ନୂଆ ବର୍ଷରେ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ଏଥର ନୂଆ ବର୍ଷରେ ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଦର୍ଶନ କରିବାକୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ପ୍ରତି ଥର ନୂଆ ବର୍ଷରେ ହଜାର ହଜାର ଭକ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି ।
ସୁମିତ ଓ ତପସ୍ୱିନୀଙ୍କ ଦାମ୍ପତ୍ୟ କଳହକୁ ନେଇ ବିବାଦ ପରେ ଶ୍ୱଶୁର ଘର ଆଗରେ ଧାରଣାରେ ବସି ଚର୍ଚ୍ଚାକୁ ଆସିଥିଲେ ଗଂଜାମ ଛତ୍ରପୁର ଅଞ୍ଚଳର ତପସ୍ୱିନୀ ଦାସ ।
ତେବେ ଶୀତ ଅଧିବେଶନ ଆରମ୍ଭ ହେବା ଦିନରୁ ବିଧାନସଭାରେ ବିରୋଧୀ ହୋ-ହଲ୍ଲା କରିଥିଲେ । ମମିତାଙ୍କୁ ନ୍ୟାୟ ଦାବି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଗୃହରେ ହୋ-ହଲ୍ଲା ଜାରି ରହିଥିଲା । ଗତକାଲି ଅଷ୍ଟମ ଦିନରେ ମଧ୍ୟ ବିରୋଧୀ ଘଣ୍ଟ ବାଡ଼େଇ ପ୍ରତିବାଦ କରିଥିଲେ ।
ପୂର୍ବରୁ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଅନ୍ତିମଯାତ୍ରାରେ ସାମିଲ ହୋଇ ଶେଷ ସମ୍ମାନ ଜଣାଇଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ତଲସରା ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ହୋଇଛନ୍ତି ପ୍ରଫୁଲ୍ଲ ମାଝି । ବିଜେଡିରେ ଯୋଗଦେବା ପରେ ପ୍ରଫୁଲ୍ଲ କହିଛନ୍ତି, ‘ଆଜିର ଦିନ ମୋ ପାଇଁ ଏକ ସ୍ମୃତିର ଦିନ ।
ମିହିର ଦାସ ଜଣେ ଓଡ଼ିଆ ସିନେମା ଅଭିନେତା । ସେ ଦୀର୍ଘ କାଳ ଧରି ନାୟକ, ଚରିତ୍ର, ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ଅଭିନୟ କରିସିରିଛନ୍ତି ।
CDS ଜେନେରାଲ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚପର କ୍ରାସ୍ରେ ପ୍ରାଣ ହରାଇଥିବା ସମସ୍ତ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ । ପୁଷ୍ପମାଲ୍ୟ ଦେଇ ବୀର ଯୋଦ୍ଧାଙ୍କ ପ୍ରତି ସମ୍ମାନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସିଡିଏସ୍ ବିପିନ୍ ରାଓ୍ୱତଙ୍କ ସମେତ ୧୪ ଜଣଙ୍କୁ ନେଇ ଯାଉଥିବା ବାୟୁସେନାର MI 17 V5 ହେଲିକପ୍ଟର, କ୍ରାସ୍ର ମାତ୍ର କେଇ ମୁହୂର୍ତ୍ତ ପୂର୍ବର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।
ପୋଲିସ୍ ବନାମ ବିଜେପି ଯୁବ ମୋର୍ଚ୍ଚା ମୁହାଁମୁହିଁ, ଠେଲାପେଲା ଆଉ ହାତାହାତି । ସ୍ଥାନ ଲୋୟର ପିଏମଜି । ସମୟ ଦିନ ଗୋଟାଏ । ପୋଲିସ୍ ଭ୍ୟାନ୍ ଭଙ୍ଗାରୁଜା ସହ ଆକ୍ରମଣର ଜବାବରେ ପୋଲିସ୍ ବି କରିଥିଲା ଲାଠିମାଡ଼ । ବଳପ୍ରୟୋଗ କରି ବିଜେପି କର୍ମୀମାନଙ୍କୁ ଉଠାଇ ନେଇଥିଲେ...
ରାଜ୍ୟରେ ଗରୀବ ଓ ଅନାଥଙ୍କ ପାଇଁ ମାଳ ମାଳ ସରକାରୀ ଯୋଜନା । ହେଲେ ସବୁ ବାଟବଣା । ବଢୁଥିବା ଭିକାରୀଙ୍କ ସ୍ଥିତିକୁ ଦେଖିଲେ ଏଇୟା ହିଁ କୁହାଯିବ ।
ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ଥିଲେ ସିଡିଏସ୍ ବିପିନ ରାଓ୍ୱତ । ୨୦୧୭ ନଭେମ୍ବର ୨୫ ତାରିଖରେ ପୁରୀ ଆସି ଶ୍ରୀଜଗନ୍ନାଥଙ୍କ ଆର୍ଶୀବାଦ ନେଇଥିଲେ । ସାଥିରେ ଥିଲେ ତାଙ୍କର ଧର୍ମପତ୍ନୀ ।
ବର୍ଷେରୁ ଅଧିକ ଦିନ ହେବ ତିଆରି ହୋଇଥିବା ଟେଣ୍ଟ ଶେଷରେ ଖୋଲାଯାଉଛି । ଶନିବାର ସୁଦ୍ଧା ଦିଲ୍ଲୀ ସୀମାରୁ ଟେଣ୍ଟ ପୁରା ଉଠିଯିବା ସହ ରାସ୍ତା ବି ଖାଲି ହୋଇଯିବ ।
ପୋଲିସ୍ ବନାମ ବିଜେପି ଯୁବ ମୋର୍ଚ୍ଚା ମୁହାଁମୁହିଁ, ଠେଲାପେଲା ଆଉ ହାତାହାତି । ସ୍ଥାନ ଲୋୟର ପିଏମଜି । ସମୟ ଦିନ ଗୋଟାଏ । ପୋଲିସ୍ ଭ୍ୟାନ୍ ଭଙ୍ଗାରୁଜା ସହ ଆକ୍ରମଣର ଜବାବରେ ପୋଲିସ୍ ବି କରିଥିଲା ଲାଠିମାଡ଼ । ବଳପ୍ରୟୋଗ କରି ବିଜେପି କର୍ମୀମାନଙ୍କୁ ଉଠାଇ ନେଇଥିଲେ...
ସିଡିଏସ୍ ବିପିନ୍ ରାଓ୍ୱତଙ୍କ ସମେତ ୧୪ ଜଣଙ୍କୁ ନେଇ ଯାଉଥିବା ବାୟୁସେନାର MI 17 V5 ହେଲିକପ୍ଟର, କ୍ରାସ୍ର ମାତ୍ର କେଇ ମୁହୂର୍ତ୍ତ ପୂର୍ବର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।
ବାୟୁସେନାର ସ୍ୱତନ୍ତ୍ର ବିମାନରେ ସମସ୍ତ ୧୩ ଜଣଙ୍କ ପାର୍ଥିବ ଶରୀର ପହଞ୍ଚିଲା । ତାମିଲନାଡୁର ସୁଲୁର ବିମାନବନ୍ଦରରୁ ପାର୍ଥିବ ଶରୀର ଆସି ପହଞ୍ଚିଛି । ଜେନେରାଲ ରାୱତଙ୍କ ଦୁଇ ଝିଅ ପାଲମ ବିମାନବନ୍ଦରରେ ଉପସ୍ଥିତ ରହିଛନ୍ତି ।
ଶୀତ ଅଧିବେଶନ ଆରମ୍ଭ ହେବାର ପ୍ରାୟ ସପ୍ତାହେ ବିତି ଗଲାଣି । ଅଜି ବିଧାନସଭାର ଅଷ୍ଟମ ଦିନ ଥିଲା । ଏହି ୮ ଦିନ ମଧ୍ୟରେ ପବିତ୍ର ଗୃହରେ ଦିନେ ବି ହୋଇପାରିନି ଆଲୋଚନା ।
ଆଜିକୁ ୭ ଦିନ ଧରି ପୋଲିସ ସୁରକ୍ଷାରେ ଥିବା ସ୍ୱାମୀ-ସ୍ତ୍ରୀଙ୍କ ନିକଟରୁ ପୋଲିସ ସୁରକ୍ଷାକୁ ହଟାଯାଇଛି । ତେବେ ସେମାନଙ୍କ ସମ୍ପର୍କରେ ପ୍ରତି ୭ ଦିନରେ ପୋଲିସ ରିପୋର୍ଟ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି ।
ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମଧ୍ୟ ସକାଳୁ ବର୍ଷା ଲାଗି ରହିଛି । କେତେକ ସ୍ଥାନରେ ପାଣି ଜମି ରହିଥିବାର ମଧ୍ୟ ଖବର ଆସିଛି । କେବଳ ଦକ୍ଷିଣ ଓଡ଼ିଶା ନୁହେଁ, ଉତ୍ତରରେ ମଧ୍ୟ ବର୍ଷା ସାଙ୍ଗକୁ କୋହଳା ପାଗ ସୃଷ୍ଟି ହୋଇଛି ।
ସ୍କୁଲର ୩୭୨ ଜଣ ଛାତ୍ରଛାତ୍ରୀଙ୍କ କରୋନା ଟେଷ୍ଟ କରାଯାଇଥିଲା । ସେଥିରୁ ନବମ ଶ୍ରେଣୀର ଦୁଇ ଜଣ ଛାତ୍ରଙ୍କ ରିପୋର୍ଟ ପଜିଟିଭ୍ ଚିହ୍ନଟ ହୋଇଛି । ସେହିଭଳି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ୧୦ରୁ ଅଧିକ ଶିକ୍ଷକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ରାମଚନ୍ଦ୍ର ତାଙ୍କର ମୃତ୍ୟୁ ହୋଇଥିବା ଖବର ଜାଣିଲେ ସ୍ତବ୍ଧ ହୋଇଯାଇଥିଲେ । କାରଣ କିଛିଦିନ ତଳେ ତାଙ୍କ ସହ କଥା ହୋଇ ଶ୍ରୀମନ୍ଦିର ଆସିବା ପାଇଁ ନିମନ୍ତ୍ରଣ ଦେଇଥିଲେ । ସେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ଆସିବା ପାଇଁ ହେଲେ ଭାଗ୍ୟର ବିଡ଼ମ୍ବନା ସେ ଆଉ ନାହାନ୍ତି ।