ଦେଶରେ ଜୁଲାଇ ୭ରୁ ପରୀକ୍ଷାମୂଳକ ଭାବେ ପ୍ରଥମେ ୧୦ ଲକ୍ଷ ଜିଓ ଭାରତ ଫୋନ୍ ଲଞ୍ଚ କରାଯିବ ।
ସମ୍ବଲପୁର ସହର ଭିତରେ ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସଙ୍କ ସମେତ ଅନେକ ନେତା ପ୍ରଣବଙ୍କୁ ସ୍ୱାଗତ କରିଥିଲେ।
ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପଲ୍ ଲିଟିଲ୍ ନାମକ ଜଣେ ବ୍ୟକ୍ତି ଜାନୁଆରୀରେ ଲଟେରୀ ଟିକଟ କିଣିଥିଲେ । କିନ୍ତୁ ପର ମୁହୁର୍ତ୍ତରେ ସେ ମଦ ଦୋକାନରେ ଲଟେରୀ ଟିକଟ ଛାଡ଼ି ଚାଲି ଆସିଥିଲେ ।
ବଜାରରେ କାର୍ଟୁନ୍ ପ୍ୟାକେଜିଂର ଚାହିଦା ଯେଉଁଭଳି ଭାବେ ଦ୍ରୁତ ଗତିରେ ବଢ଼ି ଚାଲିଛି, ତାକୁ ଦେଖି କହିହେବ ଯେ ଏହି ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ଖୁବ୍ କମ୍ ।
ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଦଶମ ବୋର୍ଡ ସାର୍ଟିଫିକେଟରେ ସାଘାଂତିକ ତ୍ରୁଟି । ଆଡମିଶନକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ଓ ଅଭିଭାବକ ।
ଏନେଇ ସଂଯୁକ୍ତା ମହଲାଙ୍କ ପ୍ରତିକ୍ରିୟା ମିଳିନାହିଁ । ସଂଯୁକ୍ତା ମହଲା ବିଜୁ ଜନତା ଦଳର ଉପ ସଭାନେତ୍ରୀ ଥିବା ବେଳେ ଓଡ଼ିଶା ଶ୍ରମିକ କଲ୍ୟାଣ ବୋର୍ଡ଼ର ସଦସ୍ୟ ଅଛନ୍ତି ।
ସରକାରଙ୍କ କଟକଣା ପରେ ବି ବନ୍ଦ ହୋଇନି ପ୍ଲାଷ୍ଟିକ୍ ବ୍ୟାଗ୍ । ପ୍ଲାଷ୍ଟିକ୍ ବ୍ୟାଗ ଛାଡ଼ିବା, ସୁସ୍ଥ ପରିବେଶ ଗଢ଼ିବା ।
ନିଆଁ ସହ ଖେଳି ସେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଆଉ ମନୋରଞ୍ଜନ ଯୋଗାଇଥାନ୍ତି ।
ରତ୍ନଭଣ୍ଡାରରୁ ସମ୍ପତ୍ତି ବାହାର ରାଜ୍ୟକୁ ଚାଲିଯାଇନି ତ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ତାରା । ତୁରନ୍ତ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ପାଇଁ ନିଷ୍ପତ୍ତି ନିଅନ୍ତୁ ବୋଲି ସେ ଦାବି କରିଛନ୍ତି ।
ବାଣୀବିହାର ପରେ ଲକ୍ଷ୍ମୀସାଗରରେ ସମାନ ଢଙ୍ଗରେ ଲୁଟ୍ । ବାଇକରେ ଆସି ଝାମ୍ପି ନେଉଛନ୍ତି ସୁନା ଚେନ ।
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ । ଆସନ୍ତାକାଲିଠୁ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ।
ଏହି ପଦବୀ ପାଇଁ ଆବେଦନ କରିବାର ବୟସ ୨୦ରୁ ୨୮ ରଖାଯାଇଛି । ଇଚ୍ଛୁକ ପ୍ରାର୍ଥୀ ନିଜର ସମସ୍ତ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ସହ ଆବେଦନ କରିପାରିବେ । ପ୍ରାର୍ଥୀ ଅନ୍ୟୁନ ଗ୍ରାଜୁଏସନ୍ ପାସ୍ କରିଥିବା ଉଚିତ୍ ।
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ରବିବାର । ଚନ୍ଦ୍ର – ବିଛା ଅହୋରାତ୍ର, ତିଥି – ୧୪ଶୀ ରାତ୍ରି ୦୮.୨୧ ଗତେ ପୂର୍ଣ୍ଣିମା, ଘାତ ଚନ୍ଦ୍ର – ଦିବା ୦୧.୧୭ ଗତେ ତୁଳା ଓ କୁମ୍ଭ, ଘାତ ବାର – ମେଷ,...
ଡାଟା ସ୍କ୍ରାପିଂ ଓ ଜାଲିଆତି ରୋକିବାକୁ ଏପରି ଅସ୍ଥାୟୀ କଟକଣା ଲଗାଯାଇଥିବା ନେଇ ଟ୍ୱିଟର ମୁଖ୍ୟ ଏଲନ ମସ୍କ ସୂଚନା ଦେଇଛନ୍ତି ।
ରଥଯାତ୍ରା ପରେ ରତ୍ନବେଦୀରେ ଠାକୁରଙ୍କୁ ଦର୍ଶନ କରିବାକୁ ଭକ୍ତଙ୍କ ଗହଳି ଲାଗିଲାଣି।
ମାନଭଞ୍ଜନ ପରେ ନୀଳକନ୍ଦରକୁ ବିଜେ କରିଛନ୍ତି ନିଳାଦ୍ରୀବିହାରୀ । ପ୍ରାଚୀନ ଦାଣ୍ଡି ରାମାୟଣରେ ବର୍ଣ୍ଣିତ ରସଗୋଲାର ଗାଥା ।
କେବଳ ଭୁବନେଶ୍ୱରରେ ୮୦ରୁ ଅଧିକ ଆକ୍ରାନ୍ତ । ହଟସ୍ପଟ ପାଲଟିଛି ରାଜଧାନୀର ସାଲିଆସାହି ।
ପରିବା ବଜାରରେ ସଙ୍ଗୀନ ପରିସ୍ଥିତି । ଚିନ୍ତା ବଢ଼ାଉଛି ହୁ ହୁ ବଢ଼ିଚାଲିଥିବା ପରିବା ଦର ।
ସମସ୍ତଙ୍କ ବିରୋଧରେ NBW ଜାରି କଲେ ପାରଳାଖେମୁଣ୍ଡି କୋର୍ଟ । ସୌମ୍ୟଙ୍କ ପରିବାର କହିଲେ, ଆମକୁ କୋର୍ଟରୁ ହିଁ ନ୍ୟାୟ ମିଳିବ ।