• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Omicron
ନାଇଜେରିଆ ଫେରନ୍ତା କୋଭିଡ୍ ପଜିଟିଭ୍, ରାଜ୍ୟବାସୀ ଛାନିଆ

କଟକରେ ନାଇଜେରିଆ ଫେରନ୍ତା କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ରାଜ୍ୟବାସୀଙ୍କ ମନରେ ଛନକା ।

Tapaswini- Sumit
ଦିନକୁ ଦିନ ନୂଆ ମୋଡ଼ ନେଉଛି ତପସ୍ୱିନୀ ଓ ଡାକ୍ତର ସୁମିତଙ୍କ ଦାମ୍ପତ୍ୟକଳି

ଦିନକୁ ଦିନ ନୂଆ ମୋଡ଼ ନେଉଛି ତପସ୍ୱିନୀ ଓ ଡାକ୍ତର ସୁମିତଙ୍କ ଦାମ୍ପତ୍ୟକଳି । ଫିଟୁନି ସମାଧାନର ବାଟ । ଗୋଟିଏ ପଟେ କୋର୍ଟରେ ମାମଲା ବିଚାରାଧିନ, ଅନ୍ୟପଟେ ସ୍ୱାମୀଙ୍କ ଦେଖାଦର୍ଶନ ମିଳୁନଥିବାରୁ ଶ୍ୱଶୁର ଘରେ ରହିବାକୁ ଦାବି କରି ପୁଣି ଗତରାତିରୁ ଧାରଣା ଦେଇଛନ୍ତି ତପସ୍ୱିନୀ।

Kendrapada Steel Plant
ଲକ୍ଷେ କୋଟି ଟଙ୍କା ପୁଞ୍ଜିନିବେଶ କରିବ ଆର୍ସେଲର ମିତ୍ତଲ ! ସରକାର ସତ କହୁଛନ୍ତି ତ ?

ବାର୍ଷିକ ୨୪ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ୱିତ ଷ୍ଟିଲ୍ ପ୍ଲାଣ୍ଟ ପ୍ରସ୍ତାବରେ ମୋହର ମାରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ୧ ଲକ୍ଷ ୨ହଜାର ୨୭୫ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଆର୍ସେଲର ମିତ୍ତଲ- ନିପ୍ପନ ଷ୍ଟିଲ ।

Tapaswini- Sumit
ପୁଣି ଶୀତ କାକରରେ ତମ୍ବୁଟାଣି ବସିଲେ ତପସ୍ୱିନୀ, ଏଥର ଗୋଟିଏ ଜିଦ୍‌..

ସନ୍ଧ୍ୟାରେ ସେଇଠି ରନ୍ଧାବଢ଼ା କରି ଖିଆପିଆ କଲେ । ପୁଣି ବସିରହିଲେ ସେହି ଜାଡ଼ରେ । କାରଣ, ଯେଉଁ ଗେଷ୍ଟ ହାଉସ୍‌କୁ ଯାଇ ସପ୍ତାହେ ରହିଥିଲେ ତପସ୍ୱିନୀ ଓ ସୁମିତ, ପରବର୍ତ୍ତୀ ସମୟରେ ସେହି ଗେଷ୍ଟହାଉସ୍ କୁଆଡ଼େ ତାଙ୍କୁ ମନା କରିଦେଲା । 

Cyber Crime
ବଢ଼ୁଛି ସାଇବର ଲୁଟେରାଙ୍କ ଦୌରାତ୍ମ୍ୟ, ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ! ୬୪୯୫ ମାମଲା ରୁଜୁ..

ସେଥିରୁ କେବଳ ୨ ହଜାର ୮୭୨ ଅଭିଯୋଗ ରାଜଧାନୀରୁ ଆସିଛି । ପ୍ରାୟ ୧୧ ମାସ ମଧ୍ୟରେ କେବଳ ଭୁବନେଶ୍ୱରରୁ ଠକେଇ ହୋଇଛି । ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା । ସେଥି ମଧ୍ୟରୁ ମାତ୍ର କୋଟିଏ ୪୮ ଲକ୍ଷ ୧୧ ହଜାର...

Omicron
ଆଶଙ୍କାରେ ଓଡ଼ିଶା, ପ୍ରବେଶ କଲା କି ଓମିକ୍ରନ୍‌ ? ନାଇଜେରିଆ ଫେରନ୍ତା ଜଣେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ

ସ୍ୱାସ୍ଥ୍ୟ ବିଭାଗ କହିଛି, ତୃତୀୟ ଲହର ମୁକାବିଲା ଲାଗି ରାଜ୍ୟ ସରକାର ସମର୍ଥ । ଯେତେ ରୋଗୀ ସଂଖ୍ୟା ବଢ଼ିଲେ ମଧ୍ୟ ଚିକିତ୍ସା ସେବା ଯୋଗାଇବାକୁ ସରକାର ପ୍ରସ୍ତୁତ ।

Education Minister
ଏଣିକି କଲେଜ-ୟୁନିଭର୍ସିଟିରେ ପଢ଼ା ହେବ ନୈତିକତା, ୨୫ ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ ଏବଂ ବିଭାଗୀୟ ଅଧିକାରୀ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, କଲେଜ୍‌ ଗୁନିକର ଅଧ୍ୟକ୍ଷଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ ହୋଇଥିଲା ।

Puri Blue Flag Beach
ଆଉ ଏକ ବ୍ଲୁ-ଫ୍ଲାଗ୍‌ ବିଚ୍‌କୁ ବିରୋଧ, ଦୁଇ ଦିନ ହେଲାଣି ଧାରଣାରେ ବ୍ୟବସାୟୀ

ଏହା ଉପରେ ଶତାଧିକ ଲୋକଙ୍କ ପରିବାର ପୋଷଣ ହୁଏ । ପୂର୍ବରୁ ପୁରୀର ଗୋଟିଏ ସମୁଦ୍ର କୂଳକୁ ବ୍ଲୁ-ଫାଗ୍ କରାଯାଇଛି । ହେଲେ ଆଉ ଗୋଟିଏ ବିଚ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବ୍ୟବସାୟୀ ଓ ସାଧାରଣ ଲୋକେ ।

Dr Bijay Mohapatra On Omicron Variant
ରିସ୍କ ଦେଶରୁ ଜଗତ୍‌ସିଂହପୁର ଫେରିଥିବା ବ୍ୟକ୍ତି କରୋନା ପଜିଟିଭ୍‌, ଓମିକ୍ରନ୍‌ ସନ୍ଦେହ ..

ଯେହେତୁ ରିସ୍କ ଦେଶରୁ ଫେରିଛନ୍ତି, ତେଣୁ ତାଙ୍କର ଜିନମ ସିକ୍ୱେନ୍‌ସିଂ ପାଇଁ ନମୁନା ପଠାଯାଇଛି । କଟକକୁ ବିଦେଶରୁ ଆସିଥିବା ୧୦୦ ଜଣେ ବ୍ୟକ୍ତିଙ୍କ କରୋନା ଟେଷ୍ଟ କରାଯାଇଛି । ସମସ୍ତ ବିଦେଶ ଫେରନ୍ତାଙ୍କ ଉପରେ କଡ଼ ନଜର ରଖାଯାଇଥିବା ସିଡିଏମ୍ଓ କହିଛନ୍ତି ।

Delhi Rohini Court
ରୋହିଣୀ କୋର୍ଟରେ ବିସ୍ଫୋରଣ, DRDO କର୍ମଚାରୀ ରଚିଥିଲେ ଷଡ଼ଯନ୍ତ୍ର

ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତକୁ ଧରିବାରେ ପୋଲିସ ସକ୍ଷମ ହୋଇଛି । ପ୍ରାୟ ୮୮ଟି ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ କରାଯାଇଥିଲା ।  ଦେଖାଯାଇଥିଲା ଯେ, ବୋମା ବିସ୍ଫୋରଣର ଅଳ୍ପ ସମୟ ପରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଚଂପଟ ମାରିଥିଲା ।

Train Cancel for Cyclone
ଏଣିକି ଟ୍ରେନ୍‌ରେ ବି ରହିବ ମହିଳାଙ୍କ ପାଇଁ ସ୍ୱତନ୍ତ ସିଟ୍‌

ଦୂରଗାମୀ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍‌ରେ ମଧ୍ୟ ମହିଳାଙ୍କ ପାଇଁ ରହିବ ସିଟ୍ । ପ୍ରତି ବଗିରେ ସିଟ୍ ବା ବର୍ଥ ରିଜର୍ଭ ରହିବା ନେଇ ରେଳ ମନ୍ତ୍ରୀ ଘୋଷଣା କରିଛନ୍ତି । ସବୁ ମେଲ୍, ଏକ୍ସପ୍ରେସ, ଦୂରନ୍ତ, ରାଜଧାନୀ ଆଦି ଏକ୍ସପ୍ରେସରେ ରହିବ ସିଟ୍ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 18 December 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪

Covid 19
ଗୋଟିଏ ପରେ ଗୋଟିଏ ରାଜ୍ୟକୁ କାୟା ବିସ୍ତାର କରୁଛି ଓମିକ୍ରନ୍

ଏ ମହାମାରୀ କିଛି ମାନୁନି : ଗୋଟିଏ ପରେ ଗୋଟିଏ ରାଜ୍ୟକୁ କରୁଛି କାୟା ବିସ୍ତାର କରୁଛି ।

Chitaranjan Killed
ଚାପରେ ଚେପା ହୋଇଗଲା କି ଚିତ୍ତରଂଜନ ହତ୍ୟା ମାମଲାର ରୂପରେଖ ?

ଚାପରେ ଚେପା ହୋଇଗଲା କି ଚିତ୍ତରଂଜନ ହତ୍ୟା ମାମଲାର ରୂପରେଖ ? ସେବା ଚିତ୍କାର କରୁଥିଲେ, ଏବେ ନରମିଗଲେ କେମିତି ? କଣ ପାଇଁ ମତ ବଦଳେଇଦେଲେ ପରିବାର ଲୋକେ?

Khurdha Bolangir Railway Track
ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପରେ ନୂଆ କେଁ..!

ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପରେ କେଁ, କେବେ ରେଳପଥରେ ଯୋଡ଼ି ହେବ ପୂର୍ବ-ପଶ୍ଚିମ ଓଡ଼ିଶା ?

Chit Fund
କେବେ ମିଳିବ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ବୁଡ଼ିଲା ଟଙ୍କା ?

କେବେ ମିଳିବ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ବୁଡ଼ିଲା ଟଙ୍କା : ସରକାର ଖାଲି ଆଶା ଦେଉଛନ୍ତି କିନ୍ତୁ ଏମାନେ କିଛି ପାଉନାହାନ୍ତି ।

Chitaranjan Killed
କଡ଼ ଲେଉଟାଉଛି ଚିତ୍ତରଂଜନଙ୍କ ହତ୍ୟା ମାମଲା, ନରମିଲାଣି ପରିବାର ଲୋକଙ୍କ ସ୍ୱର

କେବଳ ପତ୍ନୀ ନୁହଁନ୍ତି, ସମ୍ପର୍କୀୟ ମଧ୍ୟ କ୍ଷୁବ୍ଧ ହୋଇଉଠିଥିଲେ । ହେଲେ ସେଦିନର ସେହି ବୁକୁ ଫଟା ଚିତ୍କାର ଆଜି କିନ୍ତୁ ନରମିଗଲା ଭଳି ମନେହେଉଛି ।

Khurdha Bolangir Railway Track
କେବେ ଶେଷ ହେବ ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ? ସାମ୍ନାକୁ ଆସିଲା ଚମକାଇଲା ଭଳି ନୂଆ ତଥ୍ୟ

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ, ପୂର୍ବତଟ ରେଲେଓ୍ୱକୁ ଏକ ଚିଠି ଲେଖିଛନ୍ତି । ରେଳ ମନ୍ତ୍ରଣାଳୟ ଓ ଓଡ଼ିଶା ସରକାରଙ୍କ ଭିତରେ ଚୁକ୍ତି ଅନୁଯାୟୀ ରାଜ୍ୟ ସରକାର ୪୮୩ କୋଟି ଟଙ୍କା ଯୋଗାଇ ଦେଇଛନ୍ତି ।

Mansa Varanasi
Miss World 2021ରେ କରୋନା କହର ! ସ୍ଥଗିତ ହେଲା ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମ, ୧୭ ସୁନ୍ଦରୀ ପଜିଟିଭ୍

ଦିଲ୍ଲୀ-ମୁମ୍ବାଇ ଭଳି ସହରରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍‌ ବଢ଼ିଯାଇଛି । ଯାହାର ପ୍ରଭାବ ଏବେ ମିସ୍‌ ୱାର୍ଲ୍ଡ ୨୦୨୧ର ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମ ଉପରେ ପଡିଛି ।

Loot CCTV
ଧିରେ ଧିରେ ସ୍କୁଟିରେ ଆସିଲେ, ମୋବାଇଲ ଝାମ୍ପିଲେ ! ଯୁବତୀଙ୍କୁ ଘୋଷାଡ଼ି ନେଲେ, ଦେଖନ୍ତୁ ଭିଡିଓ..

ଏହି ଭାଇରାଲ ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି ଯେ, ଦୁଇ ଜଣ ଦୁର୍ବୃତ୍ତ ଏକ ସ୍କୁଟିରେ ରାସ୍ତର ରଙ୍ଗ ସାଇଟ୍‌ରେ ଆସିଲେ । ସ୍କୁଟି ପଛରେ ବସିଥିବା ବ୍ୟକ୍ତି ହଠାତ୍‌ ଜଣେ ମହିଳାଙ୍କ ହାତରୁ ଫୋନ୍‌ ଝାମ୍ପି ନେଇ ଫେରାର ହେବାକୁ ଚେଷ୍ଟା କରିଥିଲେ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।