• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Jump From Building
ପ୍ରେମିକାର ସ୍ୱାମୀକୁ ଦେଖି ପାଞ୍ଚ ମହଲା ଉପରୁ ଡେଇଁଲା ପ୍ରେମିକ, ଚାଲିଗଲା ଜୀବନ

ପୋଲିସ ସୂଚନାନୁସାରେ, ଏହି ମାମଲା ଜୟପୁର ପ୍ରତାପନଗର ଥାନା ଅଞ୍ଚଳରେ ଘଟିଛି । ପ୍ରତାପନଗରସ୍ଥିତ ରିଆ ଆପାର୍ଟମେଣ୍ଟରେ ଅଜାମ ଓରଫ ମୋହସିନ୍ ନାମକ ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କ ସହ ରହୁଥିଲେ ।

BJP Team Meet
‘ଆମେ ଜଗନ୍ନାଥଙ୍କ ନିକଟରେ ଅଧିଆ ପଡ଼ିବୁ, ମୁଖ୍ୟମନ୍ତ୍ରୀଙ୍କୁ ସଦ୍‌ବୁଦ୍ଧି ଦିଅନ୍ତୁ’

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ରାଜ୍ୟବାସୀଙ୍କ ସ୍ୱାର୍ଥ ସମ୍ବଳିତ ବିଷୟ ଓ ମୌଳିକ ଦାବିକୁ ବିଧାନସଭାରେ ଆଲୋଚନା କରିବାକୁ ବିରୋଧୀ ଦଳକୁ ସୁଯୋଗ ଦିଆଯାଉ ନାହିଁ ।

PDS Chaula
ଆଉ ୪ ମାସ ମାଗଣା ଚାଉଳ ଦେବେ ସରକାର

ନଭେମ୍ବର ୨୧ ତାରିଖରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅବଧି ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠି ଲେଖି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଦେଇଥିଲେ । 

Rana Pratap
ବିମାନବନ୍ଦରରେ ଶୋକାକୁଳ ପରିବେଶ, ଯବାନଙ୍କୁ ଗାର୍ଡ ଅଫ୍‌ ଅନର୍ ସହ ଶ୍ରଦ୍ଧାଞ୍ଜଳି

କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ରାଣାପ୍ରତାପ । ଦୁର୍ଘଟଣାରେ ସିଡିଏସ୍‌ଙ୍କ ସମେତ ମୋଟ୍ ୧୩ ଜଣ ପ୍ରାଣ ହରାଇଥିଲେ ।

dead body
ମଣିଷ ବଞ୍ଚିଛି ହେଲେ କୋଭିଡ୍‌ ରିପୋର୍ଟରେ ମୃତ !

ଯେଉଁଥିରେ ୯ ଜଣଙ୍କ ନାମ ରହିଛି । ଯେଉଁମାନେ କି କୋଭିଡରେ ଆକ୍ରାନ୍ତ ହୋଇଥିଲେ ଏବଂ ସେମାନଙ୍କର ମୃତ୍ୟୁ ହୋଇଛି ।

Daily Horoscope, 29 NOV 2021
Daily Horoscope, 11 Dec: ଏହି ରାଶିର ବ୍ୟକ୍ତି ସାବଧାନ ! ବିଭିନ୍ନ ସମସ୍ୟାକୁ ନେଇ ଅର୍ଥହାନୀ ଓ କଳହ ସମ୍ଭାବନା

ଡିସେମ୍ବର ମାସ ୧୧ ତାରିଖ, ଶନିବାର, କନ୍ୟା ୨୬ ଦିନ, ମାର୍ଗଶିର ମାସ, ଶୁକ୍ଳପକ୍ଷ, ଅଷ୍ଟମୀ ତିଥି, ପୂର୍ବଭାଦ୍ରପଦ ନକ୍ଷତ୍ର, କୁମ୍ଭ ଚନ୍ଦ୍ର । ଆଜି ବୃଷ, ସିଂହ, କନ୍ୟା ରାଶିର ଘାତବାର ,ମିଥୁନ, ମୀନ ରାଶିର ଘାତଚନ୍ଦ୍ର ।

Farmer
ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌

ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ଆସୁଥିବା ଏହି ୬ ଜଣିଆ ଟିମ୍ ଜଓ୍ୱାଦ କ୍ଷତିଗ୍ରସ୍ତ ଗଞ୍ଜାମ, ପୁରୀ, ଜଗତସିଂହପୁର, ଯାଜପୁର, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଯାଇ କ୍ଷୟକ୍ଷତିର ଅନୁଧ୍ୟାନ କରିବ ।

Group Captain Barun Singh
ମୃତ୍ୟୁ ସହ ଲଢ଼ୁଛନ୍ତି ବରୁଣ, ହେଲେ ସେ ଲେଖିଥିବା ଚିଠି ଏବେ ସମସ୍ତଙ୍କ ପାଇଁ ପ୍ରେରଣା

ମଧ୍ୟମ ଶ୍ରେଣୀର ହେଲେ ବି ଠିକ୍ ଅଛି । ଏହା କିଛି ଖରାପ କଥା ନୁହେଁ । ସ୍କୁଲରେ ସମସ୍ତେ ଶ୍ରେଷ୍ଠ ହେବେ ନାହିଁ, କି ସମସ୍ତେ ୯୦ ପ୍ରତିଶତ ସ୍କୋର୍ କରିପାରିବେ ନାହିଁ । କିନ୍ତୁ ତା ମାନେ ନୁହେଁ, ଯେ ପୂରା ଜୀବନରେ ଜଣେ କେବଳ...

Lakhwinder Singh Lidder
ସମସ୍ତଙ୍କ ପ୍ରିୟ ଲଖବିନ୍ଦର; କିଏ କହୁଥିଲେ ଟୋନୀ ତ କାହା ପାଇଁ ଥିଲେ ଲାଇଫ୍‌ ଲାଇନ୍‌

ବ୍ରିଗେଡିୟର୍ ଲଖବିନ୍ଦର ସିଂ ଲିଦ୍ଦର୍, ସଭିଙ୍କ ପ୍ରିୟ ଟୋନି । କାହାପାଇଁ ସେ ସାହସୀ ଥିଲେ, କାହା ପାଇଁ ଖୁବ୍ ଘନିଷ୍ଠ ବନ୍ଧୁଥିଲେ । କିନ୍ତୁ କିଛି ଲୋକଙ୍କ ପାଇଁ ସେ ଥିଲେ ଲାଇଫ୍ ଲାଇନ୍ ବା ଜୀବନ ରେଖା ।

NEW CDS
୧୦ ଦିନ ଭିତରେ ନୂଆ CDS ! ଏଥିପାଇଁ କ’ଣ ରହିଛି ମାନଦଣ୍ଡ ? ସରକାରଙ୍କ ପ୍ରଥମ ପସନ୍ଦ କିଏ ?

୪ ଦଶନ୍ଧିର ଶୌର୍ଯ୍ୟମୟ, ଗୌରବମୟ କ୍ୟାରିୟର୍ । ଜଣେ ଦୂରଦୃଷ୍ଟି ସଂପନ୍ନ ଓ ନେତୃତ୍ୱ ନେବାରେ ବିଚକ୍ଷଣ ସେନାଧିକାରୀ ଭାବେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ସମ୍ଭାଳିଥିଲେ ଜେନେରାଲ୍ ବିପିନ୍ ରାଓ୍ୱତ୍ ।

Jawan Rana Pratap
ଜନ୍ମ ମାଟିକୁ ଫେରୁଛି ଓଡ଼ିଆ ଯବାନ ରାଣା ପ୍ରତାପଙ୍କ ପାର୍ଥିବ ଶରୀର, ଚାହିଁ ରହିଛି ପୁରା ଗାଁ..

ରାଣାପ୍ରତାପଙ୍କ ବିୟୋଗରେ ତାଙ୍କର ଜନ୍ମ ମାଟି ତାଙ୍କୁ ଝୁରୁଛି । ପରିବାର ଏବଂ ଗାଁ ଲୋକେ ରାଣାପ୍ରତାପଙ୍କ ଶେଷ ଦର୍ଶନ ପାଇଁ ଚାହିଁ ରହିଛନ୍ତି । ଗତ ୮ ତାରିଖରେ ତାମିଲନାଡ଼ୁ କୁନ୍ନୁର ନିକଟରେ ବାୟୁସେନାର ହେଲିକପ୍ଟର Mi-17V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

coronavirus
ଦେଶରେ ବଢ଼ୁଛି କରୋନା ଭୟ ! କାୟା ମେଲାଇଲାଣି ଓମିକ୍ରନ୍, ଟେଷ୍ଟିଂ ବଢ଼ିଲେ ପଜିଟିଭ୍ ବଢ଼ୁଛି

ବର୍ତ୍ତମାନ ସୁଦ୍ଧା ଯେତିକି ମାମଲା ଚିହ୍ନଟ ହୋଇଛି, ସମସ୍ତଙ୍କ ପାଖରେ କମ୍ ଲକ୍ଷଣ ରହୁଛି । ସେପଟେ ଓମିକ୍ରନ ଭ୍ୟାରିଆଣ୍ଟକୁ ନେଇ ଚିନ୍ତା ବଢୁଥିବା ବେଳେ ନିତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ.ପଲ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।

Jajpur
ପ୍ରେମିକାର ଜିଦ୍‌, ‘ମୋତେ ବାହା ହୁଅ.. ମୁଁ ବୋହୂ ହେବି.. ଶାଶୁ ଘରକୁ ଯିବି’

ଭୁବନେଶ୍ୱର ଜାଗମରା ଅଞ୍ଚଳର ଯୁବତୀ ମାଧୁରୀ (ଛଦ୍ମନାମ)ଙ୍କୁ କୋରେଇ ଥାନା ରଗଡି ଅଞ୍ଚଳର କୁନା ଆଚାର୍ଯ୍ୟଙ୍କୁ ଭଲ ପାଉଥିଲେ। ମାଧୁରୀ ମଧ୍ୟ ତାଙ୍କୁ ମନ ପ୍ରାଣ ଦେଇ ଭଲ ପାଉଥିଲେ। କୁନା ପ୍ରେମରେ ପାଗଳ ହୋଇଯାଇଥିଲେ ମାଧୁରୀ।

Supreme Court
ରାଜନୈତିକ ବିଚାରଧାରାକୁ ଧମକାଇ ଚପାଇଦେବାକୁ ଚେଷ୍ଟା ନକରନ୍ତୁ ସରକାର: ସୁପ୍ରିମ୍‌କୋର୍ଟ

ପଶ୍ଚିମବଙ୍ଗର ଏକ ଇଂରାଜୀ ଗଣମାଧ୍ୟମ ସଂସ୍ଥା ଓପି ଇଣ୍ଡିଆ ଡଟ୍ କମ୍‌ର ସଂପାଦକ ଓ ୟୁଟୁବର ଅଜିତ ଭାରତୀଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଦାଏର ହୋଇଥିବା ଏଫଆଇଆର ଖାରଜ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ ।

Heavy rain kicking stomach of farmer
ପୁଣି ଅନ୍ନଦାତାଙ୍କୁ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ଦୁର୍ଦ୍ଦଶା ଦେଇଛି ଟ୍ରପ୍ ଲାଇନ୍ ବର୍ଷା

ଜଓ୍ୱାଦ ଜନିତ ବର୍ଷା ଦୁଃଖ ଯାଇ ନଥିବା ବେଳେ ପୁଣି ଅନ୍ନଦାତାଙ୍କୁ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ଦୁର୍ଦ୍ଦଶା ଦେଇଛି ଟ୍ରପ୍ ଲାଇନ୍ ବର୍ଷା। ଭଦ୍ରକ ବାସୁଦେବପୁରର ଜମିରେ ଫସଲ ଆଉ ଆଦାୟ ସ୍ଥିତିରେ ହିଁ ନାହିଁ।

CDS Bipin Rawat
ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବ୍ରାର ସ୍କୋୟାର ଶ୍ମଶାନରେ ଚିର ନିଦ୍ରାରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍

ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବ୍ରାର ସ୍କୋୟାର ଶ୍ମଶାନରେ ଚିର ନିଦ୍ରାରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ ରାଓ୍ୱତ । ତିନି ସେନାର ମିଳିତ ବ୍ୟାଣ୍ଡ ଓ ତୋପ ସଲାମୀ ସାଙ୍ଗକୁ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ବିଦାୟ । 

BJD BJP Congress
ପୁଣି ରାଜଧାନୀ ପାଲଟିଲା ରଣକ୍ଷେତ୍ର । ଏଥର ପୋଲିସ ବନାମ ଛାତ୍ର କଂଗ୍ରେସ ।

ପୁଣି ରାଜଧାନୀ ପାଲଟିଲା ରଣକ୍ଷେତ୍ର । ଏଥର ପୋଲିସ ବନାମ ଛାତ୍ର କଂଗ୍ରେସ । ଧସ୍ତାଧସ୍ତି, ଠେଲାପେଲା, ଲାଠିମାଡ଼ । ଯାହାକୁ ପାଇଲା ମାଡ଼ ମାରିଲା ପୋଲିସ । ମାଡ଼ ଭୟରେ ଯିଏ ଯେମିତି ପାରିଲା ଦୌଡ଼ିଲା ।

BJD BJP Congress
ଏତେ ନୃଶଂସ କାହିଁକି ? ପ୍ରଥମେ ବିଜେପିକୁ ପରେ କଂଗ୍ରେସକୁ ଗୋଡ଼ାଇ ପିଟିଲେ ପୋଲିସ

ସମୟ ଦିନ ପ୍ରାୟ ଗୋଟାଏ ହେବ । ମମିତାଙ୍କୁ ନ୍ୟାୟ, ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବି କରି ଲୋୟର ପିଏମ୍‌ଜିରେ ଗୋଟିଏ ପଟେ କଂଗ୍ରେସର ଦଳୀୟ ନେତାଙ୍କ ସଭା ।

Odisha Omicron
ରାଜ୍ୟରେ ଓମିକ୍ରନ୍‌ ପଶିନି, ହେଲେ ସ୍କୁଲ ଗୁଡ଼ିକରେ ମାଡ଼ିଲାଣି କରୋନା

ଗତ ନଭେମ୍ବର ୨୯ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଟେଷ୍ଟିଂ ଲ୍ୟାବ୍‌ରୁ ୨୪୬ଟି ପଜିଟିଭ ନମୁନା ଜିନମ୍ ସିକ୍ୱେନ୍ସିଂ ଲାଗି ଆସିଥିଲା । କୌଣସି ଗୋଟିଏ ବି ନମୁନାରେ ଓମିକ୍ରନ୍ ଭୂତାଣୁ ଠାବ ହୋଇନି ।

CDS Bipin Rawat
ରାୱତଙ୍କୁ ତିନି ସେନାର ମିଳିତ ବ୍ୟାଣ୍ଡ ଓ ତୋପ ସଲାମୀ ସହ ଅନ୍ତିମ ବିଦାୟ

ତାମିଲନାଡ଼ୁର କୁନୁରରେ ଆକସ୍ମିକ ଚପର କ୍ରାସରେ ପ୍ରାଣ ହରାଇ ଅସମୟରେ ଦେଶବାସୀଙ୍କ ହୃଦ୍ କମ୍ପନ ବଢାଇ ଦେଇଥିବା ଜେନରାଲ ବିପିନ ରାଓ୍ୱତ ଓ ପତ୍ନୀ ମଧୁଲିକା ରାଓ୍ୱତଙ୍କ ପାର୍ଥିବ ଶରୀର ଆଜି ପଞ୍ଚଭୂତରେ ଲୀନ ହୋଇଛି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।