ନିଶାରେ ବୁଡ଼ିଛି ରାଜଧାନୀ
ରାଜଧାନୀ ଭୁବନେଶ୍ବରରେ ବଢୁଛି ନିଶାଡ଼ିଙ୍କ ଦୌରତ୍ମ୍ୟ। ରାସ୍ତାଘାଟ, ଗଳିକନ୍ଦି, ଚା' ଦୋକାନରେ ଖୁଲମଖୁଲା ଚାଲିଛି ନିଶା ସେବନ । ନା କାହାକୁ ଭୟ, ନା ପୋଲିସକୁ ଡର । କମିଶନରେଟ୍ ପୋଲିସ ଯେତେ ଶକ୍ତ ହେଉଛି, ସେହି ତୁଳନାରେ ନିର୍ଭୟରେ ନିଶା ସେବନ କରୁଛନ୍ତି ନିଶାଡ଼ି । ଏଥିପାଇଁ ରାଜଧାନୀରେ ଅନେକ କ୍ରାଇମ୍ ମଧ୍ୟ ଘଟୁଛି । ଏହାକୁ ନେଇ ଚିନ୍ତାରେ ରାଜାଧାନୀବାସୀ । ଏଥିପ୍ରତି ପୋଲିସକୁ ଅଧିକ କଠୋର ହେବା ଆବଶ୍ୟକ ହୋଇପଡ଼ିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)