Advertisment

Beggar-Free Odisha: କେତେ ଫଳପ୍ରଦ ଭିକ୍ଷୁକ ମୁକ୍ତ ଓଡ଼ିଶା ଅଭିଯାନ ?

ଦୀର୍ଘ ତିନି ଦିନର ସଂଘର୍ଷର ଅନ୍ତ ଘଟିଛି । ନିଜ ରଙ୍କୁଣୀ ଧନକୁ ଫେରି ପାଇଛି ଜଣେ ଦୃଷ୍ଟିବାଧିତ ମାଆ।

author-image
Santosh Kumar Sahoo

ଓଡ଼ିଶାକୁ ଭିକାରୀ ମୁକ୍ତ କରିବାକୁ ବିଗତ ସରକାର ଅମଳରେ ଥିଲା ବିରାଟ ଯୋଜନା। ୮ ବର୍ଷ ତଳୁ ଅଭିଯାନ ବି ଆରମ୍ଭ ହୋଇଥିଲା, ହେଲେ ତାକୁ ଯେ ଆଖିଦୃଶିଆ ସଫଳତା ମିଳିଲାନି ତାର ପୃଷ୍ଠା ଓଲଟାଇଛି ରାଜଧାନୀରେ ଜଣେ ଦୃଷ୍ଟିବାଧିତ ଭିକ୍ଷୁକ ମହିଳାଙ୍କ ପୁଅ ଅପହରଣ ଘଟଣା। ରାଜ୍ୟରେ ୫ ହଜାରରୁ ଅଧିକ ଭିକ୍ଷୁକ ରହିଥିବା ବିଧାନସଭାରେ ଖୋଦ୍ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ସୂଚନା ଦେଇଥିବାବେଳେ ଆଗକୁ ସେମାନଙ୍କୁ ଥଇଥାନ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Advertisment
Odisha Beggar Free Bhubaneswar
Advertisment
Advertisment