• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Teen Talaq
ଯୌତୁକରେ କାର ଦେଲେନି, ବାହା ମଣ୍ଡପରେ ହିଁ ୩ ତଲାକ୍ ଦେଲା ପୁଅ !

ବାହାଘର ପରେ ଗୌରୀଙ୍କୁ ଧରି ତାଙ୍କ ଶ୍ୱଶୁର ଘର ଲୋକେ ଚାଲି ଯାଇଥିଲେ। କିନ୍ତୁ ଡଲିଙ୍କ ବର ମହମ୍ମଦ ଆସିଫ ଯୌତୁକକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

Modi France Visit
ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚନ୍ଦନ କାଠର ସୀତାର୍ ଦେଲେ ମୋଦି

ଫ୍ରାନ୍ସ ଗସ୍ତ ସାରି ୟୁଏଇ ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱତନ୍ତ୍ର ଏବଂ ସ୍ମରଣୀୟ ହୋଇ ରହିବ ଏଥରର ଫ୍ରାନ୍ସ ଗସ୍ତ କହିଲେ ।

Weather News
ବଙ୍ଗୋପସାଗରରେ ସୃଷ୍ଟି ହେବ ଘୁର୍ଣ୍ଣିବଳୟ ! ୧୪ ଜିଲ୍ଲାକୁ ସତର୍କ ସୂଚନା

ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା । କାଲି ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ ।

Puri Anand Bajar
ଏଣିକି ଆନନ୍ଦ ବଜାରରେ ରାବିଡ଼ି ବନ୍ଦ, ରୋଷଘରେ ପ୍ରସ୍ତୁତ ଭୋଗ ହିଁ ବିକି ପାରିବେ ସୁପକାର

ସୁପକାରମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ। ଭକ୍ତଙ୍କୁ ସହାୟତା ତଥା ତତ୍କାଳ ପୋଲିସ ସହାୟତା ପାଇଁ ଆନନ୍ଦବଜାରରେ ପୋଲିସ ସହାୟତା କେନ୍ଦ୍ର ଖୋଲିବ।

India - West Indies
India VS West Indies: ୱେଷ୍ଟ ଇଣ୍ଡିଜ୍‌ର ଶୋଚନୀୟ ପରାଜୟ, ଭାରତ ୧-୦ରେ ଆଗୁଆ

ରବିଚନ୍ଦ୍ରନ ଅଶ୍ୱିନୀ ଓ ରବୀନ୍ଦ୍ର ଜାଡେଜାଙ୍କ ବୋଲିଂ ଆଗରେ ବେଶି ସମୟ ତିଷ୍ଠି ପାରି ନ ଥିଲା ଘରୋଇ ଦଳ।

Hanuman Chalisa
ଚୋରି କରିବା ପୂର୍ବରୁ ଚୋର ପଢ଼ିଲା ହନୁମାନ ଚାଳିସା, ୧୦ ଟଙ୍କା ଦକ୍ଷିଣା ବି ଦେଲା...

ଜଣେ ଚୋର ଚୋରି କରିବା ଉଦ୍ଦେଶ୍ୟରେ ମନ୍ଦିରକୁ ଆସିଲା । ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ପାଇଁ ବସିଲା । ସେଠାରେ ବହି ଖୋଲି ହନୁମାନ ଚାଳିସା ପଢ଼ିଲା । ଠାକୁରଙ୍କୁ ଯେମିତି ଭକ୍ତି କରିବା କଥା ସେସବୁ ସମ୍ପନ୍ନ କଲା ।

Operation Theater
ବିରଳ ଅସ୍ତ୍ରୋପଚାର ! ବେକରୁ ପ୍ରାୟ ଅଲଗା ହୋଇଯାଇଥିଲା ମୁଣ୍ଡ, ଯୋଡ଼ିଦେଲେ ଡାକ୍ତର

ବାଳକର ବୟସ ମାତ୍ର ୧୨ ବର୍ଷ । ପାଲେଷ୍ଟାଇନ୍‌ର ମୂଳ ବାସିନ୍ଦା ହେଉଛନ୍ତି ସୁଲେମାନ । ଦୁର୍ଘଟଣାରେ ତାଙ୍କ ମୁଣ୍ଡ ଭିତରେ ଅନେକ କ୍ଷତ ହୋଇଥିଲା । ଖାଲି ସେତିକି ନୁହେଁ, ତାଙ୍କ ମେରୁଦଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଥିବା ଡାକ୍ତର କହିଛନ୍ତି । ଏନେଇ ସେଠାକାର ଏକ ଗଣମାଧ୍ୟମରେ ରିପୋର୍ଟ...

Chandrayaan 3
ଲଞ୍ଚ ହେଲା ଚନ୍ଦ୍ରୟାନ-୩, ଶ୍ରୀହରିକୋଟାରୁ ହେଲା ସଫଳ ଉତ୍‌କ୍ଷେପଣ

୧୮୦ କିମି ଉଚ୍ଚତାରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହେବ । ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ ୩ ।

Gunupur bus stand
ଦେଢ଼ କୋଟିର ବସଷ୍ଟାଣ୍ଡ, ଥରେ ହେଲେ ବି ଗାଡ଼ି ଗଲାନି

ଏବେ ମଦୁଆଙ୍କ ଆଡ୍ଡାସ୍ଥଳ ହେବା ସହିତ ଗାଈଗୋରୁଙ୍କ ଗୋଚର ଭୂମିର ପାଇଲାଣି ପରିଚୟ ।

Inspiration
ଦିବ୍ୟାଙ୍ଗ ହେବା ପରେ ଟାଣୁଛନ୍ତି ଠେଲା ଗାଡ଼ି

ଗୋଟିଏ ହାତରେ ଟାଣୁଛନ୍ତି କାଠ ଗାଡ଼ି.. ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ ।

Woman seeks govt help , divyang girl
ପେଟରେ ପିଲା ଥିଲା, ସ୍ୱାମୀ ଛାଡ଼ିଦେଲା...

ଏକା ଏକା ଦିବ୍ୟାଙ୍ଗ ଝିଅକୁ ନେଇ ବଡ଼ କଷ୍ଟରେ ବଞ୍ଚୁଛନ୍ତି ମମତା ।

Orphan girl
ସାବାସ୍‌ ପ୍ରଶାସନ ! ସୁଧାର ଗୃହରେ ପାଳିଥିଲେ, ଏବେ କନ୍ୟାଦାନ କଲେ...

ଧୁମଧାମ୍‌ରେ ହୋଇଥିଲା ବାହାଘର....ବରଯାତ୍ରୀରେ ସାମିଲ ଥିଲେ...।

Students demand
ଡ୍ରେସ୍‌ ପଛରେ ଦେବ । ଆଗେ ଭିତ୍ତିଭୂମି ଦିଅ । ଏ ସ୍କୁଲରେ କିଛି ନାହିଁ ।

ଏମିତି ସ୍ଥିତିରେ ପିଲାଏ କହୁଛନ୍ତି ଡ୍ରେସ୍‌ ଦରକାର ନାହିଁ, ଭିତ୍ତିଭୂମି ଦିଅ ।

yashasvi-jaiswal
ଡେବ୍ୟୁ ଟେଷ୍ଟରେ ଧୁଆଁଧାର ବ୍ୟାଟିଂ, ଦ୍ୱିଶତକ ଆଡ଼କୁ ଯାଉଛନ୍ତି ଯଶସ୍ୱୀ

ଏବେ ସୁଦ୍ଧା ଭାରତୀୟ ଦଳ ୧୬୨ ରନ୍‌ରେ ଆଗୁଆ ରହିଛି ।

Delhi Yamuna River
ବୁଡ଼ିଗଲାଣି ଅଧା ଦିଲ୍ଲୀ, ଆହୁରି ବିଗିଡ଼ୁଛି ସ୍ଥିତି

ଯମୁନା ନଦୀର କୂଳ ଓ ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ପାଣିରେ, ଏପରିକି ଦିଲ୍ଲୀର ଅନେକ ଭିଭିଆଇପି ଅଞ୍ଚଳରେ ବି ବନ୍ୟା ପାଣି ପହଞ୍ଚିଛି ।

Odisha Politics, BJD - BJP
୨୪ ଭୋଟ୍ ପାଇଁ BJPର କମରକଷା, କର୍ମୀଙ୍କ କାନରେ ବିଜୟ ମନ୍ତ୍ର ଫୁଙ୍କିଲେ ବଂଶଲ

ଖୋର୍ଦ୍ଧା କାର୍ଯ୍ୟକାରିଣୀରେ ବିଜେଡିକୁ ଗୋଷ୍ଠୀ କନ୍ଦଳ ଚିନ୍ତା । ଚର୍ଚ୍ଚାରେ ବିଜେଡି ନେତା ପାଟଶାଣୀଙ୍କ ଟିକଟ୍ କଟା ମନ୍ତବ୍ୟ ।

Odisha Politics, Naveen Patnaik
ରାଜ୍ୟରେ ଗ୍ରିଭାନ୍ସର ନୂଆ ଷ୍ଟାଇଲ୍ ନିଷ୍ପତ୍ତିକୁ ନେଇ ତେଜିଲା ବିବାଦ

ରାଜ୍ୟରେ ସ୍ଥାଣୁ ପାଲଟିଛି କି ଅଭିଯୋଗ ଶୁଣାଣି ବ୍ୟବସ୍ଥା ? ଜିଲ୍ଲା ପ୍ରଶାସନର କ୍ଷମତା ସଂକୋଚନ ଆଶଙ୍କା କରି ବର୍ଷିଲେ ବିରୋଧୀ ।

Bank Jobs, Recruitment
ବ୍ୟାଙ୍କ୍‌ରେ ଅଫିସର ପଦବୀ ପାଇଁ ବାହାରିଲା ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ

ଏହାର ଅଫିସିଆଲ ୱେବ୍‌ସାଇଟ୍‌ ହେଲା, bankofmaharashtra.in. । ଆବେଦନ କରିବାର ଶେଷ ତାରିଖ ଜୁଲାଇ ୨୫ ରହିଛି ।

India - Pakistan
ଜାତିସଂଘରେ ପାକିସ୍ତାନକୁ ଆମେରିକାର ବିରୋଧ, ଭାରତ କଲା ସମର୍ଥନ !

ୟୁଏନ୍‌ଏଚ୍‌ଆରସିରେ ମୋଟ ୪୭ ସଦସ୍ୟ ଅଛନ୍ତି। ଓଆଇସିରେ କେବଳ ୧୯ ଦେଶ ସଦସ୍ୟ ଅଛନ୍ତି। ଏହି ପ୍ରସ୍ତାବ ଉପରେ ଚୀନ୍ ସମର୍ଥନ ଦେଇଛି। ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ବେଲଜିୟମ୍, ଜର୍ମାନୀ, ରୋମାନିଆ, ଲିଥୁଆ, କୋଷ୍ଟାରିକା ଓ ଫିନଲ୍ୟାଣ୍ଡ ସମେତ ୧୨ ଦେଶ ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ।

Bhubaneswar House Owner
ଘର ମାଲିକ ସାବଧାନ ! ରହିବା ଘରେ ବ୍ୟବସାୟ କରୁଥିଲେ ଗଣିବେ ତଣ୍ଡ

ରହିବା ପାଇଁ ଘର କରି ବ୍ୟବସାୟ କଲେ ଗଣିବେ ତଣ୍ଡ । ଘର ମାଲିକଙ୍କୁ ତାଗିଦ କଲା ଭୁବନେଶ୍ୱର ମହାନଗର ନିଗମ ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।