ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଅନେକ ସ୍ଥାନରେ ସଂଘଟିତ ହିଂସା ଏବଂ ବିଶୃଙ୍ଖଳାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେପି । ଦଳ ଅଭିଯୋଗ କରିଛି ଯେ, ଲୋଇସିଂହା ୧୦୮ ନମ୍ବର ବୁଥରେ ସବୁ ସୀମା ଟପିଯାଇଥିଲା ବିଶୃଙ୍ଖଳା ।
ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି କୋଲକାତା ନାଇଟ୍ ରାଇଡର୍ସ । ଏହା ସହ ଏକତରଫା ଭାବେ ଏହି ମ୍ୟାଚ ଜିତି ନେଇଛି KKR । ପ୍ରଥମ ଦଳ ଭାବେ ଫାଇନାଲରେ ପହଞ୍ଚିଯାଇଛି କେକେଆର୍ ।
ନିର୍ବାଚନ ପ୍ରଚାରରେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ଟପ୍ ଲିଡର । ଆଜି ଓଡ଼ିଶାରେ ପ୍ରଚାର କରିବେ ରାମ । ବିଜେପି ନେତା ତଥା ରାମାୟଣ ସିରିଏଲର ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ ବିଜେପି ନେତାଙ୍କ ପାଇଁ ଭୋଟ୍ ମାଗିବେ ।
ଆସୁଛି ବଡ ବର୍ଷା । ଆଜି ଲଘୁଚାପ, ୨୪ରେ ହେବ ଅବପାତ । ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧିବ ଲଘୁଚାପ କ୍ଷେତ୍ର । ଏହା ଉତ୍ତରପୂର୍ବ ଦିଗରେ ଗତି କରି ଅଧିକ ଘନୀଭୂତ ହେବ ।
ଭୁଲ୍ ମାଗିଲେ, କ୍ଷମା ପ୍ରାର୍ଥନା କଲେ, ପଶ୍ଚାତାପ କରିବେ ବୋଲି କହିଲେ... ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ମୁହଁରୁ ଖସି ଯାଇଥିବା ଏକ ମନ୍ତବ୍ୟକୁ ନେଇ ଉଠୁଛି ପଡ଼ୁଛି ରାଜନୀତି ।
ନାବାଳକ ବୋଲି ଜାମିନ୍, କି ଧନୀ ବାପାର ପୁଅ ବୋଲି ମିଳିଲା ଜାମିନ୍ । ଦୁର୍ଘଟଣାରେ ଚାଲିଗଲେ ଦମ୍ପତ୍ତି । କିନ୍ତୁ ଦୁର୍ଘଟଣା ଘଟାଇଥିବା ନାବାଳକକୁ ମାତ୍ର ୧୪ ଘଣ୍ଟାରେ ମିଳିଗଲା ଜାମିନ୍ । ବୟସ ମାତ୍ର ୧୭ ବର୍ଷ ।
ସମ୍ବଲପୁର ସଭାରେ ଶାହଙ୍କ ଦମ୍ଭୋକ୍ତି । ଲକ୍ଷ୍ୟ ଥିବା ୪୦୦ରୁ ୩୧୦ ସିଟ୍ ବିଜେପି ଖାତାକୁ ଗଲାଣି । ୫ଟି ପର୍ଯ୍ୟାୟରେ ଦଳକୁ ମିଳିଛି ଅହେତୁକ ସଫଳତା । ଆଉ ମିଶନ ୪୦୦ ପାଇଁ ବାକି ଥିବା ଦୁଇଟି ପର୍ଯ୍ୟାୟରେ ବିଜେପିକୁ ବିପୁଳ ସମର୍ଥନ କରିବାକୁ କରିଛନ୍ତି ଅନୁରୋଧ...
ନୟାଗଡ଼ ଲାଠିପଡ଼ା ସମାବେଶରୁ ଅମିତ ଶାହଙ୍କ ହୁଙ୍କାର । ୭୫ରୁ ଅଧିକ ସିଟ୍ ଜିତି ଓଡ଼ିଶାରେ ବିଜେପି ସରକାର କରିବାକୁ ଦେଲେ ଆହ୍ୱାନ । ଓଡ଼ିଶାର ଗୌରବକୁ ପୁନଃ ସଂସ୍ଥାପିତ କରିବାର ନିର୍ବାଚନ ଇଏ ।
ଆସୁଛି ଲଘୁଚାପ । ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଏହି ସମୟରେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆସନ୍ତାକାଲି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ।
ବଦଳିଲା ଡ୍ରାଇଭିଂ ଲାଇସେନ୍ସ ପ୍ରଣାଳୀ । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମାବଳୀ ଘୋଷଣା କରାଯାଇଛି ।
୨୨ରେ ଓଡ଼ିଶା ଆସିବେ ଟେଲିଭିଜନ ଧାରାବାହିକ ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ । ବିଜେପି ନେତା ଅରୁଣ ଗୋଭିଲ ୨୨ରେ ୪ଟି ସଭାରେ ଯୋଗଦେବେ ।
ସବୁବେଳେ ସୁନ୍ଦର ଓ ଯୁବକ ଦେଖାଯିବା ପାଇଁ କିଏ ବା ନଚାହେଁ । କିପରି ବାର୍ଦ୍ଧକ୍ୟ ନଆସିବ, ଏହା ବୈଜ୍ଞାନିକଙ୍କ ପାଇଁ ଏକ ଆହ୍ୱାନ ପାଲଟିଛି । ଏହାକୁ ନେଇ ନିକଟରେ ଏକ ଅଦ୍ଭୁତ ପ୍ରୟାସ କରାଯାଇଛି ।
ପୁଣି ନବୀନଙ୍କ ମିଛ ଭିଡିଓ ଅଭିଯୋଗ । ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ରିଲିଜ୍ ନେଇ ପୁଣି ପ୍ରଶ୍ନ କଲେ ବୈଜୟନ୍ତ ପଣ୍ଡା । ଭିଡିଓର ସତ୍ୟତା ଉପରେ ପ୍ରଶ୍ନ କରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ କହିଛନ୍ତି- ତାମିଲ କଣ୍ଢେଇନଚାଳି ପୁଣି ଏକ ଡିପ୍ ଫେକ୍ ଭିଡିଓ ପ୍ରସ୍ତୁତ କରିଛନ୍ତି ।
ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ପଛର କାରଣ କ’ଣ ? ସ୍ୱାଧିନ ପ୍ରାର୍ଥୀ ଶିବଶଙ୍କର ଓରଫ୍ ପିଣ୍ଟୁ ଦାଶ କାହିଁକି କଲେ ଆଟାକ୍ ? ଆକ୍ରମଣ ପଛରେ ବାସ୍ତବରେ ପିଣ୍ଟୁ ଦାଶ ନା ଆଉ କିଏ ?
ମତଦାନ କେନ୍ଦ୍ରରେ ସେଲିବ୍ରିଟିଙ୍କ ଖଚାଖଚ ଭିଡ । ପରିବାର ସହ ପୋଲିଂ ବୁଥରେ ପହଁଚିଛନ୍ତି ଅଭିନେତା, ଅଭିନେତ୍ରୀ । ପଂଚମ ପର୍ଯ୍ୟାୟରେ ଭୋଟ୍ ଦେଇଛି ମାୟାନଗରୀ ।
ଓଡ଼ିଶାରେ ନିର୍ବାଚନୀ ହିଂସାକୁ ନେଇ ବିଜେଡିକୁ ବିଜେପିର ଦୋଷାରୋପ । ନିର୍ବାଚନୀ ହିଂସା ବେଙ୍ଗଲକୁ ଟପି ଗଲାଣି ବୋଲି କହିଲେ ସମୀର ମହାନ୍ତି । ବରଗଡ଼ ଜିଲ୍ଲା ସରସରାରେ ବିଜେଡି ନେତା ଟଙ୍କା ବାଣ୍ଟିବା ଅଭିଯୋଗ ହୋଇଛି ।
ଦୁର୍ଘଟଣା ପାଇଁ ଅକାଳରେ ଲିଭିଗଲା ୧୮ ଜୀବନ । ଜୀବିକା ପାଇଁ ଯାଇ ଜୀବନ ଦେଇ ଫେରିଲେ । କର୍ମକ୍ଷେତ୍ରରୁ ଫେରିବା ବେଳେ ସତେ ଯେପରି ଆଁ କରି ରହିଥିଲା ମୃତ୍ୟୁ, ଗିଳି ଦେଇଗଲା ।
ଭାରତରେ ସନ୍ଦିଗ୍ଘ ଆତଙ୍କବାଦୀ! ଗୁଜୁରାଟର ଅହମଦାବାଦରୁ ଧରା ପଡ଼ିଲେ ୪ ସନ୍ଦିଗ୍ଧ ISISI ଆତଙ୍କବାଦୀ । ଆଜି ଗୁଜୁରାଟର ଆଣ୍ଟି ଟେରର୍ ସ୍କ୍ୱାର୍ଡ ଆତଙ୍କବାଦୀମାନଙ୍କୁ ଅହମଦାବାଦ ବିମାନବନ୍ଦରରୁ ଗିରଫ କରିଛି ।
ସୁନ୍ଦରଗଡ ଲୋକସଭା କ୍ଷେତ୍ରର ୭ଟି ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହେଲେ ଦୃଷ୍ଟିବାଧିତ ବୃଦ୍ଧା ଓ ସାଧାରଣ ଭୋଟର । ଭୋଟ କେନ୍ଦ୍ରକୁ ଯାଇ ନିଜର ମତ ସାବ୍ୟସ୍ତ କରିଛନ୍ତି ।
'ବିଜୟ ଲାଭ କରି ମୋଦି ପୁଣି ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଶ୍ରୀମନ୍ଦିର ଆସିବେ। ଆଜି ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରଧାନମନ୍ତ୍ରୀ ଭାବବିହ୍ୱଳ ହୋଇ ଉଠିଥିଲେ ମୋଦି'