ବିଶ୍ୱରେ ସର୍ବାଧିକ ମୋବାଇଲ ଉତ୍ପାଦନ ଏବେ ଭାରତରେ ହେଉଛି । ଆଗକୁ ହାଇେୱେ, ରେଲୱେ, ଏୟାରୱେଜ୍ ଏକାଠି କାମ କରିବେ । ଏବେ ଦେଶର ଜାତୀୟ ରାଜପଥ ୧.୪୦ ଲକ୍ଷ କିଲୋମିଟରକୁ ବୃଦ୍ଧି ପାଇଛି ।
ଆଧାର କିମ୍ବା ଭୋଟର କାର୍ଡ ସହ ଡବଲ ଡୋଜ୍ ଟିକା ସାର୍ଟିଫିକେଟ ମଧ୍ୟ ଜରୁରୀ । ନଚେତ୍ ୯୬ ଘଣ୍ଟା ମଧ୍ୟରେ ହୋଇଥିବା ଆର୍ଟିପିସିଆର୍ ଟେଷ୍ଟ ନେଗେଟିଭ ରିପୋର୍ଟ ଦେଖାଇଲେ ଶ୍ରୀମନ୍ଦିରରେ ପ୍ରବେଶ ଅନୁମତି ମିଳିବ ।
ନଦୀ ଘାଟ, ସମୁଦ୍ର ତଟରେ ଗହଳି କରି ମାଘ ସପ୍ତମୀ ବୁଡ଼ ପକାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଅନ୍ୟପଟେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସରସ୍ୱତୀ ପୂଜାକୁ ଅନୁମତି ଦିଆଯାଇଛି ।
ସର୍ବାଧିକ ୧ ହଜାର ଲୋକଙ୍କୁ ନେଇ ହୋଇପାରିବ ନିର୍ବାଚନୀ ସଭା । ସର୍ବାଧିକ ୫ ଶହ ଲୋକଙ୍କୁ ନେଇ ହୋଇପାରିବ ଇଣ୍ଡୋର ସଭା । ୨୦ ଜଣଙ୍କୁ ନେଇ କରାଯାଇ ପାରିବ ଘରକୁ ଘର ବୁଲି ପ୍ରଚାର ।
ମୃତକଙ୍କ ନାଁ ଅମର ପଣ୍ଡା ଓ ଆହତଙ୍କ ନାଁ ସୁଶୀଲ କୁମାର ଦେବ ବୋଲି ପୋଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ସେମାନେ ଗୋମତି କନ୍ଷ୍ଟ୍ରକ୍ସନ ଜରିଆରେ ଏଠାରେ କାମ କରୁଥିଲେ ।
ଟୋଲ୍ ଫ୍ରି ନମ୍ବର ୧୮୦୦ ୩୪୫୬୭୧୩ରେ ଅଭିଯୋଗ କରିହେବ । ମଦମୁକ୍ତ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ସ୍କ୍ୱାଡ ।
୨୦ ଦିନରେ ୧ କୋଟି ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି । ଦେଶରେ କରୋନା ସଂକ୍ରମଣ କମୁଛି, ଏହା ସକରାତ୍ମକ ସଙ୍କେତ । ସମସ୍ତେ ସୁରକ୍ଷିତ ରହୁନ୍ତୁ, ଆର୍ଥିକ ଗତିବିଧି ଜାରି ରହୁ ।
ବୃଦ୍ଧ ଜଣକ ସେମାନଙ୍କ ହାତରୁ କିଛି ଟଙ୍କା ଧରିଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି । ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ସେପଟେ ଟଙ୍କା ବଣ୍ଟା ଘଟଣାକୁ ଅସ୍ୱୀକାର କରିବା ସହ ସେମିତି କିଛି ହୋଇନଥିବା ସଂପୃକ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀ କହିଛନ୍ତି ।
ଜୈସ୍-ଏ-ମହମ୍ମଦ ଓ ଲସ୍କରର ୫ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ନିହତଙ୍କ ମଧ୍ୟରେ ଅଛି ଜୈସ୍-ଏ-ମହମ୍ମଦ କମାଣ୍ଡର ଜାହିଦ୍ ଓ୍ୱାନି ।
ପ୍ରାର୍ଥୀମାନେ ହାତ ଗଣତି ସମର୍ଥକଙ୍କୁ ଧରି ଘର ଘର ବୁଲି ପ୍ରଚାର କରୁଛନ୍ତି । କିନ୍ତୁ ପ୍ରାର୍ଥୀଙ୍କ ବେକରେ ଫୁଲମାଳ ନାହିଁ କି କୌଣସି କାନ୍ଥ ବାଡ଼ରେ ଲାଗିନି ପୋଷ୍ଟର ।
ଜ୍ୟୋତିଷ ବାଣୀ: କନ୍ୟା ରାଶିରେ ଶୁକ୍ର ରହିଲେ ଜାତକ- ଅଳ୍ପଭାଷୀ, ତୀର୍ଥଯାତ୍ରୀ, ସୁଖୀ, ଭୋଗୀ, ଶୁଭ କାମ କରି ପ୍ରଶଂସିତ ହୋଇଥାନ୍ତି । ଶାନ୍ତସ୍ୱଭାବ ଓ ମିଷ୍ଟଭାଷୀ ହୋଇଥାନ୍ତି । ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ.. ୧ - ଗୋମାତାଙ୍କୁ ପାଳନ କରନ୍ତୁ ନାହିଁ...
ମାରିଟାଲ ରେପ୍କୁ ଅପରାଧ ଶ୍ରେଣୀକୁ ଆଣିବା ପାଇଁ ହେଲେ ଭାରତରେ ଏହାକୁ ଅତି ଯତ୍ନର ସହ ବିଚାର ବିମର୍ଷ କରିବାକୁ ପଡ଼ିବ । ଅନେକ ଦେଶରେ ଏହାକୁ ଅପରାଧ ଭାବେ ବିବେଚନା କରାଯାଉଥିଲେ ବି ଆମେ ଅନ୍ଧ ଭାବେ ପାଶ୍ଚାତ୍ୟ ଦେଶଙ୍କୁ ଅନୁସରଣ କରିପାରିବା ନାହିଁ ବୋଲି କୋର୍ଟଙ୍କୁ ଜଣାଇଛି କେନ୍ଦ୍ର...
ଟ୍ରେନ୍ରେ ଅଗ୍ନିକାଣ୍ଡ ନେଇ ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ।
ଓଡ଼ିଶାରେ ଗୋଟିଏ ଦିନରେ ଆଉ ୧୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଅଡିଟ୍ ପ୍ରୋସେସ୍ରେ ଆଉ ୧୫ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ମିଳିଛି ।
ଏହି ୩ ମଳହାନଗର ନିଗମ ତଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର ମେୟର ପଦବୀ ପାଇଁ ମଧ୍ୟ ସଂରକ୍ଷଣ ଚୂଡ଼ାନ୍ତ ହୋଇଛି । ନଗର ଓ ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
କରୋନା, ଡେଲ୍ଟା, ଓମିକ୍ରନ୍ । ୨ ବର୍ଷ ହେଲା କରୋନା ଭୂତାଣୁ ବାରମ୍ବାର ଲହର ଆଣୁଥିବା ବେଳେ, ଏମିତି ନୂଆ ନୂଆ ନାଁକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ଏସବୁ ଆତଙ୍କ ବି ଖେଳାଇଛି ।
ଫେବ୍ରୁଆରୀ ୫ ତାରିଖରେ ଓଜେଇଇ ମୁଖ୍ୟାଳୟରେ ନାମ ଲେଖାଇବେ । ପ୍ରଥମ ପର୍ଯ୍ୟାୟ କାଉନସେଲିଂ ପରେ ଖାଲି ପଡ଼ିଥିବା ସିଟ୍ରେ ଫେବ୍ରୁଆରୀ ୧୧ରେ ତାଲିକା ପ୍ରକାଶ ପାଇବ ।
ଚୀନର ବିସ୍ତାରବାଦୀ ନୀତିକୁ ବିରୋଧ କ୍ଷେତ୍ରରେ ଭାରତର କୁଟନୈତିକ ଷ୍ଟ୍ରାଟେଜି ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଛି । ତଟ ସୁରକ୍ଷା ଲାଗି ଫିଲିପାଇନ୍ସ ନୌସେନା ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ର କିଣିବ ।
ବ୍ରହ୍ମପୁରରେ ମାତିଛନ୍ତି ଜମି ଦଲାଲ । ମୃତ ବ୍ୟକ୍ତିଙ୍କ ନାଁରେ ଡୁପ୍ଲିକେଟ୍ ଆଧାର କାର୍ଡ କରି ବିକୁଛନ୍ତି ଜମି । ଯେଉଁଠି ଘର ଛିଡ଼ା ହୋଇଛି ସେହି ଜାଗାକୁ ଜମି ଡିହ ବୋଲି ଦର୍ଶାଇ ବିକ୍ରି କରାଯାଉଛି ।
କିଭଳି ସ୍କୁଲ୍ ଖୋଲାଯିବ ସେ ସଂପର୍କରେ ମତାମତ ଦେବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ସୁଖ୍ ମାଣ୍ଡଭୀୟ ନ୍ୟାସ୍ନାଲ୍ ଏକ୍ସପର୍ଟ ଗ୍ରୁପ୍କୁ କହିଛନ୍ତି ।