• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ � ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

ତୁଷାରକାନ୍ତିଙ୍କୁ କୋଟିଏ ୪୦ ଲକ୍ଷ ଚୂନ
Cyber Fraud: ସାଇବର ଲୁଟେରାଙ୍କ ଜାଲରେ ଫସିଗଲେ ପୂର୍ବତନ IT ମନ୍ତ୍ରୀ, ଆକାଉଣ୍ଟରୁ ପୋଛି ନେଲେ କୋଟିଏ ୪୦ ଲକ୍ଷ

ପୂର୍ବତନ ଆଇଟି ମନ୍ତ୍ରୀ ହୋଇ ବି ନିଜେ ଫସିଗଲେ ସାଇବର ଲୁଟେରାଙ୍କ ଜାଲରେ । ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ପୁରା କୋଟିଏ ୪୦ ଲକ୍ଷ ଟଙ୍କା ଗୋଲ ।

ପର୍ଯ୍ୟଟକ ସାଜିଛନ୍ତି ନୀଳଜହର ବାହକ
Ganja Seized: ପର୍ଯ୍ୟଟକ ସାଜିଛନ୍ତି ନୀଳଜହର ବାହକ, ଟୁରିଷ୍ଟ ହୋଇ ଆସୁଛନ୍ତି...ଗଂଜେଇ ଧରି ଫେରୁଛନ୍ତି

ସବୁଜିମାର ସମ୍ଭାର ଭିତରୁ ନୀଳ ଜହରର ଚୋରାଚାଲାଣ । ସୌନ୍ଦର୍ଯ୍ୟର ଗନ୍ତାଘର ସାଜିଛି ଗଂଜେଇ ବେପାରର ନୂଆ ଠିକଣା । ଆଉ ପରିବା ବୋଝେଇ ଟ୍ରକ ନୁହେଁ କି କୌଣସି ଆମ୍ବୁଲାନ୍ସ । ଏବେ ପର୍ଯ୍ୟଟକ ସାଜିଛନ୍ତି ଗଂଜେଇ ବାହକ।

CSK ପାଇଁ ବୋଝ ଧୋନୀ ?
MS Dhoni Batting Position: IPL କାହିଁକି ୮-୯ ନମ୍ବରରେ ବ୍ୟାଟିଂ କରୁଛନ୍ତି ଧୋନୀ, କାରଣ କହିଦେଲେ CSK କୋଚ୍‌....

ମହେନ୍ଦ୍ର ସିଂ ଧୋନୀ CSK ଦଳ ଉପରେ ବୋଝ ହେବା ପ୍ରଶ୍ନରେ ଫ୍ଲେମିଂ କହିଥିଲେ, ‘ମୁଁ ଗତ ବର୍ଷ ମଧ୍ୟ କହିଥିଲି, ଧୋନୀ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ।

୩ ଦିନ ପ୍ରବଳ ବର୍ଷିବ
Weather Update: ତାତିରେ ଲାଗିବ ବ୍ରେକ୍, ୫ ଦିନ ଯାଏଁ ତାଣ୍ଡବ ରଚିବ କାଳବୈଶାଖୀ

କାଳବୈଶାଖୀ ପ୍ରଭାବରେ ତାପମାତ୍ରା ୨-୩ ଡିଗ୍ରୀ ଯାଏ କମିପାରେ ବୋଲି ପାଣିପାଗ ବିଭାଗ କହିଛି ।

ଫାଇନ୍‌ ନଭରିଲେ ଲାଇସେନ୍ସ ରଦ୍ଦ
Traffic E-Challan: ଅମାନିଆ ଗାଡି ଚାଳକ ସାବଧାନ, ଟ୍ରାଫିକ ଇ-ଚାଲାଣ ନ ଭରିଲେ ରଦ୍ଦ ହେବ ଲାଇସେନ୍ସ

ସାରା ଦେଶରେ ୪୦ ହଜାର ୫୪୮ କୋଟି ଟଙ୍କା ଫାଇନ୍‌ ପଡ଼ିଥିବା ବେଳେ ୧୬ ହଜାର ୩୨୪ କୋଟି ଟଙ୍କା ଆଦାୟ ହୋଇଛି । ଯାହାକି ମାତ୍ର ୪୦ ପ୍ରତିଶତ ।

IFS ନିଧି ମୋଦିଙ୍କ ବ୍ୟକ୍ତିଗତ ସଚିବ
Nidhi Tiwari: PM ମୋଦିଙ୍କର ବ୍ୟକ୍ତିଗତ ସଚିବ ହେଲେ IFS ଅଧିକାରୀ ନିଧି ତିୱାରୀ

IFS ଅଧିକାରୀ ନିଧି ତିୱାରୀ ୨୦୨୨ରୁ ପିଏମଓରେ ଡେପୁଟି ସେକ୍ରେଟାରୀ ରହିଥିଲେ । ଏବେ ତାଙ୍କୁ ମିଳିଛି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ । ସେ ପ୍ରଧାନମନ୍ତ୍ରୀଙ୍କର ପ୍ରଶାସନିକ ଓ ରାଜନୈତିକ କାର୍ଯ୍ୟରେ ସହଯୋଗ କରିବେ ।

ଅଚଳ ହୋଇଯିବ ଫୋନ୍‌ ପେ’ !
UPI New Rules: କାଲିଠୁ ବନ୍ଦ ହୋଇଯିବ କି ଫୋନ୍‌ ପେ’-ଗୁଗୁଲ୍‌ ପେ’ ?

କାଲିଠୁ ପୁରୁଣା ପେନ୍‌ସନ୍‌ ସ୍କିମ୍ ବଦଳରେ ୟୁନିଫାଏଡ୍ ପେନ୍‌ସନ୍ ସ୍କିମ ଲାଗୁ ହେବ । ଅତିକମରେ ୨୫ ବର୍ଷ ଚାକିରୀ କରଥିବା କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ସେମାନଙ୍କ ଶେଷ ୧୨ ମାସ ହାରାହାରି ମୂଳ ବେତନର ୫୦ ପ୍ରତିଶତ ପେନ୍‌ସନ୍‌ ପାଇବେ ।

ମୁଣ୍ଡ ପାଇଁ ଥିଲା ୨୫ ଲକ୍ଷ
Chhattisgarh Naxal Encounter: ଏନକାଉଣ୍ଟରରେ ଟଳିଲେ ନକ୍ସଲ ମିଡିଆ ଟିମ୍ ଇନଚାର୍ଜ

ଦୁର୍ଦ୍ଦାନ୍ତ ମହିଳା ନକ୍ସଲ ରେଣୁକା ଥିଲେ ନକ୍ସଲଙ୍କ ମିଡିଆ ଟିମ୍ ଇନଚାର୍ଜ । ତାଙ୍କ ମୁଣ୍ଡରେ ରହିଥିଲା ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି । ଏନକାଉଣ୍ଟର ସ୍ଥଳରୁ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା ବେଳେ ଜବତ ହୋଇଛି ବିପୁଳ ମାଓ ଅସ୍ତ୍ରଶସ୍ତ୍ର ।

ପର୍ଯ୍ୟଟକ ବେଶରେ ଗଞ୍ଜେଇ ବେପାର
Ganja Smuggling: ଗଞ୍ଜେଇ ଚୋରା ଚାଲାଣର ନୂଆ ଫଣ୍ଡା, ପର୍ଯ୍ୟଟକ ହୋଇ ଯାଉଛନ୍ତି...ନୀଳ ଜହର ନେଇ ଫେରୁଛନ୍ତି

କୋରାପୁଟରୁ ଗଞ୍ଜେଇ ଚୋରା ଚାଲାଣର ଏଭଳି ନୂଆ ଫଣ୍ଡା ଆପଣାଇଛନ୍ତି ମାଫିଆ । ଆଉ ଏଥିପାଇଁ ମୋହରା ସାଜିଛନ୍ତି ମହିଳା ।

ରାଜନୀତି କରିବେ ନା ରାଜ୍ୟ ଛାଡ଼ିବେ ?
କାହିଁକି ଭିଆରଏସ୍ ନେଲେ ପାଣ୍ଡିଆନଙ୍କ ପତ୍ନୀ ?

ରାଜନୀତି କରିବେ ନା ଓଡ଼ିଶା ଛାଡ଼ିବେ ? ବିଜେଡିରେ ଯୋଗ ଦେବେ ନା ବିଦେଶ ପଳେଇବେ ? କାହିଁକି ଭିଆରଏସ୍ ନେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ?

ଶନି ଚଳନ
ଶନିବାରରେ ଶନି ଚଳନ

ଯେଉଁ ରାଶିର ବ୍ୟକ୍ତି ବିଶେଷ ଶନିଙ୍କ ସାଢ଼େ ସାତି କୋପରେ ରହିବେ ସେମାନେ ଏବେ ନ୍ୟାୟ ଦେବତାଙ୍କ ଶରଣରେ। ଗ୍ରହ ପୀଡ଼ାରୁ ମୁକ୍ତି ପାଇଁ ଶନି ମନ୍ଦିରରେ ଲାଗିଛି ପ୍ରବଳ ଗହଳି।

ପୁଣି ୧୭ ନକ୍ସଲ ସଫା
ଛତିଶଗଡ଼ ସୁକମା ଉପମପାଲ୍ଲି ଜଙ୍ଗଲରେ ୧୭ ନକ୍ସଲ ସଫା

ଲାଲଗଡ଼ରେ ହିଂସାର ରାଜୁତି ଚଳାଇଥିବା ଲାଲବାହିନୀକୁ ଆଉ ନିସ୍ତାର ନାହିଁ। ଆଜି ପୁଣି ସଫା ହୋଇଯାଇଛନ୍ତି ୧୭ ନକ୍ସଲ। ଛତିଶଗଡ଼ର ସୁକମା ଜିଲ୍ଲା ଅପମ୍ପଲ୍ଲୀ ଜଙ୍ଗଲରେ ଖେଦି ଖେଦି ମାରିଛନ୍ତି ସୁରକ୍ଷାକର୍ମୀ।

ଜବରଦଖଲ ମୁକ୍ତ ହେବ ଜଗା ଜମି
ରାଜ୍ୟବ୍ୟାପୀ ଜବଦଖଲମୁକ୍ତ ହେବ ଜଗନ୍ନାଥଙ୍କ ଜମି

ଜଗନ୍ନାଥ ଜମି ଜବର ଦଖଲକାରୀଙ୍କ ଉପରେ ସରକାରଙ୍କ ନଜର । ଦୁଇବର୍ଷରେ ତୁଟିବ ଜଗନ୍ନାଥ ଜମି ସମସ୍ୟା । ରାଜ୍ୟବ୍ୟାପୀ ଜଗନ୍ନାଥ ଜମି ବିବାଦର ବିଦାଦ ତୁଟାଇବାକୁ ତିନିମାସ ମଧ୍ୟରେ ସରକାର ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି ଆଣିବେ

ଜବରଦଖଲ ମୁକ୍ତ ହେବ ଜଗା ଜମି
Lord Jagannath Land: ରାଜ୍ୟବ୍ୟାପୀ ଜବଦଖଲମୁକ୍ତ ହେବ ଜଗନ୍ନାଥଙ୍କ ଜମି, ୩ ମାସ ଭିତରେ ଆସିବ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି

ଜଗନ୍ନାଥ ଜମି ଜବର ଦଖଲକାରୀଙ୍କ ଉପରେ ସରକାରଙ୍କ ନଜର । ଦୁଇବର୍ଷରେ ତୁଟିବ ଜଗନ୍ନାଥ ଜମି ସମସ୍ୟା । ରାଜ୍ୟବ୍ୟାପୀ ଜଗନ୍ନାଥ ଜମି ବିବାଦର ବିଦାଦ ତୁଟାଇବାକୁ ତିନିମାସ ମଧ୍ୟରେ ସରକାର ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି ଆଣିବେ

ରାଜନୀତି କରିବେ ନା ରାଜ୍ୟ ଛାଡ଼ିବେ ?
Sujata Karthikeyan: କାହିଁକି ଭିଆରଏସ୍ ନେଲେ ପାଣ୍ଡିଆନଙ୍କ ପତ୍ନୀ ? ରାଜନୀତି କରିବେ ନା ଓଡ଼ିଶା ଛାଡ଼ିବେ ?

ରାଜନୀତି କରିବେ ନା ଓଡ଼ିଶା ଛାଡ଼ିବେ ? ବିଜେଡିରେ ଯୋଗ ଦେବେ ନା ବିଦେଶ ପଳେଇବେ ? କାହିଁକି ଭିଆରଏସ୍ ନେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ?

ମିଆଁମାର ମାଟି ତଳେ ଚାଲିଛି କ’ଣ ?
Myanmar's Earthquake: ସାତ ଥର ଝଟକା ପରେ ବି ଶାନ୍ତ ପଡ଼ୁନି ମିଆଁମାର ମାଟି, ହଜାରେ ଟପିଲା ଭୂକଂପରେ ମୃତ୍ୟୁସଂଖ୍ୟା

ଛାରଖାର ମିଆଁମାର... ଧ୍ବସ୍ତବିଧ୍ବସ୍ତ ସହର । ଚାରିଆଡ଼େ ପ୍ରଳୟର ଚିତ୍ର... ଶ୍ମଶାନର ନିରବତାକୁ ଚିରୁଛି ବିପନ୍ନଙ୍କ ଆର୍ତ୍ତଚିତ୍କାର ।... ମୃତ୍ୟୁସଂଖ୍ୟା ହଜାରେ ଟପିଥିବା ବେଳେ, ଆଜି ଧ୍ବଂସସ୍ତୁପ ତଳୁ ଜାରି ରହିଥିଲା ଜୀବନ ଖୋଜା ।

‘ସୁଭଦ୍ରାରୁ ୧ ଲକ୍ଷ ୮୩ ହଜାର ୭୮୫ ବାଦ୍ ’
‘ସୁଭଦ୍ରାରୁ ୧ ଲକ୍ଷ ୮୩ ହଜାର ୭୮୫ ବାଦ୍ ’

୧ କୋଟି ୬୫ ହଜାର ୮୭୭ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଥିଲେ। ଦ୍ବିତୀୟ କିସ୍ତିରେ ୯୮ ଲକ୍ଷ ୮୨ ହଜାର ୯୨ ଜଣ ଟଙ୍କା ପାଇଛନ୍ତି।

୧୦ ହଜାର ଟପିବ ମୃତ୍ୟୁ ସଂଖ୍ୟା !
୧୦ ହଜାର ଟପିବ ମୃତ୍ୟୁ ସଂଖ୍ୟା !

ଶୁକ୍ରବାର ମିଆଁମାର ଓ ଥାଇଲାଣ୍ଡରେ ହୋଇଥିବା ଭୂମିକମ୍ପ ପରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଭୂକମ୍ପରେ ଏଯାଏଁ ୧୦୦୦ରୁ ଅଧିକ ଲୋଙ୍କ ଜୀବନ ଯାଇଛି।

ବନ୍ଧା ହେବେ କଂଗ୍ରେସ ନେତା
ବନ୍ଧା ହେବେ କଂଗ୍ରେସ ନେତା

ଲୋୟର ପିଏମଜିରେ ହିଂସାକାଣ୍ଡ ଘଟଣା I ମିର୍ଜା ଇସଲାମ ବାଗ ଗିରଫ। ଇସଲାମ ବାଗ୍‌ ନାଁରେ ପୂର୍ବରୁ ରହିଛି ମାଳମାଳ ମାମଲା ।

ଫୋନ୍‌ ଆସିଲା ପ୍ରାଣ ବାୟୁ ଉଡ଼ିଗଲା
ଡିଜିଟାଲ ଆରେଷ୍ଟର ଶିକାର ବୃଦ୍ଧ ଦମ୍ପତି

ପରିଣତ ବୟସରେ ଜୀବନ ହାରିବାକୁ ବାଧ୍ୟ ହୋଇଛନ୍ତି ଏହି ବୃଦ୍ଧ ଦମ୍ପତ୍ତି। ସ୍ୱମା ନାଜରେଥ ଓ ପତ୍ନୀ ପ୍ଲାଭିଆନ୍। ଏମାନଙ୍କ ଆତ୍ମହତ୍ୟା ପଛର କାରଣ ଶୁଣିଲେ ଆପଣ ଚକିତ ହୋଇଯିବେ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।