• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Odisha Police
କର୍ମକ୍ଷେତ୍ରରେ ଉଲ୍ଲେଖନୟ ସଫଳତା ପାଇଁ ରାଜ୍ୟର ୩୪ ପୋଲିସ ସମ୍ମାନିତ

୭ଟି କାଟାଗୋରୀରେ ୨୦ ଜଣଙ୍କୁ ରାଜ୍ୟପାଳ ମେଡାଲ ମଧ୍ୟ ପ୍ରଦାନ ।

Padma Awards
୧୦୬ ଜଣଙ୍କୁ ମିଳିବ ପଦ୍ମ ପୁରସ୍କାର, ଓଡ଼ିଶାର ୪

ତାଲିକାରେ ୨୫ ମହିଳା, ୨ NRI, ୭ ଜଣଙ୍କୁ ମରଣୋତ୍ତର ଭାବେ ସମ୍ମାନ ।

Giridhar Gamanga
ବିଜେପି କରୁଥିଲା ଅଣଦେଖା ! ଏବେ BRSରେ ମିଶିବେ ପୂର୍ବତନ ମୁଖ୍ୟମନ୍ତ୍ରୀ...

ନବୀନଙ୍କୁ ଅଲ୍ ପାର୍ଟି ପ୍ରେସିଡେଣ୍ଟ କହି ବର୍ଷିଲେ ଶିଶିର ଗମାଙ୍ଗୋ ।

Suresh Mahapatra
ସରୁଛି ସୁରେଶଙ୍କ କାର୍ଯ୍ୟକାଳ, ପୁଣି ଏକ୍ସଟେନ୍‌ସନ୍‌ ହେଲେ ବ୍ୟୁରୋକ୍ରାସିରେ ବଢ଼ିବ ଅସନ୍ତୋଷ..

ରେସ୍‌ରେ ପ୍ରଦୀପ ଜେନା, ପ୍ରଦୀପ୍ତ ମହାପାତ୍ର, ତୁହିନକାନ୍ତ ଓ ରାଜେଶ ବର୍ମା  ।

Republic Day
କର୍ତ୍ତବ୍ୟପଥରେ ଓଡ଼ିଆଙ୍କ କମାଲ, ସୋନାଲି ନେଉଛନ୍ତି ନେତୃତ୍ୱ...

ଲୋକନୃତ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବାକୁ ସେମାନଙ୍କୁ ଏକାଠି କରି ଝୁମର୍ ଶିଖାଇଛନ୍ତି ଅନୁଗୁଳର ବିଶ୍ୱପୂଜ୍ୟା ।

Aklant Das
ଦୁଃଖର ପାହାଡ଼ ତଳେ ସିନେ ଅଭିନେତା ମିହିର ଦାସଙ୍କ ପରିବାର...

ରାତି ପ୍ରାୟ ୧୨ଟା ୩ ମିଟିନରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

Dhana Mandi
ମଣ୍ଡିରୁ ଉଠୁନି ଧାନ, ସରିବାକୁ ବସିଲାଣି ସମୟ... କ’ଣ କରିବେ ଚାଷୀ..?

ଅସନ୍ତୁଷ୍ଟ ଚାଷୀ, ବୀରମହାରାଜପୁର-ଆମରପାଲି ରାସ୍ତାର ପଥରଘାଟ ଛକରେ ଧାନବସ୍ତା ରଖି ଦୀର୍ଘ ସମୟ ରାସ୍ତା ଅବରୋଧ କରିଥିଲେ ।

Sleep JOB
ଏମିତି ଚାକିରି ଭାଗ୍ୟରେ ଥିଲେ ମିଳେ... ଖାଲି ଖାଇବ ଆଉ ଶୋଇବ...

କେଉଁ ସ୍ୱପ୍ନ ଦେଖିଲେ ବା ନଦେଖିଲେ ତାକୁ ବଖାଣିବା । ଏହା ହିଁ ଏହି ଚାକିରି ।

Virat Kohli
ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କ ଦାବି, ‘ବିରାଟଙ୍କଠାରୁ ମୋର ଭଲ କ୍ୟାରିୟର, ମୋ ସ୍ଥାନ ଏକ ନମ୍ବର’

ବିରାଟ୍ କୋହଲି ଲଗାତର ତିନି ବର୍ଷ ହେବ ଫର୍ମରେ ନଥିଲେ । ତାଙ୍କ ବ୍ୟାଟ୍‌ ବହୁତ କଷ୍ଟରେ ଚାଲୁଥିଲା । ରନ୍‌ ମେସିନ ବିରାଟ, ଯେମିତିକି ପୁରା ଧିମା ପଡ଼ିଯାଇଥିଲା ।

Freedom Fighter
ଓଡ଼ିଶାର ବିରଳ ଗାଁ, ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ ଏଇ ଗାଁର ଆବାଳବୃଦ୍ଧବନିତା

ନୃଶଂସ ଫିରିଙ୍ଗିଙ୍କ ଅକଥନୀୟ ଅତ୍ୟାଚାର କଷଣ ଯୋଗୁଁ କିଏ ଅନ୍ଧ ପାଲଟିଗଲା, ପୁଣି କିଏ ପାଗଳ ହୋଇଗଲା ତ ପୁଣି କିଏ ନିଖୋଜ ।

Crime
ସରକାରଙ୍କ କଡ଼ା ନିୟମ ! ନିଜ ସନ୍ତାନର ଜୀବନ ନେବାକୁ ବାଧ୍ୟ ହେଲା ବାପା

ଯଦି କୌଣସି ସରକାରୀ ଚାକିରିଆ ଦୁଇରୁ ଅଧିକ ସନ୍ତାନ ଜନ୍ମ କରନ୍ତି ତେବେ ସେମାନଙ୍କ ଚାକିରି ପ୍ରତି ବିପଦ ଆଶଙ୍କା ରହିଛି ।

Jhumar Dancer In Delhi From Odisha
ଓଡ଼ିଆ ଝିଅଙ୍କ ଝୁମର ନୃତ୍ୟରେ ଝୁମିବ କର୍ତ୍ତବ୍ୟପଥ, ଶୁଣନ୍ତୁ କ’ଣ କହୁଛନ୍ତି କଳାକାର...

ଏଥର ୭୪ତମ ସାଧାରଣତନ୍ତ୍ର ଦିବସ ପରେଡରେ ବିଶ୍ୱ ଦେଖିବ ଭାରତର ସ୍ୱଦେଶୀ ଶକ୍ତିର ଝଲକ୍ । ପରେଡରେ ଭାରତୀୟ ସ୍ଥଳସେନା ପ୍ରଦର୍ଶନ କରିବ କେବଳ ମେଡ୍ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ର ।

Republic Day
ଏଥର ସାଧାରଣତନ୍ତ୍ର ଦିବସରେ ବିଶ୍ୱ ଦେଖିବ ଭାରତର ସ୍ୱଦେଶୀ ଶକ୍ତି

ପରେଡରେ କେବଳ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ସାମିଲ କରିବ ସ୍ଥଳସେନା । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତର ହେବ ପ୍ରତିଫଳନ ।

BharOS
ଏଣିକି ଆଣ୍ଡ୍ରଏଡ୍‌ ନୁହେଁ BharOSରେ ଚାଲିବ ମୋବାଇଲ..!

ପରୀକ୍ଷଣ କଲେ କେନ୍ଦ୍ର IT ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାର୍ ଓଏସ୍ ମାଧ୍ୟମରେ ୟୁଜର୍ସଙ୍କ ଗୋପନୀୟତା ଓ ସୁରକ୍ଷାକୁ ଗୁରୁତ୍ୱ ।

Bonded Labor
ନା ହାତକୁ କାମ ମିଳୁଛି, ନା ଥମୁଛି ଦାଦନ ଧାଉଡ଼ି ! ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦାଦନ ଦୁଃଖର ଅସରନ୍ତି ଚିତ୍ର

ସବୁ ଜିଲ୍ଲାରେ ନିୟୋଜନ ପ୍ରତିଶ୍ରୁତି ସତ୍ତ୍ୱେ ଗଂଜାମରେ ଦାଦନ ଦୁଃଖ । ମାସକ ଭିତରେ ସୁରତରେ ତିନି ଦାଦନ ଶ୍ରମିକଙ୍କ ମୃତ୍ୟୁ ।

Tusharkanti,Odisha Politics
ପୋଲିସ-ଓକିଲ କମିଶନ ଖାଉଥିବା କହି ଅଡ଼ୁଆରେ ମନ୍ତ୍ରୀ ଓ ରାଜ୍ୟ ସରକାର

କମିଶନି ବ୍ୟବସ୍ଥାର ଗୁମର ଖୋଲିବାକୁ ନେଇ ବଢିଲା ଅଡୁଆ । ରାଜ୍ୟ ସରକାରଙ୍କ ଅଡୁଆ ବଢାଇଲେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ।

PMAY
ଆବାସ ଦୁର୍ନୀତି ନେଇ ଆନ୍ଦୋଳନର ଟ୍ରେଲର ଦେଖାଇଲା ବିଜେପି ! ଆଗକୁ ପୂରା ଫିଲ୍ମ

ସବୁ ବ୍ଲକ୍‌ରେ ଆନ୍ଦୋଳନ ପୂର୍ବରୁ କିଛି ସ୍ଥାନରେ ପଦ୍ମଦଳର ଟ୍ରେଲର । ରାଜ୍ୟ ସରକାରଙ୍କୁ ନିଶାନା କଲେ ବିଜେପି ସାଂସଦ ଅପରାଜିତା ।

Constable Job
ଖୁସି ଖବର ! କନ୍‌ଷ୍ଟେବଲ ଚାକିରି ପାଇଁ କୋହଳ ହେଲା ବୟସ ସୀମା

ଫେବ୍ରୁଆରୀ ୨୦ ତାରିଖରେ ପରୀକ୍ଷା ପାଇଁ ନିର୍ଦ୍ଦେଶ ଜାରି । ୪୭୯୦ କନଷ୍ଟେବଲ ପଦବୀ ପାଇଁ ବିଜ୍ଞାପନ ପ୍ରକାଶ ପାଇଛି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।