• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Puri
ଓଡ଼ିଆଙ୍କ କଳାକୁ ଭୁଲିଗଲେ ସରକାର, ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣରେ ଦକ୍ଷ ଓଡ଼ିଆ ଶିଳ୍ପୀଙ୍କୁ ଅବହେଳା !

ମନ୍ଦିର ନିର୍ମାଣ କ୍ଷେତ୍ରରେ ବାହାର ରାଜ୍ୟର ଅଣକୁଶଳୀ ସଂସ୍ଥାକୁ ସୌନ୍ଦର୍ଯ୍ୟକରଣ ଦାୟିତ୍ୱ ଦିଆଯିବାକୁ ନେଇ କ୍ଷୋଭ ।

Accident
ସରୁନି ରାସ୍ତା କାମ, ବିନା କାରଣରେ ଚାଲିଯାଉଛି ନୀରିହ ଜୀବନ ! ବସ୍‌ ମାଲିକ ଦେଲେ ବଡ଼ ଚେତାବନୀ

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ, ୨୦୧୮ରେ ୫ ହଜାର ୩୧୫ଟି ସଡକ ଦୁର୍ଘଟଣାଜନିତ ମୃତ୍ୟୁ ହୋଇଛି । ୨୦୧୯ରେ ୫ ହଜାର ୩୩୩ ଏବଂ ୨୦୨୦ରେ ସଡ଼କ ଦୁର୍ଘଟଣାରେ ଯାଇଛି ୪ ହଜାର ୭୩୮ ଜଣଙ୍କ ଜୀବନ ।

OBC Reservation
OBC ସଂରକ୍ଷଣକୁ ନେଇ ତେଜୁଛି ରାଜନୀତି, ବଢ଼ୁଛି ଅସନ୍ତୋଷ ! ବିରୋଧୀ କହିଲେ ସବୁ ଭୁଲ ସରକାରଙ୍କର

ଆସନ୍ତା ୨୭ ତାରିଖରେ ସଂରକ୍ଷଣର ସାନି ତାଲିକା ପ୍ରକାଶ ପାଇବ । ଏନେଇ ଜିଲ୍ଲାପାଳମାନଙ୍କୁ ଅବଗତ କରିଛି ପଂଚାୟତିରାଜ ବିଭାଗ । ଜିଲ୍ଲା ପ୍ରଶାସନ ବି ସେ ଦିଗରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

China Lock Down
ପୁଣି ଘାରିଲା କରୋନା ଭୟ ! ଚୀନ୍‌ରେ ଲକ୍‌ଡାଉନ୍‌ ଆରମ୍ଭ

ଦିନେ ଛଡ଼ା ଦିନେ ଘରର ଜଣେ ଲୋକ ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଯିବେ । ଜଣକ ଛଡ଼ା ଆଉ କେହି ଘରୁ ବାହାରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି ।

JSW Effigy Burnt
JSW ପ୍ରକଳ୍ପ ଅଞ୍ଚଳରେ ଜିଲ୍ଲା ଏସପିଙ୍କ କୁଶପୁତ୍ତଳିକା ଦାହ

ଢିଙ୍କିଆର ମାହଳ ଗାଁ ଲୋକେ ନୂଆ ରାଜସ୍ୱ ଗ୍ରାମ ପ୍ରସ୍ତାବକୁ ବିରୋଧ କରି ଆସୁଛନ୍ତି । JSW ପ୍ରକଳ୍ପ ପାଇଁ ପଥ ସୁଗମ କରିବା ଲାଗି ମାହଳକୁ ଆଉ ଏକ ରାଜସ୍ୱ ଗ୍ରାମ କରିବାକୁ ପ୍ରଶାସନ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରି ଲୋକେ ଏହାକୁ ବିରୋଧ କରି ଆସୁଛନ୍ତି...

baijayanta Panda
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ଫେରିଲା ଓଡ଼ିଆ ଯୁବକଙ୍କ ମରଶରୀର

ମୃତ ନାରାୟଣଙ୍କ ଭାଇ ସୁଧୀର କୁମାର ରାଉତ ମରଶରୀରକୁ ଗାଁକୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ । ଏନେଇ ସେ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରିଥିଲେ ।

Teachers Wanted
ପୁଣି ହେବ ୧୧,୪୦୩ ଶିକ୍ଷକ ନିଯୁକ୍ତି, ସ୍ୱଚ୍ଛତା ଆଣିପାରିବେ ତ ସରକାର ?

ଏପ୍ରିଲ ୨୦୨୨ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ତେବେ ସ୍ୱଚ୍ଛତା ନେଇ ରହିଛି ଅନେକ ପ୍ରଶ୍ନବାଚୀ ।

Black Flag
ମନ୍ତ୍ରୀ ଦିବ୍ୟଶଙ୍କର ଓ ନବ ଦାସଙ୍କୁ କଳାପତାକା ପ୍ରଦର୍ଶନ, ହେଭିୱେଟ ବିଜେଡି ନେତା ବବିଙ୍କୁ ବି

ଦୁଇ ମନ୍ତ୍ରୀ ଓ ପାୱାର କରିଡରର ସବୁଠୁ ଆଗଧାଡ଼ିର ନେତା ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କୁ ମଧ୍ୟ କଂଗ୍ରେସ କର୍ମୀ କଳାପତାକା ପ୍ରଦର୍ଶନ କରିଛନ୍ତି । 

Paper Hawker
ନବୀନଙ୍କନୂଆ ଥୋପ, ୭ ହଜାର ହକରଙ୍କୁ କୋଭିଡ୍ ସହାୟତା !

ଖବରକାଗଜ ହକରଙ୍କ ଲାଗି ସ୍ୱତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭିସି ମାଧ୍ୟମରେ ଏହାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ସହାୟତା ପ୍ରଦାନ କରିଛନ୍ତି ।

pratap jena
OBCଙ୍କୁ ସଂରକ୍ଷଣ ଦେବାକୁ ସୁପ୍ରିମ୍‌କୋର୍ଟ ମନା କରିଛନ୍ତି: ପ୍ରତାପ ଜେନା

କୋର୍ଟଙ୍କ ରାୟ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏଭଳି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି OBCଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବେ ସଂରକ୍ଷଣ ରଖାନଯିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ରହିଛି ।

Tapaswini
ମାସେ ପରେ ହେଲାଣି, ସମାଧାନର ବାଟ ବାହାରୁନି ! ଏବେ ତପସ୍ୱିନୀଙ୍କୁ କୋର୍ଟଙ୍କ ଝଟ୍‌କା

ତପସ୍ୱିନୀଙ୍କ ଓକିଲ ଏବେ ଏନେଇ ଜିଲ୍ଲା କୋର୍ଟରେ ଆବେଦନ କରିଛନ୍ତି । ଏହାର ଶୁଣାଣି ଆସନ୍ତା ୨୭ ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଛି ।

COLD
ଶୀତ କେବେ କେବେ ସୁନ୍ଦର ଆଉ କେବେ ଭାରି ଯନ୍ତ୍ରଣାପୂର୍ଣ୍ଣ

ଶୀତ କେବେ କେବେ ସୁନ୍ଦର ଆଉ କେବେ ଭାରି ଯନ୍ତ୍ରଣାପୂର୍ଣ୍ଣ । ଏଇ ଶୀତକୁ ଉପଭୋଗ କରିବାକୁ କିଏ ବୁଲୁଛି ପାହାଡ଼ା ଝରଣା ତ ଆଉ କିଏ ଶୀତ ରାତିରେ ଫୁଙ୍ଗୁଳା ଦେହରେ ଶୋଇପଡ଼ୁଛି ଫୁଟପାଥ୍ ଉପରେ ।

Kinner
ସମାଜର ମୁଖ୍ୟସ୍ରୋତରେ କେବେ ସାମିଲ ହେବେ କିନ୍ନର ?

ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ କିନ୍ନର । ଅନ୍ୟମାନଙ୍କ ଭଳି ସେମାନଙ୍କୁ ମିଳିବ ସମାନ ସୁବିଧା ସୁଯୋଗ ଓ ସୁରକ୍ଷା । କେମିତି ଜାଣିଛନ୍ତି ?

OBC
ଏ ବର୍ଷ ନୁହେଁ, ନୂଆବର୍ଷ ଆରମ୍ଭରୁ ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ

ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ଉପରେ ଲାଗିଲା ସାମୟିକ ବ୍ରେକ୍ । ଏ ବର୍ଷ ନୁହେଁ, ନୂଆବର୍ଷ ଆରମ୍ଭରୁ ଘୋଷଣା ହୋଇପାରେ ତାରିଖ ।

Death
କ୍ରିକେଟ୍ ପଡ଼ିଆରେ ଛକି ବସିଥିଲା ମୃତ୍ୟୁ

କ୍ରିକେଟ୍ ପଡ଼ିଆରେ ଛକି ବସିଥିଲା ମୃତ୍ୟୁ । ଶେଷ ଓଭରର ଶେଷ ବଲରେ ବ୍ୟାଟ୍‌ସମ୍ୟାନ୍‌କୁ ବିଟ୍ କରି ନିଜ ଟିମ୍ ପାଇଁ ବିଜୟ ଆଣିଲେ ସତ, ହେଲେ ସେଇ ଖୁସିକୁ ଅନୁଭବ କରୁ କରୁ ସେଇ ପଡ଼ିଆରେ ଟଳି ପଡ଼ିଲେ । ଚାଲିଗଲା ଜୀବନ ।

Omicron
ରାଜ୍ୟରେ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରଠୁ ବଢ଼ିଲା ଚିନ୍ତା । ଖୋଦ୍ ମୁଖ୍ୟମନ୍ତ୍ରୀ ଶୁଣାଇଦେଲେ ସତର୍କବାଣୀ

ରାଜ୍ୟରେ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରଠୁ ବଢ଼ିଲା ଚିନ୍ତା । ଖୋଦ୍ ମୁଖ୍ୟମନ୍ତ୍ରୀ ଶୁଣାଇଦେଲେ ସତର୍କବାଣୀ । କହିଲେ ସମସ୍ତେ ମାସ୍କ ପିନ୍ଧନ୍ତୁ, ଅତି ଦରକାର ନଥିଲେ ବାହାରକୁ ଯାଆନ୍ତୁ ନାହିଁ ।

Debit Card
ଅଧିକ ସୁରକ୍ଷିତ ହେବ ଡେଭିଡ୍ ଓ କ୍ରେଡିଟ୍ କାର୍ଡ ଅନଲାଇନ ଟ୍ରାନଜାକ୍‌ସନ

ଅଧିକ ସୁରକ୍ଷିତ ହେବ ଡେଭିଡ୍ ଓ କ୍ରେଡିଟ୍ କାର୍ଡ ଅନଲାଇନ ଟ୍ରାନଜାକ୍‌ସନ । ଏଥିପାଇଁ ନୂଆବର୍ଷରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ । କଣ ଏହି ନିୟମ ଜାଣନ୍ତୁ ଏହି ଭିଡିଓରେ ।

COLD
ଜାଡ଼ରେ ଥରୁଛି ସାରା ଓଡ଼ିଶା, ହେଲେ ଏମାନେ ଖୋଲା ଆକାଶ ତଳେ ରାସ୍ତା କଡ଼ରେ ପଡ଼ିଛନ୍ତି ! କାହିଁକି ?

ବଲାଙ୍ଗିରରୁ ବାଲେଶ୍ୱର । ବାରିପଦାରୁ ବ୍ରହ୍ମପୁର । ରାଉରକେଲା, କଟକ, ଆଉ ରାଜଧାନୀ ଭୁବନେଶ୍ୱର । ଶୀତୁଆ ରାତିରେ ସବୁଠି ପ୍ରାୟ ଏକା ଦୃଶ୍ୟ, ଏକା ଦୁର୍ଦ୍ଦଶା ।

Debit Card
ଡେଭିଡ୍-କ୍ରେଡିଟ୍ କାର୍ଡ ପାଇଁ ଆସିବ ନୂଆ ନିୟମ, ଠକେଇ ରୋକିବାକୁ RBIର ବଡ଼ ପଦକ୍ଷେପ

ଅଧିକ ସୁରକ୍ଷିତ ହେବ ଡେଭିଡ୍ ଓ କ୍ରେଡିଟ୍ କାର୍ଡ ଅନଲାଇନ ଟ୍ରାନଜାକ୍ସନ । ଏଥିପାଇଁ ନୂଆବର୍ଷରୁ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ କଣ ଏହି ନିୟମ, ଏହାଦ୍ୱାରା କେତେ ଉପକୃତ ହେବେ ଗ୍ରାହକ, ଦେଖନ୍ତୁ ଏହି ରିପୋର୍ଟ...

Kinner
ପାଠ ସାଠ ପଢ଼ି ମଧ୍ୟ ହାତ ପତେଇ ଗୁଜୁରାଣ ମେଣ୍ଟାଉଛନ୍ତି କିନ୍ନର, କେବେ ଦୁଃଖ ବୁଝିବେ ସରକାର ?

ଯୁକ୍ତ ୩ ପଢିଛନ୍ତି ବେବି । ହେଲେ ନିଯୁକ୍ତି ସୁଯୋଗ ଏବଂ ଲୋକଙ୍କ ସହଯୋଗ ନପାଇବାରୁ ରୋଜଗାର ପାଇଁ କୋରାପୁଟରୁ ଆସିଗଲେ ଭୁବନେଶ୍ୱର ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।