• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Narendra Modi
ମୋଦିଙ୍କ ସବୁଠାରୁ ବଡ଼ ରାଲି, ୧୦ ଲକ୍ଷ ଲୋକଙ୍କୁ ଏକାଠି ଲକ୍ଷ୍ୟ..

ଏହି ରାଲିଗୁଡ଼ିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିବେ । ଏହି କାର୍ଯ୍ୟକ୍ରମ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏହି ଭବ୍ୟ ରାଲି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଆୟୋଜିତ ହେବ ।

Online game
କାଳ ହେଲା ଅନ୍‌ଲାଇନ୍‌ ଗେମ୍‌ । ବ୍ୟାଙ୍କରୁ କଟିଗଲା ସବୁ ଟଙ୍କା

କାଳ ହେଲା ଅନ୍‌ଲାଇନ୍‌ ଗେମ୍‌ । ବ୍ୟାଙ୍କରୁ କଟିଗଲା ସବୁ ଟଙ୍କା । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଅଞ୍ଚଳର ଜଣେ ଯୁବକ ଅନ୍‌ଲାଇନ୍‌ ଗେମ୍‌ ଖେଳରେ ଏତେ ବାୟା ହୋଇଗଲା ଯେ, କେତେବେଳେ ତାଙ୍କ ବ୍ୟାଙ୍କରୁ ସବୁ ଟଙ୍କା ଖର୍ଚ୍ଚ ହୋଇଗଲା...

Omicron
ଛାନିଆ କଲାଣି ଓମିକ୍ରନ ସଂକ୍ରମଣ । ବିଜୁଳି ବେଗରେ ମାଡ଼ୁଛି ଭାଇରସ୍ ।

ଛାନିଆ କଲାଣି ଓମିକ୍ରନ ସଂକ୍ରମଣ । ବିଜୁଳି ବେଗରେ ମାଡ଼ୁଛି ଭାଇରସ୍ । ସାରା ବିଶ୍ୱର ହୋସ୍ ଉଡ଼ାଇଥିବା କରୋନାର ଏହି ନୂଆ ଭ୍ୟାରିଏଣ୍ଟର ପ୍ରବେଶ ରୋକିବାକୁ ରାଜ୍ୟ ସୀମାରେ ସଜାଗ ସର୍ଭେଲାନ୍ସ ଟିମ୍ । ସଂକ୍ରମଣକୁ ଜିରୋ କରିବା ସଂଭବ ନୁହେଁ । ହେଲେ ସର୍ଭେଲାନ୍ସ ଦ୍ୱାରା...

Odisha Doctors
ରାଜ୍ୟ ସ୍ୱାସ୍ଥ୍ୟସେବାର ବିଚିତ୍ର ଚିତ୍ର, ଡାକ୍ତରଙ୍କୁ ନେଇ ଦେଉଛନ୍ତି ୪ ପ୍ରକାର ତଥ୍ୟ

ରାଜ୍ୟ ସ୍ୱାସ୍ଥ୍ୟସେବାର ବିଚିତ୍ର ଚିତ୍ର । ଗୋଟିଏ ପଟେ ଡାକ୍ତର ଅଭାବରୁ ସରକାରୀ ଡାକ୍ତରଖାନାରୁ ରୋଗୀ ଫେରୁଛନ୍ତି ତ ଅନ୍ୟପଟେ ଚାକିରି ପାଇଁ ଆନ୍ଦୋଳନକୁ ଓହ୍ଲାଇଲେଣି ଡାକ୍ତରୀ ଛାତ୍ରଛାତ୍ରୀ । ହେଲେ ଏସବୁ ଭିତରେ ରାଜ୍ୟରେ ବାସ୍ତବରେ କେତେ ଡାକ୍ତର ପଦବୀ ଖାଲି ପଡ଼ିଛି, ସେନେଇ ରାଜ୍ୟ ସରକାରଙ୍କ...

Fake Teacher
ଥମୁନି ଜାଲ୍ ଶିକ୍ଷକଙ୍କ ଚେର, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଭିତରେ ବି ଅଛନ୍ତି ଜାଲ୍ ଶିକ୍ଷକ

ଥମୁନି ଜାଲ୍ ଶିକ୍ଷକଙ୍କ ଚେର । ଗତ ୧୬ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଭିତରେ ବି ଅଛନ୍ତି ଜାଲ୍ ଶିକ୍ଷକ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଦିବ୍ୟାଙ୍ଗ ଆଶାୟୀଙ୍କ ପାଖରୁ । 

Panchayat
ପଂଚାୟତ ନିର୍ବାଚନ ଲାଗି ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ

ପଂଚାୟତ ନିର୍ବାଚନ ଲାଗି ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ । ସେପଟେ ନିର୍ବାଚନ ଲାଗି ପୁରା ତୟାର୍ ବିଭିନ୍ନ ରାଜନୈତିକ ଦଳ । ଭୋଟ୍ ପୂର୍ବରୁ ମାହୋଲ୍ ବନାଇବା ଲାଗି ନିଜ ନିଜର ବ୍ଳୁପ୍ରିଣ୍ଟ ବି ପ୍ରସ୍ତୁତ କରିସାରିଛନ୍ତି ସବୁ ପାର୍ଟି । 

BSKY
ଅନିଶ୍ଚିତତାରେ BSKYର ଭବିଷ୍ୟତ, ସବୁ ରୋଗୀଙ୍କୁ ଚିକିତ୍ସା ଦେବାକୁ ମନା କରୁଛନ୍ତି ଡାକ୍ତରଖାନା

ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ବିଭିନ୍ନ ଚିକିତ୍ସାକୁ ନେଇ ସରକାରଙ୍କ ଧାର୍ଯ୍ୟ ଦେୟ ଯଥେଷ୍ଟ କମ୍ ଏବଂ ସେଥିରେ ଚିକିତ୍ସା ସେବା ଯୋଗାଇବା ସମ୍ଭବ ନୁହେଁ । ବୀମାରାଶିରୁ ଅଧିକ ଦେୟ ହେଲେ ତାହାକୁ କିଏ ଭରଣା କରିବେ କିଛି ସ୍ପଷ୍ଟତା ନାହିଁ ।

Tapaswini Das
ସୁମିତ-ତପସ୍ୱିନୀଙ୍କ ଦାମ୍ପତ୍ୟ କଳିରେ ଟ୍ୱିଷ୍ଟ, ଭାଇରାଲ ହେଲା ଭିଡିଓ

ଭିଡ଼ିଓଟି କେବେକାର ଏବଂ କାହିଁକି ସେ ସୁମିତଙ୍କଠାରୁ ୮ ଲକ୍ଷ ଟଙ୍କା ଦାବି କରିଥିଲେ, ସେନେଇ ତପସ୍ୱିନୀ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି, ଘଟଣାଟି ବର୍ଷେ ତଳର ।

Panchayat
ପଂଚାୟତ ନିର୍ବାଚନ: ଖୁବ୍ ଶୀଘ୍ର ଘୋଷଣା ହେବ ତାରିଖ, ତୟାର୍ ରାଜନୈତିକ ଦଳ

ଦଳୀୟ ସ୍ତରରେ ପଂଚାୟତ, ମଣ୍ଡଳ, ବ୍ଲକ୍ ଓ ଜିଲ୍ଲା ସ୍ତରରେ ମଧ୍ୟ ଏହି କାଯର୍ୟକ୍ରମ ପାଳନ କରାଯିବ । ରାମ ମନ୍ଦିରଠୁ ଆରମ୍ଭ କରି ଆତ୍ମନିର୍ଭର ଭାରତ, ପିଏମ୍‌ କିଷାନ, ଆୟୁଷ୍ମାନ ଭାରତ, କରୋନା ମୁକାବିଲା, ମାଗଣା ଟିକା ପ୍ରଦାନ ଭଳି ଜନହିତକାରୀ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ...

Air Aumbalance
ରାଜ୍ୟରେ ପ୍ରଥମ ଥର ପାଇଁ ଏୟାର ଆମ୍ବୁଲାନ୍ସ ସେବା

ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ପାଇଁ ଏୟାର ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବ ।

Fake Teacher
କାହାକୁ ଧରିବେ, କେମିତି ଧରିବେ ? ଜାଲ୍‌ ସାର୍ଟିଫିକେଟ୍‌ରେ ଶିକ୍ଷକ ନିଯୁକ୍ତି ନେଇ ବଡ଼ ଅଭିଯୋଗ !

ନବ ନିଯୁକ୍ତ ଶିକ୍ଷକଙ୍କ ଭିତରେ ବି ଅଛନ୍ତି ଜାଲ ସାର୍ଟିଫିକେଟ୍‌ଧାରୀ । ବିଶେଷ କରି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌କୁ ନେଇ ହୋଇଛି ହେରଫେର । ଏହି ଅଭିଯୋଗ ଆଣିଛନ୍ତି ଶିକ୍ଷକ ପଦ ପାଇଁ ଆଶାୟୀ ଥିବା ଅନେକ ଦିବ୍ୟାଙ୍ଗ ।

Odisha Doctors
ସତରେ କ’ଣ ରାଜ୍ୟରେ ଡାକ୍ତର ଅଭାବ ? ସରକାରଙ୍କ ପାଖରେ ଡାକ୍ତରଙ୍କ ତଥ୍ୟ ନାହିଁ, ୪ ପ୍ରକାର କଥା କହୁଛନ୍ତି..

ଡାକ୍ତରଖାନା ଚକାଚକ୍ ହେଲେ ପ୍ରାୟ ସମସ୍ତ ଡାକ୍ତରଙ୍କ ଚୌକି ଖାଲି । ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଖାଲି ସେତିକି ନୁହେଁ ରୋଗୀଙ୍କୁ ଧରି ଆସିଥିବା ସମ୍ପର୍କୀୟ ବି ଏଠାରେ ଅସନ୍ତୋଷ ପ୍ରକାଶ କରୁଛନ୍ତି ।

Omicron
ଆଶଙ୍କା ! କ୍ଷତିକାରକ ନୁହେଁ ହେଲେ ସଂକ୍ରମଣ କ୍ଷମତା ଢ଼େର ଅଧିକ..

ବିଦେଶରୁ ରାଜ୍ୟକୁ ଫେରି କୋଭିଡ୍ ପଜିଟିଭ ଚିହ୍ନଟ ୭ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ନମୁନାର ଜେନମ୍ ସିକ୍ୱେନ୍ସିଂ ରିପୋର୍ଟରେ ଓମିକ୍ରନ୍ ନେଗେଟିଭ୍ ରହିଛି । ବଳକା ୩ ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

Golden Temple
୨୪ ଘଣ୍ଟାରେ ଦୁଇଟି ବଡ଼ ଅଘଟଣ, କାହା ଷଡ଼ଯନ୍ତ୍ର ?

୨୪ ଘଣ୍ଟା ନପୂରୁଣୁ ପଞ୍ଜାବରେ ଆଉ ଏକ ଅଘଟଣ । ପଞ୍ଜାବ କପୁରଥାଲା ନିଜାମପୁର ଗାଁର ଗୁରୁଦ୍ୱାରରେ ଘଟିଛି ଘଟଣା । ଆଜି ଭୋରରୁ ଜଣେ ଯୁବକ ଗୁରୁଦ୍ୱାରରେ ଲାଗିଥିବା ନିଶାନ ସାହିବ୍ ଅର୍ଥାତ ପବିତ୍ର ପତାକାକୁ ଅସମ୍ମାନ ପ୍ରଦର୍ଶନ କରିଥିଲା ।

Kantabanji Police
ପୋଲିସ ବିଭାଗ ପାଇଁ ଉଦାହରଣ ପାଲଟିଛି କଣ୍ଟାବାଞ୍ଜି ପୋଲିସ

ପୋଲିସ ସହ କିଛି ସମାଜସେବୀ ସାମିଲ ହୋଇ ନିକଟସ୍ଥ ଶ୍ମଶାନରେ ଶବଦାହ କରିଛନ୍ତି । ବୃଦ୍ଧ ଜଣକ କଣ୍ଟାବାଞ୍ଜି ସହରରେ ଭିକ ମାଗି ଚଳୁଥିଲେ । ଗତ ୧୬ ତାରିଖରେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

India Book Of Records
ବୟସରେ ଛୋଟ, ହେଲେ କାରନାମା ବଡ଼ ! କୁନି ବୟସରୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ

ପ୍ରାଞ୍ଜଳ ଭାବେ ବିଭିନ୍ନ ରାଜ୍ୟର ରାଜଧାନୀ ନାଁ କହୁଛନ୍ତି । ଏହି କୁନି ପିଲା ଜଣକର ବୟସ ମାତ୍ର ୨ ବର୍ଷ ୪ ମାସ । ହେଲେ ମୁଖସ୍ତ କରିଛନ୍ତି ବିଭିନ୍ନ ସଂସ୍କୃତ ଶ୍ଳୋକ, ତା ଛଡ଼ା ଦେଶ ବିଦେଶର ନାଁ, ପଶୁ ପକ୍ଷୀ, ଫୁଲ ଫଳ ଏବଂ...

breaking news
ସଂକ୍ଷେପରେ ଆଜିର ତାଜା ଖବର - Sunday, 19 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

Kendrapada Steel Plant
କେନ୍ଦ୍ରାପଡା ମହାକାଳପଡାରେ ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ

କେନ୍ଦ୍ରାପଡା ମହାକାଳପଡାରେ ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ। ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ଏହି ମେଗା ପ୍ଲାଣ୍ଟ ସ୍ଥାପନ ଲାଗି ଅନୁମୋଦନ ଦେଇଛି ରାଜ୍ୟ ସରକାରଙ୍କ ହାଇ ପାୱାର କମିଟି।

eco treat
ଉଦଘାଟନର ୪ଦିନ ପରେ ଇକୋ-ରିଟ୍ରିଟରେ ଅବ୍ୟବସ୍ଥା, ମୁହଁ ମୋଡ଼ିଲେଣି ପର୍ଯ୍ୟଟକ

କେଉଁଠି ପୁରୁଣା ଟେଣ୍ଟ,କେଉଁଠି ଅସନା ଟଏଲେଟ । ଉଦଘାଟନର ୪ଦିନ ପରେ ଇକୋ-ରିଟ୍ରିଟରେ ଅବ୍ୟବସ୍ଥା, ମୁହଁ ମୋଡ଼ିଲେଣି ପର୍ଯ୍ୟଟକ ।

Beggar Sarapanch
ସରକାରଙ୍କ ମାଳ ମାଳ ଯୋଜନାକୁ ଖୋଦ୍‌ ସରପଂଚ ପାଉନାହାନ୍ତି

ସରପଂଚ ଅଛନ୍ତି, କିନ୍ତୁ ଭିକ ମାଗୁଛନ୍ତି । ସରକାରଙ୍କ ମାଳ ମାଳ ଯୋଜନାକୁ ଖୋଦ୍‌ ସରପଂଚ ପାଉନାହାନ୍ତି । ଯାହାକୁ ନେଇ ଉଠିଛି ପ୍ରଶ୍ନ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।