୧୮୨ତମ ବାଟାଲିୟନର କନଷ୍ଟେବଳ ପିକେ ସିଂହଙ୍କୁ ବୁଧବାର (୨୩ ଏପ୍ରିଲ୍, ୨୦୨୫) ଭୁଲରେ ଫିରୋଜପୁର ସୀମା ପାର୍ ବେଳେ ପାକିସ୍ତାନ ରେଞ୍ଜର୍ସ ହେପାଜତକୁ ନେଇଥିଲେ ।
୨ ଜଣ ଆତଙ୍କବାଦୀ ଆସି କିଏ ହିନ୍ଦୁ, କିଏ ମୁସଲମାନ ବୋଲି ପଚାରିଥିଲେ । ଏହାପରେ ୩ ଥର କଲାମ ବୋଲିବାକୁ କହିଥିଲେ । ଆଉ ଯିଏ କଲାମ ବୋଲିପାରିନଥିଲେ ସେମାନଙ୍କୁ ଆତଙ୍କବାଦୀମାନେ ଫାୟାରିଂ କରିଥିଲେ ।
ପିଓକେର ବିଭିନ୍ନ କ୍ୟାଂପରେ ୧୫୦ରୁ ୨୦୦ ତାଲିମ ପ୍ରାପ୍ତ ଆତଙ୍କବାଦୀ କାଶ୍ମୀରରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ଥିବା ମଧ୍ୟ ଗୁଇନ୍ଦା ସୂଚନା ମିଳିଛି ।
ପାକିସ୍ତାନ ଆରବ ସାଗର ଅଞ୍ଚଳରେ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ନିଷ୍ପତ୍ତି ନେଇଛି । ଏହି କ୍ଷେପଣାସ୍ତ୍ର ଏକ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପକାରୀ କ୍ଷେପଣାସ୍ତ୍ର ହେବ । ଏହି ପରୀକ୍ଷଣ ୨୪-୨୫ ଏପ୍ରିଲରେ କରାଚୀ ଉପକୂଳରେ କରାଯିବ ।
ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ବାସଭବନରେ ବସିଥିବା ସୁରକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଚୁକ୍ତି ବାତିଲ ପରେ ଆଗାମୀ ଦିନରେ ପାଣି ପାଇଁ ଡହଳ ବିକଳ ପାକିସ୍ତାନ ହେବ।
ଏହି ମାମଲାର ଗମ୍ଭୀରତା ଦେଖି, ଦିଲ୍ଲୀ ପୋଲିସ ତୁରନ୍ତ ସକ୍ରିୟ ହୋଇଯାଇଛି । ପ୍ରାରମ୍ଭିକ ତଦନ୍ତ ଅନୁସାରେ ଏହି ଧମକ ISIS କାଶ୍ମୀର ଦେଇଛି ବୋଲି ପୋଲିସ୍ ଜାଣିବାକୁ ପାଇଛି ।
ପାକିସ୍ତାନର ସରକାରୀ ରେଡିଓ ଚ୍ୟାନେଲ 'ରେଡିଓ ପାକିସ୍ତାନ'ର ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏନଏସସି ବୈଠକରେ ଭାରତର ନେଇଥିବା ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା କରାଯିବ।
ପାକିସ୍ତାନ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ ପରେ କସୁରୀ ଏକ ଭିଡିଓ ଜାରି କରିଛି । ଏଥିରେ ସେ ଆକ୍ରମଣକୁ ନିନ୍ଦା କରିଛି ଏବଂ କହିଛି ଯେ ସେ ଏଥିପାଇଁ ଦାୟୀ ନୁହେଁ ।
ଏହି ମାମଲାର ଗମ୍ଭୀରତା ଦେଖି, ଦିଲ୍ଲୀ ପୋଲିସ ତୁରନ୍ତ ସକ୍ରିୟ ହୋଇଯାଇଛି । ପ୍ରାରମ୍ଭିକ ତଦନ୍ତ ଅନୁସାରେ ଏହି ଧମକ ISIS କାଶ୍ମୀର ଦେଇଛି ବୋଲି ପୋଲିସ୍ ଜାଣିବାକୁ ପାଇଛି ।
ଭାରତ ସରକାରଙ୍କ ଏହି ଅନୁରୋଧ ଉପରେ ‘X’ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଭାରତରେ ସେହି ଆକାଉଣ୍ଟକୁ ବନ୍ଦ କରିଦେଇଛି । ଏହାର ସରଳ ଅର୍ଥ ହେଉଛି ଯେ ପାକିସ୍ତାନ ସରକାରଙ୍କ ‘X’ ଆକାଉଣ୍ଟ ଆଉ ଭାରତରେ ଦେଖାଯିବ ନାହିଁ ।
ନିରୀହଙ୍କ ସହ ଖେଳିଛ ରକ୍ତର ହୋଲି । ଯାହା ବରଦାସ୍ତ ବାହାରେ, ବହୁତ ହୋଇଗଲା । ଏବେ ଭାରତ ଚାହୁଁଛି ବଡ଼ ବଦଲା । ଯାହାର ଆଭାସ ବି ମିଳିଲାଣି, ଗତକାଲି ସନ୍ଧ୍ୟାଠୁ ଆଜି ଦିନ ତମାମର ୪ଟି ବଡ଼ ଘଟଣାକ୍ରମରୁ ।
ଆଇଆଇଏମସି ଏକ ଅନୁଷ୍ଠାନ ନୁହେଁ ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଭାବାତ୍ମକ ସଂଯୋଗ ଯୋଡ଼ିବା ସହ ସେମାନଙ୍କ ଜୀବନର ଏକ ମୁଖ୍ୟ ଦିଗଦର୍ଶକ ।
ଗତକାଲି ପରଠୁ ଏହି ଫୋନ୍ କଲ୍ ଦୋହଲାଇ ଦେଉଛି, ଛାତି ଫଟାଇ ଦେଉଛି ପରିବାରକୁ, ଆତ୍ମୀୟ ସ୍ବଜନଙ୍କୁ । କିଏ ଜାଣିଥିଲା ଏଭଳି ରିଲ୍ସ କରୁ କରୁ ଏବଂ ଖୁସି ମଉଜ ଭିତରେ ଆତଙ୍କୀଙ୍କ ଗୁଳିରେ ଟଳିପଡ଼ିବେ ବାଲେଶ୍ବର ଇସାଣୀ ଗାଁର ପ୍ରଶାନ୍ତ ଶତପଥୀ ।
ସାର୍କ ଭିସାରେ ଥିବା ପାକିସ୍ତାନ ନାଗରିକ ୪୮ ଘଣ୍ଟାରେ ଭାରତ ଛାଡ଼ିବେ । ୧୯୬୦ରେ ପାକିସ୍ତାନ ସହ ହୋଇଥିବା ସିନ୍ଧୁ ନଦୀ ଚୁକ୍ତି ମଧ୍ୟ ଭାରତ ବାତିଲ କରିଛି ।
ଆତଙ୍କବାଦର ଧର୍ମ ନାହିଁ ସିନା...ଏଠି କିନ୍ତୁ ଧର୍ମ ପଚାରିଲା ଆତଙ୍କୀ...ତୁମେ ହିନ୍ଦୁ ନା ମୁସଲିମ୍ ? ଗୁଳିର ଠିକଣା ପଚାରି ବନ୍ଧୁକ ଗର୍ଜିଲା । ମଥାର ସିନ୍ଦୁର ତଳେ ଲୋଟିଥିଲା । ଛାତିରୁ ଲହୁ, ଆଖିରୁ ଲୁହ ଝରୁଥିଲା ।
ଅବକାରୀ ବିଭାଗ ନିୟମ ୨୦୧୭ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଅନୁସୂଚିତ ଜାତି ଜନଜାତିର କ୍ୟାଡର ପୁନଃଗଠନ କରାଯାଇ ୨୪ ପଦବୀ ସୃଷ୍ଟି କରାଯିବ ।
ପହଲଗାମ୍ରେ ହମ୍ଲା ପରେ ଏବେ ରାଗିଯାଇଛନ୍ତି ଦେଶବାସୀ । ଏହି ଆତଙ୍କୀ ହମଲା ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଧର୍ମ ପଚାରି ହତ୍ୟା କରିବା ଘଟଣାକୁ ସବୁଠି କଡ଼ା ନିନ୍ଦା କରାଯାଉଛି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆହୁରି କହିଛନ୍ତି, ‘ପହଲଗାମରେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଏକ କାପୁରୁଷୋଚିତ କାର୍ଯ୍ୟ କରିଛନ୍ତି, ଯେଉଁଥିରେ ଅନେକ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଛି । ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୁଁ ସମବେଦନା ପ୍ରକାଶ କରୁଛି ।
ପୁରୁଷ ପର୍ଯ୍ୟଟକଙ୍କୁ ଖୋଜି ଖୋଜି ଗୁଳି କରିଛନ୍ତି ଆତଙ୍କୀ। ଯେଉଁଠି ଦମ୍ପତି ଦେଖିଲେ ସେଠି ଗୁଳିମାଡ଼ କଲେ। ମହିଳାଙ୍କୁ ଛାଡି କେବଳ ପୁରୁଷଙ୍କୁ କରିଥିଲେ ଟାର୍ଗେଟ।
ଘଟଣାଦିନ ଭାଇ ପ୍ରଶାନ୍ତଙ୍କ ସହ ଅଧଘଣ୍ଟା ଧରି କଥା ହୋଇଥିଲେ। ହେଲେ ତା ପରର ଘଟଣା ଶୁଣି ପୁରା ହତବାକ ହୋଇପଡିଛନ୍ତି ସୁଶାନ୍ତ।