• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

DN Group IT Raid
DN ଗ୍ରୁପ୍ ମୁଖ୍ୟଙ୍କୁ ITର ଜେରା ଶେଷ, ଜଗଦୀଶ କହିଲେ ଆୟକର ଫାଙ୍କିବା ଅଭିଯୋଗ ମିଛ

ମୋତେ ଆୟକର ବିଭାଗ କିଛି ପ୍ରଶ୍ନ କରିନି କହିଲେ ଜଗଦୀଶ । ଏଯାଏଁ ଜବତ ହେଲାଣି ୩୨ କୋଟିରୁ ଅଧିକ ଟଙ୍କା ।

DN Group IT Raid
ଜବତ ୩୨ କୋଟି ଆସିଲା କୁଆଡୁ ? ଚାରି ଦିନର ଚଢ଼ାଉ ପରେ ବି ହିସାବ ସରୁନି..!

DN ଗ୍ରୁପ ମୁଖ୍ୟ ଜଗଦୀଶ ନାୟକଙ୍କୁ ମାରାଥନ ଜେରା । ଏପଟେ ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ ।

Bahanaga Train Tragedy
Bahanaga Train Tragedy: କାହିଁକି ପ୍ରମାଣ ନଷ୍ଟ ଉଦ୍ୟମ କରିଥିଲେ ଗିରଫ ୩ ଅଭିଯୁକ୍ତ ?

ରିମାଣ୍ଡରେ ନେଇ ଚନ୍ଦକା ଥାନାରେ ସିବିଆଇର ଖୋଳତାଡ଼ । ଏଣେ କର୍ମଚାରୀଙ୍କ ତ୍ରୁଟି ନା ଅନ୍ତର୍ଘାତୀ ପ୍ଲାନ୍ ।

West Bengal Election Violence
ପଶ୍ଚିମବଙ୍ଗ ନିର୍ବାଚନ: ଗଲାଣୀ ୧୩ ଜଣଙ୍କ ଜୀବନ, ଭାଇରାଲ ହେଉଛି ହିଂସାକାଣ୍ଡର ଭିଡିଓ...

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏନେଇ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ମାଗିଥିବା ସୂଚନା ମିଳିଛି।

Heavy Rain
ଏହି ୧୨ ଜିଲ୍ଲାରେ ପ୍ରବଳ ବର୍ଷିବ...

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଂଜ ଦେଓଗଡ଼, ସୁନ୍ଦରଗଡ଼କୁ ୟେଲୋ ୱାର୍ଣ୍ଣିଂ ।

Adipurush Writer Manoj Muntashir
‘ଆଦିପୁରୁଷ’ ପାଇଁ ସମସ୍ତ ଭାଇ ଭଉଣୀ ଓ ସାଧୁସନ୍ଥଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ମନୋଜ

ଆଦିପୁରୁଷର ଚରିତ୍ର ଚିତ୍ରଣ, ଡାଇଲଗ୍ ଏବଂ କାହାଣୀକୁ ନେଇ ସମାଲୋଚନା ପରେ କ୍ଷମା ପ୍ରାର୍ଥନା ।

MP Aparajita Sarangi On Naveen Patnaik And 5T Secretary
‘ମୁଖ୍ୟମନ୍ତ୍ରୀ ଅସୁସ୍ଥ; ତାଙ୍କୁ ଗୃହବନ୍ଦୀ କରାଯାଇଛି, ଏଇ ୪ ବର୍ଷ ହେଲା ଏମିତି ଚାଲିଛି’

ମୁଖ୍ୟମନ୍ତ୍ରୀ କାହିଁକି ବାହାରିବେନି କି କାହିଁକି ଘୋଷଣା କରିବେନି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବଦଳରେ 5T ସଚିବ ସବୁଆଡ଼େ ଗସ୍ତ କରୁଛନ୍ତି ।

Mumbai 6000 KG Bridge Stolen
ବାପ୍‌ରେ ବାପ୍‌ରେ କି ସାହସ ! ୬୦୦୦ କେଜିର ଲୁହା ବ୍ରିଜ୍‌କୁ ଚୋରି କରିନେଲେ...

ନବେ ଫୁଟ ଲମ୍ବ ତଥା ଛଅ ହଜାର କେଜି ଓଜନ ବିଶିଷ୍ଟ ଲୁହା ବ୍ରିଜକୁ ଲୁଟିନେଇଛନ୍ତି ଲୁଟେରେ। ଶେଷରେ ବହୁ ଖୋଳତାଡ଼ ପରେ ପୋଲିସ୍‌ ୪ ଲୁଟେରାଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Dharmendra Pradhan - Aparajita Sarangi
କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିବେ ଧର୍ମେନ୍ଦ୍ର, ସାମିଲ ହୋଇପାରନ୍ତି ଅପରାଜିତା !

ମନ୍ତ୍ରିମଣ୍ଡଳରୁ ବାଦ ନ ପଡିଲେ ବି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିଭାଗ ବଦଳିପାରେ ବୋଲି ମଧ୍ୟ ଚର୍ଚ୍ଚା। ବାହାନଗା ରେଳ ଦୁର୍ଘଟଣା ଯୋଗୁଁ ନେଇ ତାଙ୍କ ବିଭାଗ ବଦଳାଇପାରନ୍ତି ପ୍ରଧାନମନ୍ତ୍ରୀ।

DN Group Land Scam
DN Groupରେ ତିନି ଦିନ ହେଲାଣି ସରୁନି ରେଡ୍, ଖୋଳତାଡ଼ କରୁଛି IT

ଆଇଟି ସ୍କାନରରେ ୧୦୫ କୋଟିର ରିୟଲ ଇଷ୍ଟେଟ୍ ବିଜନେସ୍ । କାହିଁକି ଆକ୍ସନ ମୋଡକୁ ଆସୁନି ଓରେରା ?

Falaknuma Express Fire Mishap
ପୁଣି ଟ୍ରେନ୍‌ ଦୁର୍ଘଟଣା ! ହୁତୁ ହୁତୁ ହୋଇ ଜଳିଗଲା ଫଲକନୁମା ଏକ୍ସପ୍ରେସ୍

ତୁରନ୍ତ ଟ୍ରେନକୁ ରୋକାଯିବାରୁ ବର୍ତ୍ତିଗଲେ ସବୁ ଯାତ୍ରୀ । କେମିତି ଲାଗିଲା ନିଆଁ, ଚାଲିଛି ତଦନ୍ତ ।

IPS reshuffle in odisha
IPS ସ୍ତରରେ ବଡ଼ ଧରଣର ଅଦଳବଦଳ, ସଫିନ୍ ଅହମ୍ମଦ କ୍ରାଇମବ୍ରାଞ୍ଚ IG

ସାର୍ଥକ ଷଡ଼ଙ୍ଗୀଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ସତ୍ୟଜିତ ନାୟକଙ୍କୁ ଏଚ୍‌ଆର୍‌ପିସି ଡିଆଇଜି ଭାବେ ନିଯୁକ୍ତି କରାଯାଇଛି ।

US Teen Sexually Abused By Mother
ଇଏ କିଭଳି ମାଆ ? ଯିଏ ନିଜ ପୁଅ ସହ ରଖୁଛି ଅବୈଧ ସମ୍ପର୍କ..!

ଆନ୍ତର୍ଜାତୀୟ ଗଣମାଧ୍ୟମ ଫକ୍ସ ନ୍ୟୁଜରେ ପ୍ରକାଶିତ ରିପୋର୍ଟ ଅନୁସାରେ, ରୁଡ଼ିଙ୍କ ମା’ ଜାନି ସାଣ୍ଟାନା ପ୍ରାୟ ଏକ ଦଶନ୍ଧି ଧରି ରୁଡି ଫାରିଆସ୍‌ଙ୍କୁ ଗୃହବନ୍ଦୀ କରି ରଖିଥିଲେ। ସେ ତାଙ୍କୁ ନିଜର ଯୌନ କ୍ରୀତଦାସ ଭାବେ ବ୍ୟବହାର କରୁଥିଲେ ।

Anger
ମଣିଷକୁ କାହିଁକି ଆସିଥାଏ କ୍ରୋଧ ? ଏହା ଶରୀର ପାଇଁ ଲାଭ ନା କ୍ଷତି ?

କ୍ରୋଧ ଆମ ମସ୍ତିଷ୍କର ଆମିକଡାଲା ଅଂଶରେ ଉତ୍ପନ୍ନ ହୋଇଥାଏ । ଆମିକଡାଲା ମସ୍ତିଷ୍କର ମଧ୍ୟଭାଗରେ ଥିବା ଅଙ୍ଗପ୍ରତ୍ୟଙ୍ଗର ଏକ ଅଂଶ । ମଣିଷର ଯେକୌଣସି ଭାବନାକୁ ଆମିକଡାଲା ନିୟନ୍ତ୍ରଣ କରିଥାଏ । 

Tamato Price 250 In Uttarakhand
ବାପ୍‌ରେ ବାପ୍ ! ଟମାଟୋ ଖାଇବ ନା ଦେଖିବ, ଏତେ ଟଙ୍କା ଦେଇ କିଏ କିଣିବ ?

ଏବେ ଖାଉଟି ମୁଣ୍ଡରେ ହାତ ଦେଇ ବସିଛି । କାରଣ ଟମାଟୋ ହେଉଛି ଆମ ଦୈନ୍ଦିନ ଖାଦ୍ୟର ଏକ ଅଭିନ୍ନ ଅଙ୍ଗ ।

Theft
ଏଭରେଷ୍ଟ ଚଢ଼ିବା ସ୍ୱପ୍ନ ପୁରଣ ପାଇଁ କରିବାକୁ ପଡ଼ିଲା ଚୋରି...

ତିନୋଟି ଘରୁ ଅଳଙ୍କାର ଚୋରି ଅଭିଯୋଗରେ କେରଳ ପୋଲିସ ତିରୁବନନ୍ତପୁରମ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୨୩ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

Falaknuma Express
ଫଲକନୁମା ଏକ୍ସପ୍ରେସ୍‌ରେ ନିଆଁ, ହୁତୁହୁତୁ ହୋଇ ଜଳିଲା ଟ୍ରେନ୍‌

ତେଲେଙ୍ଗାନାର ପାଗିଡ଼ିପାଲି ଓ ବୋମାଇପାଲି ମଧ୍ୟରେ ଏହି ନିଆଁ ଲାଗିଥିବା ସୂଚନା ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।