କାଶ୍ମୀର ଆଖିରେ ଲୁହ । ପହଲଗାମ ହମଲା ପରେ ସବୁ କିଛି ଯେମିତି ବଦଳି ଯାଇଛି । ନିରବୀ ଯାଇଛି... ଶ୍ରୀହୀନ ହେଲା ଭଳି ଲାଗୁଛି ଉପତ୍ୟକା । ସାଂଘାତିକ ପ୍ରଭାବିତ ହୋଇଛି ପର୍ଯ୍ୟଟନ ଶିଳ୍ପ ।
ଯୁଦ୍ଧପୋତ INS ବିକ୍ରାନ୍ତରେ ମୁତୟନ ପାଇଁ ୨୬ଟି ରାଫେଲ୍ ତୁରନ୍ତ କିଣିବା ଆବଶ୍ୟକତା ଥିବା ବେଳେ ଚଳିତ ମାସ ୯ ତାରିଖରେ ପ୍ରତିରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ୬୩ ହଜାର କୋଟି ଟଙ୍କାର ଡିଲ୍ କୁ ମଞ୍ଜୁରୀ ଦେଇଥିଲା।
ଏପରିକି ଭିଡିଓରେ ଜଣେ ପର୍ଯ୍ୟଟକ, ଆତଙ୍କବାଦୀଙ୍କ ଗୁଳି ମାଡ଼ ପରେ ଟଳିପଡୁଥିବାର ଦୃଶ୍ୟ ବି କଏଦ ହୋଇଛି। ଆଉ କିଛି ଗ୍ରାଉଣ୍ଡରେ ଶୋଇ ପଡୁଥିବା ଦେଖିବାକୁ ମିଳିଛି ।
୩୫ ବର୍ଷ ହେଲା ବାହା ହୋଇ ବଲାଙ୍ଗୀରରେ ଅଛନ୍ତି। ମା ପାଇଁ ପୁଅ ବି ସରକାରଙ୍କ ନିକଟରେ ନେହୁରା ହୋଇଛନ୍ତି। ପରିବାରଠୁ ମାକୁ ଅଲଗା ନକରିବାକୁ ଅନୁରୋଧ କରିଛନ୍ତି।
୩ ହଜାର କୋଟି ଟଙ୍କାର ଏହି ଡିଲ ଭାରତୀୟ ନୌସେନାକୁ ଆହୁରି ମଜବୁତ କରିବ। ଫ୍ରାନ୍ସରୁ ୨୨ଟି ସିଙ୍ଗଲ ସିଟର ରାଫେଲ-ଏମ- ଜେଟ୍ ଏବଂ ୪ ଟି ଟ୍ୱିନ୍ ସିଟର ରାଫେଲ ଜେଟ୍ ଭାରତକୁ ଆସିବ।
ପହଲଗାମ ଆକ୍ରମଣ ପରେ ସେନା ଓ ପାକିସ୍ତାନ ଭିତରେ ଚାଲିଛି ଗୁଳି ବର୍ଷା। ଯୁଦ୍ଧ ହେବା ଭୟରେ ଫସଲ କାଟି ଆଣିଲେ ଭାରତ-ପାକିସ୍ତାନ ସୀମାରେ ବାସ କରୁଥିବା କାଶ୍ମୀର ବାସିନ୍ଦା।
ପାକିସ୍ତାନକୁ ପାନେ ଦେବାକୁ ଭାରତ କରୁଛି ବଡ଼ ଯୋଜନା। ନୂଆଦିଲ୍ଲୀରେ ବସୁଛି ଘନ ଘନ ହାଇ ଲେଭଲ ମିଟିଂ।
ପହଲଗାମରେ ସେଦିନ ଆତଙ୍କୀଙ୍କ ଆକ୍ରମଣରୁ କେମିତି ବଞ୍ଚିଥିଲା ଜୀବନ, ଲୋମହର୍ଷକ କାହାଣୀ ବଖାଣିଛନ୍ତି ପର୍ଯ୍ୟଟକ। କହିଛନ୍ତି ଦୀର୍ଘ ଦେଢ଼ ଘଣ୍ଟାର ଛାତିଥରା କାହାଣୀ।
୧୮୨ତମ ବାଟାଲିୟନର କନଷ୍ଟେବଳ ପିକେ ସିଂହଙ୍କୁ ବୁଧବାର (୨୩ ଏପ୍ରିଲ୍, ୨୦୨୫) ଭୁଲରେ ଫିରୋଜପୁର ସୀମା ପାର୍ ବେଳେ ପାକିସ୍ତାନ ରେଞ୍ଜର୍ସ ହେପାଜତକୁ ନେଇଥିଲେ ।
୨ ଜଣ ଆତଙ୍କବାଦୀ ଆସି କିଏ ହିନ୍ଦୁ, କିଏ ମୁସଲମାନ ବୋଲି ପଚାରିଥିଲେ । ଏହାପରେ ୩ ଥର କଲାମ ବୋଲିବାକୁ କହିଥିଲେ । ଆଉ ଯିଏ କଲାମ ବୋଲିପାରିନଥିଲେ ସେମାନଙ୍କୁ ଆତଙ୍କବାଦୀମାନେ ଫାୟାରିଂ କରିଥିଲେ ।
ପିଓକେର ବିଭିନ୍ନ କ୍ୟାଂପରେ ୧୫୦ରୁ ୨୦୦ ତାଲିମ ପ୍ରାପ୍ତ ଆତଙ୍କବାଦୀ କାଶ୍ମୀରରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ଥିବା ମଧ୍ୟ ଗୁଇନ୍ଦା ସୂଚନା ମିଳିଛି ।
ପାକିସ୍ତାନ ଆରବ ସାଗର ଅଞ୍ଚଳରେ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ନିଷ୍ପତ୍ତି ନେଇଛି । ଏହି କ୍ଷେପଣାସ୍ତ୍ର ଏକ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପକାରୀ କ୍ଷେପଣାସ୍ତ୍ର ହେବ । ଏହି ପରୀକ୍ଷଣ ୨୪-୨୫ ଏପ୍ରିଲରେ କରାଚୀ ଉପକୂଳରେ କରାଯିବ ।
ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ବାସଭବନରେ ବସିଥିବା ସୁରକ୍ଷା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଚୁକ୍ତି ବାତିଲ ପରେ ଆଗାମୀ ଦିନରେ ପାଣି ପାଇଁ ଡହଳ ବିକଳ ପାକିସ୍ତାନ ହେବ।
ଏହି ମାମଲାର ଗମ୍ଭୀରତା ଦେଖି, ଦିଲ୍ଲୀ ପୋଲିସ ତୁରନ୍ତ ସକ୍ରିୟ ହୋଇଯାଇଛି । ପ୍ରାରମ୍ଭିକ ତଦନ୍ତ ଅନୁସାରେ ଏହି ଧମକ ISIS କାଶ୍ମୀର ଦେଇଛି ବୋଲି ପୋଲିସ୍ ଜାଣିବାକୁ ପାଇଛି ।
ପାକିସ୍ତାନର ସରକାରୀ ରେଡିଓ ଚ୍ୟାନେଲ 'ରେଡିଓ ପାକିସ୍ତାନ'ର ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏନଏସସି ବୈଠକରେ ଭାରତର ନେଇଥିବା ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା କରାଯିବ।
ପାକିସ୍ତାନ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ ପରେ କସୁରୀ ଏକ ଭିଡିଓ ଜାରି କରିଛି । ଏଥିରେ ସେ ଆକ୍ରମଣକୁ ନିନ୍ଦା କରିଛି ଏବଂ କହିଛି ଯେ ସେ ଏଥିପାଇଁ ଦାୟୀ ନୁହେଁ ।
ଏହି ମାମଲାର ଗମ୍ଭୀରତା ଦେଖି, ଦିଲ୍ଲୀ ପୋଲିସ ତୁରନ୍ତ ସକ୍ରିୟ ହୋଇଯାଇଛି । ପ୍ରାରମ୍ଭିକ ତଦନ୍ତ ଅନୁସାରେ ଏହି ଧମକ ISIS କାଶ୍ମୀର ଦେଇଛି ବୋଲି ପୋଲିସ୍ ଜାଣିବାକୁ ପାଇଛି ।
ଭାରତ ସରକାରଙ୍କ ଏହି ଅନୁରୋଧ ଉପରେ ‘X’ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଭାରତରେ ସେହି ଆକାଉଣ୍ଟକୁ ବନ୍ଦ କରିଦେଇଛି । ଏହାର ସରଳ ଅର୍ଥ ହେଉଛି ଯେ ପାକିସ୍ତାନ ସରକାରଙ୍କ ‘X’ ଆକାଉଣ୍ଟ ଆଉ ଭାରତରେ ଦେଖାଯିବ ନାହିଁ ।
ନିରୀହଙ୍କ ସହ ଖେଳିଛ ରକ୍ତର ହୋଲି । ଯାହା ବରଦାସ୍ତ ବାହାରେ, ବହୁତ ହୋଇଗଲା । ଏବେ ଭାରତ ଚାହୁଁଛି ବଡ଼ ବଦଲା । ଯାହାର ଆଭାସ ବି ମିଳିଲାଣି, ଗତକାଲି ସନ୍ଧ୍ୟାଠୁ ଆଜି ଦିନ ତମାମର ୪ଟି ବଡ଼ ଘଟଣାକ୍ରମରୁ ।
ଆଇଆଇଏମସି ଏକ ଅନୁଷ୍ଠାନ ନୁହେଁ ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଭାବାତ୍ମକ ସଂଯୋଗ ଯୋଡ଼ିବା ସହ ସେମାନଙ୍କ ଜୀବନର ଏକ ମୁଖ୍ୟ ଦିଗଦର୍ଶକ ।