କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଚୟନକୁ ନେଇ ଶଙ୍ଖ ଭବନ ରେ କେଁ । ବିଜେଡି ବିଧାୟକ ଧ୍ରୁବ ସାହୁ ଓ ଦେବୀ ମିଶ୍ରଙ୍କ ଭିତରେ ତୁ ତୁ ମେଁ ମେଁ । ଜିଲ୍ଲା ସଭାପତି ଚୟନକୁ ନେଇ ଛିଡ଼ୁନି ଅଙ୍କ । କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ନେଇ ଶଙ୍ଖ ଭବନରେ ଚାଲିଥିଲା ବୈଠକ। ସଭାପତି ନାଁକୁ ନେଇ କିଛି ବିଧାୟକ ରଖିଥିଲେ ପ୍ରସ୍ତାବ । ଯାହାକୁ ନେଇ ଶଙ୍ଖ ଭବନରେ ଉଚ୍ଚ ବାଚ ହୋଇଥିବା ସୂଚନା ମିଳିଛି । ସେପଟେ ୧୧ରୁ ୧୨ଟି ସାଂଗଠନିକ ଜିଲ୍ଲାରେ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିବା ବିଧାୟକ ମନୋହର ରନ୍ଧାରୀ କହିଛନ୍ତି।
Published By: Santosh Kumar Sahoo
Last updated: 15 April 2025, 10:32 PM IST
ରାଜଧାନୀରେ ବ୍ୟାପୁଛି ଝାଡାବାନ୍ତି। ଜଣେ କି ଦୁଇ ଜଣ ନୁହେଁ ଆକ୍ରାନ୍ତ ହେଲେଣି ୧୫୦ରୁ ଅଧିକ ଲୋକ।