• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

President Of India Droupadi Murmu
ଦୁଇ ମାସ ଆଗରୁ ଜାଣିଥିଲେ ରାଷ୍ଟ୍ରପତି ଆସୁଛନ୍ତି, ତଥାପି କଲେନି ମରାମତି ! କାହିଁକି..?

କେବଳ ରାଷ୍ଟ୍ରପତି ନୁହଁନ୍ତି, ରାଜ୍ୟପାଳ, ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ବହୁ ଭିଭିଆଇପି ନିଜର ଅଭିଭାଷଣ ରଖିଥିଲେ। ଏହାକୁ ନେଇ ବର୍ଷିଛନ୍ତି ହାଇକୋର୍ଟର ଆଇନଜୀବୀ।

Odisha Politics, BJD
ପ୍ରାୟ ସବୁ ଜିଲ୍ଲାରେ ବିଜେଡି-ବିଜେଡି ଲଢ଼େଇ, ନେତା କରୁଛନ୍ତି ସମାନ୍ତରାଳ ସଂଗଠନ !

ସାଧାରଣ ନିର୍ବାଚନକୁ ଆଉ କମ୍ ସମୟ ଥିବାରୁ ବିଜେଡି ପାଇଁ ଦଳରେ ବିଦ୍ରୋହ ଏବେ ସବୁଠାରୁ ବଡ଼ ଚିନ୍ତା ହୋଇଛି। ଏହାକୁ ଠିକ୍  ରେ ମ୍ୟାନେଜ୍ କରିନପାରିଲେ ଦଳ ପାଇଁ ବଡ଼ ସମସ୍ୟା ଦେଖାଦେବ।

Delhi Rain
ଦିଲ୍ଲୀରେ ପୁଣି ପ୍ରବଳ ବର୍ଷା, ଜଳବନ୍ଦୀରେ ନୋଏଡ଼ା

ଦିଲ୍ଲୀ ସହ ଏହା ପାଖରେ ଥିବା ନୋଏଡ଼ା ଏବଂ ଗାଜିଆବାଦରେ ମଧ୍ୟ ପ୍ରବଳ ବର୍ଷା ଯୋଗୁ ଜଳ ବନ୍ଦୀ ସମସ୍ୟା ସୃଷ୍ଟି ହୋଇଥଲା।

No Confidence Motion
ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ, ଫେଲ ମାରିବେ ବିରୋଧୀ ! ଜାଣନ୍ତୁ ସଂଖ୍ୟା ଖେଳ

ନୀତିନିୟମ ଅନୁସାରେ, ଆଲୋଚନା ପାଇଁ ନିର୍ଦ୍ଧାରଣ କରାଯାଇଥିବା ସମୟ ବିଷୟରେ ସୂଚନା ଦେବି ବୋଲି ବାଚସ୍ପତି କହିଛନ୍ତି।

President Of India
‘ଡାକ୍ତର ହିଁ ମଣିଷର ଯନ୍ତ୍ରଣା ଦୂର କରିବାର ଶକ୍ତି ରଖିଥାନ୍ତି’

ଏହାସହ ଡାକ୍ତର ପ୍ରବୀଣ ହେବା ସହ ଲୋକଙ୍କ ପ୍ରତି ଦରଦ ଥିବା ଆବଶ୍ୟକ ବୋଲି ମଧ୍ୟ କହିଛନ୍ତି ରାଷ୍ଟ୍ରପତି ।

AAP MP Raghab Chhada
ଆପ୍‌ ନେତାଙ୍କୁ ଗୋଡ଼େଇ ଗୋଡ଼େଇ ଖୁମ୍ପିଲା କାଉ, ବିଜେପି ବାଲାଙ୍କୁ ମଜା

ଦିଲ୍ଲୀରେ ଆପ୍‌ ଓ ବିଜେପି ମଧ୍ୟରେ ସବୁବେଳେ ଟକ୍କର ଚାଲିଥାଏ । ଉଭୟ ଦଳର ନେତାଙ୍କ ମଧ୍ୟରେ ଖୁବ୍‌ କଥା କଟାକଟି ଚାଲେ ।

Odisha Job Scam
ଓଡ଼ିଶାରେ ଚାଲିଛି କି ଜବ୍ ସ୍କାମ୍ ? ଚାଲିଛି କି ‘ଟଙ୍କା ଦିଅ ଚାକିରି ନିଅ’ ସ୍କିମ୍ ?

ରାଜ୍ୟ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ । ଟଙ୍କା ଦିଅ, ଚାକିରି ନିଅ ସ୍କିମରେ ନିର୍ବାଚନୀ ପାଣ୍ଠି ଯୋଗାଡ଼ କହିଲେ ବିରୋଧୀ ।

Snake Bite
ବଢ଼ିଲା ସର୍ପ ଦଂଶନ ଟେନସନ୍ ! ଗୋଟିଏ ଦିନରେ ୫ ମୃତ

ସ୍ଥିତି ଉଦବେଗଜନକ ହେବା ପରେ ସରକାରୀ ଗାଇଡଲାଇନ୍ । ସଚେତନତା ପାଇଁ ସ୍କୁଲ ଓ ହଷ୍ଟେଲ ଯିବ ସ୍ୱାସ୍ଥ୍ୟ ଟିମ୍ ।

Naveen Odisha Scheme
ନବୀନ ଓଡ଼ିଶା ସ୍କିମ୍‌କୁ ନେଇ ଗାଁ ଗାଁରେ ଝାମେଲା, ବଢ଼ିଲାଣି ଦଳୀୟ କନ୍ଦଳ

ନବୀନ ଓଡ଼ିଶା ସ୍କିମକୁ ନେଇ ଗାଁ ଗାଁରେ ଝମେଲା । ସରପଞ୍ଚରୁ ବିଧାୟକ ଯାଏଁ ଦେଉଛନ୍ତି ଭିନ୍ନ ଭିନ୍ନ ପ୍ରକଳ୍ପ ତାଲିକା ।

Atuta Bandhan
ଅଭାବୀ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ସାକାର କରୁଛି ‘ଅତୁଟ ବନ୍ଧନ’

ଅଭାବୀ ଓ ମେଧାବୀ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଯୋଗାଉଛି ଆର୍ଥିକ ସହାୟତା । ବର୍ଷକ ତଳେ ଆରମ୍ଭ ହୋଇଥିଲା ‘ଅତୁଟ ବନ୍ଧନ’ ପରିବାର ।

President Droupadi  Murmu
ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ତିନି ଦିନ ରହିବେ

ରାଜଭବନରେ ହିଁ ରାତ୍ରି ଭୋଜନର ବ୍ୟବସ୍ଥା ରହିଛି । ସେହିଠାରେ ହିଁ ରାତ୍ରି ଯାପନ କରିବେ । 

Nadeem Quresi
ଏମିତି ଚୋର କେବେ ଦେଖିନଥିବେ ! ୧୪ ରାଜ୍ୟରେ ଚୋରି ନେଟ୍‌ୱାର୍କ, ପୋଲିସ ବି ପାଉନଥିଲା ଟେର୍

ମୁମ୍ବାଇ ଏବଂ ପୁନେରେ ଜାଗା-ବାଡି ଥିବା ସହ ପିଲାମାନଙ୍କୁ ପ୍ରତିଷ୍ଠିତ ବିଦ୍ୟାଳୟରେ ମଧ୍ୟ ପାଠ ପଢାଉଛି । 

Nirmala Sitaraman
ବ୍ୟାଙ୍କ ଗୁଡ଼ିକୁ ତାଗିଦ୍ କଲେ ସୀତାରମଣ, କହିଲେ ଋଣ ଆଦାୟ ବେଳେ ସମ୍ବେଦନହୀନ ହୁଅନ୍ତୁ ନାହିଁ

କିଛି ବ୍ୟାଙ୍କ ଋଣ ଆଦାୟ ବେଳେ ଖୁବ୍‌ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ସେନେଇ ଅନେକ ଅଭିଯୋଗ ତାଙ୍କ ପାଖରେ ପହଞ୍ଚିଥିବା ସେ କହିଛନ୍ତି ।

Crime
ଏତେ କ୍ରୋଧ କାହିଁକି ! ଛୋଟିଆ ଘର କଳିରୁ, ପତ୍ନୀ-ଶାଶୂ-ଶ୍ୱଶୁରଙ୍କ ଜୀବନ ନେଇଗଲା

ବେଳେବେଳେ ଘରର ଛୋଟ ଛୋଟ ସମସ୍ୟା ଉଗ୍ର ରୂପ ନେଇଯାଏ । ଆଉ ସେମିତି ଏକ ଘଟଣା ଆଜି ଆମ ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ ।

Vande Bharat Express
ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ରେ ଅନେକ ପରିବର୍ତ୍ତନ, ଜାଣନ୍ତୁ କ’ଣ...

ସିଟ୍‌ରେ ପଡ଼ିବ ଭଲ କୁସନ୍‌ । ସିଟ୍‌କୁ ଆଉଜି ବସିଲା ଭଳି ଟିକେ ପଛକୁ ନୁଆଣିଆ କରାଯିବ ।

Crime
ପୁଅର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଆଖିବୁଜା ଗୁଳି ଚଳାଇଲେ ଯବାନ !

ସେହି ଯବାନ ହିଁ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । କାରଣ ତାଙ୍କର କୁନି ପୁଅର ମୃତ୍ୟୁ ହୋଇଥିଲା । ଏହି ଯବାନ ନୌସେନାରେ କାର୍ଯ୍ୟରତ ।

Gyanvapi Case Update
Gyanvapi Case Update: ଲାଗିଲା ଝଟ୍‌କା ! ବନ୍ଦ ହେଲା ASI ସର୍ଭେ

ଆଗାମୀ ଜୁଲାଇ ୨୬ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସର୍ଭେ ଉପରେ ରୋକ୍ ଲାଗିଛି ।

Crime
ରାତି ପ୍ରାୟ ୩.୩୦ରେ ସ୍ତ୍ରୀ-ପୁତୁରାକୁ ହତ୍ୟା କରି ନିଜକୁ ଗୁଳିକଲେ ACP

ଗାଇକ୍ୱାଡ଼ଙ୍କ ପୋଷ୍ଟିଂ ଅମରାବତୀରେ ହୋଇଥିଲା । ସେହିଦିନ ସେ ଘରକୁ ଆସିଥିଲେ ।

River Bank Of Odisha
ଦୁର୍ବଳ ହେଲାଣି ଓଡ଼ିଶାର ନଦୀବନ୍ଧ ! ଛାନିଆ ହେଲେଣି ଉପକୂଳିଆ

ଦେବୀ, କୁଶଭଦ୍ରା ଓ ଭାର୍ଗବୀ ନଦୀର ବିଭିନ୍ନ ସ୍ଥାନରେ ବନ୍ଧ ଫାଟିଛି । ଦୁର୍ବଳ ନଦୀ ବନ୍ଧକୁ ନେଇ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ ।

Whatsapp New Feature
WhatsApp New Features: ଗୋଟିଏ ନୁହେଁ ଏକାଥରକେ ୩ଟି ନୂଆ ସୁବିଧା ଆଣିଲା ହ୍ୱାଟ୍‌ସଆପ୍‌ ...

ୟୁଜରଙ୍କୁ ସହଜ ଏବଂ ସରଳ ସେବା ଯୋଗାଇବା ପାଇଁ ସଂସ୍ଥା ଅନେକ ଫିଚର ଦେଇଛି । ୟୁଜର ଫ୍ରେଣ୍ଡଲି ଫିଚର ଉପଲବ୍ଧ କରାଇବାରେ ହ୍ୱାଟ୍ସଆପ୍‌ ସବୁଠୁ ଆଗରେ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।