• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

BJP
ମିଶନ ୨୪ ଲାଗି ବିଜେପିର ପାଗଭିଡ଼ା

ମିଶନ ୨୪କୁ ନେଇ ଚଳଚଞ୍ଚଳ ବିଜେପି ଶିବିର । ରାଜ୍ୟକୁ ଛୁଟିଛି କେନ୍ଦ୍ରୀୟ ନେତାଙ୍କ ସୁଅ । ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରଭାରୀ ସୁନିଲ୍ ବଂଶଲଙ୍କ ପରେ ଓଡ଼ିଶା ଗସ୍ତରେ ୭ କେନ୍ଦ୍ର ମନ୍ତ୍ରୀ ।

Self Kill Cases
ଜୀବନକୁ ଏତେ ଘୃଣା କାହିଁକି ?

ବ୍ୟବସ୍ଥା ଆଗରେ ବୋଝ ହୋଇଯାଉଛି କି ଜୀବନ ? ମୃତ୍ୟୁ ଅପେକ୍ଷା ମହଙ୍ଗା ହୋଇଯାଉଛି କି ଜୀବନ ଧାରଣ ?

Queen Elizabath Second
ମନେ ରହିବେ ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟ

୯୬ ବର୍ଷ ବୟସରେ ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ । ସାରା ବିଶ୍ୱ ଶୋକ ପ୍ରକାଶ କରୁଛି । ବିଶ୍ୱର ବିଭିନ୍ନ ଭାଗରୁ ରାଜନେତା, ବିଶିଷ୍ଟ ବ୍ୟକ୍ତିଗଣ କୁଇନ୍ ଏଲିଜାବେଥ୍‌ଙ୍କ ସ୍ମୃତିଚାରଣ କରୁଛନ୍ତି ।

matric fail farmer scripts success
ଦିନ ମଜୁରିଆରୁ ସଫଳ ଚାଷୀ..ଦିନେ ରୋଜଗାର କରୁଥିଲେ ୫୦ଟଙ୍କା..ଆଜି ୫୦ ଲକ୍ଷ ଟଙ୍କା ଫାର୍ମ ହାଉସ୍‌ର ମାଲିକ

ଦିନେ ୫୦ ଟଙ୍କା ପାଇଁ ପର ଦୁଆରେ ମୂଲ ଲାଗୁଥିଲେ ସହଦେବ। ଆଉ ଆଜି ପରିଶ୍ରମ କରି ୫୦ ଲକ୍ଷ ଟଙ୍କା ଫାର୍ମ ହାଉସ୍‌ର ମାଲିକ। ହେକ୍ଟର ହେକ୍ଟର ଜମିରେ ମୁକ୍ତାଠୁ ମାଛ..ଶାଗୁଆନଠୁ ପରିବା ଯାଏଁ ଚାଷ କରୁଛନ୍ତି ଆଉ ଏଥିରୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ...

Anubhav- Varsha Marital Discord
କୋର୍ଟର ସମୟ ନଷ୍ଟ କରିବାରୁ ଫାଇନ୍‌ ଗଣିବେ ବର୍ଷା-ଅନୁଭବ

ଫ୍ୟାମିଲି କୋର୍ଟରେ ୫ ହଜାର ଲେଖାଏଁ ଫାଇନ୍‌ ଗଣିବେ ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ।

Cheating On Wife
ରସିକିଆ ସ୍ୱାମୀ ସାମ୍ନାରେ ଦୁଇ ଗର୍ଭବତୀ ପତ୍ନୀ ହାତାହାତି

ବାଃ ବାଃରେ ରସିକିଆ ସ୍ୱାମୀ। ଜଣଙ୍କୁ ବାହା ହୋଇ ଗର୍ଭବତୀ କରିବା ପରେ ଏବେ ଆଉ ଜଣଙ୍କ ସହ ରଖିଛନ୍ତି ପ୍ରେମ ସମ୍ପର୍କ। ଖାଲି ସମ୍ପର୍କ ନୁହେଁ ବରଂ ତାଙ୍କ ସହ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ କରୁଛନ୍ତି ପୋଷ୍ଟ। ଇନଷ୍ଟା ଭିଡ଼ିଓ ଦେଖିବା ପରେ ଥାନାରେ ଦ୍ୱାରସ୍ଥ...

Red sandalwood smuggling
'ଆନ୍ଧ୍ର ସିଜ୍‌ କରୁଛି, ଓଡ଼ିଶା ଜଳକା ହୋଇ ଚାହିଁଛି'

ସଫା ହୋଇଗଲାଣି ରକ୍ତ ଚନ୍ଦନ ଜଙ୍ଗଲ। ନାଭିରେ ଯଡା ତେଲ ମାରି ଶୋଇଛି ଓଡ଼ିଶା ପୋଲିସ ଓ ବନବିଭାଗ। ସେପଟେ ଜଙ୍ଗଲ ଦସ୍ୟୁଙ୍କୁ ଧରି କାଠ ସିଜ୍‌ କରି କୋଟି କୋଟି ଟଙ୍କାର ରାଜସ୍ୱ ପାଉଛି ଆନ୍ଧ୍ର..ଆଉ ଜଳକା ହୋଇ ଚାହିଁ ରହିଛି ଓଡ଼ିଶା

Online Darshan
ମନ୍ଦିର ଯାଇପାରୁନାହାନ୍ତି କି ? ଖୁବ୍‌ଶୀଘ୍ର ଘରେ ବସି ଦିଅଁ ଦର୍ଶନ ସହ ଅନ୍‌ଲାଇନ୍‌ରେ ଲଗାଇପାରିବେ ଭୋଗ

ଅନ୍‌ଲାଇନ୍‌ରେ ମିଳିବ ଦେବାଳୟର ଦର୍ଶନ । ଏଣିକି ନୀତିକାନ୍ତି ସହ ପୂଜା ଅର୍ଚ୍ଚନା କରିହେବ । ପ୍ରସାଦ ସେବନ ବ୍ୟବସ୍ଥା ବି ଉପଲବ୍ଧ ହେବ ।

Virat Kohli
ଟି-ଟ୍ୱେଣ୍ଟିରେ କୋହଲିଙ୍କର ପ୍ରଥମ ଶତକ

ଏସିଆ କପ୍‌ର ଏକ ଗୁରୁତ୍ୱହୀନ ମ୍ୟାଚରେ ବିରାଟ କୋହଲିଙ୍କ ଦମଦାର ଶତକ ।

Kartvya Path
ନୂଆ ଭାରତର ନୂଆ ପରିଚୟ; ରାଜପଥ ପାଲଟିଲା କର୍ତ୍ତବ୍ୟପଥ

ନୂଆ ଭାରତର ନୂଆ ପରିଚୟ । ହଟିଲା ବ୍ରିଟିସ୍ ରାଜ୍‌ର ଆଉ ଏକ ଛାପ । ନୂଆଦିଲ୍ଲୀ ରାଜପଥର ନାଁ ହେଲା କର୍ତ୍ତବ୍ୟ ପଥ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି ।

Narendra Modi
‘ଆଜିଠୁ ରାଜପଥ ଇତିହାସ ପାଲଟିଗଲା’

ଗୁଲାମୀର ଆଉ ଏକ ଚିହ୍ନରୁ ମିଳିଲା ମୁକ୍ତି । ଆଜି ଆଧୁନିକ ଓ ସଶକ୍ତ ଭାରତର ପ୍ରାଣପ୍ରତିଷ୍ଠା ହୋଇଛି । କର୍ତ୍ତବ୍ୟ ପଥ ଉଦ୍‌ଘାଟନ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Black Mailing
ଫେକ୍ ଆକାଉଣ୍ଟ ଖୋଲି ଝିଅଙ୍କ ବାପା-ମାଆଙ୍କୁ ପଠାଉଥିଲେ ଅଶ୍ଲୀଳ ଫଟୋ!

ଗିରଫ ହେଲେ ଧାର୍ମିକ ଅନୁଷ୍ଠାନର ଜଣେ ରୋଷେୟା । ମହଙ୍ଗା ପଡ଼ିଲା ଯୁବତୀଙ୍କ ନାଁରେ ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିବା ।

Tree Plantation
ସଂସ୍କୃତ ଶିକ୍ଷକଙ୍କ ଅଜବ ନିଶା; ବୁଲି ବୁଲି ଲଗାଇଲେଣି ୫ ହଜାରରୁ ଅଧିକ ଗଛ..

ଶିକ୍ଷକଙ୍କ ନିଆରା ଉଦ୍ୟମ। ପରିବେଶ ବଂଚାଇବା ପାଇଁ ନିଜସ୍ୱ ଖର୍ଚ୍ଚରେ ବୁଲି ବୁଲି ଲଗାଇଲେଣି ୫ ହଜାରରୁ ଅଧିକ ଗଛ..

MKCG Hospital
ଖସିପଡିଲା ବ୍ରହ୍ମପୁର MKCG ମେଡିକାଲର ସିଲିଂ 

ସୁପର ସ୍ପେଶାଲିଟି ହସ୍ପିଟାଲର ପଞ୍ଚମ ମହଲାରେ ପୁଣି ସିଲିଂ ଖସିଥିବା ଦେଖିବାକୁ ମିଳିଛି ।

Politics
ବିମାନବନ୍ଦରରେ ମଦ ପିଇ ବିଜେଡି ନେତାଙ୍କ ବିଶୃଙ୍ଖଳା ଘଟଣାକୁ ନେଇ ବର୍ଷିଲା ବିଜେପି

ଦିଲ୍ଲୀ ବିମାନବନ୍ଦରରେ କିଛି ବିଜେଡି ନେତା ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗ ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।

Nitish Kumar
ପ୍ରଧାନମନ୍ତ୍ରୀ ଦୌଡ଼ରେ ନୀତିଶ, ଭେଟିବେ ନବୀନଙ୍କୁ !

ଜଣଙ୍କ ପରେ ଜଣେ ବିରୋଧୀ ନେତାଙ୍କୁ ଭେଟିବାରେ ଲାଗି ପଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ।

Serious Traffic Jam
ବିଜେଡିକୁ କ’ଣ ସବୁ ମାଫ୍‌ ? ସେଲିବ୍ରେସନ୍‌ ବେଳେ ଅଟକି ରହିଲା ଆମ୍ବୁଲାନ୍ସ, ଚୁପ୍‌ ରହିଲା ପୋଲିସ୍ !!

ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଂଟ୍‌ ଆୱାର୍ଡ ପରେ ଭୁବନେଶ୍ୱର ଫେରିଲେ ନବୀନ। ବାସ୍‌...ରାଜଧାନୀର ରାଜରାସ୍ତା ଏମିତି ଜାମ୍‌ ହେଲା ଯେ ଟ୍ରାଫିକ୍‌ ଅବସ୍ଥା ପୂରା ବେହାଲ ହୋଇଗଲା। ଛକ ଛକରେ ଫସିରହିଲା ଆମ୍ବୁଲାନ୍ସ। ସାଇରନ୍‌ ମାରୁଥିଲେ ବି ଯିବାକୁ ନଥିଲା ରାସ୍ତା। ଏତେ ଲୋକ ଆସିବା ନେଇ ସୂଚନା ଥିବା...

Engineering Student Sold
ଚାକିରି ପାଇଁ ଯାଇଥିଲେ, ହେଲେ ବିକ୍ରି ହୋଇଗଲେ !

ଇଂଜିନିୟରିଂ ପଢ଼ୁଥିବା ଛାତ୍ରୀଙ୍କୁ ମଧ୍ୟପ୍ରଦେଶରେ ବିକ୍ରି କରି ଜୋର୍‌ ଜବରଦସ୍ତି ଶାରିରୀକ ସମ୍ପର୍କ ରଖାଯାଇଥିବା ଅଭିଯୋଗ ହୋଇଛି ।

Shri Jagannath Temple
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି; ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ଆଜି ପବିତ୍ର ସୁନିଆ ଉତ୍ସବ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆଜିଠାରୁ ଆରମ୍ଭ ହୋଇଛି ୧୪୩୦ ସାଲ ୬୫ ଅଙ୍କର ପ୍ରବେଶ ।

Rainfall Alert For Bengaluru
ବେଙ୍ଗାଲୁରୁରେ ୟେଲୋ ୱାର୍ଣ୍ଣିଂ ଜାରି; ୨ ରୁ ୩ ଦିନ ପ୍ରବଳ ବର୍ଷିବ !

ବେଙ୍ଗାଲୁରୁରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସ୍ଥିତିକୁ ନେଇ ଆଲର୍ଟରେ ରହିଛି ବେଙ୍ଗାଲୁରୁ ପ୍ରଶାସନ ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।