ଉଭୟ ୧୯୮୬ରେ ବିବାହ କରିଥିଲେ । ବିବାହ ପରେ ଦୁହେଁ ଦକ୍ଷିଣ ଭାରତର ଏକ ସହରରେ ରହିବାକୁ ଲାଗିଲେ। ତାଙ୍କର ଦୁଇ ବିବାହିତ ଝିଅ ବିଦେଶରେ ରୁହନ୍ତି।
ଆମେ କହୁଛୁ ସେହି ମହିଳାଙ୍କ କଥା, ଯିଏ ମୁସଲିମ୍ ରାଷ୍ଟ୍ର ପାକିସ୍ତାନରୁ ଖସିଆସିଛନ୍ତି ହିନ୍ଦୁସ୍ତାନକୁ । ଯାହାଙ୍କ ନାଁ ସୀମା ଗୁଲାମ୍ ହାଇଦର । ଘର ପାକିସ୍ତାନର କରାଚୀ ।
ନୀତି ଆୟୋଗ ରିପୋର୍ଟ କହୁଛି, ଗତ ୫ ବର୍ଷରେ ଦେଶର ଦାରିଦ୍ର୍ୟ ହାର ୨୪.୮୫ । ପ୍ରତିଶତରୁ ଖସି ୧୪.୯୬ ପ୍ରତିଶତରେ ପହଞ୍ଚିଥିବା ବେଳେ ସାଢ଼େ ୧୩ କୋଟି ଲୋକ ।
ଦିଲ୍ଲୀରେ ଏନଡିଏର ଶକ୍ତି ପ୍ରଦର୍ଶନ । ୩୮ ସହଯୋଗୀ ଦଳଙ୍କୁ ମନ୍ତ୍ର ଦେବେ ମୋଦି ।
NDA କ୍ୟାଂପରେ ୩୮, INDIA କ୍ୟାଂପରେ ୨୬ ଦଳ । ଜୟରାମ ରମେଶଙ୍କ ତ୍ରିଶଙ୍କୁ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି ।
ଫ୍ଲାଏ ଓଭରରେ ମସ୍ତି କରୁଥିଲେ ଯୁବକ ଯୁବତୀ । ଏହି ସମୟରେ ଘଟିଲା ଦୁର୍ଘଟଣା ।
ଏନେଇ ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତି ରାୟ ।
ଅଭିଯୁକ୍ତ ଜଣକ ହେଲା ଦେବେନ୍ଦ୍ର ବିଶ୍ୱକର୍ମା । ସେ ନିୟମିତ ଭାବେ ମଦ ଓ ଗ୍ରଗ୍ସ ସେବନ କରେ । ୨୪ ଘଣ୍ଟା ସେ ନିଶାରେ ଥାଏ । ଯାହାଫଳରେ ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ ।
ବେଙ୍ଗଲୁରୁ ବିରୋଧୀ ବୈଠକରେ ସବୁ ବିରୋଧୀଙ୍କୁ ଏକାଠି ହେବାକୁ ମଲ୍ଲିକାର୍ଜୁନଙ୍କ ଆହ୍ୱାନ ।
ଚାକିରି କରିବାର ମାତ୍ର ୮ ମାସ ଭିତରେ ସେ ଲାଞ୍ଚ ନେଇ ଧରାପଡ଼ିଛନ୍ତି ।
ଦେଶରେ ସକ୍ରିୟ ରହିଛି ମୌସୁମୀବାୟୁ । ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ବର୍ଷା ଜାରି । ଉତ୍ତରାଖଣ୍ଡ ଓ କୋଙ୍କଣରେ ହେବ ଭାରି ବର୍ଷା କହିଲା IMD ।
ପୁରୀ ବାସିନ୍ଦାଙ୍କ କହିବାନୁସାରେ- ଏବେ ସମସ୍ତଙ୍କୁ କେବଳ ଗୋଟିଏ ବାଟ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ଛଡ଼ାଯାଉଛି। ବାକି ତିନି ଦ୍ୱାରରେ ଲାଗିଛି କଟକଣା।
‘ନବୀନ ଓଡ଼ିଶା’ ସ୍କିମକୁ ଅସ୍ତ୍ର କରିଛି କି ଶଙ୍ଖ ଦଳ? ଧାର୍ମିକ ଭାବାବେଗକୁ ଧରି ଗାଁ ଭୋଟ୍ ଟାଣିବାକୁ ଫନ୍ଦି କହିଲା ବିଜେପି ।
ମଝି ଆକାଶରେ କେବଳ ମୃତ୍ୟୁକୁ ଅପେକ୍ଷା କରିବା ବ୍ୟତୀତ ଲୋକଙ୍କ ପାଖରେ ଆଉ କିଛି ଚାରା ନାହିଁ କହିଲେ ଚଳେ ।
ପୋଲିସକୁ ନାକେଦମ୍ ହେବାକୁ ପଡ଼ିଲା । କିନ୍ତୁ କିଛି ସମୟର ସଂଘର୍ଷ ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବାରେ ସଫଳ ହେଲା ।
ମୃତ ଛାତ୍ରର ନା କ୍ରୀଷ୍ଣା ଚୌହାନ । ବାପା କୋକସିଂହ ଚୌହାନ ସେହି ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ କାମ କରନ୍ତି । ତାଙ୍କର ତିନୋଟି ସନ୍ତାନ ।
ମୁମ୍ବାଇର ଏକ ଫାଇଭ୍ ଷ୍ଟାର ହୋଟେଲ୍ରେ ଜଣେ ୬୪ ବର୍ଷିୟ ଚାଇନିଜ୍ ବ୍ୟବସାୟୀ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ମହିଳା ଜଣକ ନିଜେ ଏହି ଅଭିଯୋଗ କରିଥିଲେ।
ପାଣ୍ଡିଆନ ଯେଉଁ ଯେଉଁ ଅଞ୍ଚଳ ଯାଉଛନ୍ତି ସେଠି ସେଠି ବିକ୍ଷୋଭ ପ୍ରଦର୍ଶନ ହେଉଛି ।
ଏପରି ସ୍ଥିତିରେ ଗ୍ରାହକ ସିନା କାନ୍ଦୁଛି ହେଲେ ବେପାରୀ କିନ୍ତୁ ମାଲେମାଲ। ଟମାଟୋ ବିକି ଶହେ କି ହଜାରେ ନୁହେଁ, ଏକାଥରକେ ଦେଢ଼ କୋଟି ଟଙ୍କା ରୋଜଗାର କରିଛନ୍ତି ଜଣେ ଚାଷୀ ।