ଭାରତୀୟ ସିନେମାର ସବୁଠୁ ବଡ଼ ଆକ୍ସନ୍ ଫିଲ୍ମ ଭାବେ ୨୦୦୧ରେ ରିଲିଜ୍ ହୋଇଥିବା ଗଦରକୁ ପୁଣି ଥରେ ଦେଖିବାକୁ ସିନେମା ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ।
ଦେଶର ବିଭିନ୍ନ କୋଣ ଅନୁକୋଣରେ ଆଜିଠୁ ଅନେକ କାର୍ଯ୍ୟକ୍ରମ ହେବ । ଦେଶର ଲକ୍ଷେ ୬୦ ହଜାରରୁ ଅଧିକ ପୋଷ୍ଟ ଅଫିସରେ ୨୫ ଟଙ୍କାରେ ମିଳିବ ତ୍ରିରଙ୍ଗା ।
ପୋଲିସ ସ୍କାନରରେ ସଂପର୍କୀୟ ମାମୁ ସହିତ ଏକାଧିକ ପୁରୁଷ ବନ୍ଧୁ । ଡିସିପିଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ମହିଳା କମିଶନ ।
ବିଧାନସଭାରେ ତଥ୍ୟ ଓ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ତଥ୍ୟ ଭିନ୍ନ । ୪୦ କେଜି ରୁପା କମ୍ ଦର୍ଶାଇଛନ୍ତି ରାଜ୍ୟ ସରକାର ।
ମୋଦି ସରକାରକୁ ଖୋଲା ସମର୍ଥନ ପରେ ଅଡୁଆରେ ବିଜେଡି । ବିଜେପି-ବିଜେଡିର ସମୁଦ୍ର-ନଦୀ ଉପାଖ୍ୟାନକୁ ନେଇ ବୟାନବାଜି ।
ଭାରତମାତାଙ୍କୁ ନେଇ ଯାହା କୁହାଗଲା, ମର୍ମାହତ କରିଛିା ବିରୋଧୀଙ୍କ କଣ ହୋଇଛି? କ୍ଷମତାରୁ ଗଲେ କଣ ଏମିତି ହୁଅନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
ବିତର୍କରେ ଭାଗ ନେଇ କେନ୍ଦ୍ର ସରକାର ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧା ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧି।
ବାଚନିକ ଭୋଟ ପୂର୍ବରୁ କକ୍ଷତ୍ୟାଗ କରିସାରିଥିଲେ ବିରୋଧୀ ।
ପ୍ରିଭିଲେଜ୍ କମିଟି ରିପୋର୍ଟ ଦେବା ପର୍ଯ୍ୟନ୍ତ ସସ୍ପେଣ୍ଡ ରହିବେ ଅଧିର । ତାଙ୍କ ଆଚରଣ ନେଇ ଆପତ୍ତି ଉଠାଇଥିଲେ ଖୋଦ୍ ବାଚସ୍ପତି ।
ମୋଦି କହିଲେ, ବିପକ୍ଷ ଦଳ ଫିଲ୍ଡିଂ ସଜାଇଲା, କିନ୍ତୁ ଛକା ଚୌକା ଏଇଠୁ ଲାଗିଲା । ଆପଣ ନୋ ବଲ୍ ନୋ ବଲ୍ ହେଉଥାନ୍ତୁ, କିନ୍ତୁ ଏଠୁ ସେଞ୍ଚୁରୀ ହେଇଚାଲିଛି ।
ଯଦି ମଜାକ୍ ଥିଲା ତେବେ ପୋଲିସ କାହିଁକି ଗିରଫ କଲା ? ଆଉ ଯଦି ସାଙ୍ଗ ସହ ମଜାକ୍ କରିବାର ଥିଲା ତେବେ ସେ କ’ଣ ସତ ସତିକା ବିସ୍ଫୋରକ ଖଞ୍ଜିଥିଲା କି, ଯେଉଁଥିପାଇଁ ତାଙ୍କୁ ପୋଲିସ ଗିରଫ କଲା ?
ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ଶ୍ରୀଜଗନ୍ନାଥ ସେନା । ଆଗାମୀ ଦିନରେ ଓଡ଼ିଶା ବନ୍ଦ ଡାକରା ଚେତାବନୀ ।
ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ସାପଟି ଆସିଲା କେଉଁଠୁ ଁ? ଆକାଶରୁ ଖସିଲା କେମିତି ?
୪ ମାସ ଅନ୍ତରରେ ସଂସଦକୁ ଫେରିଛନ୍ତି । ଆଉ ଫେରୁ ଫେରୁ ଫ୍ଲାଇଂ କିସ୍ ଦେବା ଭଳି ନୂଆ ବିବାଦରେ ଛନ୍ଦି ହୋଇଯାଇଛନ୍ତି।
ଅଭଦ୍ରୋଚିତ ଆଚରଣ ବିରୋଧରେ ହେଉ କଡ଼ା ଆକ୍ସନ କହିଲା ବିଜେପି । ବାଚସ୍ପତିଙ୍କୁ ଫେରାଦ ହେଲେ ଏନଡିଏ ମହିଳା ସାଂସଦ ।
ଓଡ଼ିଶା ରାଜନୈତିକ ମୈଦାନରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ କହୁଥିବା ବିଜେପି-ବିଜେଡି ଭିତରେ ଏବେ ଚାଲିଛି ପ୍ରଶଂସାର ପର୍ବ।
ଏଭଳି ନିୟମ କଥା ଶୁଣି ଆପଣ ଚମକି ପଡ଼ିଥିବେ । ଆଉ ଭାବୁଥିବେ ଯେଉଁଠି ସାରା ରାଜ୍ୟର ନେତା ଏକାଠି ହେବେ ସେଠି ହଙ୍ଗାମା କେମିତି ବା ନହେବ । ହୋହଲ୍ଲା କେମିତି ବା ନହେବ । ଆଜ୍ଞା ହଁ । ଆଶ୍ଚର୍ଯ୍ୟ ଲାଗିଲେ ବି ଆମ କଥା...
ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି ।
ମୋଦି ଭ୍ରଷ୍ଟାଚାର, ପରିବାରବାଦ ଓ ତୁଷ୍ଟୀକରଣକୁ ହଟାଇଛନ୍ତି । ସେଥିପାଇଁ ବିରୋଧୀ ଅସମ୍ଭାଳ ହେଉଛନ୍ତି ବୋଲି ନିଜ ଭାଷଣରେ କହିଛନ୍ତି ଶାହ ।
ଆଲିଗଞ୍ଜରେ ଥିବା ସବ-ଡିଭିଜନାଲ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ କରିଥିବା ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ମୋହସିନା ପେନ୍ସନ୍ ଆବେଦନପତ୍ରରେ ଚତୁରତାର ସହ ତାଙ୍କ ମା’ଙ୍କ ନାମ ଏବଂ ନିଜର ଫଟୋଗ୍ରାଫ୍ ବ୍ୟବହାର କରି ଟଙ୍କା ହଡ଼ପ୍ କରିଛନ୍ତି।