ଦୁଇ ବର୍ଷ ମଧ୍ୟରେ ଅଳିଆ ଗଦା ହଟାଇବାକୁ ନିର୍ଦ୍ଦେଶ । ୨୦୨୫ ଡିସେମ୍ବର ୩୧ ସୁଦ୍ଧା ଅଳିଆ ଗଦା ହଟାଅ: NGT ।
ମାଆକୁ ମାଡ ମାରିବାରୁ ବାପାକୁ ବିରୋଧ କରୁଥିଲା ପୁଅ । ବାପାର ତେଣ୍ଟା ମାଡରେ ପୁଅର ମୃତ୍ୟୁ ।
ଏମିତି ଏକ ମଜାଦାର ତଥା ସଚେତନତା ମୂଳକ ଭିଡିଓ ପୁଣି ଭାଇରାଲ କରିଛି ଦିଲ୍ଲୀ ପୋଲିସ ।
ଆସନ୍ତା ୨୪ ତାରିଖରେ ପୁଣି ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା । ଲଘୁଚାପ ପ୍ରଭାବରେ ରାଜ୍ୟର ୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ।
ମଣିପୁର ଲଜ୍ଜାକୁ ନେଇ ସଂସଦରୁ ସଡ଼କ ଯାଏଁ ଝଡ଼ । କୌଣସି ଅଭିଯୁକ୍ତଙ୍କୁ ଛଡ଼ାଯିବନି କହିଲେ ପ୍ରଧାନମନ୍ତ୍ରୀ ମୋଦି ।
୧୫ ଜଣଙ୍କ ମୃତ୍ୟୁ, ଦବିହୋଇ ରହିଛନ୍ତି ଆହୁରି ଅନେକ । ଉଦ୍ଧାର କାର୍ଯ୍ୟ ଜାରି ।
ମୃତକ ଯୁବକଙ୍କ ବୟସ ୨୪ ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ନାଁ ସକ୍ଷମ ପୃଥି ବୋଲି ସୂଚନା ରହିଛି ।
ସାମାନ୍ୟ ଟଏଲେଟ୍ ବ୍ୟବହାର କଲେ ବୋଲି କ’ଣ ୬୦୦୦ ଟଙ୍କା ଖର୍ଚ୍ଚ ହେବ ? ଆଜ୍ଞ ହଁ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏଭଳି ଘଟିଛି । ଆଉ ଏଥିପାଇଁ ସେ ଅଭିଯୋଗ ମଧ୍ୟ କରିଛନ୍ତି ।
ଖାଲି ଖାଦ୍ୟ ନୁହେଁ ଭଲ ପିଇବା ପାଣି ମଧ୍ୟ ଯାତ୍ରୀଙ୍କୁ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି ।
ଭାରତ ସରକାରଙ୍କ ନାଁରେ ଏଭଳି ମେସେଜ୍ କରି ଲୋକଙ୍କୁ ଠକିବାର ଯୋଜନା ମଧ୍ୟ ହୋଇପାରେ ।
ଆଚାର୍ଯ୍ୟବିହାର ନିକଟ ବିଶେଶ୍ବର ବସ୍ତିରୁ ଆଜି ଜଣେ ମହିଳା ନିଶା ବ୍ୟବସାୟୀକୁ କାବୁ କରିଛି ଅବକାରୀ ଟିମ୍।
ଦିନକୁ ଦିନ ସହରରେ ବୁଲାକୁକୁରଙ୍କ ଦୌରାତ୍ମ୍ୟ ବଢ଼ୁଥିଲେ ବି ଏମାନଙ୍କୁ କାବୁ କରିବାରେ ସତେ ଯେମିତି ଫେଲ୍ ମାରିଛି ପ୍ରଶାସନ।
ଜ୍ୟୋତିକାନ୍ତଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ଥିବା ସତ୍ତ୍ୱେ ତାଙ୍କୁ କେମିତି ଜଗତସିଂହପୁର ବିଜେଡିର ଉପସଭାପତି ଭାବେ ନିଯୁକ୍ତ କରାଗଲା, ତାକୁ ନେଇ ଉଠିଛି ପ୍ରଶ୍ନ ।
ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ହେଲ୍ପ ଡେସ୍କ ରାଜନୀତି କରୁଥିବା ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ ଛାତ୍ର ସଂଗଠନ।
ଜ୍ୟୋତିଙ୍କୁ ନେଇ ଏବେ ବିଜେଡି ଦଳରେ କମ୍ପନ । ପ୍ରଶାନ୍ତ ମୁଦୁଲିଙ୍କୁ ଦାୟୀ କଲେ ବିଧାୟକ ସମ୍ବିତ ରାଉତରାୟ ।
ବହୁ ସ୍ଥାନରେ ପୋଲ ଉପରେ ପାଣି ଚାଲୁଥିବାରୁ ପଡ଼ୋଶୀ ଆନ୍ଧ୍ର ଓ ଛତିଶଗଡ଼କୁ ଯୋଗାଯୋଗ ଠପ୍ ହୋଇଛି।
5Tସଚିବଙ୍କ ଜିଲ୍ଲା ଗସ୍ତ ଓ ଅଗଣତାନ୍ତ୍ରିକ କାର୍ଯ୍ୟକୁ ଉଠାଇବେ ବିଜେପି ଓ କଂଗ୍ରେସ।
ବିଜେପି ବି ଉଠାଇବ ସଚିବଙ୍କ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ । ବିଜେଡି କହିଲା ଫାଇଭ୍-ଟି ମଡେଲ୍ର ହେବ ପ୍ରଚାର ।
ଟମାଟୋ ମୂଲ୍ୟକୁ ନେଇ ଯେତିକି ଚର୍ଚ୍ଚା ହେଉଛି ଏହି ଅଟୋ ଡ୍ରାଇଭରଙ୍କୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ।