ଭାରତକୁ ଆଣିବାକୁ ହେଲେ ଲାଇସେନ୍ସ କିମ୍ବା ସରକାରୀ ଅନୁମତି ବାଧ୍ୟତାମୂଳକ ହେବ ।
ଏମିତିକି ଏବେ ବି ସନ୍ଦେହ କରାଯାଉଛି ଯେ, ସୀମା କୌଣସି ସାଧାରଣ ମହିଳା ନୁହେଁ ବରଂ ସେ ଜଣେ ପାକିସ୍ତାନୀ ଗୁପ୍ତଚର । ଏନେଇ ତଦନ୍ତ ମଧ୍ୟ ଚାଲିଛି ।
ଯେତେବେଳେ ସ୍ୱିଜରଲ୍ୟାଣ୍ଡର ଜେର୍ମେଟର ଦକ୍ଷିଣରେ ଥିବା ଥିଓଡୁଲ ଗ୍ଲାସିଅର ସାମାନ୍ୟ ତରଳିଲା, ସେତେବେଳେ ଏହି ପର୍ବତାରୋହୀଙ୍କ ମୃତଦେହର ଅଂଶ ବିଶେଷ ସାମ୍ନାକୁ ଆସିଥିଲା ।
ଜଣେ ମହିଳା ଲିଫ୍ଟରେ ଯାଉଥିବା ବେଳେ ହଠାତ୍ ଲିଫ୍ଟ ଖରାପ ହୋଇଥିଲା । ସେ ପାଖାପାଖି ତିନିଦିନ ପର୍ଯ୍ୟନ୍ତ ସେହି ଲିଫ୍ଟରେ ଫସିରହିଥିଲେ । କାରଣ ଲିଫ୍ଟ ଆଉ ଖୋଲିନଥିଲା ।
ସ୍ୱାଭାବିକ ମୃତ୍ୟୁ ପାଇଁ ୨ ଲକ୍ଷ ସହାୟତା ଘୋଷଣା । ନିର୍ବାଚନୀ ସ୍କିମ୍ କହି ତାଚ୍ଛଲ୍ୟ କଲେ ବିରୋଧୀ ।
ବିଜେଡିକୁ ଟାର୍ଗେଟ କଲେ କଂଗ୍ରେସ୍, ଆପ୍, ଶିବସେନା । ବିଜେଡିର କଣ ବାଧ୍ୟବାଧକତା ଅଛି ଉଠିଛି ପ୍ରଶ୍ନ ।
ନକଲି ୱେବସାଇଟ୍ ଖୋଲି ପର୍ଯ୍ୟଟକଙ୍କୁ ଲଗାଉଛନ୍ତି ଚୂନ । ପୁରୀ ଓ ଭୁବନେଶ୍ବରରେ ଠକେଇକୁ ନେଇ ବଢ଼ିଲା ଚିନ୍ତା
ଦିଲ୍ଲୀରେ ସବୁ ବଡ଼ ବଡ଼ିଆ ଅଫିସର- ନେତା- ମନ୍ତ୍ରୀ ରହୁଥିଲେ ବି ତାଙ୍କ ନାକ ତଳେ ଏତେ ପରିମାଣର ନକଲି ବିଶ୍ୱବିଦ୍ୟାଳୟ କିଭଳି ଖୋଲାଯାଇଛି, ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ।
ମହିଳାଙ୍କ ଅଭିଯୋଗ ପାଇବା ପରେ ପୋଲିସ ସ୍ୱାମୀ ନାଁରେ ମାମଲା ରୁଜୁ କରିବା ସହ ଶ୍ୱଶୁର ଘରର ୬ ଜଣଙ୍କ ନାଁରେ ବି ମାମଲା ରୁଜୁ କରିଛି । ତଦନ୍ତ ପରେ ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।
ପ୍ରାଣ ହରାଇଥିବା ଚିତାର ନାଁ ଧରିତ୍ରୀ। ସେ ୨୦୨୦ ଏପ୍ରିଲ ମାସରେ ନାମିବିୟା ଅଭ୍ୟାୟରଣରେ ଜନ୍ମ ହୋଇଥିଲା। ସାଢ଼େ ୩ ବର୍ଷ ବୟସ ହୋଇଥିବା ବେଳେ ସେ ଭାରତ ଆସିଥିଲା।
ବର୍ତ୍ତମାନ ବୁଲାବିକାଳୀ, ଛୋଟ ଦୋକାନୀ, ଘରୋଇ ସହାୟକ, ରିକ୍ସାବାଲା, ଅଟୋ ଡ୍ରାଇଭର, ମୋଚି, କୃଷି ଶ୍ରମିକ, ଜଙ୍ଗଲ ଶ୍ରମିକ, ସମ୍ବାଦପତ୍ର ହକର ଏବଂ ସଫେଇ କର୍ମଚାରୀଙ୍କ ପରି ୧୦ଟି ବର୍ଗର ଲୋକ ବୋର୍ଡର କଲ୍ୟାଣ ଯୋଜନାରେ ସୁବିଧା ପାଉଛନ୍ତି । ଏବେ ଆଉ ୫୦ ବର୍ଗର ଅଣସଂଗଠିତ କର୍ମଚାରୀଙ୍କୁ...
ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।
ସନ୍ଧ୍ୟା ସୁଦ୍ଧା ଆଖୁଆପଦାରେ ବନ୍ୟାଜଳ ବିପଦ ସଙ୍କେତ ଟପିବ। ତେଣୁ ବୈତରଣୀ ନଦୀକୁ ଛାଡ଼ିଦେଲେ ଅନ୍ୟ ନଦୀରେ ବନ୍ୟା ସ୍ଥିତି ନାହିଁ।
ଆଗାମୀ ଦୁଇ ଦିନ ଅଧିକରୁ ଅଧିକ ବର୍ଷା ଆଶଙ୍କା ଥିବାରୁ କେନ୍ଦୁଝର ଓ ସମ୍ୱଲପୁରରେ ଓଡ୍ରାଫ ଟିମ୍ ସହ ଭଦ୍ରକ ଓ ଯାଜପୁରରେ NDRF ଟିମ ମୁତୟନ ରହିବେ।
ପ୍ରବଳ ବର୍ଷା ଯୋଗୁଁ ଅନୁଗୁଳ ସହରର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ସହରର ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ସହରର ବ୍ରାହ୍ମଣଦେଇପଡ଼ା ସହ ଏକାଧିକ ୱାର୍ଡରେ ପଶିଛି ପାଣି ।
ଚଳିତ ସପ୍ତାହରେ ଶେଷ ପର୍ଯ୍ୟାୟ DNA ରିପୋର୍ଟ ଆସିବା ପରେ ସରକାର ନିଷ୍ପତ୍ତି ନେବା ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସୂଚନା ।
ଅଭାବୀ ପରିବାରରୁ ଆସି ପ୍ରଶାସନିକ ପଦବୀରେ ବସିବାକୁ ଯାଉଥିବା କୃତିତ୍ୱଧାରୀଙ୍କୁ ନେଇ ରିପୋର୍ଟ ।
ବର୍ଷାରେ ଭିଜି ଭୁବନେଶ୍ୱର ଲୋୟର ପିଏମଜି ଓ OSSC ଅଫିସରେ ପରୀକ୍ଷାର୍ଥୀଙ୍କ ପ୍ରତିବାଦ, ଭେଟିବାକୁ ନଆସି ଭିଡିଓ କଲରେ ଅଭିଯୋଗ ଶୁଣିଲେ OSSC ଅଧ୍ୟକ୍ଷ ।
ଏଣେ ଅସ୍ପଷ୍ଟ ତାଲିକା ଓ ସୁନା-ରୁପା ପରିମାଣକୁ ନେଇ ଭକ୍ତ-ସେବାୟତ ଓ ବୁଦ୍ଧିଜୀବୀଙ୍କ ଅସନ୍ତୋଷ ।