• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

OBC
ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ଉପରେ ଲାଗିଲା ସାମୟିକ ବ୍ରେକ୍

ଏବର୍ଷ ନୁହେଁ, ନୂଆବର୍ଷ ଆରମ୍ଭରୁ ଘୋଷଣା ହୋଇପାରେ ତାରିଖ । ପଂଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର ସହ ଆଜି ସାନି ବିଜ୍ଞପ୍ତି ଜାରି ପାଇଁ ସରକାର ହାଇକୋର୍ଟକୁ ଜଣାଇଥିବାରୁ ନିର୍ବାଚନ ତାରିଖ ଘୋଷଣା ସାମାନ୍ୟ ବିଳମ୍ବ ହେବ । ଏହି ପ୍ରସଙ୍ଗରେ ଗତକାଲି ହାଇକୋର୍ଟରେ ଶୁଣାଣି ହୋଇଥିଲା...

Omicron
ଘାରିଲାଣି ଓମିକ୍ରନ୍‌ ଭୟ ! ରାଜଧାନୀରେ ୩ କଣ୍ଟେନ୍‌ମେଣ୍ଟ ଜୋନ୍‌

ଗତକାଲି ୱାର୍ ରୁମ୍ ସଜାଗ ରଖିବାକୁ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି ପରେ ଆଜି ଲୋକସେବା ଭବନରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ । ଏହାପରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶ କହିଛନ୍ତି ବୈଠକରେ ମୋଟ୍ ୫ଟି ବିଷୟରେ ଗୁରୁତ୍ୱ ଦିଆଯାଇଛି ।

Mission Shakti
ମହିଳା ଭୋଟରଙ୍କୁ ଥୋପ ! ପ୍ରତି ଜିଲ୍ଲାରେ କୋଟିଏ ଟଙ୍କାର ମିଶନ ଶକ୍ତି ଭବନ

ରାଜ୍ୟ ସ୍ତରରେ ଖୁବ୍ ଶୀଘ୍ର ନିର୍ମାଣ ହେବ ମିଶନ ଶକ୍ତି ଭବନ । ଖାଲି ସେତିକି ନୁହେଁ ଏସ୍ଏଚ୍‌ଜି ମହାସଂଘ ଇସି ସଦସ୍ୟମାନଙ୍କୁ ମିଟିଂ ଓ ଗସ୍ତ ଖର୍ଚ୍ଚ ଦିଆଯିବ ବୋଲି ମଧ୍ୟ କହିଛନ୍ତି । ଏହି ସମସ୍ତ ବ୍ୟବସ୍ଥା ପାଇଁ ୨ଶହ କୋଟି ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ ।

New Year Party
ଓମିକ୍ରନ୍ ଭୟ ! ‘ନ୍ୟୁ ୟର୍‌ ପାର୍ଟି - ଖ୍ରୀଷ୍ଟମାସ ସେଲିବ୍ରେସନ୍‌’ ସବୁ ମନା

ଦିଲ୍ଲୀର କେଜ୍ରିୱାଲ ସରକାର ନୂଆ ବର୍ଷରେ ନ୍ୟୁ ୟର୍‌ ପାର୍ଟି ସେଲିବ୍ରାସନ୍‌ କରିବାକୁ ମନା କରିଛନ୍ତି । ସରକାରଙ୍କ ନିର୍ଦେଶ ଯେଭଳି କଡ଼ାକଡ଼ି ଭାବେ ପାଳନ ହେବ ସେନେଇ, ଦିଲ୍ଲୀ ପୋଲିସକୁ ନଜର ରଖିବାକୁ କୁହାଯାଇଛି ।

BJP MEET Union Minister
କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚିଲା ମଣ୍ଡି ଅବ୍ୟବସ୍ଥା କଥା

ଧାନ କିଣା ନେଇ ଯେଉଁ ଟାଇମଲାଇନ୍‌ ଥିଲା ତାକୁ କାଣ୍ଟ ଛାଣ୍ଟ କରାଯାଉଛି ବୋଲି ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଚାଷୀଙ୍କ ଟୋକନ ଅବଧି ଲାପ୍ସ ହେବାରୁ ଚାଷୀ ଧାନ ବିକିପାରୁ ନାହାନ୍ତି । ମଣ୍ଡିରେ ମାଫିଆଙ୍କ ରାଜ୍ ଚାଲିଛି ବୋଲି ମନ୍ତ୍ରୀଙ୍କୁ କହିଲେ ବିଜେପି...

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 22 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

Pakistan Youtube Channel
ଲୋକଙ୍କୁ ବିଭ୍ରାନ୍ତ ଓ ଭାରତରେ ଅସ୍ଥିରତା ପାଇଁ ପାକିସ୍ତାନ ଚଳାଇଥିଲା ୟୁଟ୍ୟୁବ୍‌ ଚ୍ୟାନେଲ, ବ୍ୟାନ୍‌ କରିଦେଲେ ସରକାର

ପ୍ରଥମ ଥର ପାଇଁ ନୂଆ ଆଇଟି ନିୟମ, ୨୦୨୧ ଅଧୀନରେ ଥିବା ଡିଜିଟାଲ୍ ମିଡିଆ ଏଥିକ୍ସ କୋଡ୍ ଅନ୍ତର୍ଗତ ଜରୁରୀକାଳୀନ କ୍ଷମତା ବା ଏମର୍‌ଜେନ୍ସି ପାଓ୍ୱାର୍ ପ୍ରୟୋଗ କରି, ଏଭଳି ଭାରତ-ବିରୋଧୀ ଅପପ୍ରଚାର ଚଳାଇଥିବା ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମକୁ ବ୍ୟାନ୍ କରାଯାଇଛି ।

Golak Mahapatra
‘ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଦିନରେ ଲୋକଙ୍କୁ ଲଣ୍ଠନ ଦେଖାଇବା ଭଳି’

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ କଡ଼ା ସମାଲୋଚନା କରିବା ସହ ତାତ୍ସଲ୍ୟ କରିଛି ବିଜେପି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଦିନରେ ଲଣ୍ଠନ ଦେଖାଇବା ଭଳି ।

Dhana Mandi
ମଣ୍ଡି ଅବ୍ୟବସ୍ଥା; ଟୋକନ ଅଛି, ହେଲେ ଧାନ ଉଠୁନି ! ଶୀତ କାକରରେ ମଣ୍ଡିରେ ପଡ଼ି ରହିଛନ୍ତି ଚାଷୀ

ନଭେମ୍ବର ୨୫ରୁ ବରଗଡ଼ ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ବି ବିଳମ୍ବିତ ପ୍ରକ୍ରିୟା ଯୋଗୁଁ ଧାନ ଉଠିପାରୁନି । ଏମିତିକି ଟ୍ୟାଗ୍ ଥାଇ ବି ମିଲ୍ ମାଲିକ ଧାନ ଉଠାଉନଥିବାରୁ ହୀନସ୍ତା ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି ।

omicron
କେନ୍ଦ୍ର ସରକାରଙ୍କ ପକ୍ଷରୁ ଓମିକ୍ରନ୍‌ ଆଲର୍ଟ, ସଂକ୍ରମଣ ପୂର୍ବରୁ ନିଅ କଣ୍ଟେନମେଣ୍ଟ ଭଳି ପଦକ୍ଷେପ

ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ପାଇଁ ସବୁ ରାଜ୍ୟକୁ ଓ୍ୱାର ରୁମ୍ ସକ୍ରିୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ । ସଂକ୍ରମିତଙ୍କ ବାବଦରେ ଜିଲ୍ଲା ସ୍ତରରେ ନିୟମିତ ସମୀକ୍ଷା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Alchohol
ଶୀତ ଦିନେ ମଦ୍ୟପାନ କରିବା ଆଦୌ ଉଚିତ୍‌ ନୁହେଁ, ଦେଖାଦେବ ଏହି ସବୁ ସମସ୍ୟା..

ଦୀର୍ଘ ବର୍ଷ ପୂର୍ବେ ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ, ହ୍ୱିସ୍କି କିମ୍ବା ରମ୍ ଆପଣଙ୍କ ଶରୀରକୁ ଗରମ ରଖିଥାଏ । କିନ୍ତୁ ବାସ୍ତବରେ ଏହା ସମ୍ପୂର୍ଣ୍ଣ ଓଲଟା । ମଦ୍ୟପାନ ଦ୍ୱାରା ଯଦିଓ କିଛି ସମୟ ପାଇଁ ଆପଣଙ୍କୁ ଲାଗିଥାଏ ଯେ, ଶରୀର ଗରମ ହେଉଛି ।...

Mamata Banerjee
ଦିଦି କଲେ କିମିଆ ! ପୌର ନିର୍ବାଚନରେ ସତ୍ତା ହରାଇଲେ ବିଜେପି-କଂଗ୍ରେସ

ବୃହତ ବିଜୟ ପରେ ଦଳର ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସମଗ୍ର ରାଜ୍ୟବାସୀ ଟିଏମସି ସରକାରଙ୍କ ଜନହିତକର କାର୍ଯ୍ୟକୁ ଗ୍ରହଣ କରିଥିବା ସେ କହିଛନ୍ତି ।

ED Sandal wood Mafia
ବଡ଼ ରକ୍ତ ଚନ୍ଦନ କାଠ ମାଫିଆକୁ ଧରିଲା ଇଡି, ବିଦେଶକୁ ଚୋରାଚାଲାଣ କରି ହେଉଥିଲା ମାଲେମାଲ୍

ବାଦଶାହ ମଲ୍ଲିକ୍‌ ଅଣ୍ଡର ୱାର୍ଲ୍ଡ ସହ ମିଶି ଦେଶ ବିଦେଶକୁ ଚୋରା ଚାଲାଣ କରୁଥିଲା ରକ୍ତ ଚନ୍ଦନ କାଠ । ଗୁଇନ୍ଦା ଖବର ପାଇବା ପରେ ଇଡି ପକ୍ଷରୁ ରକ୍ତ ଚନ୍ଦନ କାଠ ଚୋରା ଚାଲାଣ ହେଉଥିବା ବିଭନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଜାଲରେ ପଡିଗଲା କୁଖ୍ୟାତ...

LOVE SEX DHOKA
ରେପ୍‌ କଲେ, ଫିଲ୍ମ ଷ୍ଟାଇଲ୍‌ରେ ଆଙ୍ଗୁଠି କାଟି ରକ୍ତର ସିନ୍ଦୂର ପିନ୍ଧାଇଲେ ! ଆଉ ତାପରେ..?

ପ୍ରଥମେ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଲେ । ତାପରେ ହାତ କାଟି ବିବାହ କଲେ, ଆଉ ତା ପରେ ଗାଏବ ।

Suicide Attempt
ତହସିଲ ଅଫିସରେ ମହିଳାଙ୍କ ଚରମ ନିଷ୍ପତ୍ତି, ଢାଳି ହୋଇଗଲେ କିରାସିନି

ଦିନ ଦ୍ୱିପହରେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଦୃଶ୍ୟ । ନିଜର ଏକ ଚକ ଜମି ବିକ୍ରି ଅନୁମତି ପାଇଁ ୩ ମାସ ହେଲା ବାର ଦୁଆର ଦୌଡୁଛନ୍ତି ସ୍ଥାନୀୟ ନେଉଳପୁର ଗାଁର ଅନିମା ରାଉତ ।

ICE Berg
ଯୁଆଡ଼େ ଦେଖିବ ଖାଲି ବରଫ, ଗଛପତ୍ର - ରାସ୍ତାଘାଟ ସବୁଠି ବରଫ ଚାଦର

ହିମାଚଳ ପ୍ରଦେଶରେ ଶୀତ ବଢ଼ିବାରେ ଲାଗିଛି । ଅନେକ ସ୍ଥାନରେ ତାପମାତ୍ରା ଶୂନ୍ୟ ଡିଗ୍ରୀ ତଳେ ରହିଛି । ଶୀତ ଲହରୀ ରହିବା ଯୋଗୁଁ, ପାଣି ଝରଗୁଡ଼ିକ ବରଫରେ ପରିଣତ ହେଲାଣି ।

BMC
ଯିଏ ଭଲ କରୁଛି ତା ଘର ଆଗରେ ପୋଷ୍ଟର ମାରୁଛି BMC !

ସ୍ୱଚ୍ଛତା ଅଭିଯାନ ପାଇଁ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପ୍ରତି ଟିମ୍‌ରେ ସଫେଇ କର୍ମଚାରୀ, ସ୍ୱଚ୍ଛ ସାଥୀ ଏବଂ ସୁପରଭାଇଜର ରହିଥିବା ବେଳେ ଖୋଦ୍ ଡେପୁଟୀ କମିଶନର ମଧ୍ୟ ଗ୍ରାଉଣ୍ଡକୁ ଯାଇ ସ୍ଥିତି ତଦାରଖ କରୁଛନ୍ତି ।

Naveen Patnaik
ନିର୍ବାଚନ ପୂର୍ବରୁପ୍ରକଳ୍ପ ରାଜନୀତି, ଆଜି ଯାଏଁ ମନେ ପଡ଼ୁନଥିଲା ଲୋକଙ୍କ କଥା !

୨୦୧୪ରେ ଭିତ୍ତପ୍ରସ୍ତର ପଡିଥିବା ସେତୁକୁ ଠିକ୍ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଉଦ୍‌ଘାଟନ କରାଯିବାକୁ ନେଇ ଉଠିଛି ପ୍ରଶ୍ନ ।

Booster Dose
ଆସିଲା ସବୁଠୁ ଶକ୍ତିଶାଳୀ ବୁଷ୍ଟର ଡୋଜ, କେବେ ଆଣିବେ ଭାରତ ସରକାର ?

ଭେଲୋର ଖ୍ରୀଷ୍ଟିଆନ ମେଡିକାଲ କଲେଜ ମାଇକ୍ରୋ ବିୟୋଲୋଜିର ପ୍ରଫେସର ଡକ୍ଟର କାଙ୍ଗ କହିଛନ୍ତି ଯେ, ଭାରତର ପୁଣେସ୍ଥିତ ଜେନୋଭା ବାୟୋ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଦ୍ୱାରା mRNA ପ୍ଲାଟଫର୍ମ ଭିତ୍ତିକ ଟିକାକୁ ମଧ୍ୟ ଅପେକ୍ଷା କରିପାରିବା ।

nitin
ଦିନେ ରିଲାଏନ୍ସ ଟେଣ୍ଡରକୁ ପ୍ରତ୍ୟାଖ୍ୟାନ କରିଥିଲେ ଗଡକରୀ, ଧୀରୁଭାଇ ଆମ୍ବାନୀଙ୍କ ସମେତ ବାଲାସାହେବ ବି ରାଗିଥିଲେ

ଯେତେବେଳେ ୯୦ ଦଶକରେ ନୀତିନ ଗଡକରୀ ରାଜ୍ୟ ମନ୍ତ୍ରୀ ଥିଲେ, ସେତେବେଳେ ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେ ପାଇଁ ରିଲାଏନ୍ସ କମ୍ପାନୀର ଏକ ଟେଣ୍ଡର ତାଙ୍କ ପାଖକୁ ଆସିଥିଲା ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।