୋକସଭାରେ ପ୍ରବଳ ହଙ୍ଗାମା ।
ଭାରତ ବିଶ୍ୱକପ୍ ଜିତିନେଇଛି । ଦୀର୍ଘ ୧୭ ବର୍ଷ ପରେ ରୋହିତ ଶର୍ମା ଓ ରାହୁଲ ଦ୍ରାବିଡଙ୍କ ମାର୍ଗଦର୍ଶନରେ ଭାରତ ବିଶ୍ୱକପ୍ ଜିତିଛି ।
ରାଜ୍ୟର ନବ ନିର୍ବାଚିତ ସମସ୍ତ ବିଜେପି ବିଧାୟକ, ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଛି ବିଜେପି ।
ବିଶ୍ୱ ଟାଇଟଲ ଲଢ଼େଇରେ ବାଜି ମାରି ନେଇଛି ଟିମ୍ ଇଣ୍ତିଆ । ଦୀର୍ଘ ୧୧ ବର୍ଷର ପ୍ରତୀକ୍ଷା ପରେ ଦଳଗତ ଭାବେ ଭଲ ପ୍ରଦର୍ଶନ ଦେଇ ବିଜୟୀ ହୋଇଛି ଭାରତ ।
ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ରଥଯାତ୍ରା କଥା କହିଛନ୍ତି । ଆସନ୍ତା ସପ୍ତାହରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି ।
ଚାଷୀଙ୍କ ଜମିକୁ ପାଣି ଯୋଗାଇବା ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଲା ଚେକ୍ ଡ୍ୟାମ୍ ।
ଲଘୁଚାପ ପ୍ରଭାବରେ ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ।
ଅଜୟ ଭାରତ... ବିରାଟ ବିଜୟ । ହାର୍ଦ୍ଦିକ ଶୁଭେଚ୍ଛା । ସାରା ଦେଶରେ ସେଲିବ୍ରେସନ । ଟି-୨୦ ବିଶ୍ୱକପ୍ ଚାମ୍ପିଅନ ଭାରତ ।
ଟି-୨୦ ବିଶ୍ୱକପ୍ ବିଜୟ ସହ ପ୍ରଶଂସକଙ୍କ ପାଇଁ ବିରାଟ ଝଟକା । ଟି-୨୦ ଫର୍ମାଟରୁ ଅବସର ଘୋଷଣା କଲେ ରନ ମେସିନ ବିରାଟ କୋହଲି ଓ ହିଟ୍ ମ୍ୟାନ ରୋହିତ ଶର୍ମା ।
ଆଦିବାସୀମାନଙ୍କ କଳା, ସଂସ୍କୃତି, ପରମ୍ପରାଗୁଡିକ ବର୍ତ୍ତମାନ ଲୋପ ପାଇବାକୁ ବସିଲାଣି । ସେଗୁଡ଼ିକ କିପରି ବଞ୍ଚି ରହିବ ସେଥି ପ୍ରତି ଏବେ କାହାରି ମଧ୍ୟ ଦୃଷ୍ଟି ନାହିଁ ।
କାଲି ପ୍ରଶାସନ ଲଗାଇଥିଲା ଲଟକା । ଆଜି ଖାଲି କରାଯାଉଛି ଢାବା ।
ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ଏ ବର୍ଷ ଦୁଇ ଗୁଣା ବୃଦ୍ଧି ପାଇଛି । ବର୍ଷା ବଢିବା ସହିତ ଡେଙ୍ଗୁ ବି ବଢୁଛି ।
ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସାନ ଶଢୁଙ୍କୁ ଗୁଳିକରି ହତ୍ୟା କଲା ବଡ଼ ଶଢୁ । ଅଭିଯୋଗ ଆସିଛି ପୁରୀ ଜିଲ୍ଲା ଡେଲାଙ୍ଗ ରାମଚନ୍ଦ୍ରପୁର ଗାଁରୁ ।
ଏନଟିଏ ପକ୍ଷରୁ ପୁଣିଥରେ ୟୁଜିସି-ନେଟ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୧ ଅଗଷ୍ଟରୁ ୪ ସେପ୍ଟେମ୍ବର ମଧ୍ୟରେ ଅନଲାଇନ ପରୀକ୍ଷା କରାଯିବ ।
ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ । ଭୟଙ୍କର ବର୍ଷା ପରେ ସୃଷ୍ଟି ହୋଇଛି ଜଳ ପ୍ରଳୟ ସ୍ଥିତି ।
ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟାଇଟଲ ଲଢେଇ । ୧୭ ବର୍ଷ ଇତିହାସରେ ପ୍ରଥମ ଥର ଅପରାଜିତ ଟିମ୍ ହେବ ଚାମ୍ପିଅନ୍ ।
ଦିନେ ଯିଏ ବନ୍ଧା ହୋଇ ଜେଲ୍ ଯାଇଥିଲା, ସେହି ନକଲି ଡାକ୍ତର ଜେଲରୁ ବାହାରି ପୁଣି ଚଳାଇଲା ରୋଗୀ ସେବା । ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇ କାହା ପାଇଁ ଔଷଧ ଲେଖୁଥିଲା ତ ଆଉ କାହାର ଡାଏଲିସିସ୍ କଲା ।
ମନୋଜ ଆହୁଜା ହେଲେ ରାଜ୍ୟର ନୂଆ ଶାସନ ସଚିବ । ମୂଳତଃ ପଞ୍ଜାବ ନିବାସୀ ତଥା ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚର ଏହି ବରିଷ୍ଠ ଆଇଏଏସ୍ଙ୍କୁ ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା କ୍ୟାଡରକୁ ଫେରାଯାଇଥିଲା ।
ମନ୍ତ୍ରୀ କହିଲେ ଘରେ ଆଣି ମଦ ପିଅ । ମଧ୍ୟପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ନାରାୟଣ ସିଂ କୁଶୱା ମହିଳାମାନଙ୍କୁ ଏକ ବିଚିତ୍ର ପରାମର୍ଶ ଦେଇଛନ୍ତି ।