Advertisment

Mamata Banerjee: ଦିଦିଙ୍କ ରାଜ୍ୟରେ ରାଷ୍ଟ୍ରପତି ଶାସନ !

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୱକଫ ସଂଶୋଧନ ବିଲକୁ ନିଜ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି ସ୍ପଷ୍ଟ ଘୋଷଣା କରିଛନ୍ତି । ଏହା ପରେ ୱାକଫ୍‌ ବିଲକୁ ନେଇ ଜଳୁଛି ପଶ୍ଚିମବଙ୍ଗ ।

author-image
Santosh Kumar Sahoo

ପଶ୍ଚିମବଙ୍ଗରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ? ୱାକଫ୍‌ ନିଆଁରେ ଜଳୁଛି ଦିଦିଙ୍କ ରାଜ୍ୟ । ଗଡ଼ୁଛି ଜନତାଙ୍କ ମୁଣ୍ଡ । ସବୁଠି ଚାଲିଛି ଜଳାପୋଡ଼ା-ଭଙ୍ଗାରୁଜା । ୱାକଫ୍‌ ସଂଶୋଧନ ବିଲ ଲୋକସଭା ଏବଂ ରାଜ୍ୟସଭାରେ ପାସ୍ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଏବେ ଆଇନରେ ପରିଣତ ହୋଇସାରିଛି । ଏପ୍ରିଲ ୮ ତାରିଖରୁ ସାରା ଦେଶରେ ରାଗୁ ହୋଇଛି ଏହି ଆଇନ୍‌ । ଆଉ ସେଇଥିପାଇଁ ଜଳୁଛି ପୂରା ପଶ୍ଚିମବଙ୍ଗ ।

Advertisment
West Bengal Mamata Banerjee
Advertisment
Advertisment