• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

City Bus
ନା ଡ୍ରାଇଭର ଅଛି, ନା କର୍ମଚାରୀ; ଖତ ଖାଉଛି ନୂଆ କିଣା ହୋଇଥିବା ସିଟି ବସ୍

ବାଲେଶ୍ୱର ସହରରେ ଗମନାଗମନର ସୁବିଧା ପାଇଁ ଆରମ୍ଭ ହୋଇଥିବା ବ୍ୟାଟେରି ଚାଳିତ ସିଟି ବସ ଏବେ ଖତ ଖାଉଛି । କେବଳ ବସ କିଣା ହୋଇ ପଡିଥିବା ବେଳେ ନା ଡ୍ରାଇଭର ନିଯୁକ୍ତି ହୋଇଛନ୍ତି ନାଁ କର୍ମଚାରୀ ।

Weather
ବଢ଼ୁଛି ତାତି...ଆଗାମୀ ୪ ଦିନରେ ୫ ଡିଗ୍ରୀ ବୃଦ୍ଧି ଯାଏଁ ସମ୍ଭାବନା

ତତଲା କଢେଇରେ ଭାଜି ହେଉଛି ଓଡ଼ିଶା । ଆଗକୁ ଆହୁରି ବଢିବ ତାତି । ଆଗାମୀ ୪ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୩ ରୁ ୫ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି ।

Koraput Medical
ମୂଷା କରୁଛନ୍ତି କଲବଲ, ସମସ୍ୟାରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ

କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ନାନା ସମସ୍ୟା । ବିଦ୍ୟୁତ ସମସ୍ୟା ସାଙ୍ଗକୁ କାମ କରୁନି ଏସି ଓ ଫ୍ୟାନ । ଚାରି ଆଡେ ମାଳ ମାଳ ମୂଷା । ଏହାକୁ ନେଇ ଅଭିଯୋଗ କଲେ ବି ପଦକ୍ଷେପ ନିଆଯାଇନି ।

Crime
ସାହସିକତାର ଦେଲେ ପ୍ରମାଣ, ଲୁଟେରା ସହ ଲଢ଼ି ଘରୁ ବାହାର କରିଦେଲେ ମାଆ-ଝିଅ...ଦେଖନ୍ତୁ ଭିଡିଓ

ଚୋର ସହ ଲଢ଼ିଲେ ମାଆ ଓ ଝିଅ । ଲୁଟିବା ଉଦ୍ଦେଶ୍ୟରେ ଆସିଥିବା ଦୁଇଜଣ ସଶସ୍ତ୍ର ଚୋରଙ୍କ ସହ ଲଢ଼ିଥିଲେ ଉଭୟ ମାଆ ଝିଅ ।

Prisoner
କଏଦୀ ମୃତ୍ୟୁର ରହସ୍ୟ କ’ଣ, ଜେଲ ଭିତରେ କେମିତି ଆତ୍ମହତ୍ୟା କଲେ ଅଜୟ ?

କେମିତି ହେଲା କେନ୍ଦୁଝର ଜେଲ କଏଦୀ ଅଜୟ ଦାସଙ୍କ ମୃତ୍ୟୁ? ଜେଲ ଭିତରେ କେମିତି ଆତ୍ମହତ୍ୟା କଲେ ଅଜୟ? ଏହାପଛରେ ଆଉ କିଛି ରହସ୍ୟ ରହିଛି କି?

Ambani Family
କିଏ ସମ୍ଭାଳିଛି ରିଲାଏନ୍ସର ଏତେ ବଡ଼ ସାମ୍ରାଜ୍ୟ, କେଉଁ ପଦବୀରେ କିଏ ଅଧିଷ୍ଠିତ; ଜାଣନ୍ତି କି ..

ସ୍ୱର୍ଗତ ଧୀରୁଭାଇ ଅମ୍ବାନୀ ରିଲାଏନ୍ସ କମର୍ସିଆଲ୍ କର୍ପୋରେସନ୍ ପ୍ରତିଷ୍ଠା କରିଥିଲେ । ପରେ ୧୯୮୫ରେ ଏହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡରେ ପରିବର୍ତ୍ତିତ ହୋଇଥିଲା । ଏହି କମ୍ପାନୀ ବର୍ତ୍ତମାନ ଦୁଇ ଭାଗରେ ବିଭକ୍ତ ହୋଇଛି ।

BJD-BJP
ବିଜେଡି ଛାଡ଼ିବା ପରେ କ’ଣ କରିବେ ଭର୍ତ୍ତୃହରି ? ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର୍

ବିଜେଡି ଛାଡିବା ପରେ କ’ଣ ହେବ ସାଂସଦ ଭର୍ତ୍ତୃହରି ମହତାବଙ୍କ ପରବର୍ତ୍ତୀ ପଦକ୍ଷେପ ? କଟକରୁ ୬ ଥର ସାଂସଦ ହୋଇଥିବା ଭର୍ତ୍ତୃହରି ମହତାବ ବିଜେପିରେ ମିଶିବେ ବୋଲି କୁହାଯାଉଛି ।

Earth Hour
ଆଜି ‘ଆର୍ଥ ଆୱାର’, ଘଣ୍ଟାଏ ପାଇଁ ବିଦ୍ୟୁତ ଆଲୋକ ବନ୍ଦ କରିବେ ବିଶ୍ୱବାସୀ

ଆଜି ସାରା ବିଶ୍ୱ ପାଳିବ ଆର୍ଥ ଆୱାର । ଅର୍ଥାତ ପ୍ରତିବର୍ଷ ଭଳି ଏଥର ବି ଘଣ୍ଟାଏ ପାଇଁ ବିଦ୍ୟୁତ ଆଲୋକ ବନ୍ଦ କରିବେ ବିଶ୍ୱବାସୀ । ଶକ୍ତି ସଂରକ୍ଷଣର ବାର୍ତ୍ତା ନେଇ ରାତି ସାଢ଼େ ୮ଟାରୁ ସାଢ଼େ ୯ଟା ଯାଏଁ ନିଜ ନିଜ ଘରେ, ପ୍ରତିଷ୍ଠାନରେ, ଅଫିସ...

Weather
ସରିଲା କାଳବୈଶାଖୀ, ବଢ଼ିଲା ତାପମାତ୍ରା; ପୁଣି ଉପରମୁହାଁ ପାରଦ

କାଳବୈଶାଖୀ ବର୍ଷା ପରେ ସାରା ରାଜ୍ୟରେ ତାପମାତ୍ରା ପୁଣିଥରେ ବୃଦ୍ଧି ପାଇଛି । ଗତକାଲି ରାଜ୍ୟର ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଟପିଯାଇଥିଲା । ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ପହଞ୍ଚିଥିଲା ।

CSK vs RCB
ପ୍ରଥମରୁ ମାଟି କାମୁଡ଼ିଲା ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ, ଟେନ୍ନାଇ ଜିତିଲା ଉଦଘାଟନୀ ମୁକାବିଲା

ଗତକାଲି ଅନୁଷ୍ଠିତ ଉଦଘାଟନୀ ମୁକାବିଲା ଜିତି ନେଇଛି ଚେନ୍ନାଇ । ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ୱିକେଟରେ ପରାସ୍ତ କରିଛି ଚେନ୍ନାଇ । ଫଳରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି ଚେନ୍ନାଇ ।

Jayram Pangi
ଜୟରାମଙ୍କ ଉପରେ ଅଦାଲତଙ୍କ ଛାଟ, ଗିରଫ ପାଇଁ ନୟାଗଡ଼ ଉପଖଣ୍ଡ ମାଜିଷ୍ଟ୍ରେଟ କୋର୍ଟଙ୍କ ନିର୍ଦ୍ଦେଶ

କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କ ବଢିଲା ଅଡୁଆ । ଜୟରାମ ପାଙ୍ଗୀ ନିଜର ପୂର୍ବତନ ଡ୍ରାଇଭରଙ୍କଠାରୁ ୮୬ ଲକ୍ଷ ଟଙ୍କା ଠକିବା ସହ ଆକ୍ରମଣ ଅଭିଯୋଗ ଘଟଣାରେ ତାଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନୟାଗଡ଼ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ।

Russia
ଋଷ ସିଟିମଲରେ ଗୁଳିମାଡ଼; ଆତତାୟୀର ଗୁଳିରେ ଆଖି ବୁଜିଲେ ୬୦ ଜଣ

ଋଷ ସିଟି ମଲରେ ଗୁଳିମାଡ । ଭିଡ ଉପରେ ଅନ୍ଧାଧୁନ ଗୁଳି ଚଳାଇବା ସହ ବିସ୍ଫୋରଣ କରିଛନ୍ତି ଆତତାୟୀ । ଏଥିରେ ୬୦ ଜଣ ପ୍ରାଣ ହରାଇଛନ୍ତି । ଶତାଧିକ ଆହତ ହୋଇଛନ୍ତି ।

Artificial Intelligence
ଆପଣ କେତେ ଦିନ ବଞ୍ଚିବେ? AI କହିଦେବ ମୃତ୍ୟୁ ସମୟ

କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ.. ବର୍ତ୍ତମାନ ପ୍ରାୟ ସବୁ କ୍ଷେତ୍ରରେ ବ୍ୟବହାର ହେଉଛି । AI ରେ ଯେଉଁ ଦେଶ ଯେତେ ଉନ୍ନତ, ସେ ଦେଶ ସେତେ ଶକ୍ତିଶାଳୀ । ବହୁ କାର୍ଯ୍ୟରେ AI ବ୍ୟବହାର କରୁଛି ମଣିଷ ।

God
ମୃତ୍ୟୁର ୨୦ ମିନିଟ ପରେ ଉଠିଲେ, କହିଲେ ମୁଁ ଭଗବାନଙ୍କୁ ଭେଟିଲି

ମୃତ୍ୟୁ ପରର ଜୀବନ ସମ୍ପର୍କରେ ଆପଣମାନେ ଅନେକ କଥା ଶୁଣିଥିବେ । ନିଜ ପାପପୁଣ୍ୟର ହିସାବ ପରେ କିଏ ନର୍କ ଯାଏ ତ କିଏ ସ୍ୱର୍ଗ । ତେବେ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । କେବଳ ବିଶ୍ୱାସର କଥା । ମୃତ୍ୟୁ ପରେ ସ୍ଥୁଳ ଶରୀର...

Dama Rout
ଦାମୋଦର ରାଉତଙ୍କ ଅବସ୍ଥା ସଂକଟାପନ୍ନ, ବ୍ରେନ ଡେଡ୍ ହୋଇଥିବା ନେଇ ସମ୍ବିତଙ୍କ ସୂଚନା

ବରିଷ୍ଠ ନେତା ଦାମୋଦର ରାଉତଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ । ବ୍ରେନ ଡେଡ୍ ହୋଇଥିବା ନେଇ ପୁଅ ସମ୍ବିତ ରାଉତରାୟ ସୂଚନା ଦେଇଛନ୍ତି । ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Kidnapping
ପିତାମାତାଙ୍କ ବିଶ୍ୱାସରେ ବିଷ; ନିଜ ଅପହରଣ ନିଜେ କଲେ, ବିଦେଶ ଯିବା ପାଇଁ ୩୦ ଲକ୍ଷ ମାଗିଲେ

୨୧ ବର୍ଷୀୟ ଯୁବତୀଙ୍କ ସାଙ୍ଘାତିକ କାରନାମା । ନିଜ ଅପହରଣ ନିଜେ କଲେ । ବାପାଙ୍କଠାରୁ ୩୦ ଲକ୍ଷ ଦାବି କଲେ । ଏପରି ଏକ ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Forest Dept
ଆକ୍ସନ ମୋଡରେ ବନ ବିଭାଗ, ରାତି ଅଧିଆ କମ୍ବିଂରେ ଶିକାରୀ ଓ ବନ୍ଧୁକ ଜବତ

ବନ କର୍ମଚାରୀଙ୍କ ଉପରେ ଶିକାରୀଙ୍କ ଆକ୍ରମଣ ପରେ ଆକ୍ସନ ମୋଡରେ ବନ ବିଭାଗ । କୁଳଡିହା ଅଭୟାରଣ୍ୟରେ ବନ ବିଭାଗ ପକ୍ଷରୁ ରାତି ଅଧିଆ କମ୍ବିଂ ଅପରେସନ କରାଯାଇଛି । ଏହି ଅପରେସନ ବେଳେ ୬ ଜଣ ଶିକାରୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୬ଟି ଦେଶୀ...

Private Moment
ପ୍ରାଇଭେଟ ମୋମେଣ୍ଟର ଧଜ୍ଜିଆ ଉଡ଼ାଇଲେ...ଖୋଲା ରଖୁଥିଲେ ଝରକା, ଥାନାରେ ମାମଲା

ଅନ୍ତରଙ୍ଗ ସମୟରେ ଝରକା ଖୋଲା ରଖୁଥିଲେ ଦମ୍ପତି । ଏନେଇ ଅଭିଯୋଗ ଆଣିଲେ ପଡ଼ୋଶୀ । ବେଙ୍ଗାଲୁରୁର ଜଣେ ମହିଳା ଏପରି ଅଭିଯୋଗ ଆଣିଛନ୍ତି । ତାଙ୍କର କହିବା ଅନୁସାରେ ପଡ଼ୋଶୀ ଦୁଇଜଣ ସେମାନଙ୍କର ଅନ୍ତରଙ୍ଗ ସମୟରେ ଜାଣିଶୁଣି ଝରକା ଖୋଲା ରଖୁଥିଲେ ।

Accident
ବଢ଼ି ଚାଲିଛି ମୋ ବସ୍ ଦୌରାତ୍ମ୍ୟ, ଯାତ୍ରୀବାହୀ ଅଟୋକୁ ଧକ୍କାଦେଲା ମୋ ବସ୍

ଭୁବନେଶ୍ୱର ରାଜମହଲ ଛକରେ ଦୁର୍ଘଟଣା । ଯାତ୍ରୀବାହୀ ଅଟୋକୁ ବାଡେଇଲା ମୋ ବସ୍ । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଅଟୋର ସମ୍ମୁଖ ପଟ ଭାଙ୍ଗି ଚୁରମାର୍ ହୋଇପଡିଛି । ସକାଳୁ ସକାଳୁ ଅଟୋଟି ରାଜମହଲ ଛକରେ ଯାତ୍ରୀ ଓହ୍ଲାଇବା ପରେ ମୋ ବସ୍ ଧକ୍କା ଦେଇଥିଲା...

1500 HP engine
ଆତ୍ମନିର୍ଭର ଭାରତର ଆଉ ଏକ ଉପଲବ୍ଧି, ଯୁଦ୍ଧ ଟ୍ୟାଙ୍କ ପାଇଁ ପ୍ରଥମ ସ୍ୱଦେଶୀ ଇଞ୍ଜିନ ପରୀକ୍ଷଣ

ଯୁଦ୍ଧ ଟ୍ୟାଙ୍କ ପାଇଁ ଦେଶର ପ୍ରଥମ ସ୍ୱଦେଶୀ ଇଞ୍ଜିନର ପରୀକ୍ଷଣ । ମହିଶୂରର ଭାରତ ଆର୍ଥ ମୁଭର୍ସ ଲିମିଟେଡ୍ -ଇଂଜିନ ଡିଭିଜନରେ ୧୫ ହର୍ଶପାୱାରର ଏହି ସ୍ୱଦେଶୀ ଇଞ୍ଜିନର ପରୀକ୍ଷଣ ହୋଇଛି ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।