bapi panda
ଯାତ୍ରାବିବାଦର ସମାଧାନ ପାଇଁ କଳାକାର ସଂଘର ବୈଠକରେ ବଡ଼ ନିଷ୍ପତ୍ତି। କଳାକାରଙ୍କୁ ନ୍ୟାୟ ନ ମିଳିଲେ, ଆଗକୁ ଯାତ୍ରା ବନ୍ଦ ବୋଲି ଚେତାବନୀ ଦେଲେ କର୍ମଚାରୀ-କଳାକାର ସଂଘ ଉପଦେଷ୍ଟା ବାପି ପଣ୍ଡା। ସେ କହିଛନ୍ତି,ଆଉ ଥରେ ମାଲିକମାନଙ୍କ ସହ ବୁଝାମଣା ପାଇଁ ଆଲୋଚନା କରିବୁ।ଦରକାର ପଡ଼ିଲେ କଳାକାର ସଂଘ ଯାତ୍ରା ବନ୍ଦ କରିଦେବ। ଏପରିକି ନରି ପଣ୍ଡାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସଂଘ ତାଙ୍କ ସହ ରହିବ ବୋଲି କହିଛନ୍ତି ବାପି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)