• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Special footpath
ରାଜପଥରେ ରହିବ ସାଇକେଲ୍ ଓ ପଥଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରାକ୍

ରାଜପଥରେ ରହିବ ସାଇକେଲ୍ ଓ ପଥଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରାକ୍। ଦୁର୍ଘଟଣା ରୋକିବା ଓ ଭିଡ଼ କମାଇବାକୁ ପରିବହନ ବିଭାଗର ଡ୍ରାଫ୍ଟ ପଲିସି। ନିୟମ ଅନୁଯାଇ ରାସ୍ତା ନିର୍ମାଣ ନକଲେ ଠିକାଦାର ଗଣିବେ ତଣ୍ଡ..

Crime
ଦାଦାବଟି ପାଇଁ ଗଡ଼ିଲା ମୁଣ୍ଡ

ଦାଦାବଟି ପାଇଁ ଗଡ଼ିଲା ମୁଣ୍ଡ। ସ୍ୱାମୀ ଜୀବନ ବଞ୍ଚାଇବାକୁ ଯାଇ ଦୁର୍ବୃତ୍ତଙ୍କ ଗୁଳି ଖାଇଲେ ପତ୍ନୀ। ପୂଜାରେ ଅପରାଧ ରୋକିବାକୁ ପୋଲିସର ସ୍ପେଶାଲ ଡ୍ରାଇଭ୍। ପେଷାଦାର ଅପରାଧୀଙ୍କ ଉପରେ ପୋଲିସର ତୀକ୍ଷ୍ନ ନଜର

African Cheetahs
ନାମିବିୟାରୁ ଭାରତ ଆସିବେ ୮ଟି ଚିତା

ଚିତାବାଘଙ୍କୁ ଆଣିବ ବାଘମୁହାଁ ବିମାନ । ବ୍ୟାଘ୍ରଚିତ୍ରିତ ସ୍ୱତନ୍ତ୍ର ବୋଇଂ-747 ଜୁମ୍ବୋ ଜେଟ୍‌ରେ ୧୦ ଘଣ୍ଟାର ନିରବଚ୍ଛିନ୍ନ ଯାତ୍ରା କରି ଆଫ୍ରିକାର ନାମିବିୟାରୁ ଭାରତ ଆସିବେ ୮ଟି ଚିତା ।

BJP
ବିଜେପିର ୨୪ ରୋଡମ୍ୟାପ୍

ପଞ୍ଚାୟତ ସ୍ତରରୁ ଲଢ଼େଇ ପାଇଁ ପୁରୀରେ ଗୁରୁମନ୍ତ୍ର। ନେତାଙ୍କୁ ଗୁରୁମନ୍ତ୍ର ଦେଲେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ. ସନ୍ତୋଷ। ବିଜେଡି ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଅସ୍ତ୍ର କରିବାକୁ ଆହ୍ବାନ। ଓ୍ୱାନ-ଟୁ-ଓ୍ୱାନ ଆଲୋଚନା ସହ ନେତାଙ୍କୁ ଦେଲେ ଟାସ୍କ...

African Cheetahs
୭ ଦଶନ୍ଧୀ ପରେ ଭାରତୀୟ ଜଙ୍ଗଲରେ ବୁଲିବେ ଚିତା

ଜୁଲାଇରେ ନାମିବିୟା ସହିତ ହୋଇଥିବା ଚୁକ୍ତି ଅନୁସାରେ ପ୍ରଥମ ବ୍ୟାଚ୍‌ରେ ୮ଟି ଚିତା ଭାରତ ଆସିବାକୁ ଥିବା ବେଳେ, ଚଳିତବର୍ଷ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ଆସିବ । ୫ ବର୍ଷ ଭିତରେ ୫୦ଟି ଚିତା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ଭାରତ ସରକାର । 

Special footpath
ଦୁର୍ଘଟଣା ଏଡ଼ାଇବ ଡ୍ରାଫ୍ଟ ପଲିସି; ଏନ୍‌ଏଚ୍‌ରେ ରହିବ ସାଇକେଲ୍ ଓ ପଥଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରାକ୍

ମୁଖ୍ୟ ରାସ୍ତାରେ ଯିବେନି ପଥଚାରୀ । ସାଇକେଲ ଚାଳକ ବି ସ୍ୱତନ୍ତ୍ର ଟ୍ରାକ୍‌ରେ ଯିବେ ।

Crime
ସ୍ୱାମୀ ଜୀବନ ବଞ୍ଚାଇବାକୁ ଯାଇ ଦୁର୍ବୃତ୍ତଙ୍କ ଗୁଳି ଖାଇଲେ ପତ୍ନୀ

କଥା କଥାରେ ଗୁଳି ଫୁଟୁଥିବା ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବଢିଲାଣି ଦାଦାବଟି ଆଦାୟ ଦୌରାତ୍ମ୍ୟ ।

BJD Youth Leader
ଟ୍ରକ୍‌ ଚୋରି କରୁଥିଲେ ବିଜେଡି ନେତା; ଏବେ ବାନ୍ଧିଲା ପୋଲିସ

ଟ୍ରକ ଚୋରି କରୁଥିଲେ ବିଜେଡି ନେତା। ଏବେ ବାନ୍ଧି ଜେଲରେ ପୂରାଇଲା ପୋଲିସ। ଧର୍ମଶାଳା ଓ ବଡଚଣାରୁ ଟ୍ରକ ଚୋରି କରୁଥିଲେ। କୋଲକାତା ଓ ବିହାରରେ ବିକ୍ରି କରି ରୋଜଗାର କରୁଥିଲେ କୋଟି କୋଟି ଟଙ୍କା। ଚୋରି ମାମଲାର ପର୍ଦ୍ଦାଫାସ କରୁ କରୁ ସାମ୍ନାକୁ ଆସିଥିଲା ବିଜେଡି ନେତାଙ୍କ...

Muslim Devotee
ମୁସଲିମ୍‌ ଭକ୍ତଙ୍କ ମୁହଁରେ ଜଗନ୍ନାଥ ଭଜନ

ଇଏ ବି ଜଣେ ସାଲବେଗ। ମହାପ୍ରଭୁ ଜଗନ୍ନାଥଙ୍କ ଏମିତି ଭଜନ ଗାଉଛନ୍ତି ଯେ ଥରେ ଶୁଣିଲେ ବାରମ୍ବାର ଶୁଣିବାକୁ ହେବ ଇଚ୍ଛା। ବିନା କୌଣସି ତାଲିମରେ ଜଗାର ଭଜନ ଗାଉଛନ୍ତି ମେହେରବାନ୍‌।

IAF Suryakiran Air Show
କାଲି ଶୋ’ ଆଉ ଆଜି ଜୋରଦାର୍‌ ଅଭ୍ୟାସ

ଆସନ୍ତାକାଲି ଭୁବନେଶ୍ୱର କୂଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ’ ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୧ ପର୍ଯ୍ୟନ୍ତ ଏହି ଶୋ’ ଚାଲିବ। ଏଥିପାଇଁ ବାୟୁସେନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ମ୍ୟାପିଂ କରାଯିବା ସହ ପଡ଼ିଆର ଅନୁଧ୍ୟାନ...

Wearing SeatBelt
ପଛ ସିଟ୍‌ ବେଲ୍ଟକୁ ନେଇ କଠୋର ହେଲା ପୋଲିସ୍‌; ନୂଆ ନିୟମ ନମାନିଲେ ବଡ଼ ଜୋରିମାନା

ଦିଲ୍ଲୀ ଟ୍ରାଫିକ ପୋଲିସ ପକ୍ଷରୁ କାର୍‌ର ପଛ ସିଟରେ ସିଟ୍ ବେଲ୍ଟ ପିନ୍ଧିବାର ନିୟମକୁ ବାଧ୍ୟତାମୂଳକ କରାଯାଇଛି ।

Farmer's Children
ଚାଷୀଘର ପିଲା ଇଣ୍ଡିଆ ଟପ୍ପର..

ଇଚ୍ଛାଶକ୍ତି ଥିଲେ ବାହାନା ନୁହେଁ ବରଂ ବାଟ ଦେଖାଏ। ଆଉ ନିଷ୍ଠା ଥିଲେ କେମିତି ସଫଳତା ମିଳେ ତାହା ଶିଖନ୍ତୁ ଏଇ ପିଲାଙ୍କଠୁ..

Virat Kohli
ପୁଣି ରେକର୍ଡ କଲେ ବିରାଟ; ରେସ୍‌ରେ ପଛରେ ପଡ଼ିଲେ ‘ଗଡ୍‌ ଅଫ୍‌ କ୍ରିକେଟ୍‌’

କିଙ୍ଗ୍‌ କୋହଲି ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି । ପ୍ରଥମ କ୍ରିକେଟର ଭାବେ ଟ୍ୱିଟରରେ ବର୍ତ୍ତମାନ କୋହଲିଙ୍କର ୫୦ ମିଲିୟନ ଫଲୋଅର୍ସ ରହିଛନ୍ତି ।

Bathroom Door
ମେୟରଙ୍କୁ ବାଥରୁମ୍‌ କବାଟ ଗିଫ୍ଟ ଦେଲା କଂଗ୍ରେସ୍‌

‘ମୁଁ ବାଥ୍‌ରୁମ୍ ଗଲେ କବାଟ ଧରିକି ଯାଉଛି। କାରଣ ମୁଁ ଅଫିସ୍‌ରେ ବସୁଛି, ବାଥ୍‌ରୁମ୍ କବାଟ ଭାଙ୍ଗି ପଡ଼ିଛି।’ କଟକ ମେୟର ସୁବାସ ସିଂ ଗତକାଲି ସିଏମସି କାଉନସିଲ ବୈଠକରେ ଏହି ବକ୍ତବ୍ୟ ଦେଇଥିଲେ। ଆଜି କଟକ ଜିଲ୍ଲା କଂଗ୍ରେସ କଂଗ୍ରେସ୍ ପକ୍ଷରୁ ସୁବାସ ସିଂହଙ୍କ ଉଦ୍ଦେଶ୍ୟରେ କଟକ...

SIM Box Racket
ସିମବକ୍ସ ରାକେଟ୍‌ର ପୁଣି ପର୍ଦ୍ଦାଫାସ୍; KYC ନାଁରେ ଫେକ୍ ମେସେଜ ପଠାଇ କରୁଥିଲେ ଚିଟିଂ

ଅଦୃଶ୍ୟ ଲୁଟେରା ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍ । ଫେକ୍ ଫୋନ୍ କଲ୍ ଆଉ ମେସେଜ୍ ଜରିଆରେ ନୀରିହଙ୍କୁ ଚୁନା ଲଗାଉଥିବା ଦୁର୍ବୃତ୍ତଙ୍କ ମୁଖା ଖୋଲିଲା କ୍ରାଇମବ୍ରାଞ୍ଚ । ଯେଉଁମାନେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ବୁଲାଉଥିଲେ କଳାକନା ।

E-Vehicles
ଇ-ଭେଇକିଲ୍‌ କିଣି ଫସିଗଲେ କି ଗ୍ରାହକ ?

ସିକନ୍ଦରାବାଦ୍ ଘଟଣା ପରେ ଇଲେକ୍ଟ୍ରିକ୍‌ ଯାନର ନିରାପତ୍ତାକୁ ନେଇ ଉଙ୍କି ମାରୁଛି ନାନା ପ୍ରଶ୍ନ ।

Mitchell Starc, Mitchell Marsh, Marcus Stoinis
ଅଷ୍ଟ୍ରେଲିଆକୁ ବଡ଼ ଝଟକା; ଭାରତ ବିପକ୍ଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବେନି ଏହି ତିନି ଖେଳାଳି..

ଆସନ୍ତା ୨୦ ରୁ ଆରମ୍ଭ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ୍‌ ଖେଳିବେନି ଅଷ୍ଟ୍ରେଲିଆ ଦଳର ତିନି ପ୍ରମୁଖ ଖେଳାଳି ।

Youth kills self
ସାଙ୍ଗଙ୍କ କମେଣ୍ଟ ସହିପାରିଲେନି; ଜୀବନ ହାରିଦେଲେ

ସହିପାରିଲେନି ସାଙ୍ଗଙ୍କ କମେଣ୍ଟ। ବିଷ ପିଇ ଜୀବନ ହାରିଦେଲେ ଆଶୁତୋଷ। ଭେଣ୍ଡିଆ ପୁଅ ସିନା ଚାଲିଗଲା, ହେଲେ ଜନ୍ମକଲା ପୁଅ ପାଇଁ ମୁଣ୍ଡ ବାଡେଇ ଛାତିପିଟି କାନ୍ଦୁଛି ମାଆ। କହୁଛି, ଧନରେ ତୁ ଫେରିଆ ଆ ମୋ କୋଳକୁ..

Anubhav Varsha
ଅଯଥା ସମୟ ନନେବାକୁ ବର୍ଷାଙ୍କ ସତ୍ୟପାଠ ଦାଖଲ

ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ସତ୍ୟପାଠ ଦାଖଲ କଲେ ବର୍ଷା ।

Drug Mafia Ranju Nayak
ଚନ୍ଦୁ ମର୍ଡର କେସ୍‌ର ପର୍ଦ୍ଦାଫାସ; ଦାଦା ବଟି ପାଇଁ ମୁଣ୍ତ ଗଡ଼ାଇଥିଲା ଲେଡି ନିଶା ମାଫିଆ

ନିଶା କାରବାରକୁ ବିରୋଧ କରିବାକୁ ନେଇ ଗତ ଶୁକ୍ରବାର ରାତିରେ ରାଜଧାନୀର ୟୁନିଟ୍-୮ ନାରାୟଣୀ ବସ୍ତି ଅଞ୍ଚଳରେ ଚନ୍ଦୁ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୨ ମୁଖ୍ୟ ଅଭିଯୁକ୍ତ ଲେଡି ଡ୍ରଗ୍ସ ମାଫିଆ ରଞ୍ଜୁ ନାୟକ ଓ ତାଙ୍କ ସହଯୋଗୀ କାହ୍ନା ଫେରାର ଥିବା...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।