• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

Swadesi Megha Mallhar Prusty

Editor

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ ...more

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।

less

Posts by Swadesi Megha Mallhar Prusty

Water-Saving Technique
ନଷ୍ଟ ହେଉଛି କି ଏସି ପାଣି, ଆପଣାନ୍ତୁ ସଞ୍ଚୟ କରିବାର ଏହି ନିଞ୍ଜା ଟେକନିକ୍

ପାଣି ଯେ ଜୀବନଧାରଣ ପାଇଁ ନିହାତି ଆବଶ୍ୟକ, ଏହା ପୁଣି ଥରେ ବେଙ୍ଗାଲୁରୁ ମନେ ପକାଇ ଦେଇଛି । ଏପରି ସମୟରେ ଜଳ ସଂରକ୍ଷଣ ଉପରେ ଏକ ଭିଡିଓ ସେୟାର କରିଛନ୍ତି ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ।

Telangana Governor
ଇସ୍ତଫା ଦେଲେ ତେଲେଙ୍ଗାନା ରାଜ୍ୟପାଳ, ଲୋକସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ବଢ଼ିଲା

ଇସ୍ତଫା ଦେଲେ ତେଲେଙ୍ଗାନା ରାଜ୍ୟପାଳ । ରାଜ୍ୟପାଳ ପଦରୁ ତାମିଲିସାଇ ସୌନ୍ଦରରାଜନଙ୍କ ଇସ୍ତଫା । ତାମିଲନାଡୁରେ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଭିତରେ ସେ ଇସ୍ତଫା ଦେଇଛନ୍ତି ।

Lightning
ବର୍ଷାରେ ବେହାଲ ବାଲେଶ୍ୱର; ବିଜୁଳି ନେଲା ପ୍ରାଣ, ଯୁବକ ଜୀବନ୍ତ ଦଗ୍ଧ

ବଜ୍ରପାତରେ ଜଳିଗଲେ ଯୁବକ । ଏଭଳି କିଛି ଘଟଣା ଘଟିଛି ବାଲେଶ୍ୱର ଭୋଗରାଇ ବ୍ଲକ ଟୁକୁରିହାଜିରା ଗାଁରେ ।

Accident
ମର୍ମନ୍ତୁଦ ଦୁର୍ଘଟଣା; କାର ସହ ଧକ୍କା ହେଲା ଟ୍ରାକ୍ଟର, ଗଡ଼ିଲା ୭ ମୁଣ୍ତ

ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଖାଗରିଆ ଜିଲ୍ଲାରେ ଏକ କାର ବିବାହ କାର୍ଯ୍ୟକ୍ରମରୁ ଫେରୁଥିଲା । ଏହି ସମୟରେ ଏକ ଟ୍ରାକ୍ଟର ଧକ୍କା ହେବା ଫଳରେ ସାତଜଣଙ୍କର ମୃତ୍ୟୁ ଘଟିଛି ।

Kolkata building collapse
ଭୁଶୁଡ଼ିଗଲା ୫ ମହଲା କୋଠା; ୨ ମୃତ, ଏକାଧିକ ଆହତ, ଘଟଣାସ୍ଥଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଚାହୁଁ ଚାହୁଁ ଭୁଶୁଡ଼ିଗଲା ୫ ମହଲା କୋଠା । କୋଲାକାତା ଗାର୍ଡେନ୍ ରିଚ୍ ଅଞ୍ଚଳରେ ଏକ ନିର୍ମାଣଧୀନ ବିଲଡିଂ ଭୁଶୁଡ଼ି ଯାଇଛି । ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଗୁରୁତର ଭାବେ ଆହତ ହୋଇଛନ୍ତି ।

Snakebite
ମଲାଝିଅକୁ ଛାଡୁନି ମାଆ

ଅନ୍ଧ ବିଶ୍ବାସ ପାଇଁ ମୃତ ଝିଅର ଶରୀର ନେଇ ମାଆ ଫେରାର ହୋଇଯାଇଛି । ରାଉରକେଲା ସରକାରୀ ହସ୍ପିଟାଲର ପୋଷ୍ଟମର୍ଟମ ଗୃହର ତାଲା ଭାଙ୍ଗି ପରିବାର ଲୋକେ ମୃତଶିଶୁର ଶରୀର ନେଇ ଘରକୁ ପଳେଇ ଯାଇଥିବା ଅଭିଯୋଗ ହୋଇଛି।

Jaynarayan Mishra
ହସ୍ପିଟାଲରୁ ଫେରି ଦମ୍ଭୋକ୍ତି ଦେଖାଇଲେ ଜୟନାରାୟଣ

ବିଜେଡିକୁ କେହି ପସନ୍ଦ କରୁ ନାହାନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ବହୁ ଦିନ ପରେ ସେ ଦଳୀୟ ଅଫିସକୁ ଫେରି ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।

Cat
ବିଲେଇ ପ୍ରଦର୍ଶନୀ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରେ ଆୟୋଜିତ ହୋଇଛି ରାଜ୍ୟର ପ୍ରଥମ ବିଲେଇ ପ୍ରଦର୍ଶନୀ ବା କ୍ୟାଟ୍ ଶୋ' । ଏଠାରେ ଦେଶୀ ବିଦେଶୀ ବିଲେଇଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି । ଆପଣ ବି ଯଦି ବିଲେଇ ପ୍ରେମୀ ତେବେ ବ୍ରହ୍ମପୁର ଆସନ୍ତୁ ଏବଂ ବିଲେଇ ଦେଖନ୍ତୁ...

Opium cultivation
ଯୁଆଡେ ଦେଖିଲେ ସିଆଡେ ଖାଲି ଅଫିମ ଗଛ

ଶିମିଳିପାଳ ଅଭୟାରଣ୍ୟ ଭିତରେ ବ୍ୟାପକ ଅଫିମ ଚାଷ । ପୋଲିସ ଚଢାଉ କରି ୩ କୋଟି ଟଙ୍କାର ଅଫିମ ଚାଷ ନଷ୍ଟ କରିଛି । ଗତ ୨୪ ତାରିଖରେ ମଧ୍ୟ ଶିମିଳିପାଳରେ ୧୦ କୋଟିର ଅଫିମ ଚାଷକୁ ନଷ୍ଟ କରାଯାଇଥିଲା ।

Yojanara Na Hariloot
ସବୁ ଲୁଟିନେଲେ GRS

କାଗଜରେ ରାସ୍ତା ଓ ପାର୍କ ତିଆରି କରିଦେଲେ ଜିଆରଏସ୍ । କାମ ନ କରି ଲୁଟିନେଲେ ଶ୍ରମିକଙ୍କ ପାରିଶ୍ରମିକ । ଜାଲ ମଷ୍ଟର ରୋଲ ତିଆରି କରି ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗ ।

5T Hospital
ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ 5T ର ବିକଳ ଚିତ୍ର, ଅସରାଏ ବର୍ଷାରେ ଭାସିଲା ମେଡିକାଲ

5-ଟି ଅନ୍ତର୍ଭୁକ୍ତ ଆମ ହସ୍ପିଟାଲର ବିକଳ ଚିତ୍ର l ଉଦଘାଟନର କିଛି ମାସ ନ ପୁରୁଣୁରୁ ଅଦିନିଆ ବର୍ଷାରେ ଅତ୍ୟାଧୁନିକ ହସ୍ପିଟାଲର ଜଳମୟ ସ୍ଥିତି l ଗଞ୍ଜାମ ଜିଲ୍ଲା ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

BJP
‘BJDକୁ କେହି ପସନ୍ଦ କରୁ ନାହାଁନ୍ତି, ଓଡ଼ିଶାରେ ହେବ BJP ସରକାର’: ବିରୋଧୀ ଦଳ ନେତା

ଓଡ଼ିଶାରେ ବିଜେପି ସରକାର ହେବ । ବିଜେଡିକୁ କେହି ପସନ୍ଦ କରୁ ନାହାଁନ୍ତି ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ବହୁ ଦିନ ପରେ ସେ ଦଳୀୟ ଅଫିସକୁ ଯାଇ କର୍ମୀଙ୍କୁ ଭେଟିଥିଲେ ।

Odisha Election
ରାଜ୍ୟ ବିଜେପି ଯୋଦ୍ଧା ତାଲିକା ପ୍ରସ୍ତୁତ, ଚୂଡ଼ାନ୍ତ ମୋହର ମାରିବ କେନ୍ଦ୍ର ସଂସଦୀୟ ବୋର୍ଡ

ଭୋଟ ବିଗୁଲ ବାଜୁ ବାଜୁ ବିଜେପିର ନିର୍ବାଚନ କସରତ । ଭୁବନେଶ୍ୱର ରାଜ୍ୟ ଅଫିସରେ ହୋଇଥିବା ବୈଠକରେ ପ୍ରସ୍ତୁତ ହୋଇଛି ରଣନୀତି । ବିକଶିତ ଭାରତ ଗଠନ ପାଇଁ ଜନସହଭାଗିତା ଓ ଜନସହଯୋଗ ପାଇଁ ଦେଶବାସୀଙ୍କୁ ମୋଦି ଲେଖିଥିବା ଚିଠିକୁ ରାଜ୍ୟର ୧ କୋଟି ପରିବାର ପାଖରେ ପହଞ୍ଚାଇବାକୁ...

Panchang
Panchang Today 17th March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ...

ସୌର ମୀନ ମାସ ଫାଲ୍‌ଗୁନ ଶୁକ୍ଳପକ୍ଷ । ଇଂରାଜୀରେ ୧୭ ତାରିଖ ରବିବାର ଚନ୍ଦ୍ର- ମିଥୁନ ଅହୋରାତ୍ର ତିଥି- ୮ମୀ ରାତ୍ରି ୦୯.୫୩ ଗତେ ୯ମୀ ଘାତଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ଘାତବାର- ମେଷ ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ

Dog
କଟା ହାତ ଧରି ହସ୍ପିଟାଲ ପରିସରରେ ବୁଲିଲା କୁକୁର, ଲୋକେ ଦେଖି ଆଚମ୍ବିତ

ଯିଏ ଦେଖୁଥିଲା ସିଏ ପଚାରୁଥିଲା, ଏଠି କୌଣସି ଫିଲ୍ମର ସୁଟିଂ ଚାଲିଛି କି । କାରଣ ଦୃଶ୍ୟ ହିଁ କିଛି ଏମିତି ଥିଲା । ଗୋଟେ କୁକୁର ପାଟିରେ ଛିଣ୍ତା ହାତ ଧରି ହସ୍ସିଟାଲ ପରିସରରେ ବୁଲୁଥିଲା । ଏପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କିଙ୍ଗ ଜର୍ଜ...

Footballer
ପଡ଼ିଆ ମଝିରେ ରୋମାନ୍ସ; Gay ପାର୍ଟନର୍‌ଙ୍କୁ ଜୀବନସାଥୀ କଲେ ଫୁଟବଲର୍‌

ଅଷ୍ଟ୍ରେଲିଆର ପ୍ରଥମ ସମଲିଙ୍ଗୀ ପୁରୁଷ ଫୁଟବଲର୍ ଭାବରେ ଜଣାଶୁଣା ଜୋସ୍ କାଭାଲୋ ଓ ତାଙ୍କ ସାଥୀ ଲିଟନ୍ ମୋରେଲଙ୍କୁ ପଡ଼ିଆ ଭିତରେ ବିବାହର ପ୍ରସ୍ତାବ ଦେଇ ଚର୍ଚ୍ଚାରେ ରହିଛନ୍ତି ।

Online Shopping
ଅନଲାଇନରେ ମଗାଇଥିଲେ ଡ୍ରେସ, କିନ୍ତୁ ପ୍ୟାକେଟରୁ ବାହାରିଲା ରକ୍ତ

ଏକ ଘଟଣାକ୍ରମରେ ଟେନେସିର ଜଣେ ମହିଳା ପୋଷାକ ଅର୍ଡର କରିଥିଲେ । କିନ୍ତୁ ପ୍ୟାକେଟରୁ ତାଙ୍କର ରକ୍ତ ଓ ବିନ୍ସ ବାହାରିଥିଲା ।

Rishabh Pant
ଷ୍ଟ୍ରେଚରରେ ଯିବା ବେଳେ ଯନ୍ତ୍ରଣାରେ କାନ୍ଦିଥିଲେ ପନ୍ତ, NCA ଥେରାପିଷ୍ଟ କଲେ ଖୁଲାସା

କାର ଦୁର୍ଘଟଣାରୁ ବର୍ତ୍ତିବା ପରେ ଆଇପିଏଲ ଖେଳିବାକୁ ଯାଉଛନ୍ତି ଋଷଭ ପନ୍ତ । ତେବେ ଦୁର୍ଘଟଣାରେ ଗମ୍ଭୀର ରୂପେ ଆହତ ହୋଇଥିବା ଋଷଭଙ୍କ ପାଇଁ ପୁଣି ଥରେ କ୍ରିକେଟକୁ ଓହ୍ଲାଇବା ଏତେ ସହଜ ନଥିଲା ।

Fire Mishap
କାନାଡ଼ାରେ ଜଳିଗଲେ ଭାରତୀୟ ଦମ୍ପତ୍ତି, ଆତ୍ମହତ୍ୟା ନା କିଏ କରିଛି ହତ୍ୟା ?

ମୃତକମାନେ ହେଲେ ୫୧ ବର୍ଷୀୟ ରାଜୀବ ୱାରିକୋ, ତାଙ୍କ ପତ୍ନୀ ୪୭ ବର୍ଷୀୟ ଶିଳ୍ପା କୋଥା ଏବଂ ସେମାନଙ୍କର ୧୬ ବର୍ଷର ଝିଅ ମହକ ୱାରିକୋ ।

Stolen iPhone
ମଦ ନିଶା କରିଦେଲା ବାଉଳା...ପାଓଭାଜୀ ପ୍ଲେଟ ବଦଳରେ ଦେଇଦେଲେ ଚୋରି ଆଇଫୋନ

ଭାବନ୍ତୁ ତ, ଗୋଆ ଯାଇଥିବେ ବୁଲିବାକୁ । ଭରପୂର ମଜାମସ୍ତି କରୁଥିବେ । ଏହି ସମୟରେ କୌଣସି ଏକ କାରଣରୁ ଆପଣଙ୍କର ଆଇଫୋନଟି ଚୋରି ହୋଇଯିବ । ତେବେ ଆପଣ କ’ଣ କରିବେ କହିଲେ ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ସ୍ନାତକୋତ୍ତର ପରେ ଅର୍ଗସ ନ୍ୟୁଜରେ ସାମ୍ବାଦିକତା ଆରମ୍ଭ କଲି | ଇନପୁଟ ବିଭାଗରେ ଟ୍ୱିଟର, ସ୍କ୍ରୋଲରେ କିଛି ମାସ କାମ କଲାପରେ ଆଉଟପୁଟ ବିଭାଗକୁ ବଦଳି | ପରେ ବୁଲେଟିନ ଏବଂ ପ୍ୟାକେଜ ଲେଖିବାକୁ ସୁଯୋଗ ପାଇଲି | 2 ବର୍ଷ ଅର୍ଗସରେ କାମ କଲାପରେ ଏବେ ଓଟିଭିରେ କାର୍ଯ୍ୟରତ | ଖେଳ ଖବର ସହ ଜାତୀୟ ଓ ଅର୍ନ୍ତଜାତୀୟ ଖବର କରିବାକୁ ପସନ୍ଦ କରେ ।