• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Naba Das Killed
ମନ୍ତ୍ରୀଙ୍କୁ ଗୁଳିମାଡ଼ ନେଇ ରାଜ୍ୟ ସାରା ହଇଚଇ, ବିନ୍ଦୁ ବିସର୍ଗ ବି ଜାଣିପାରିଲାନି ଗୋଇନ୍ଦା ବିଭାଗ ?

ନବଙ୍କ ସହ ପୂର୍ବ ଶତ୍ରୁତା ନା ରହିଛି ଅନ୍ୟ କିଛି ରହସ୍ୟ ? କାହିଁକି ଏତେ ବଡ଼ ଦୁଃସାହସ କଲେ ASI ଗୋପାଳ ?

Naba Das
ଶେଷରେ ଜୀବନ ସଂଗ୍ରାମରେ ହାରିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଗୁଳି ମାଡ଼ରେ ଉଡ଼ିଗଲା ପ୍ରାଣବାୟୁ

ପୂର୍ବରୁ ପୋଲିସ କେବେ ବି ନେତାଙ୍କୁ ଗୁଳି କରି ହତ୍ୟା କରିଥିବା ନଜିର ନାହିଁ ।

ASI Gopal Das
ମାନସିକ ରୋଗରେ ଆକ୍ରାନ୍ତ ଥିଲେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ASI ଗୋପାଳ ଦାସ

ପ୍ରାୟ ବର୍ଷେ ତଳେ ଗୋପାଳ ଚେକ୍ଅପ ପାଇଁ ଆସିଥିଲେ ବୋଲି ସୂଚନା ଦେଇଛନ୍ତି ଡାକ୍ତର ।

Naba Das
ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ପୋଲିସ ASI ଗୋପାଳ କିଏ ? ଆସନ୍ତୁ ଜାଣିବା...

ଆଜି ଡ୍ୟୁଟିରେ ଥିବା ବେଳେ ଏଭଳି କାଣ୍ଡ ଭିଆଇଛନ୍ତି ଗୋପାଳ ।

Budget
ସରଳ ହେବ କି ଆୟକର ସ୍ଲାବ ? ବଢ଼ିବ କି ବ୍ୟକ୍ତିଗତ ଆୟକର ଛାଡ଼ ସୀମା ?

ସଞ୍ଚୟ ବୃଦ୍ଧି ଲାଗି ମିଳିବ କି ଅଧିକ ଟିକସ ରିହାତି ? ୨୦୧୪ରୁ ବଢ଼ିନି ଆୟକର ସୀମା ।

Fighter Plane Crash
ବାୟୁସେନାକୁ ପଡ଼ିଲା କି ଶନିଦଶା ? ଗୋଟିଏ ଦିନରେ ଖସିପଡ଼ିଲା ତିନି ତିନିଟି ଯୁଦ୍ଧ ବିମାନ

ଅଭ୍ୟାସ ସମୟରେ ମଝି ଆକାଶରେ ସୁୁଖୋଇ-ମିରାଜ ଧକ୍କା ଆଶଙ୍କା । ମିରାଜ୍ ପାଇଲଟ୍ ୱିଙ୍ଗ୍ କମାଣ୍ଡର ହନୁମନ୍ଥ ରାଓ ସାରଥୀଙ୍କ ପ୍ରାଣହାନୀ ।

Viral Video
ରୁଟି ବେଲୁଥିବା ବେଳେ ଗୀତ ବୋଲିଲେ, ଆସିଲା ବଲିଉଡ୍‌ରୁ ଅଫର...

ମାଆଙ୍କ କଣ୍ଠ ସ୍ୱର ଏତେ ମଧୁର ଯେ, ଝିଅ ରେକର୍ଡିଂ କରିଥିବା ଉକ୍ତ ଭିଡିଓ ଖୁବ୍‌ ଭାଇରାଲ ହେଲା ।

Fake Doctor
କ୍ୱାକ୍‌ଙ୍କ କବ୍‌ଜାରେ ଉପାନ୍ତ ଅଞ୍ଚଳର ସ୍ୱାସ୍ଥ୍ୟ ସେବା ! କେମିତି ନକଲି ଡାକ୍ତର ଚିହ୍ନିବେ ରାଜ୍ୟ ସରକାର ?

କେବେ ସୁଦ୍ଧା ସରିବ ଚିହ୍ନଟ ପ୍ରକ୍ରିୟା ? ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ନେଇ HCଙ୍କ ନିର୍ଦ୍ଦେଶ ପରେ ପ୍ରଶ୍ନ ।

Magha Mela
ଖଣ୍ଡଗିରି ମାଘ ମେଳାରେ ଡମ୍ବରୁ ବାବା-ଷ୍ଟାଣ୍ଡିଂ ବାବା-ହରି ବାବା-ଡକ୍ଟର ବାବା

ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ । ତପୋଭୂମି ଖଣ୍ଡଗିରିରେ ପ୍ରସିଦ୍ଧ ମାଘ ମେଳା ଆରମ୍ଭ ।

BRS In Odisha Politics
ବିଦ୍ରୋହୀଙ୍କ ବସା ପାଲଟିବ କି BRS ? ଅସନ୍ତୁଷ୍ଟ ନେତାଙ୍କୁ ନିଜ ଶିବିରକୁ ନେଉଛନ୍ତି KCR

ବଢିଛି ୩ ପଲିଟିକାଲ୍ ପାର୍ଟିଙ୍କ ଟେନ୍‌ସନ୍‌, ଅକଳରେ ବିଜେଡି । ୨୦୨୪ରେ ରାଜନୈତିକ ସମୀକରଣ ବଦଳିବା ସମୀକ୍ଷକଙ୍କ ଅନୁମାନ ।

Himant Biswa Sarma
ଆସାମ ମୁଖ୍ୟମନ୍ତ୍ରୀଙ୍କ ଇଏ କି ବୟାନ ! ୫-୬ ମାସରେ ହଜାର ହଜାର ସ୍ୱାମୀ ଗିରଫ ହେବେ...

ବାଲ୍ୟ ବିବାହ ଓ ଅଳ୍ପ ବୟସରୁ ମାତୃତ୍ୱ ଲାଭ ପ୍ରଥା ରୋକିବାକୁ ଏଭଳି ପଦକ୍ଷେପ ନିଆଯାଉଥିବା କୁହାଯାଇଛି ।  

CAR Ride Cancel
ଅଚାନକ କ୍ୟାବ୍‌ ଡ୍ରାଇଭର କହିଲା ରାଇଡ୍‌ କ୍ୟାନ୍‌ସଲ କର ! କାରଣ ଜାଣିଲେ ଆପଣ ବି ହସିବେ...

ଅନେକ ଥର ଡ୍ରାଇଭର ରାଇଡ୍‌ ଆକ୍ସେପ୍ଟ କରିବା ପରେ ବି କ୍ୟାନ୍‌ସଲ କରିଥାନ୍ତି । କାରଣ ସେମାନଙ୍କୁ ସେହି ସବୁ ଅଞ୍ଚଳରୁ ପୁଣି ଥରେ ରାଇଡ୍‌ ମିଳିନଥାଏ ବା ଯାତ୍ରୀ ମିଳିନଥାନ୍ତି ।

Budget 2023
ଆଉ ୪ ଦିନ ପରେ ପୂର୍ଣ୍ଣାଙ୍ଗ ବଜେଟ୍ ! କାହାର କ’ଣ ରହିଛି ଆଶା, ଜାଣନ୍ତୁ...

ପାଠ ପଢୁଥିବା ପିଲା ଶିକ୍ଷା ଋଣରେ ସୁଧ ରିହାତି ଚାହୁଁଥିବା ବେଳେ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ସୀତାରମଣ ପଦକ୍ଷେପ ନେବେ ବୋଲି ଆଶା ବାନ୍ଧି ବସିଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ ।

Crime
ଆଶୀର୍ବାଦ ଏମିତି ମାରିଥିଲା ସାଙ୍ଗ ଆଶୁତୋଷକୁ, ସିନ୍‌ ରିକ୍ରିଏସନ୍‌ ବେଳେ ବଖାଣିଲା ଗୋଟି ଗୋଟି ସିନ୍‌

ପୋଲିସ ଏବେ ଆଶୀର୍ବାଦର ଅପରାଧିକ ଦିଗକୁ ଧରି ୫ବର୍ଷ ତଳର ଖିଅ ଖୋଜୁଛି ।

Pm Modi On Parikhya Pe Charcha
ଛାତ୍ରଛାତ୍ରୀଙ୍କୁ ସାହସ ଦେଲେ ମୋଦି, କହିଲେ ଡରନି କି ଭାଙ୍ଗିପଡ଼ନି; ସାମର୍ଥ୍ୟବାନ ହୁଅ...

ପସନ୍ଦ, ଅପସନ୍ଦ ବିଷୟକୁ ନେଇ ତାଲିକା ପ୍ରସ୍ତୁତ କର । ଯେଉଁଟା ଅପସନ୍ଦ ବିଷୟ, ତା ପ୍ରତି ବି ଯଥେଷ୍ଟ ଧ୍ୟାନ ଦିଅ ।

Crime
ଅବୋଧ ଶିଶୁଙ୍କୁ ଅକଥନୀୟ ଅତ୍ୟାଚାର ! ୨ ପିଲାଙ୍କୁ ପିଟି ପିଟି ଲହୁଲହାଣ କଲେ ବାପା-ମାଆ

ପରେ ପାଇଖାନାରେ ବନ୍ଦ କରି ପଳାଇଲେ ବାପା-ମାଆ । ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ଉଦ୍ଧାର କଲା ପୋଲିସ ।

U19 Women Cricket World Cup
୧୯ ବର୍ଷରୁ କମ୍‌ ମହିଳା କ୍ରିକେଟ୍ ବିଶ୍ୱକପ୍‌ ଫାଇନାଲରେ ଭାରତ...

ଫାଇନାଲରେ ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କୁ ଭେଟିବ ।

Social Media
କାଳ ହେଲା ସାପ ସହ ସେଲ୍‌ଫି...ଗୋଟିଏ ଚୋଟରେ ଚାଲିଗଲା ସେଲ୍‌ଫି ମ୍ୟାନ୍‌ଙ୍କ ଜୀବନ

କଣ୍ଡୁକୁର ସହରରେ ଏକ ଫଳରସ ଦୋକାନ କରି ମଣିକଣ୍ଠ ନାମକ ଯୁବକ ପରିବାର ଚଳାନ୍ତି । ତେବେ ତାଙ୍କର ନିଶା ହେଉଛି ସେଲ୍‌ଫି। ଏଥିପାଇଁ ତାଙ୍କୁ କେହି କେହି ସେଲ୍‌ଫି ମ୍ୟାନ୍ ବୋଲି ଡାକନ୍ତି।

Padma Awards
କଳା-ସଂସ୍କୃତି-ସାହିତ୍ୟ-କୃଷି କ୍ଷେତ୍ର ଲାଗି, ୪ ଓଡ଼ିଆଙ୍କୁ ପଦ୍ମ ପୁରସ୍କାର; ଜାଣନ୍ତୁ କିଏ..?

ପ୍ରାୟ ୫୦୦ରୁ ଅଧିକ ଗୀତ ପାଇଁ କଣ୍ଠ ଦାନ କରିଥିବା କ୍ରୀଷ୍ଣାଙ୍କୁ ୬୫ ବର୍ଷ ବୟସରେ ଏ ସମ୍ମାନଜନକ ପୁରସ୍କାର ମିଳିବାକୁ ଯାଉଛି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।