Rain fury
ଆମକୁ ଡଙ୍ଗା ଦରକାର । ନର୍ଦ୍ଦମା ଓ ଡ୍ରେନ୍ ପାଣି ସହ ଯେମିତି ରହିବାର ଅଭ୍ୟସ୍ତ ହୋଇଗଲେଣି କଟକିଆ । ପ୍ରତ୍ୟେକ ବର୍ଷ ବିଭିନ୍ନ ସ୍ଥାନରେ ପଶୁଛି ପାଣି...ଟିକିଏ ବର୍ଷା ହେଲେ ସ୍ଥିତି ପୂରା ବେହାଲ । ସିଏମସି ମାନିଲା ସମସ୍ୟା...ଲୋକେ କହିଲେଣି ଡଙ୍ଗା ବ୍ୟବସ୍ଥା କରୁ ପ୍ରଶାସନ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)