ରାଜନୀତିର ପରଦା ପଛରେ କେଉଁ ଗୋଟି ଚଳାଉଛନ୍ତି ପାଣ୍ଡିଆନ୍ ? ସୁଜାତାଙ୍କୁ ବିଜେଡିରେ ସାମିଲ ନେଇ କରୁଛନ୍ତି କି ଯୋଜନା ? ହଠାତ୍ ସୁଜାତା VRS ନେଲେ କାହିଁକି ?
ସ୍ତ୍ରୀକୁ ନ ଛାଡ଼ିବାରୁ ରକ୍ତ ଚାଉଳ ଚୋବାଉଥିଲା ଜ୍ୱାଇଁ । ଶ୍ୱଶୁର ଘର ଲୋକଙ୍କୁ ପାନେ ଦେବା ପାଇଁ ରଚିଥିଲା ପ୍ଲାନ ଆଉ ନିଶବ୍ଦ ରାତିରେ କରିଥିଲା ଭୟଙ୍କର ଆକ୍ରମଣ।
ଏବେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସବୁ ଘରକୁ ଯୋଡ଼ିବାକୁ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା ।
ହିତାଧିକାରୀଙ୍କ ଅଜାଣତରେ ଗାୟବ ହୋଇଯାଇଛି ହଜାର ହଜାର ଟଙ୍କା। ଏନେଇ ସେମାନେ ଗ୍ରାହକ ସେବା କେନ୍ଦ୍ରର ଅଧିକାରୀଙ୍କୁ ପଚାରିଥିବା ବେଳେ, ନିଜେ ଟଙ୍କା ଉଠାଇ ନେଇଥିବା କଥା ସେ ସ୍ୱୀକାର କରିଥିଲେ।
ଭାରତୀୟ ମାର୍କେଟ ଖୋଲୁଖୋଲୁ ସେନସେକ୍ସରେ ୩ ହଜାରରୁ ଅଧିକ ପଏଣ୍ଟ ହ୍ରାସ ପାଇଛି । ଏହାର ଅର୍ଥ ଏହା ପ୍ରାୟ ୪.୭୦ ପ୍ରତିଶତ ହ୍ରାସ ପାଇଛି ।
ଗଞ୍ଜାମ ଥାନା ପାଳିବନ୍ଧ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକମାନେ ହେଲେ ମାଆ ମାମି ରେଡ୍ଡୀ, ୨୩ ବର୍ଷୀୟ ପୁଅ ରାକେଶ ରେଡ୍ଡୀ ଓ ୨୦ ବର୍ଷୀୟା ଝିଅ ମିନା ରେଡ୍ଡୀ ।
ଦିନେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ବେଶ୍ ଚଳଚଂଚଳ, ଲୋକବାକରେ ପୁରି ଉଠୁଥିଲା । ଏବେ ଶ୍ରୀହୀନ, ପାଲଟି ଯାଇଛି ଭୂତକୋଠି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଗୋକର୍ଣ୍ଣେଶ୍ୱର ପୀଠ ନିକଟରେ ଥିବା ପାନ୍ଥିକା ।
୭ ବିଜେଡି ସାଂସଦରୁ ଦେବାଶିଷ ସାମନ୍ତରାୟ ଭୋଟ୍ ଦେବାରୁ ବିରତ ରହିଛନ୍ତି, ମୁନା ଖାଁ ବିରୋଧ କରିଛନ୍ତି ଏବଂ ସସ୍ମିତ ପାତ୍ର ସମର୍ଥନ କରିଛନ୍ତି। କିନ୍ତୁ ଅନ୍ୟ ବିଜେଡି ସାଂସଦମାନେ କ’ଣ କରିଛନ୍ତି, ସେମାନେ ସର୍ବସମ୍ମୁଖକୁ ଆସି ପ୍ରକାଶ କରିବା ଦରକାର ।
ନବୀନ ବାବୁଙ୍କୁ ଆମେ କେଉଁ ଭାଷାରେ ବର୍ଣ୍ଣନା କରିବା ? ମୋତେ ଲାଗେ, "ଚୁପ୍ ସୈତାନ୍" ଛଡ଼ା ଆଉ ଭଲ ଶବ୍ଦ ମିଳିବ ନାହିଁ ।
କିଛି ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ବିଶେଷକରି ଆଜି କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇପାରେ ।
ଦେବାଶିଷ ବାବୁ ସ୍ପଷ୍ଟ କରିଛନ୍ତି ଯେ ସସ୍ମିତ ପାତ୍ର ନିର୍ଦ୍ଦେଶ ପାଳନ କରିବା ଲୋକ । ଏକାଧିକ ବ୍ୟକ୍ତି ଏହା ପଛରେ ଅଛନ୍ତି । ବିଜେଡିରେ କୌଣସି ବ୍ୟକ୍ତିର ସାହସ ନାହିଁ ଦଳର ନିଷ୍ପତ୍ତି ବଦଳାଇ ପାରିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ ।
କାନ୍ଥରୁ ବାହାଘର ଚିତା ଲିଭିବା ପୂର୍ବରୁ ଲିଭିଗଲା ଜୀବନ ଦୀପ । ନୂଆ ସଂସାର ଆରମ୍ଭ କରିବା ପୂର୍ବରୁ ସବୁକିଛି ଧୂଳିସାତ ହୋଇଗଲା। ଆଉ ଏବେ ନିଜର ସ୍ୱପ୍ନର ମଣିଷକୁ ହରାଇ ମୁଣ୍ଡପିଟି କାନ୍ଦୁଛନ୍ତି ନବ ବିବାହିତା ପତ୍ନୀ ।
ମାଓବାଦୀଙ୍କୁ ଭାଇ ବୋଲି ସମ୍ବୋଧନ କରି ଶାହ କହିଥିଲେ, ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟ ସ୍ରୋତକୁ ଫେରି ଦେଶର ବିକାଶରେ ସାମିଲ ହୁଅନ୍ତୁ ।
ପ୍ରସ୍ତୁତ ହୋଇ ରହିଛି ତାମିଲନାଡୁର ନୂଆ ପମ୍ବନ ବ୍ରିଜ୍ । ଖାଲି ଉଦଘାଟନକୁ ଅପେକ୍ଷା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଉଦଘାଟିତ ହେବ ଏହି ବ୍ରିଜ୍ । ମୋଦିଙ୍କ ଗସ୍ତକୁ ଆଖି ଆଗରେ ରଖାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ସ୍ତ୍ରୀର ନିର୍ଯାତନା ରାମଚନ୍ଦ୍ରଙ୍କୁ ଏପରି ଅଥୟ କରିଥିଲା ଯେ, ଚରମ ନିଷ୍ପତ୍ତି ନେବାକୁ ସେ ପଛାଇ ନାହାନ୍ତି । ବାପା, ମାଆ, ଆଉ ଜନ୍ମ କଲା ଝିଅକୁ ପର କରି ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରି ଦେଇଛନ୍ତି ।
ନବୀନ ବସିଛନ୍ତି ଚୁପ୍ । ନା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ନା ଦଳ ଭିତରେ ଶୃଙ୍ଖଳାର ପାଠ ପଢ଼ାଉଛନ୍ତି । ଫଳରେ ପଦାରେ ପଡ଼ୁଛି କନ୍ଦଳ, ମୁହଁ ଖୋଲୁଛନ୍ତି ନେତା ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହସ୍ତାକ୍ଷର ପରେ ଏହି ବିଲ୍ ଏବେ ଆଇନରେ ପରିଣତ ହୋଇସାରିଛି । ଏବେ ଏହି ନୂଆ ନିୟମକୁ ସାରା ଦେଶରେ ଲାଗୁ କରାଯିବ ।
ଦଇବ ଏମିତି ଦୁଃଖ ଦେବ କିଏ ବା ଜାଣିଥିଲା l ବାପା ମାଙ୍କ ସହ କତ୍ତରାପୁର କାଳୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ ୪ ବର୍ଷର କୁନିପୁଅ l ଫେରିବା ବେଳେ ପାଣିକୋଇଲି ଥାନା ପୁରୁଣା ଟୋଲଗେଟ୍ ନିକଟରେ ଦୁର୍ଘଟଣାରେ ବାପା-ମା’ଙ୍କ ମୃତ୍ୟୁ ହୋଇଗଲା ।
ଗତକାଲି କ୍ଷୀରୋଦକୁ ଧରିବା ପାଇଁ ଅନୁଗୁଳ ଟାଉନ୍ ଥାନା ଓ ସ୍ପେଶାଲ ସ୍କ୍ୱାଡର ସହାୟତା ଲୋଡିଥିଲା ଛେଣ୍ଡିପଦା ପୋଲିସ । ପୋଲିସକୁ ଦେଖି କ୍ଷୀରୋଦ ଅନୁଗୁଳ ଟାଉନ୍ ଥାନା ହନୁମାନ ବାଟିକା ନିକଟରେ ଆମ୍ବ ବଗିଚାରେ ପଶିଯାଇଥିଲା ।
ପବିତ୍ର ରାମ ନବମୀ ପୂର୍ବରୁ ରଙ୍ଗୀନ ଆଲୋକ ମାଳା ଓ ଫୁଲରେ ଝଲସିଲା ଅଯୋଧ୍ୟା ରାମ ମନ୍ଦିର । ଅଯୋଧ୍ୟାର ରାମ ଜନ୍ମଭୂମି ମନ୍ଦିର ରଙ୍ଗୀନ ଆଲୋକ ମାଳାରେ ଝଲସି ଉଠୁଛି ।