Advertisment

ସରଗରମ ଦିଓ୍ୱାଲି ବଜାର । ବାଣ କିଣିବାକୁ ଗ୍ରାହକଙ୍କ ସମ୍ଭାର

ଆସନ୍ତାକାଲି ଦୀପ ଜାଳି ବାଣ ଫୁଟାଇ ଆନନ୍ଦ ନେବାକୁ ସଭିଏଁ ଉତ୍କଣ୍ଠାରେ । ବଜାରରେ ବି ଏଥର ଭଳିକି ଭଳି ବାଣର ପସରା ।

author-image
Satyendu Shekher Mishra

ରାଜଧାନୀର ୧ ନମ୍ବର ହାଟ ପାଖ ବାଣ ମାର୍କେଟ୍‌ରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼ । ଦୁଇବର୍ଷର କୋଭିଡ୍ କଟକଣା ହଟିବା ପରେ ଲୋକଙ୍କ ମନରେ ପ୍ରବଳ ଉତ୍ସାହ । ଆସନ୍ତାକାଲି ଦୀପ ଜାଳି ବାଣ ଫୁଟାଇ ଆନନ୍ଦ ନେବାକୁ ସଭିଏଁ ଉତ୍କଣ୍ଠାରେ । ବଜାରରେ ବି ଏଥର ଭଳିକି ଭଳି ବାଣର ପସରା । 

Advertisment
Diwali 2022
Advertisment
Advertisment