Advertisment

Sonepur: ଅଷ୍ଟ ହନୁମାନଙ୍କ ମହିମା

ହନୁମାନଙ୍କ ଆଗରେ ସୈନ୍ୟ ସାମନ୍ତ ଯୁଦ୍ଧ ଅଭ୍ୟାସ କରୁଥିବାରୁ ଏତେ ମନ୍ଦିର ନିର୍ମାଣ ହୋଇଛି।

author-image
Santosh Kumar Sahoo

ସୁବର୍ଣ୍ଣପୁର । ଓଡିଶାର ସଂସ୍କୃତି ସମ୍ପର୍ଣ୍ଣ ଜିଲ୍ଲା ମଧ୍ୟରୁ ଗୋଟିଏ। ପୁରାଣକାଳରୁ ଏହି ମାଟି ଶୈବ, ଶାକ୍ତ, ବୈଷ୍ଣବ ସଂସ୍କୃତି ସହ ଜଡିତ। କେବଳ ଏତିକି ନୁହେଁ ପଶ୍ଚିମ ଲଙ୍କା ଭାବେ ମଧ୍ୟ ଏହା ବିଦିତ। ବିଶେଷ କରି ଅଷ୍ଟହନୁମାନ ପୀଠ ଭାବେ ମଧ୍ୟ ଏହାର ଯଥେଷ୍ଟ ଖ୍ୟାତି ରହିଛେ। ଅଳ୍ପ ବହୁତେ ଏବାବଦର ସମସ୍ତେ ଜାଣିଥିବେ। ସଦର ଡାକ୍ତରଖାନା ପାଖରେ ବଡ ହନୁମାନ, ଗଡ ଭିତରେ ଗଡ ହନୁମାନ, ପଶ୍ଚିମ ସୋମନାଥଙ୍କ ପାଖରେ ବାଟ ହନୁମାନ, ସାତବନ୍ଧଖଣ୍ଡି ପାଖରେ ଘାଟ ହନୁମାନ, ମହାନଦୀ ସଂଗମଧାରରେ ଧାନ ହନୁମାନ, ଟିକିରିପଡାନେ ବୀର ହନୁମାନ, ଜଗନ୍ନାଥ ମନ୍ଦିରରେ ଦାସ ହନୁମାନ ଏବଂ ସମଲାଇ ମନ୍ଦିର ପାଖରେ ଭକ୍ତ ହନୁମାନ ପୂଜା ପାଉଛନ୍ତି। ମାରୁତୀ ନନ୍ଦନଙ୍କର ପୂଜାର ମଧ୍ୟ ଏଠି ପରମ୍ପରା ରହିଛି।

Advertisment
Sonepur
Advertisment
Advertisment