• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

girl survives only puffed rice
ଭାତ ଓ ରୁଟି ବିନା କେବଳ ମୁଢ଼ି ଖାଇ ବଞ୍ଚୁଛି କୁନି ଝିଅ

ଭଦ୍ରକ ଭଣ୍ଡାରପୋଖରୀର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ଏ ମୁଢି ଖିଆ ଅଭ୍ୟାସକୁ ନେଇ କାହିଁରେ କଣ ଚର୍ଚ୍ଚା।

Revenshaw University
ପ୍ଲସ-ଟୁ ପାଇଁ ଛାତ୍ରଛାତ୍ରୀଙ୍କ ସବୁଠୁ ଅଧିକ ପସନ୍ଦ ରେଭେନ୍ସା

ସାଇନସରେ 91.67, କମର୍ସରେ 79.20 ଓ ଆର୍ଟସରେ 80 ପ୍ରତିଶତ ଫାଷ୍ଟ କଟ୍ଅଫ୍ ଲିଷ୍ଟ ।

Weather News
୪୦%ରୁ କମ୍ ବର୍ଷା ହୋଇଥିବା ୯ ଜିଲ୍ଲାରେ ସ୍ଥିତି ସଂଗୀନ...

ପାଣିପାଗ ବିଭାଗର ଆଶ୍ୱାସନା, ଶୀଘ୍ର ସ୍ୱାଭାବିକ ହେବ ସ୍ଥିତି ।

International Hockey Stadium
ଷ୍ଟାଚ୍ୟୁ ଲୋଟି ପଡିଥିଲା ଏବେ ଭୁଶୁଡି ପଡିଲା ୩୦ ଫୁଟ ଲମ୍ବର କାନ୍ଥ

ବିଶ୍ୱର ୧ ନମ୍ବର ହକି ଷ୍ଟାଡିୟମ ନିର୍ମାଣର ମାସ ୬ଟା ଭିତରେ ନଷ୍ଟ ହେବାକୁ ବସିଲାଣି ଏକାଧିକ ସୌନ୍ଦର୍ଯ୍ୟକରଣ କାମ ।

Eye Infection
ବର୍ଷା ଆରମ୍ଭରୁ ରାଜ୍ୟସାରା ମାଡ଼ିଗଲାଣି ଆଖିଧରା ରୋଗ

ସଂକ୍ରମିତଙ୍କ ରୁମାଲ, ତଉଲିଆ, ଆଇ ଡ୍ରପ୍ ବ୍ୟବହାର ନକରିବାକୁ ପରାମର୍ଶ । ସ୍କୁଲ ପିଲାଙ୍କ ପ୍ରତି ଅଧିକ ଧ୍ୟାନ ଦିଆଯିବାକୁ ଜୋର ।

DN Group
୧୦୫ କୋଟିର ଚିଠାକୁ ନେଇ ଛାନଭିନ୍, ୩ ଟ୍ରଙ୍କ ଟଙ୍କା ଉପରୁ ଫିଟୁନି ରହସ୍ୟ

୩୬ ଘଣ୍ଟା ପରେ ବି DN ସାମ୍ରାଜ୍ୟ ଉପରେ ସରୁନି ଆୟକର ରେଡ୍ ।

BJD, Sankha Bhawan
ନିର୍ବାଚନ ପୂର୍ବରୁ ଗୋଷ୍ଠୀକନ୍ଦଳ ଦୂର ପାଇଁ ବିଜେଡିର ଜୋରଦାର ପ୍ରୟାସ

କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ଆଗକୁ ବଡ଼ ଆନ୍ଦୋଳନ ପାଇଁ ଯୁବ ବିଜେଡି କାର୍ଯ୍ୟକାରିଣୀରେ ବ୍ଲୁ-ପ୍ରିଣ୍ଟ ।

2024 Lok Sabha polls
୨୪ ନିର୍ବାଚନରେ ଓଡ଼ିଶାରେ କେମିତି ପଦ୍ମ ଫୁଟାଇବ ବିଜେପି ?

ସଂଗଠନ ମଜଭୁତ ଉପରେ ଫୋକସ୍, ଗାଦି ଦଖଲ ପାଇଁ ରାଜ୍ୟ ମୁଖିଆଙ୍କୁ ଦିଆଗଲା ପ୍ଲାନ୍ ।

DN Group
DN Groupରେ ୩୬ ଘଣ୍ଟା ହେଲା ଚାଲିଛି ରେଡ୍, ତଥାପି ସରିବାର ନାଁ ଧରୁନି...!

୩ ଟ୍ରଙ୍କ ଟଙ୍କା ଉପରୁ ଫିଟୁନି ରହସ୍ୟ, ଚାଲିଛି ଆୟକର ଖୋଳତାଡ଼ । DN GROUPର ଥାର୍ଡ ଫ୍ଲୋର ଲିଙ୍କ ଅଭିଯୋଗ ଆଣି ବର୍ଷିଲେ ବିରୋଧୀ ।

Drone Picks Apples
ସେଓ ବଗିଚାରେ ଡ୍ରୋନ୍‌ ! ଉଡ଼ିକି ଯାଉଛି ଆଉ ତୋଳିକି ଆଣୁଛି...

ଏହି ଡ୍ରୋନ୍‌କୁ ଏମିତି ପ୍ରୋଗ୍ରାମିଂ କରାଯାଇଛି ଯେ ଏମାନେ ନିଜେ ନିଜେ ଗଛ ପାଖକୁ ଯାଉଛନ୍ତି ଆଉ ସେଓ ତୋଳି ଆଣି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ରଖୁଛନ୍ତି ।

IPS Officer Manoj Sharma
ଏବେ IPS ଅଫିସର; ଦିନେ ଭିକାରୀଙ୍କ ସହ ଶୋଉଥିଲେ, ପିଅନ କାମ କରୁଥିଲେ

ପିଲା ଦିନ ତାଙ୍କର ଭାରି କଷ୍ଟରେ କଟିଛି । ଏମିତିକି ତାଙ୍କ ଘରର ଛାତ ନଥିଲା । ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ସେ ରହୁଥିଲେ ।

Viral Video
ଯୁବକଙ୍କୁ ଠୋ ଠୋ କସି ଦେଇଗଲେ ଯୁବତୀ, କେହି କିଛି କହିଲେନି... ଦେଖନ୍ତୁ ଭିଡିଓ

ଯୁବକ ଜଣକ ଯୁବତୀଙ୍କୁ ରୋକିବାକୁ ବି ଚେଷ୍ଟା କରିନାହାନ୍ତି କିମ୍ବା ତାଙ୍କ ଉପରକୁ ହାତ ଉଠାଇ ନାହାନ୍ତି ।

Clash Between Student Groups
MKCG ବନାମ VIMSAR ! ‘ୟୁଫୋରିଆ’ ବେଳେ ଦୁଇ ଡାକ୍ତର ଛାତ୍ରଗୋଷ୍ଠୀ ମଧ୍ୟରେ ମାରପିଟ୍‌

ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବର ନାଁ ହେଉଛି ୟୁଫୋରିଆ ।

Goat Eye
ମାନସିକ ପୂରଣ ହେଲା ବୋଲି ଦେଇଥିଲେ ବଳି, ସେହି ଛେଳିର ଆଖି ନେଇଗଲା ଜୀବନ

ବଳି ପ୍ରଥାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯାଉଛି । 

Droupadi Murmu
ବୁଦ୍ଧଙ୍କ ଶିକ୍ଷା ଯୁବପିଢ଼ିଙ୍କୁ ପ୍ରେରଣା ଯୋଗାଇବ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସମ୍ମିଳନୀରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ଓ ବୌଦ୍ଧ ଧର୍ମାବଲମ୍ବୀ ଯୋଗ ଦେଇଥିଲେ ।

Truck Accident
ଟ୍ରକ୍‌ ନା ଯମ ! ଏକାଧିକ ଗାଡ଼ିକୁ ଚାପିଦେଲା, ୧୫ ଜଣଙ୍କ ଜୀବନ ନେଲା...

ପାଲସନର ଗାଁରୁ ଏହି ଟ୍ରକ୍‌ଟି ଅନ୍ୟ ଗାଡ଼ିଗୁଡ଼ିକୁ ଧକ୍କା ଦେବା ଆରମ୍ଭ କରିଥିବା ବେଳେ ଏହା ମଧ୍ୟପ୍ରଦେଶ ସୀମାରେ ଥିବା ସିରିପୁର ତାଲୁକା ଜିଲ୍ଲା ପର୍ଯ୍ୟନ୍ତ ଏଭଳି ଦୁର୍ଘଟଣା ପରେ ଦୁର୍ଘଟଣା ଭିଆଇ ଚାଲିଥିଲା ।

Accident
ଭୟଙ୍କର ଦୁର୍ଘଟଣା ! ଚାଲିଗଲା ୬ ଜଣଙ୍କ ଜୀବନ

ସୋମବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Tina Ambani
ଅନୀଲ ଅମ୍ବାନୀଙ୍କ ପରେ ପତ୍ନୀ ଟିନା ଅମ୍ବାନୀଙ୍କୁ ଜେରା କଲା ED

ସପ୍ତାହେ ପୂର୍ବରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ EDରେ ହାଜର ହେବାକୁ ନୋଟିସ କରାଯାଇଥିଲା ।

Commercial Gas Cylinder
ପୁଣି ବଢ଼ିଲା କମର୍ସିଆଲ ଗ୍ୟାସ୍ ଦର !

ଚେନ୍ନାଇରେ ଏହାର ଦାମ ପୂର୍ବରୁ ୧୯୩୭ ଟଙ୍କା ଥିବା ବେଳେ ଏବେ ତାହା ୧୯୪୪ ଟଙ୍କା ହୋଇଛି। ତେବେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।

Loot
ରାଜଧାନୀରେ ଲୁଟେରାଙ୍କ ଆତଙ୍କ ! SP ସାଗରିକା ନାଥଙ୍କ ମା’ଙ୍କଠାରୁ ଲୁଟ୍

ଗତ ୩ ଦିନରେ ରାଜଧାନୀରେ ୩ଟି ଲୁଟପାଟ୍ ଓ ଛିନତାଇ ଘଟଣା ସାମ୍ନାକୁ ଆସିଲାଣି।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।