• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

Santosh Kumar Sahoo

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।

less

Posts by Santosh Kumar Sahoo

ଘୋଷଣା ହେଲା ଟିମ୍‌ ଇଣ୍ଡିଆ
Champions Trophy Squad: ଚାମ୍ପିଅନ୍ସ ଟ୍ରଫି ପାଇଁ ଘୋଷଣା ହେଲା ଟିମ୍‌ ଇଣ୍ଡିଆ, ଶୁଭମନ ଗିଲ୍‌ ଉପଅଧିନାୟକ

ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅଧିନାୟକ ରୋହିତ ଶର୍ମା ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳ ଘୋଷଣା କରିଛନ୍ତି ।

ହୋସ୍‌ ଉଡ଼ାଇଲା ଅଫିସର ମ୍ୟାଡମଙ୍କ ନାଚ
Special Story: ମଞ୍ଚ ଦୁଲୁକାଇଲେ ପ୍ରଶାସିକା ମ୍ୟାଡମ, ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ନୃତ୍ୟରେ ଝୁମିଲେ ଦର୍ଶକ

ଢେମସା ନାଚୁଥିବା ମ୍ୟାଡମ ଜଣକ ହେଉଛନ୍ତି ଭବାନୀପାଟଣାର ଉପ-ଜିଲ୍ଲାପାଳ ମମତା ଦାସ । ଜଣେ ଦକ୍ଷ ପ୍ରଶାସିକା ହେବା ସହ ମ୍ୟାଡମ ଲୋକନୃତ୍ୟ ଢେମସାରେ ମଧ୍ୟ ଖୁବ ମାହିର ।

ଆଜି ଘୋଷଣା ହେବ ଭାରତୀୟ ଦଳ
Team India Squad For Champions Trophy: ଚାମ୍ପିଅନ୍ସ ଟ୍ରଫି ପାଇଁ ଆଜି ଘୋଷଣା ହେବ ଟିମ୍‌ ଇଣ୍ଡିଆ, ଦଳକୁ ଫେରିପାରନ୍ତି ସାମି

ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ତେବେ ଏହି ଅପେକ୍ଷା ଆଜି (ଜାନୁଆରୀ ୧୮) ଶେଷ ହେବାକୁ ଯାଉଛି । ଆଜି ମୁମ୍ବାଇରେ ଦିନ ୧୨.୩୦ରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅଧିନାୟକ ରୋହିତ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ...

ନବ ଦାସ ହତ୍ୟାକାଣ୍ଡ: ଏକାଧିକ ବନ୍ଧୁକରୁ ଗୁଳିମାଡ଼ !
Naba Das Murder Mystery: ନବ ଦାସ ହତ୍ୟାକାଣ୍ଡରେ ନୂଆ ମୋଡ, ଗୋଟିଏ ନୁହେଁ ଏକାଧିକ ବନ୍ଧୁକରୁ ହୋଇଥିଲା ଗୁଳିମାଡ଼

ନବ ଦାସଙ୍କ ଗାଡ଼ି ଉପରେ ୩ଟି ଓ ପଛରେ ଆସୁଥିବା ସରକାରୀ ଗାଡ଼ି ଉପରକୁ ମଧ୍ୟ ୫ଟି ଗୁଳି ମାଡ଼ ହୋଇଥିଲା । ଗୋପାଳ ବ୍ୟତୀତ ହତ୍ୟାକାଣ୍ଡରେ ଆଉ କିଏ ସଂପୃକ୍ତ ତାକୁ ନେଇ ଉଠିଲା ପ୍ରଶ୍ନ ।

ରାଜ୍ୟରେ ଆଜିଠୁ ପକ୍ଷୀ ଗଣନା
Bird Census: ଆରମ୍ଭ ହେଲା ଶୀତକାଳୀନ ପକ୍ଷୀ ଗଣନା, ସମସ୍ତ ୫୨ଟି ବନଖଣ୍ଡରେ ଏକକାଳୀନ ଗଣତି

ଏହି ଶୀତକାଳୀନ ପକ୍ଷୀ ଗଣନାରେ ଚିଲିକାରେ ୨୧ଟି ଟିମ୍, ହୀରାକୁଦରେ ୩୨ଟି ଟିମ୍ ଓ ଭିତରକନିକାରେ ୧୮ଟି ଗ୍ରୁପ ନିୟୋଜିତ ହୋଇଛନ୍ତି ।

ଇମ୍ରାନ୍‌ ଖାନଙ୍କୁ ୧୪ ବର୍ଷ ଜେଲ୍‌
Imran Khan: ଅଲ୍‌ କାଦିର ଟ୍ରଷ୍ଟ ଦୁର୍ନୀତି ମାମଲା: ଇମ୍ରାନ୍‌ ଖାନ୍‌ଙ୍କୁ ୧୪ ବର୍ଷ ଜେଲ୍‌

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଓ ତାଙ୍କ ପତ୍ନୀ ଅଲ୍-କାଦିର ଟ୍ରଷ୍ଟ ମାମଲାରେ ଦୋଷୀ ସାବ୍ୟସ୍ତ୍ୟ ହୋଇଛନ୍ତି । ଏହି ମାମଲା ୧୯୦ ନିୟୁତ ପାଉଣ୍ଡର ଠକେଇ ସହିତ ଜଡିତ । ଯେଉଁଥିପାଇଁ ଉଭୟଙ୍କୁ ୧୪ ଓ ୭ ବର୍ଷର ଜେଲ ଦଣ୍ଡ ଶୁଣାଯାଇଛି ।

ସିମେଣ୍ଟ ପ୍ଲାଣ୍ଟ ଅଘଟଣ: ଉଦ୍ଧାର ହେଲା ୨ ମୃତଦେହ
Cement Factory Tragedy: ସିମେଣ୍ଟ ପ୍ଲାଣ୍ଟରେ ଅଘଟଣ: ଉଦ୍ଧାର ହେଲା ୨ ନିଖୋଜ ଶ୍ରମିକଙ୍କ ମୃତଦେହ

କୋଇଲା ହପର ଭୁଶୁଡ଼ିବା ପରେ କମ୍ପାନୀର ଶ୍ରମିକ ସୁଶାନ୍ତ ରାଉତ, ଦଶରଥ ପାତ୍ର ଓ ରଞ୍ଜିତ ଭୋଳ ନିଖୋଜ ହୋଇଯାଇଥିଲେ । ସେମାନଙ୍କୁ ଉଦ୍ଧାର କାର୍ଯ୍ୟରେ ୨ଟି ଓଡ୍ରାଫ ଟିମ୍‌ ଓ ୫ଟି ଅଗ୍ନିଶମ ବାହିନୀ ଲାଗିଥିଲେ ।

କୁମ୍ଭମେଳାକୁ ଗାଡ଼ି ନାହିଁ !
Maha Kumbh 2025: ବୁଡ଼ ପକାଇବାକୁ ମନ, ହେଲେ ମହାକୁମ୍ଭକୁ ବାଟ ଓଗାଳିଛି ପରିବହନ

୧୪୪ ବର୍ଷ ପରେ ବିରଳ ସ୍ନାନ ଯୋଗ ପଡ଼ିଛି, ତେଣୁ ପ୍ରୟାଗରାଜ ତ୍ରିବେଣୀ ସଂଗମ ମହାକୁମ୍ଭ ମେଳାକୁ ଯାଇ ବୁଡ଼ ପକାଇବାକୁ ସଭିଙ୍କ ଇଚ୍ଛା। ହେଲେ ଯିବେ କେମିତି ? ସବୁ ଯିବା ବାଟ ତ ବନ୍ଦ ।

ଭାଙ୍ଗିଲା ‘ବୈକୁଣ୍ଠ ଆଶ୍ରମ’
Baikuntha Dham: ବୁଲିଲା ବୁଲଡୋଜର୍, ଭାଙ୍ଗିଲା ତଥାକଥିତ କୁନୀ କଳ୍କୀଙ୍କ ବୈକୁଣ୍ଠ ଆଶ୍ରମ

ବିଡିଏର ବୁଲଡୋଜର ମାଡ଼ରେ ଧରାଶାୟୀ ତଥାକଥିତ ବୈକୁଣ୍ଠ ଧାମ ଆଶ୍ରମ । ଭୁଶୁଡ଼ିଲା ଭକ୍ତ-ଭକ୍ତି ଓ ଭଗବାନ ନାଁରେ ସରକାରୀ ଜମି ଉପରେ ବେଆଇନ ଭାବେ ମୁଣ୍ଡ ଟେକିଥିବା ସାମ୍ରାଜ୍ୟ । ଭାଙ୍ଗିଲା ତୋରଣ, ଭୁଶୁଡ଼ିଲା ସଂଲଗ୍ନ କାନ୍ଥବାଡ଼।

ସଙ୍ଗୀତ ମହାବିଦ୍ୟାଳୟରେ ଚାଲିଛି କ’ଣ ?
Utkal Sangeet Mahavidyalaya: ସଂଗୀତ ମହାବିଦ୍ୟାଳୟ ନାଁରେ ସାଂଘାତିକ ଅଭିଯୋଗ, ମାର୍କ ବଢାଇବା ପ୍ରଲୋଭନ ଦେଖାଇ ଚାଲିଛି କି ଶୋଷଣ !

କଲେଜର କିଛି ଅଧ୍ୟାପକଙ୍କ ବିରୋଧରେ ଆସିଛି ସଂଗୀନ ଅଭିଯୋଗ । କଲେଜରେ ଫି ' ଆଦାୟ ନାଁରେ ଅଧିକ ଅର୍ଥ ଆଦାୟ ଓ ପିଲାମାନଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି ।

BCCIର ଗମ୍ଭୀର ନିଷ୍ପତ୍ତି
BCCI Issues New Guidelines: ବିସିସିଆଇର ‘ଗମ୍ଭୀର’ ନିଷ୍ପତ୍ତି; ଘରୋଇ କ୍ରିକେଟ୍‌ ଖେଳ, ନହେଲେ ଟିମ୍‌ରେ ନାହିଁ ସ୍ଥାନ !

ବିସିସିଆଇର 'ଗମ୍ଭୀର' ନିଷ୍ପତ୍ତି । ପରାଜୟ ପରେ କଠୋର ଲଗାମ୍ । ଚଳିବନି ଖେଳାଳିଙ୍କ ଷ୍ଟାରଡମ୍ । ଘରୋଇ କ୍ରିକେଟ୍ ଖେଳ, ନହେଲେ ଟିମରେ ଜାଗା ନାହିଁ ।

‘ହୁଣ୍ଡି ସ୍ଥାନାନ୍ତର ପରେ ଧାଡ଼ି ଦର୍ଶନ’
Dhadi Darshan in Srimandir: ‘ଫେବ୍ରୁଆରୀ ପହିଲାରୁ ଆରମ୍ଭ ହୋଇପାରେ ଧାଡ଼ି ଦର୍ଶନ, ହୁଣ୍ଡି ସ୍ଥାନାନ୍ତର ପାଇଁ ହେଉଛି ବିଳମ୍ବ’

ହୁଣ୍ଡି ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ କିଛି ଅନୁମତି ଆବଶ୍ୟକ ଅଛି । ସେହି ପ୍ରକ୍ରିୟା ସରିବା ପରେ ଧାଡ଼ି ଦର୍ଶନ ପାଇଁ ଷ୍ଟ୍ରକଚର ଇନଷ୍ଟଲ କରାଯିବ ।

ନବ ଦାସ ହତ୍ୟା: ହାଇକୋର୍ଟରେ ମାମଲା
Naba Das Murder Case: CBI ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା, କେନ୍ଦ୍ର-ରାଜ୍ୟ ସରକାର ଓ ଡିଜିପି ପକ୍ଷଭୁକ୍ତ

ପ୍ରାୟ ଦୁଇ ବର୍ଷ ପରେ ପୁଣି ଓଡ଼ିଶା ରାଜନୀତିରେ ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ । ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡରେ ସିବିଆଇ ତଦନ୍ତକୁ ନେଇ ତେଜିଲା ରାଜନୀତି ।

ଗେଟ୍‌ ଭାଙ୍ଗି ଧସେଇ ପଶିଲେ
Cement Factory Tragedy: ଡାଲମିଆ ସିମେଣ୍ଟ କଂପାନୀ ଭିତରକୁ ଧସେଇ ପଶିଲେ ଶ୍ରମିକଙ୍କ ସମ୍ପର୍କୀୟ

କାଲି ଡାଲମିଆ ସିମେଣ୍ଟ କମ୍ପାନୀରେ ଷ୍ଟକ୍ ରଖାଯାଉଥିବା କୋଇଲା ହପର ଭୁଶୁଡ଼ି ପଡ଼ିଥିଲା । ଯାହାଫଳରେ ୩ ଜଣ ଶ୍ରମିକ କୋଇଲା ତଳେ ଚାପି ହୋଇ ନିଖୋଜ ଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ICUରୁ ବାହାରିଲେ ସୈଫ୍‌
Attack on Saif Ali Khan: ସୂତାକରେ ବର୍ତ୍ତିଗଲେ ସୈଫ, ଛୁରୀ ଆଉ ୨ ମିଲିମିଟର ଗଭୀରକୁ ଯାଇଥିଲେ ହୋଇଥାନ୍ତା...

ଆଉ ତିନି ଦିନ ହସ୍ପିଟାଲରେ ରହିବା ପରେ ସୈଫ୍‌ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି କୁହାଯାଉଛି । ତେବେ ଚଲାବୁଲା ଉପରେ ସପ୍ତାହେ ପାଇଁ କଟକଣା ରହିଥିବା ସୈଫ୍‌ଙ୍କ ଅପରେସନ କରିଥିବା ଡାକ୍ତର ସୂଚନା ଦେଇଛନ୍ତି ।

Bollywood Actor Saif Ali Khan
ସୈଫ୍ ଅଲ୍ଲୀଖାନଙ୍କୁ କାହିଁକି ହେଲା ମରଣାନ୍ତକ ହମଲା ?

ସେଲିବ୍ରିଟିଙ୍କୁ ସଫ୍ଟ ଟାର୍ଗେଟ୍ ! ପଟ୍ଟୌଦୀ ନବାବଙ୍କୁ ମରଣାନ୍ତକ ଆକ୍ରମଣ । ଘରେ ପଶି ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ । ୬ ଥର ଭୁଶିଲା ଦୁର୍ବୃତ୍ତ । ଆରାମରେ ଆପାର୍ଟମେଣ୍ଟରୁ ଚମ୍ପଟ ମାରିଲା। CCTVରୁ ସାମନାକୁ ଆସିଲା ଅଭିଯୁକ୍ତର ଫଟୋ।

High-Profile Lady Hansita
ହାଇପ୍ରୋଫାଇଲ୍ ଲେଡି ଠକ ହଂସିତାଙ୍କ ଅସଲ ସ୍ବାମୀ କିଏ ?

ହାଇପ୍ରୋଫାଇଲ୍ ଲେଡି ହଂସିତା ଅଭିଲିପ୍ସାଙ୍କ ଠକେଇକୁ ନେଇ ଯେତିକି ଚର୍ଚ୍ଚା, ସେତିକି ରହସ୍ୟ ବଢ଼ାଉଛି ତାଙ୍କର ଅସଲ ସ୍ବାମୀ କିଏ ? କ୍ରାଇମ୍ ପାର୍ଟନର ଅନୀଲ୍ ମହାନ୍ତି, କନ୍ଧମାଳର କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟ ନା ଗଞ୍ଜାମର ବ୍ୟବସାୟୀ ସରୋଜ ସାହୁ ? ଯିଏ ଶୁଣୁଛନ୍ତି ଦ୍ବନ୍ଦ୍ବରେ ପଡ଼ୁଛନ୍ତି...

ବଢ଼ି ଚାଲିଛି ସୁନା ଦର
ସୁନା ଦାମ୍‌ ଶୁଣି ଗ୍ରାହକ ଛାନିଆ

ବିବାହ ସିଜିନ ପୂର୍ବରୁ ଉପରମୁହାଁ ସୁନା ଦର। ସପ୍ତାହେ ଭିତରେ ପ୍ରାୟ ୪ ହଜାର ଟଙ୍କା ମହଙ୍ଗା। ୫ ଦିନ ତଳେ ୨୨ କ୍ୟାରେଟ୍ ସୁନା ଦାମ୍ ଥିଲା ୭୧ ହଜାର ଟଙ୍କା। ଏବେ ୭୪ ହଜାର ପାଖାପାଖି ପହଞ୍ଚିଗଲାଣି।

‘କହିଲେ ହେବନି, ଲେଖିକି ଦିଅ’
ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି

ଚାଲେଞ୍ଜ, କାଉଣ୍ଟର ଚାଲେଞ୍ଜ । ପୁଣି ରାଜନୀତିରେ ନବ ଦାସ ହତ୍ୟା ପ୍ରସଙ୍ଗ। ମୁହାଁମୁହିଁ ଦୀପାଳି ଏବଂ ପୃଥ୍ୱୀରାଜ ହରିଚନ୍ଦନ। ସିବିଆଇ ତଦନ୍ତକୁ ନେଇ ତେଜିଲା ରାଜନୀତି।

୩ ଗୁଣା ବଢ଼ିବ ବେତନ !
କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର

କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷ ଦରମାରେ ହୋଇପାରେ ବମ୍ପର୍ ବୃଦ୍ଧି ! ପ୍ରାୟ ୩ ଗୁଣ ବଢ଼ିପାରେ ଦରମା ଓ ପେନସନ୍ ! ଅଷ୍ଟମ ବେତନ କମିଶନଙ୍କୁ କ୍ୟାବିନେଟ୍ ମଞ୍ଜୁରୀ ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର ଡିଗ୍ରୀ । ପରେ ବଡ଼ ଖବରରେ ସାମ୍ବାଦିକ ଭାବେ କାର୍ଯ୍ୟାରମ୍ଭ କଲି । ଏହାର ଭିତରେ ଡିଜିଟାଲ ମିଡିଆରେ କାମ କରିବାର ସୁଯୋଗ ଜୁଟିଲା। ନନ୍ଦିଘୋଷ ଟିଭି ଡିଜିଟାଲ ବିଭାଗରେ ୨ ବର୍ଷ କାର୍ଯ୍ୟ କରିବା ପରେ ଏବେ ଓଟିଭିରେ କାର୍ଯ୍ୟରତ । ଦେଶବିଦେଶ ଓ ଖେଳ ଖବର ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ରୁଚି ରହିଛି।