ରାଜାଚକ୍ରଙ୍କ ଠାରୁ କୌଣସି ବିଜେପି ନେତା ନେଇ ନାହାନ୍ତି ଟଙ୍କା । ଆକାଉଣ୍ଟ ନମ୍ବର ଦେଇ ଯାଞ୍ଚ କରିବାକୁ ମନମୋହନଙ୍କ ଚାଲେଞ୍ଜ । ଅଭିଯୋଗକୁ ଅମୂଳକ କହି କ୍ଷମା ପ୍ରାର୍ଥନା ଦାବି କଲା ବିଜେପି ।
ଭୁବନେଶ୍ବରସ୍ଥିତ ଲୋହିଆ ଏକାଡେମୀଠାରେ ଏହି ପୁସ୍ତକ ଉନ୍ମୋଚିତ ହୋଇଛି l
ବିଜେଡି ଏବେ ଫାଳ ଫାଳ । ରାଜ୍ୟସଭାରେ ଓ୍ୱକଫ୍ ବିଲ୍ ଭୋଟିଂ ପରେ ଏ ଚିତ୍ର ଜଳ ଜଳ । ବରିଷ୍ଠଙ୍କ ଶଙ୍କା- ହୋଇଯାଇନି ତ ଭିତରେ କିଛି ଖେଳ ?
କେବଳ ଅଭିନୟ ନୁହେଁ, ଅନେକ ଫିଲ୍ମରେ ସେ ଛାଡି ଯାଇଛନ୍ତି ନିର୍ଦ୍ଦେଶନାର ବି ଛାପ। ହେଲେ ଆଜି ଜୀବନ ନାଟକର ଶେଷ ଦୃଶ୍ୟ ସାରି ବାହୁଡି ଯାଇଛନ୍ତି ମନୋଜ।
ପୁଣି ଗର୍ଜିଛି କମିସନରେଟ୍ ପୋଲିସର ବନ୍ଧୁକ। ବ୍ଲାକ୍ପଲସର୍ ଆତଙ୍କରେ ଲଗାଇଛି ଫୁଲ୍ଷ୍ଟପ୍। କାବୁ ହୋଇଛନ୍ତି ଦୁଇ ଲୁଟେରା।
ବିଜେଡି ପାର୍ଲିଆମେଣ୍ଟାରୀ କମିଟି ମିଟିଙ୍ଗରେ ମୁଖିଆଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିଲା ଯେ ରାଜ୍ୟସଭାରେ ଓ୍ୱକଫ୍ ବିଲକୁ ବିରୋଧ କରିବାକୁ ।
ଦଳର ଭାବମୂର୍ତ୍ତି ବହୁ ତ୍ୟାଗ ତପସ୍ୟା ପରେ ତିଆରି ହୋଇଛି । ଏମିତି ଦାୟିତ୍ବହୀନ କଥା ଗଣମାଧ୍ୟମକୁ ନ ଆସୁ ବୋଲି କହିଛନ୍ତି ମନମୋହନ ସାମଲ।
ନିକଟରେ ତୁଳସୀ ଗଣନାଟ୍ୟ ମାଲିକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ନରି ପଣ୍ଡା ।
ଶହ ଶହ ଟ୍ରାକ୍ଟର ମାଟି ଉଠାଇ ନଦୀ ପଠାରୁ ସ୍ବତନ୍ତ୍ର ରାସ୍ତା ନିର୍ମାଣ କରାଯାଇଛି । ସେହି ରାସ୍ତା ଦେଇ ନଦୀର ଅପରପାର୍ଶ୍ବରେ ଥିବା କେନାଲକୁ ପୋତାଚାଲିଛି ।
ବାରମ୍ବାର ଶୁଭ ଦିଆଯାଉଛି, କୋଟି କୋଟିରେ ବଜେଟ୍ ବଢ଼ୁଛି । ହେଲେ ସରିବାର ନାଁ ଧରୁନି ରେଙ୍ଗାଲି ଦ୍ବିତୀୟ ସେତୁ ନିର୍ମାଣ କାମ । ୧ କିଲୋମିଟର ବ୍ରିଜ୍ ନହେବାରୁ ବୁଲିବାକୁ ପଡ଼ୁଛି ୫୦ କିଲୋମିଟର ବାଟ ।
ଦେଶ ଦେଖିଲା ରାଜ୍ୟ ଗଣତନ୍ତ୍ର ମନ୍ଦିରରେ ବିରଳ ଦୃଶ୍ୟ । ବ୍ୟବସ୍ଥାପିକା ଇତିହାସରେ ନୂଆ ଅଧ୍ୟାୟ । ଦୀର୍ଘ ଦୁଇ ଦଶନ୍ଧି ପରେ ସାରାରାତି ଚାହିଁଲା ବିଧାନସଭା । ଜାଗ୍ରତ ରହିଲେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ।
ବିଧାନସଭାରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ । ଫେରିବ ସିନେଟ୍ ବ୍ୟବସ୍ଥା, ପୂରଣ ହେବ ସବୁ ପଦପଦବୀ । କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷ କିମ୍ବା ସର୍ବାଧିକ ୭୦ ବର୍ଷ ବୟସ ଯାଏଁ ରହିପାରିବେ ।
ଦିନେ ଯାହା ହାତରେ କଥା କହୁଥିଲା ଗୁଳି ବନ୍ଧୁକ, ତାଙ୍କରି ମୁହଁରେ ଏବେ ମାଓ ଯନ୍ତ୍ରଣାର ଗାଥା।
କଲେଜ ଓ ୟୁନିଭର୍ସିଟିରୁ କୋମଳମତି ପିଲା ପଢୁଥିବା ସ୍କୁଲକୁ ବି ମାଡିଲାଣି ରାଗିଂ ରୋଗ । ବର୍ବରତାର ସବୁ ସୀମା ପାର କରି ଜଣେ ଷଷ୍ଠ ଶ୍ରେଣୀ ଛାତ୍ରକୁ ଅକଥନୀୟ ନିର୍ଯାତନା ଦେଇଛନ୍ତି ନବମ ଶ୍ରେଣୀ ପିଲା ।
ଚଢ଼ାଉ ସମୟରେ ରାଜା ଚକ୍ରର ୩ଟି ଦାମୀ ଗାଡି ଜବତ ହୋଇଛି । ସେହିପରି ବ୍ୟାପକ ହେରଫେର ହୋଇଥିବା ନେଇ କିଛି ଡକ୍ୟୁମେଣ୍ଟ ଜବତ କରିଛନ୍ତି ତଦନ୍ତକାରୀ ଟିମ୍ ।
ବିଧାନସଭା ଇତିହାସରେ ଆଉ ଏକ ରେକର୍ଡ । ଦୁଇ ଦଶନ୍ଦି ପରେ ରାତି ତମାମ ଚାଲିଥିଲା ବିଧାନସଭା । ୧୨ ଘଣ୍ଟାର ଘମାଘୋଟ ଆଲୋଚନା ପରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୪ ପାରିତ ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ରାତି ତମାମ ବିଧାନସଭାରେ ରହି ଦୁଇ ପ୍ରମୁଖ ବିଲ ଆଲୋଚନାରେ ଭାଗ ନେଇ ନିଜର ଅନୁଭୁତି ବଖାଣି ଥିଲେ।
ଦେଶ ଦେଖିଲା ରାଜ୍ୟ ଗଣତନ୍ତ୍ର ମନ୍ଦିରରେ ବିରଳ ଦୃଶ୍ୟ । ବ୍ୟବସ୍ଥାପିକା ଇତିହାସରେ ନୂଆ ଅଧ୍ୟାୟ । ଦୀର୍ଘ ଦୁଇ ଦଶନ୍ଧି ପରେ ସାରାରାତି ଚାହିଁଲା ବିଧାନସଭା । ଜାଗ୍ରତ ରହିଲେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ।
ରାଜ୍ୟସଭାରେ ୱକ୍ଫ ସଂଶୋଧନ ବିଲ୍ ଆଲୋଚନା ବେଳେ ବିଜେଡି ସାଂସଦଙ୍କ ବିରୋଧପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବିଜେଡି ରାଜ୍ୟସଭାରେ ଭୋଟିଂ ସମୟରେ ବିପକ୍ଷରେ ଭୋଟ ଦେଉଛି କିମ୍ବା ଓ୍ବାକ୍ ଆଉଟ୍ କରୁଛି ତା ଉପରେ ସମସ୍ତଙ୍କ ନଜର ରହିଥିଲା । କିନ୍ତୁ, ବିଜେଡି ସାଂସଦ...
ବିଧାନସଭାରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ପାରିତ । ଫେରିବ ସିନେଟ୍ ବ୍ୟବସ୍ଥା, ପୂରଣ ହେବ ସବୁ ପଦପଦବୀ । କୁଳପତିଙ୍କ କାର୍ଯ୍ୟକାଳ ୪ ବର୍ଷ କିମ୍ବା ସର୍ବାଧିକ ୭୦ ବର୍ଷ ବୟସ ଯାଏଁ ରହିପାରିବେ ।