ଟିକିଏ ବର୍ଷା ହେଲେ ସ୍ଥିତି ପୂରା ବେହାଲ । ସିଏମସି ମାନିଲା ସମସ୍ୟା...ଲୋକେ କହିଲେଣି ଡଙ୍ଗା ବ୍ୟବସ୍ଥା କରୁ ପ୍ରଶାସନ ।
ନବୀନ ଏନଡିଏ ଆଡ଼କୁ ଢଳୁଥିବା ଚର୍ଚ୍ଚା, ତଥାଗତ ମାରିଲେ ତେରଛା ବାଣ ।
ଠାକୁରଙ୍କ ସବୁ ଅଳଙ୍କାର ସୁରକ୍ଷିତ ଥିବା ନେଇ ସତ୍ୟପାଠ । ଅସ୍ପଷ୍ଟ ତାଲିକା ଓ ସୁନା-ରୁପା ପରିମାଣକୁ ନେଇ ଅସନ୍ତୋଷ ।
ଦିଲ୍ଲୀ ବିଲ୍ ରେ ମୋଦି ସରକାରଙ୍କୁ ବିଜେଡିର ସମର୍ଥନ । ଆଲୋଚନା ବେଳେ ଉପସ୍ଥିତ ରହିବାକୁ ସାଂସଦଙ୍କୁ ହ୍ୱିପ୍ ।
ଅକଥନୀୟ ଦୁର୍ଦ୍ଦଶାରେ ସ୍ମାର୍ଟସିଟି ବାସିନ୍ଦା । ବାଦଲଫଟା ବର୍ଷାକୁ ଦୋଷ ଦେଲେ ମେୟର ।
ଲଗାଣ ବର୍ଷା ଯୋଗୁଁ, ଭୁବନେଶ୍ୱରରେ ୨୫୯ ମିମି ବର୍ଷା ରେକର୍ଡ କରାଯାଇଛି । ଏହା ଭୁବନେଶ୍ୱରରେ ଦିନକରେ ସର୍ବାଧିକ ବର୍ଷା ରେକର୍ଡ ବୋଲି ମଧ୍ୟ କୁହାଯାଉଛି ।
ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ମନ୍ତବ୍ୟକୁ କୋଟ୍ କରି ପିଟିଆଇର ଖବର । ଦିଲ୍ଲୀ ସର୍ଭିସେସ୍ ଅଡିନାନ୍ସ ବିଲକୁ ସମର୍ଥନ କରିବ ବିଜେଡି ।
ଜୁନ ୧୭ ତାରିଖରେ ଦୁଇ ଜଣଙ୍କୁ କିଛି ଲୋକ ନିସ୍ତୁକ ମାଡ଼ ମାରିବା ସହିତ ବାନ୍ଧି କରି ଚଲାଇ ଚଲାଇ ନେଇଥିଲେ ବୋଲି ଅଭିଯୋଗ ହୋଇଛି।
କମ୍ ବର୍ଷରୁ ବାପା ଚାଲିଗଲେ, ଏବେ କୁନି ଝିଅର ଚିକିତ୍ସାକୁ ନେଇ ଚିନ୍ତାରେ ଜେଜେ ମାଆ ଓ ମାଆ ।
ବିଷାକ୍ତ ସାପଙ୍କ ବାସସ୍ଥଳି ହୋଇଥିବାରୁ ଲାଇନ୍ ନଦେଲେ ଆନ୍ଦୋଳନ ହେବ ବୋଲି କହିଲେଣି ଲୋକେ ।
ଗୋପାଳ ଓ ତାଙ୍କ ପରିବାର ବିପଦରେ ଥିବା ସେ କହିଥିଲେ ବୋଲି କ୍ରାଇମବ୍ରାଞ୍ଚ ପଲିଗ୍ରାଫ୍ ଟେଷ୍ଟ ଉଲ୍ଲେଖ କରିଛି ।
ସେପଟେ ନୂଆପଡ଼ା ସୁନାବେଡ଼ାରେ ବାଘଙ୍କ ସୁରକ୍ଷା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।
ବିଷ୍ଣୁ ବାବାଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବାବେଳେ ନିଜେ ଏସ୍.ପି କନୱର ବିଶାଳ ସିଂ ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି।
ପୂର୍ବରୁ ୨ ଥର ନବଙ୍କୁ ହତ୍ୟା ଉଦ୍ୟମ କରି ସେ ବିଫଳ ହୋଇଥିବା ଜଣାପଡ଼ିଛି ।
ସାଂସଦ ଭାବେ ଖୁବଶୀଘ୍ର ତଦନ୍ତ କରି କଥା ସାମ୍ନାକୁ ଆଣିବି ବୋଲି ଅପରାଜିତା ଚେତାବନୀ ଦେଇଛନ୍ତି ।
ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼ ଜିଲ୍ଲାରେ ପ୍ରବଳ ବର୍ଷିବ ।
ସରକାର ବିଳମ୍ବ ନ କରି ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କଲେ କେଉଁ କେଉଁ ରାଜ୍ୟ ସଂପୃକ୍ତ, କିଏ ବଡ଼ପଣ୍ଡା ଅଛନ୍ତି ଜଣାପଡ଼ିଯିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ।
ବନକଲାଗି ନୀତି ବିବାଦ ନେଇ ସବ୍ କମିଟି ବୈଠକ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଦତ୍ତ ମହାପାତ୍ର ନିଯୋଗ ସଂପାଦକ ମଦନମୋହନ ଦତ୍ତ ।
ଏବେ ଟ୍ୱିଟର ବ୍ୟବହାରକାରୀଙ୍କୁ ଦୁଇଟି ମୋଡ୍ ବାଛିବା ପାଇଁ ବିକଳ୍ପ ରହିଛି । ଏଥିରେ ଏକ 'ଡିମ୍' ମୋଡ୍ ରହିଛି, ଯାହା ନୀଳ ରଙ୍ଗକୁ ଗାଢ଼ କରିଥାଏ ।