ଆଦିବାସୀ ଅଧ୍ୟୁସିତ ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ତାଲିବାନୀ ନିର୍ଯାତନାର ନଗ୍ନ ଚିତ୍ର। ଏକ ନିଶା ନିବାରଣ କେନ୍ଦ୍ରରେ ଥିବା ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ଅମାନୁଷିକ ଭାବେ ଲୁହା ପାଇପରେ ପିଟୁଛନ୍ତି କେନ୍ଦ୍ରର ମାଲିକ ତଥା ତାଙ୍କ ସହଯୋଗୀ।
ଜଟଣୀ ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟଙ୍କର ଆଜି ଜନ୍ମଦିନ। ୭୯ ବର୍ଷରେ ଆଜି ସେ ପାଦ ଥାପିଛନ୍ତି। ସୁରଙ୍କ ଜନ୍ମଦିନରେ ତାଙ୍କ ବାସଭବନ ପହଞ୍ଚି ଅଭିନନ୍ଦନ ଜଣାଇଛନ୍ତି ପ୍ରଂଶସକ ଓ କଂଗ୍ରେସ କର୍ମୀ।
ବ୍ରହ୍ମପୁରରୁ କଟକ ଯାଉଥିବା ଏକ OSRTC ବସ୍ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଥିଲା ଅବକାରୀ ବିଭାଗ । ଲାଞ୍ଜିପଲୀ ଛକରେ ବସ୍କୁ ଅଟକାଇ ଚେକିଂ ବେଳେ ଅଭିଯୁକ୍ତଙ୍କ ଠାରୁ ଦୁଇଟି ବ୍ୟାଗ୍ ମିଳିଥିଲା । ସେହି ବ୍ୟାଗ୍ରେ ନଗଦ ୧ କୋଟି ୨୨ ଲକ୍ଷ ଟଙ୍କା ରଖାଯାଇଥିଲା...
ଡିଜିଟାଲ୍ ଲୋନ ଆପ୍ ଜରିଆରେ ଆବେଦନ କରୁଛନ୍ତି କି ଲୋନ୍ ? ତେବେ ସାବଧାନ ! ଆପଣ ହୋଇପାରନ୍ତି ଲୁଟ୍ର ଶୀକାର । ହରାଇପାରନ୍ତି ଲକ୍ଷ ଲକ୍ଷ ଟଙ୍କା, ଚାଲିଯାଇପାରେ ମାନ ମହତ ।
କଟକରେ ଅଛେଦିନ୍ର ନାରା । ଭୁବନେଶ୍ୱରରେ ସରକାର ଗଢ଼ିବାର ଦମ୍ଭୋକ୍ତି ଆଉ ପାର୍ଟି ଅଫିସ୍ରେ ରାଜ୍ୟ ବିଜେପି ନେତାଙ୍କୁ ଟ୍ୟୁସନ୍ । କିଛି ଏଭଳି ଥିଲା ଅମିତ ଶାହଙ୍କ ଓଡ଼ିଶା ଗସ୍ତ ।
ଲତା ମଙ୍ଗେସ୍କରଙ୍କ ଚର୍ଚ୍ଚିତ ଗୀତ ‘ପୀୟା ତୋସେ ନେନା ଲାଗେ ରେ’ ଗୀତ ଗାଇବା ବେଳେ କାନ୍ଦି ପକାଇଲେ ଯୁବତୀ ।
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ ଆଉ ଜଣେ ସରକାରୀ ବାବୁ। ବିନା ଲାଇସେନ୍ସରେ ସାର ଦୋକାନ ଖୋଲିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ୍ କୃଷି ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀଙ୍କୁ ଧରିଛି ଭିଜିଲାନ୍ସ।
କ୍ଷୀର ପ୍ୟାକେଟ୍ ଦିଅନ୍ତୁ, ପେଟ୍ରୋଲରେ ରିହାତିରେ ପାଆନ୍ତୁ । ପ୍ଲାଷ୍ଟିକ ଜରି ଦେଲେ ମିଳୁଛି ରିହାତି । ଜାଣନ୍ତୁ କେଉଁଠି ମିଳୁଛି ଏହି ସୁବିଧା?
ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଛନ୍ତି । ସ୍ୱାସ୍ଥ୍ୟସେବା ମିଳିବା ପରେ ଗାଁ ଲୋକେ ଖୁସି ପ୍ରକାଶ କରିଥିଲେ ମଧ୍ୟ ଗାଁକୁ ରାସ୍ତା ଏବଂ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଛନ୍ତି ।
୫ ମାସ ହେଲା ଛାତିରେ ପ୍ରବଳ ଯନ୍ତ୍ରଣା ହେଉଥିଲା । ଡାକ୍ତରଙ୍କୁ ଦେଖାଇ ଅପରେସନ୍ ବି କଲେ, ହେଲେ କଷ୍ଟ କମିଲାନି । ଶେଷରେ ଜୀବନ ହାରିବାକୁ ପସନ୍ଦ କଲେ ଶିକ୍ଷୟିତ୍ରୀ । ଆଉ ଚିଠିରେ ଲେଖିଲେ ଶେଷ କଥା..ମୋ ଝିଅକୁ ଭଲରେ ରଖିବ, ଭୁଲ ଥିଲେ କ୍ଷମା...