Advertisment

ଧାମନଗର ଭୋଟ୍ ପାଇଁ ଟଙ୍କା କାରବାର । ଟଙ୍କା ବାଣ୍ଟୁଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା

ବିଜେଡି ପ୍ରାର୍ଥୀଙ୍କ ପାଇଁ ଟଙ୍କା ବଣ୍ଟା ଯାଇଥିବା ଅଭିଯୋଗ ।

author-image
Satyendu Shekher Mishra

ଧାମନଗର ଉପନିର୍ବାଚନ ପାଇଁ ପ୍ରଚାର ତାତି ବଢୁଥିବା ବେଳେ ଗ୍ରାଉଣ୍ଡରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ । ପୁରା ନିର୍ବାଚନ ମଣ୍ଡଳୀରେ ଧାମନଗର ଏନ୍ଏସିର ଏହି ଭାଇରାଲ୍ ଭିଡ଼ିଓକୁ ନେଇ ଚର୍ଚ୍ଚା । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟା ଟଙ୍କା ବାଣ୍ଟୁଛନ୍ତି । ତାଲିକା ଦେଖି ଗୋଟି ଗୋଟି କରି ନାଁ ପଢ଼ି, କହୁଛନ୍ତି ୩ ଜଣଙ୍କ ମଧ୍ୟରେ ଟଙ୍କା ବାଣ୍ଟି ନେବ । ଏହାକଣ SHG ପଇସା କି ବୋଲି ମହିଳାମାନେ ପ୍ରଶ୍ନ କରିଛନ୍ତି ।

Advertisment
BJD BJP Congress Odisha Politics Dhamnagar Bypoll
Advertisment
Advertisment