ମମତା ଏହା ମଧ୍ୟ କହିଛନ୍ତି ଯେ, ଓଡ଼ିଶା ସରକାର ତାଙ୍କର ଜଙ୍ଗଲ ବିଭାଗର ଏକ ଟିମ୍ ପଠାଇ ପଶ୍ଚିମବଙ୍ଗରୁ ବାଘକୁ ଧରି ନେବା ଉଚିତ୍ ।
ପ୍ରବାସୀମାନେ ମନ୍ଦିର ମାଳିନୀ ଭୁବନେଶ୍ୱରର ସବୁ ମନ୍ଦିର ବୁଲିବେ । ଏନେଇ ମନ୍ଦିର ଗୁଡ଼ିକ ସଫାସୁତୁରା ଭଲ ଭାବରେ କରିବା ସହିତ ସାଜସଜ୍ଜା କରାଯାଇଛି । ସେହିପରି ବିଭିନ୍ନ ପାର୍କରେ ମଧ୍ୟ ସ୍ୱତନ୍ତ୍ର ସାଜସଜ୍ଜା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆରମ୍ଭ ହୋଇଛି ।
ଏହି ଭୟଙ୍କର ଭୂମିକମ୍ପ ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନ ମିଳିଛି । ଏହି ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।
ଭୁବନେଶ୍ବର, ଦିଲ୍ଲୀ, ଝାଡ଼ଖଣ୍ଡର ୧୨ଟି ସ୍ଥାନରେ ରେଡ୍ ଜାରି ରହିଛି । ନଗଦ ଦାମୀ ଗାଡ଼ି କିଣିଥିବା ହଂସିକାଙ୍କ ଆକାଉଣ୍ଟରୁ ତଥ୍ୟ ମିଳିଛି ।
ଦୁଇ ଶହ ବର୍ଷରୁ ଉର୍ଦ୍ଧ୍ଵ ହେବ ଓଗାଳଷଣ୍ଢ ପୀଠ । ଏବେ ବି ପୀଠରେ ନାହିଁ କୌଣସି ଦେବା ଦେବୀଙ୍କର ବିଗ୍ରହ ମୂର୍ତ୍ତି । କେବଳ ୩୦ ଟି ପଥର ପ୍ରତିମା ସହ ମନ୍ଦିର ଭିତରେ ଥିବା ବିଶାଳକାୟ ଲିମ୍ବ ଗଛକୁ ବିଶ୍ଵାସ ରଖି ପୀଠରେ ଆରୋଗ୍ୟ ଲାଭ...
ଏହି ଭୂତାଣୁରେ ଅଧିକ ଶିଶୁ ଆକ୍ରାନ୍ତ ହେଉଥିବାରୁ ଚିନ୍ତା ବଢିଛି । କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାର ଏଥିପାଇଁ ଗାଇଡଲାଇନ୍ ଜାରି କରିସାରିଛନ୍ତି । କର୍ଣ୍ଣାଟକ ସରକାର ଲୋକଙ୍କ ମାସ୍କ ପିନ୍ଧିବା ପାଇଁ ଅପିଲ୍ କରିଥିବା ବେଳେ, ଗହଳି ସ୍ଥାନକୁ ନ ଯିବା ପାଇଁ ମହାରାଷ୍ଟ୍ରରେ କଟକଣା ଲାଗିଛି...
ଆଜି ଅପରାହ୍ନ ୨ଟାରେ ଦିଲ୍ଲୀ ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିବେ ନିର୍ବାଚନ ଆୟୋଗ ।
ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ଓଡ଼ିଶାରେ ଜମିଲାଣି NRI ମାନଙ୍କ ଭିଡ଼ । ବିଦେଶରୁ ଆସିଥିବା ପ୍ରବାସୀ ଭାରତୀୟମାନେ ଭୁବନେଶ୍ୱରରେ ପହଞ୍ଚିବା ପରେ, ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଆର୍ଶୀର୍ବାଦ କାମନା କରିଛନ୍ତି ।
ଏହି ହତ୍ୟାକାଣ୍ଡ ପଛର କାରଣ କ’ଣ ? ଘଟଣା ବେଳେ ଡ୍ରାଇଭର ସହିତ କେହି ଥିଲେ କି ନାହିଁ । ବିଜେପି ନେତାଙ୍କୁ ହତ୍ୟା ପାଇଁ କାହାଠୁ ସୁପାରୀ ନେଇଥିଲେ କି ?
ବେଙ୍ଗାଲୁରୁରେ HMPV ଭାଇରସ୍ ଚିହ୍ନଟ ହେବା ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି କର୍ଣ୍ଣାଟକ ସରକାର । ବେଙ୍ଗାଲୁରୁରେ ୨ HMPV ସଂକ୍ରମିତ ଚିହ୍ନଟ ପରେ ଆଡଭାଇଜରି ଜାରି କରି ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର ।
ତେବେ ଚଳିତ ବର୍ଷ ଆଦିବାସୀ ମେଳାରେ କିଛି ନୂଆ ଝଲକ ଦେଖିବାକୁ ମିଳିଛି । ବିଶେଷକରି ବିର୍ସା ମୁଣ୍ଡାଙ୍କ ଜୀବନୀକୁ ନେଇ ଏକ ସ୍ୱତନ୍ତ୍ର ପାଭିଲିୟନ କରାଯିବା ସହ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ ଆଦି କରାଯାଇଛି ।
ଏହି ବରଫ ଉପରେ କିଛି ପର୍ଯ୍ୟଟକ ଚାଲୁଥିବାବେଳେ ଏହା ହଠାତ୍ ଭାଙ୍ଗି ଯାଇଥିଲା । ଯାହାଫଳରେ ପର୍ଯ୍ୟଟକମାନେ ଏଥିରେ ଫସିଯାଇଥିଲେ ।
ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡରେ ରହିଛି ଅସୁରଘାଟି ଜଳ ପ୍ରପାତ । ହେଲେ ପ୍ରଶାସନର ଅଣଦେଖା ହେତୁ ଏଠାରେ ସେମିତି କିଛି ବିକାଶ ହୋଇପାରିନାହିଁ
ଏବେ ଚୀନରେ ଆତଙ୍କ ଖେଳାଇଛି ଏହି ନୂଆ ଭାଇରସ୍ । ଏହାର ଲକ୍ଷଣ ମଧ୍ୟ ଫ୍ଲୁ ଓ କୋଭିଡ୍ ଭଳି ବୋଲି କୁହାଯାଉଛି ।
ଏହା ବାସ୍ତବ ରୂପ ନେଲେ ସାରା ଦେଶରେ ପାଖାପାଖି ୭ କୋଟି ଇପିଏଫ୍ ହିତାଧିକାରୀ ଏହାର ଲାଭ ଉଠାଇ ପାରିବେ । ଜୁନ୍ ଶେଷସୁଦ୍ଧା ସଫ୍ଟୱେର୍ ବ୍ୟବସ୍ଥା କରାଯିବ ।
ଝିଅଟିଏ ହୋଇ ଜନ୍ମ ନେଇ ମୁଁ କ’ଣ ଭୁଲ କଲି ? କୁହନ୍ତି ଦୁହିତା ଦୁଇ କୁଳକୁ ହିତା । ଆଉ ମୁଁ କେଉଁ କୁଳକୁ ହେଲି ନିଜେ ବି ଜାଣିନି । ଶାଶୁଘରୁ ସ୍ନେହ ଟିକିଏ ପାଇଲିନି... ସ୍ୱାମୀଙ୍କର ବି ନିଜର ହୋଇପାରିଲିନି ।
ସୁଭଦ୍ରାକୁ ନେଇ ପୁଣି ଏକ ବଡ଼ ଅପଡେଟ୍ । ପୂର୍ବ ସ୍ଥିରୀକୃତ ମାର୍ଚ୍ଚ ୮ ମହିଳା ଦିବସ ନୁହେଁ ବରଂ ମାର୍ଚ୍ଚ ୩୦ରେ ଆବେଦନ କଲେ ବି ଏକାଥରେ ମିଳିଯିବ ୨ଟି ଯାକ କିସ୍ତିର ଟଙ୍କା ।
ମହାକାଶରୁ ପୃଥିବୀର ଭିଡିଓ ଉଠାଇଛି ଚେଜର ସ୍ପେସକ୍ରାଫ୍ଟ। ୪୦୦ କିଲୋମିଟର ଉଚ୍ଚତାରୁ ସେଲଫି ଭିଡିଓ ନେଇଛି। ଯାହାକି ସ୍ପେସ୍ ଡକିଂ ଟେକ୍ନୋଲୋଜିରେ ଏକ ବଡ଼ ଉପଲବ୍ଧି।
ଲୁଟ୍ ପାଇଁ ଫାୟାରିଂ। ଦିନ ଦ୍ବିପ୍ରହରରେ ଜୁଏଲାରୀ ଦୋକାନରେ ଆତଙ୍କରାଜ। ଡକାୟତି ବେଳେ ଫୁଟିଲା ଗୁଳି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚାଲିଗଲା ୨ ଜୀବନ।
କିଏ ସେ ରାବଣ, ଆଉ କିଏ ସେ କଂସ ? ବିଜେଡିର କେଉଁ ନେତାଙ୍କୁ ରାବଣ ଓ କଂସ ସହ ତୁଳନା କଲେ ପ୍ରଭାତ ବିଶ୍ବାଳ ? ଖାଲି ସେତିକି ନୁହେଁ ରାଜନୀତିର ଏହି ରାବଣ ଓ କଂସଙ୍କ ପାଇଁ ସେ ନାଲି ପୋଷାକ ପିନ୍ଧିବା ଆରମ୍ଭ କରିଛନ୍ତି...