ରୋଡ୍ କନେକ୍ଟିଭିଟିରେ ନମ୍ବର ୱାନ୍ ହେବ ଓଡ଼ିଶା । ପ୍ରଶସ୍ତ ହେବ ଭୁବନେଶ୍ୱର-ପୁରୀ, ମେରାଇନ୍ ଡ୍ରାଇଭ୍ ଓ ପୁରୀ-ସାତପଡ଼ା ରୋଡ୍ । ଖୁବଶୀଘ୍ର ଆରମ୍ଭ ହେବ ଉପକୂଳ ରାଜପଥ କାମ ।
ସୁନା ଦରରେ ସର୍ବକାଳୀନ ରେକର୍ଡ। ବିବାହ ଋତୁରେ ପଡିଛି ସୁନା ଚଡ଼କ। ଆଜି ଗୋଟିଏ ଦିନରେ ୨୪ କ୍ୟାରେଟ୍ ଅର୍ଥାତ୍ ଖାଣ୍ଟି ସୁନା ୯୯୦ ଟଙ୍କା ବଢିଛି।
ରୋଡ୍ କନେକ୍ଟିଭିଟିରେ ନମ୍ବର ୱାନ୍ ହେବ ଓଡ଼ିଶା । ପ୍ରଶସ୍ତ ହେବ ଭୁବନେଶ୍ୱର-ପୁରୀ, ମେରାଇନ୍ ଡ୍ରାଇଭ୍ ଓ ପୁରୀ-ସାତପଡ଼ା ରୋଡ୍ । ଖୁବଶୀଘ୍ର ଆରମ୍ଭ ହେବ ଉପକୂଳ ରାଜପଥ କାମ ।
ତେଜୁଛି ବିଜେଡି ବିବାଦ । ଛିଡୁଛି ସଂଗଠନ । ଘୋଷଣା ହେଲା ୧୮ ଜିଲ୍ଲା ସଭାପତିଙ୍କ ନାଁ, ବାକି ରହିଲା ଆହୁରି ୧୫ । ସେହି ୧୫ ସାଙ୍ଗଠନିକ ଜିଲ୍ଲାରେ ଟକରାଟକରି ସ୍ଥିତି ।
ନିଶାରେ ବୁଡ଼ିଛି ରାଜଧାନୀ। ଭୁବନେଶ୍ବରର ଗଳିକନ୍ଦି ଓ ଚା' ଖଟିରେ ଚାଲିଛି ନିଶାସେବନ । ଖୋଲା ଖୋଲି ଉଡୁଛି ଗଞ୍ଜେଇ ଧୂଆଁ। ଧଳାଜହର ଖାଇ ପାଲଟି ଯାଉଛନ୍ତି ନିଶାଡି।
ମହାରାଷ୍ଟ୍ରର ନାସିକରୁ ମୁମ୍ବାଇ ଯାଉଥିବା ଏଇ ଟ୍ରେନରେ ଏସି ବଗିରେ ଲାଗିଛି ଏଟିଏମ। ପରୀକ୍ଷାମୂଳକ ଭାବେ ଏହାର ଉପଯୋଗ କରାଯାଇଛି।
ଯାତ୍ରାର କଳା ବାଦଲ ଭିତରେ ମରିଯାଛି ମା’ର ମମତା। ସବୁଦିନ ପାଇଁ ସୋନାଲି ଭୁଲି ଯାଇଛନ୍ତି ସ୍ଵାମୀ ସ୍ତ୍ରୀର ସମ୍ପର୍କ। କେବଳ ସେତିକି ନୁହେଁ ଜନ୍ମକଲା ପୁଅକୁ ବି ପଚାରୁନି ମା’।
ବଲାଙ୍ଗିର ଏସ୍.ପିଙ୍କ କାର୍ଯ୍ୟାଳୟରେ ବିଜେଡି ନେତା। ସହରର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଏସ୍.ପିଙ୍କ ସହ ଆଲୋଚନା। ବିରୋଧୀ ନେତାଙ୍କୁ ସିଧା ଆରୋପ ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୱକଫ ସଂଶୋଧନ ବିଲକୁ ନିଜ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି ସ୍ପଷ୍ଟ ଘୋଷଣା କରିଛନ୍ତି । ଏହା ପରେ ୱାକଫ୍ ବିଲକୁ ନେଇ ଜଳୁଛି ପଶ୍ଚିମବଙ୍ଗ ।
ଧୁମ୍ଧାମ୍ରେ ବରଯାତ୍ରୀଙ୍କ ହେଲା ସ୍ୱାଗତ। ହେଲେ ବେଦିକୁ ଯିବା ପୂର୍ବରୁ ହେଲା ହାଇଡ୍ରାମ୍। ହଠାତ୍ କାର୍ ଡିମାଣ୍ଡ କଲେ ବର ବାପା। ବାଶ୍ ଏତିକି ଶୁଣିବା ପରେ ଆରମ୍ଭ ହୋଇଗଲା ମହାଭାରତ।
ମୁଁ ମୋ ପାଇଁ କହି ନ ଥିଲି, ସବୁ ହାସ୍ୟାଭିନେତାଙ୍କ ପାଇଁ କହିଥିଲି । ଯଦି ଆମକୁ ଗୌଣ କରାଯିବ, ଆମେ ବଞ୍ଚିବୁ କିପରି କହିଥିଲି। ସାର୍ମାନଙ୍କୁ ଆକ୍ଷେପ କରିବା ପାଇଁ କହି ନ ଥିଲି ବୋଲି ଦୟା କହିଛନ୍ତି ।
ଏକକାଳୀନ ୯ଟି ସ୍ଥାନରେ ଅଧିକାରୀମାନେ ଚଢ଼ାଉ କରୁଥିବାବେଳେ ଏବେ ସୁଦ୍ଧା ବାହାରିଛି ବଣ୍ଡଲ ବଣ୍ଡଲ ୫ଶହ ଟଙ୍କିଆ ନୋଟ୍ ଏବଂ ପୁଳାପୁଳା ସୁନା ।
ବାପି ପଣ୍ଡା କହିଛନ୍ତି, ନରି ପଣ୍ଡାଙ୍କୁ ନିର୍ଯାତନା ବେଳର ସିସିଟିଭି ମିଳୁନି ବୋଲି ଆଇଓ କହୁଛନ୍ତି।ତାଙ୍କୁ ଗୋଇଠା ମାରିବା,ଜବରଦସ୍ତ ଦସ୍ତଖତ କରାଇବା କଥା ଉଠାଇଲେ ବାପି।
କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ନେଇ ଶଙ୍ଖ ଭବନରେ ଚାଲିଥିଲା ବୈଠକ। ସଭାପତି ନାଁକୁ ନେଇ କିଛି ବିଧାୟକ ରଖିଥିଲେ ପ୍ରସ୍ତାବ । ଯାହାକୁ ନେଇ ଶଙ୍ଖ ଭବନରେ ଉଚ୍ଚ ବାଚ ହୋଇଥିବା ସୂଚନା ମିଳିଛି ।
ରାଜଧାନୀରେ ବ୍ୟାପୁଛି ଝାଡାବାନ୍ତି। ଜଣେ କି ଦୁଇ ଜଣ ନୁହେଁ ଆକ୍ରାନ୍ତ ହେଲେଣି ୧୫୦ରୁ ଅଧିକ ଲୋକ।
ଦୀର୍ଘ ତିନି ଦିନର ସଂଘର୍ଷର ଅନ୍ତ ଘଟିଛି । ନିଜ ରଙ୍କୁଣୀ ଧନକୁ ଫେରି ପାଇଛି ଜଣେ ଦୃଷ୍ଟିବାଧିତ ମାଆ।
ଯାତ୍ରାରେ ଚାଲିଥିବା ବିବାଦ ମଧ୍ୟରେ ପୁଣି ଚର୍ଚ୍ଚାରେ ନରି ପଣ୍ଡାଙ୍କ ବୟକଟକୁ ନେଇ ଦେଇଥିବା ବିବୃତ୍ତି ବାବଦରେ ପ୍ରତିକ୍ରିୟା ରଖି ଏପରି କିଛି କହିଛନ୍ତି ଜଲିଉଡର ଜଣାଶୁଣା ଅଭିନେତ୍ରୀ ନମିତା ଭୂୟାଁ।
ଯାତ୍ରା ଜଗତରେ ଉଠିଥିବା ଝଡ଼ ଭିତରେ ନିର୍ଧୁମ ବର୍ଷିଲେ । କଳାକାରଙ୍କୁ ବେଇମାନ କରୁଛି କିଏ...ଅସନ୍ତୋଷ ଛାଡ଼ିଲେ ସୋସିଆଲ୍ ମିଡ଼ିଆରେ...ଅନ୍ୟ କଳାକାରଙ୍କ ଯେଭଳି ବୟକଟ୍ କରାଯାଉଛି, ତାଙ୍କୁ ବି ବୟକଟ କରାଯାଉ ବୋଲି ଦେଲେ ଖୋଲା ଆହ୍ବାନ ।
ହନୁମାନଙ୍କ ଆଗରେ ସୈନ୍ୟ ସାମନ୍ତ ଯୁଦ୍ଧ ଅଭ୍ୟାସ କରୁଥିବାରୁ ଏତେ ମନ୍ଦିର ନିର୍ମାଣ ହୋଇଛି।
ପାଟଣାଗଡ଼ ବ୍ରହ୍ମପୁରା ବ୍ଲକ ଛକରେ ହୁତୁ ହୁତୁ ଜଳୁଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି। ସେହି ବାଟ ଦେଇ ଲୋକେ ଯାଉଛନ୍ତି, ଆସୁଛନ୍ତି। ଭିଡିଓ ବି କରୁଛନ୍ତି ।