• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ � ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

ଘଣ୍ଟାଏ ବଞ୍ଚିଥିଲେ ପ୍ରଶାନ୍ତ
Kashmir Terror Attack Victims: ପ୍ରଶାନ୍ତଙ୍କ ଭଉଣୀ ବଖାଣିଲେ ହୃଦୟଥରା କାହାଣୀ, ଗୁଳି ମାଡ଼ର ଘଣ୍ଟାଏ ଯାଏଁ ବଞ୍ଚିଥିଲେ ପ୍ରଶାନ୍ତ

ଗତକାଲି ପରଠୁ ଏହି ଫୋନ୍ କଲ୍ ଦୋହଲାଇ ଦେଉଛି, ଛାତି ଫଟାଇ ଦେଉଛି ପରିବାରକୁ, ଆତ୍ମୀୟ ସ୍ବଜନଙ୍କୁ । କିଏ ଜାଣିଥିଲା ଏଭଳି ରିଲ୍ସ କରୁ କରୁ ଏବଂ ଖୁସି ମଉଜ ଭିତରେ ଆତଙ୍କୀଙ୍କ ଗୁଳିରେ ଟଳିପଡ଼ିବେ ବାଲେଶ୍ବର ଇସାଣୀ ଗାଁର ପ୍ରଶାନ୍ତ ଶତପଥୀ ।

୪୮ ଘଣ୍ଟାରେ ଭାରତ ଛାଡ଼
India-Pakistan Diplomatic Tensions: ଭାରତର ବଡ଼ ଆକ୍ସନ, ୪୮ ଘଣ୍ଟାରେ ଭାରତ ଛାଡ଼ିବେ ପାକିସ୍ତାନ ନାଗରିକ

ସାର୍କ ଭିସାରେ ଥିବା ପାକିସ୍ତାନ ନାଗରିକ ୪୮ ଘଣ୍ଟାରେ ଭାରତ ଛାଡ଼ିବେ । ୧୯୬୦ରେ ପାକିସ୍ତାନ ସହ ହୋଇଥିବା ସିନ୍ଧୁ ନଦୀ ଚୁକ୍ତି ମଧ୍ୟ ଭାରତ ବାତିଲ କରିଛି ।

‘ସୈଫୁଲା’ ମାଷ୍ଟରମାଇଣ୍ଡ !
Pahalgam Terrors Attack: ଛାତି ଥରାଉଛି ପହଲଗାମର ନରସଂହାର, ଧର୍ମ ପଚାରି ପର୍ଯ୍ୟଟକଙ୍କୁ ପଏଣ୍ଟ ବ୍ଲାଙ୍କରେ ଗୁଳି କଲେ ଆତଙ୍କୀ

ଆତଙ୍କବାଦର ଧର୍ମ ନାହିଁ ସିନା...ଏଠି କିନ୍ତୁ ଧର୍ମ ପଚାରିଲା ଆତଙ୍କୀ...ତୁମେ ହିନ୍ଦୁ ନା ମୁସଲିମ୍ ? ଗୁଳିର ଠିକଣା ପଚାରି ବନ୍ଧୁକ ଗର୍ଜିଲା । ମଥାର ସିନ୍ଦୁର ତଳେ ଲୋଟିଥିଲା । ଛାତିରୁ ଲହୁ, ଆଖିରୁ ଲୁହ ଝରୁଥିଲା ।

ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଘୋଷଣା
Odisha Cabinet Approves Six Key Proposals: ୬ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର, ଏଣିକି ଅଙ୍ଗନବାଡ଼ି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ

ଅବକାରୀ ବିଭାଗ ନିୟମ ୨୦୧୭ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଅନୁସୂଚିତ ଜାତି ଜନଜାତିର କ୍ୟାଡର ପୁନଃଗଠନ କରାଯାଇ ୨୪ ପଦବୀ ସୃଷ୍ଟି କରାଯିବ ।

ସେନା ନେବ ପ୍ରତିଶୋଧ
India's Retaliation against Terrorists: ଆତଙ୍କବାଦୀଙ୍କୁ ଦିଆଯିବ ମୁହଁତୋଡ଼ ଜବାବ, ପ୍ରତିଶୋଧ ନେବ ଭାରତୀୟ ସେନା

ପହଲଗାମ୍‌ରେ ହମ୍‌ଲା ପରେ ଏବେ ରାଗିଯାଇଛନ୍ତି ଦେଶବାସୀ । ଏହି ଆତଙ୍କୀ ହମଲା ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଧର୍ମ ପଚାରି ହତ୍ୟା କରିବା ଘଟଣାକୁ ସବୁଠି କଡ଼ା ନିନ୍ଦା କରାଯାଉଛି ।

‘ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ ହେବ ବଡ଼ ଆକ୍ସନ’
Pahalgam Terrorist Attack: ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ, ପରଦା ପଛରେ ଯିଏ ଅଛି ଛଡ଼ାଯିବନି

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆହୁରି କହିଛନ୍ତି, ‘ପହଲଗାମରେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଏକ କାପୁରୁଷୋଚିତ କାର୍ଯ୍ୟ କରିଛନ୍ତି, ଯେଉଁଥିରେ ଅନେକ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଛି । ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୁଁ ସମବେଦନା ପ୍ରକାଶ କରୁଛି ।

ଖୋଜି ଖୋଜି ପୁରୁଷଙ୍କୁ ଗୁଳି
Terrorists Targeted Male Tourists: ପୁରୁଷ ପର୍ଯ୍ୟଟକଙ୍କୁ ଖୋଜି ଖୋଜି କଲେ ଗୁଳି

ପୁରୁଷ ପର୍ଯ୍ୟଟକଙ୍କୁ ଖୋଜି ଖୋଜି ଗୁଳି କରିଛନ୍ତି ଆତଙ୍କୀ। ଯେଉଁଠି ଦମ୍ପତି ଦେଖିଲେ ସେଠି ଗୁଳିମାଡ଼ କଲେ। ମହିଳାଙ୍କୁ ଛାଡି କେବଳ ପୁରୁଷଙ୍କୁ କରିଥିଲେ ଟାର୍ଗେଟ।

ସାନ ଭାଇକୁ ଖୋଜୁଛି ଆଖି
Terrorist Attack: ସାନ ଭାଇକୁ ଖୋଜୁଛି ଆଖି

ଘଟଣାଦିନ ଭାଇ ପ୍ରଶାନ୍ତଙ୍କ ସହ ଅଧଘଣ୍ଟା ଧରି କଥା ହୋଇଥିଲେ। ହେଲେ ତା ପରର ଘଟଣା ଶୁଣି ପୁରା ହତବାକ ହୋଇପଡିଛନ୍ତି ସୁଶାନ୍ତ।

ଇଏ ପହଲଗାମ ହମ୍‌ଲାର ମାଷ୍ଟରମାଇଣ୍ଡ
Pahalgam Attack: ପଲଗାମ ପର୍ଯ୍ୟଟକ ହତ୍ୟା ପଛରେ ଆତଙ୍କୀ ସୈଫୁଲ୍ଲା କସୁରୀ

ସୈଫୁଲ୍ଲା କସୁରୀ ପାକିସ୍ତାନ ପେସାୱାର ହେଡକ୍ବାର୍ଟରର ମୁଖ୍ୟ ଭାବେ କାମ କରେ । ସେ ହାଫିଜର ରାଜନୈତିକ ଦଳ ମିଲି ମୁସଲିମ ଲିଗ୍ ର ସଭାପତି ଅଛି । 

ମୋ ସ୍ୱାମୀକୁ ମାରିଲ ମୋତେ ବି ମାର
Pahalgam Terrorist Attack: ମୋ ସ୍ୱାମୀକୁ ମାରିଲ ମୋତେ ବି ମାରିଦିଅ

ଆଖି ଆଗରେ ସ୍ୱାମୀଙ୍କୁ ଆତଙ୍କବାଦୀମାନେ ଗୁଳି କରି ମାରିବା ପରେ ଏ ହେଉଛି ଜଣେ ଅସହାୟ ସ୍ତ୍ରୀର ନିବେଦନ । ଚାରିଆଡେ ବୁକଫଟା ଚିତ୍କାର ।

ସ୍ୱାମୀକୁ ମାରି ସୁଟକେସ୍‌ରେ ଭର୍ତ୍ତି
Murder Case: ସ୍ୱାମୀକୁ ମାରି ଫିଙ୍ଗିଦେଲା ସ୍ତ୍ରୀ

ପୁତୁରା ସହ ଅନୈତିକ ସମ୍ପର୍କ ପାଇଁ ମଥା ସିନ୍ଦୂର ପୋଛିଲା ସ୍ତ୍ରୀ। ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ଟ୍ରଲି ବ୍ୟାଗରେ ଭର୍ତ୍ତି କରି ଫିଙ୍ଗିଦେଲା ମୃତଦେହ।

କାଶ୍ମୀରରେ ପହଞ୍ଚିଲେ ଶାହ
Amit Shah: ଶ୍ରୀନଗରରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବୈଠକ

ପର୍ଯ୍ୟଟକଙ୍କ ଉପରେ ଆକ୍ରମଣକୁ କଡା ଭାଷାରେ ନିନ୍ଦା କରିବା ସହ ଆତଙ୍କୀଙ୍କୁ ଛଡାଯିବନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପହଲଗାମ ଆକ୍ରମଣ ପାଇଁ ଆତଙ୍କୀ ସଙ୍ଗଠନ ଲସ୍କର-ଇ-ତୋଇବା ସମର୍ଥିତ TRF ନିଜକୁ ଦାୟୀ କରିଛି।

ସ୍କୁଲ-କଲେଜ୍‌ ଛୁଟି
Schools and Colleges Closed: କାଲିଠୁ ସବୁ ସ୍କୁଲ, କଲେଜ ଛୁଟି

ତେବେ କୌଣସି ପରୀକ୍ଷା ପ୍ରଭାବିତ ହେବନି ଓ ପୂର୍ବସୂଚୀ ଅନୁସାରେ ପରୀକ୍ଷା ଚାଲିବ ବୋଲି ମନ୍ତ୍ରୀ ସୂଚନା ଦେଇଥିବାବେଳେ ଯେଉଁମାନେ ହଷ୍ଟେଲରେ ରହୁଛନ୍ତି, ସେମାନେ ରହିପାରିବେ ।

Bhubaneswar Kidnapping
Child Rescue: ଟ୍ୟୁସନ୍ ସାର୍‌ ରଚିଥିଲେ ଅପହରଣ ଷଡ଼ଯନ୍ତ୍ର

ଟଙ୍କା ପାଇଁ ଟ୍ୟସନ୍ ସାର ରଚିଥିଲା ଅପହରଣର ନାଟକ । ଏହି ଘଟଣାରେ ସେହି ଗାଁର ମାଷ୍ଟରମାଇଣ୍ଡ ସମେତ ୭ ଜଣଙ୍କୁ ପୋଲିସ ଗିରଫ କରିଛି । 

ବିଜେଡି ଚେର କାଟୁଛନ୍ତି ୫ ନେତା !
Amaresh Jena: ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ

କିଏ ସେ ୪, ୫ ନେତା, ଯାହା ଯୋଗୁ ବିଜେଡି ବୁଡିବ । ବିଜେଡିର ବିଦ୍ରୋହୀ କର୍ପୋରେଟର ଅମରେଶ ଜେନାଙ୍କ ଏଭଳି ବିସ୍ଫୋରକ ବୟାନ ପରେ ତେଜିଛି ରାଜଧାନୀ ରାଜନୀତି ।

IAS ସ୍ୱପ୍ନ ସାକାର
UPSC Results: ସିଭିଲ୍ ସର୍ଭିସ ଟପ୍ ଟୁରେ ଦୁଇ ମହିଳା

ସିଭିଲ୍ ସର୍ଭିସ ଟପ୍ ଟୁରେ ଦୁଇ ମହିଳା । ଶକ୍ତି ଦୁବେ ଟପ୍ପର, ଦ୍ବିତୀୟରେ ହର୍ଷିତା ଗୋଏଲ । ଆହ୍ଲାବାଦ୍ ବିଶ୍ବବିଦ୍ୟାଳୟରୁ BSC, ବନାରସ ହିନ୍ଦୁ ୟୁନିଭରସିଟିରୁ ପିଜି ପରେ ସିଭିଲ ସର୍ଭିସ ପାଇଁ ୭ ବର୍ଷର ସଂଘର୍ଷ।

ଲକ୍ଷେ ପାର୍ ଖାଣ୍ଟି ସୁନା
Gold Prices: ଲକ୍ଷେ ଟପିଗଲା ଖାଣ୍ଟି ସୁନା

ସବୁ ଆକଳନ, ଅନୁମାନ ସତ ହେଲା । ଲକ୍ଷେ ଟପିଲା ସୁନାଦର । କେବଳ ଆଜି ଦିନକରେ ୩ ହଜାର ଟଙ୍କା ମହଙ୍ଗା ହୋଇଛି ସୁନା । ଭୁବନେଶ୍ବରରେ ୧୦ ଗ୍ରାମ ପିଛା ଦର ୧ ଲକ୍ଷ ୧ ହଜାର ୩୫୦ ଟଙ୍କା ଛୁଇଁଛି ଖାଣ୍ଟି ସୁନା ।

IAS ସ୍ୱପ୍ନ ସାକାର
UPSC Civil Services Results 2024: ସିଭିଲ୍ ସର୍ଭିସ ଟପ୍ ଟୁରେ ଦୁଇ ମହିଳା; ଶକ୍ତି ଦୁବେ ଟପ୍ପର, ଦ୍ବିତୀୟରେ ହର୍ଷିତା ଗୋଏଲ

ସିଭିଲ୍ ସର୍ଭିସ ଟପ୍ ଟୁରେ ଦୁଇ ମହିଳା । ଶକ୍ତି ଦୁବେ ଟପ୍ପର, ଦ୍ବିତୀୟରେ ହର୍ଷିତା ଗୋଏଲ । ଆହ୍ଲାବାଦ୍ ବିଶ୍ବବିଦ୍ୟାଳୟରୁ BSC, ବନାରସ ହିନ୍ଦୁ ୟୁନିଭରସିଟିରୁ ପିଜି ପରେ ସିଭିଲ ସର୍ଭିସ ପାଇଁ ୭ ବର୍ଷର ସଂଘର୍ଷ।

ଲକ୍ଷେ ପାର୍ ଖାଣ୍ଟି ସୁନା
Gold Prices Hit Record High: ଲକ୍ଷେ ଟପିଗଲା ଖାଣ୍ଟି ସୁନା, ୨୨ କ୍ୟାରେଟ୍ ୧୦ ଗ୍ରାମ ପିଛା ୯୩ ହଜାର ମୁହାଁ

ସବୁ ଆକଳନ, ଅନୁମାନ ସତ ହେଲା । ଲକ୍ଷେ ଟପିଲା ସୁନାଦର । କେବଳ ଆଜି ଦିନକରେ ୩ ହଜାର ଟଙ୍କା ମହଙ୍ଗା ହୋଇଛି ସୁନା । ଭୁବନେଶ୍ବରରେ ୧୦ ଗ୍ରାମ ପିଛା ଦର ୧ ଲକ୍ଷ ୧ ହଜାର ୩୫୦ ଟଙ୍କା ଛୁଇଁଛି ଖାଣ୍ଟି ସୁନା ।

ବିଜେଡି ଚେର କାଟୁଛନ୍ତି ୫ ନେତା !
BJD Political Turmoil: ଅମରେଶ ଜେନାଙ୍କ ବିସ୍ଫୋରକ ବୟାନ; କହିଲେ, ବିଜେଡି ଏବେ ହୋଇଯାଇଛି ୪ ଫାଳ

କିଏ ସେ ୪, ୫ ନେତା, ଯାହା ଯୋଗୁ ବିଜେଡି ବୁଡିବ । ବିଜେଡିର ବିଦ୍ରୋହୀ କର୍ପୋରେଟର ଅମରେଶ ଜେନାଙ୍କ ଏଭଳି ବିସ୍ଫୋରକ ବୟାନ ପରେ ତେଜିଛି ରାଜଧାନୀ ରାଜନୀତି ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।