ଧାମନଗର ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି । ଦିନକ ପରେ ଭୋଟ ଗ୍ରହଣ ହେବାକୁ ଥିବାରୁ ବୁଥ୍ ମୁହାଁ ପୋର୍ଲିଂ ପାର୍ଟି । ହାତରେ ଇଭିଏମ୍, ଭିଭିପାଟ୍ ସହ ପୋଲିଂ ସରଞ୍ଜାମ । ୩ ତାରିଖ ସକାଳ ୭ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟିଂ ହେବ ।
ପଞ୍ଚୁକ ଓ ବଡ଼ଓଷାରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିପାରିବେନି ଭକ୍ତ । ଝୁଲା ପୋଲ ଅସୁରକ୍ଷିତ ଥିବା ଦର୍ଶାଇ ଏହାକୁ ସାମୟିକ ବନ୍ଦ କରିଦେଇଛି ପ୍ରଶାସନ । ସେହିପରି ପୀଠ ପରିସରରେ ୧୪୪ ଧାରା ଜାରି ହୋଇଛି ।
ଟାଟା ଅଧିକୃତ ଜମିରେ ସାର କାରଖାନାକୁ ତୀବ୍ର ବିରୋଧ । କମ୍ପାନୀ ନିର୍ମାଣ ସ୍ଥଳକୁ ଧସେଇ ପସିବା ସହ ଧାରଣା ଦେଇଛନ୍ତି ଶତାଧିକ ଗ୍ରାମବାସୀ ।
ପଞ୍ଚୁକ ଓ ବଡ଼ଓଷାରେ ଭକ୍ତଙ୍କୁ ଧବଳେଶ୍ୱର ପୀଠ ମନା । ବାଟ ଓଗାଳିଲା ଅସୁରକ୍ଷିତ ଝୁଲା ପୋଲ । କାର୍ତ୍ତିକ ପଞ୍ଚୁକ ତା ସାଙ୍ଗକୁ ବଡ଼ ଓଷା ଲୋକାରଣ୍ୟ ହୋଇଥାଆନ୍ତା ରାଜ୍ୟର ଅନ୍ୟତମ ପୁରାତନ ଶୈବପୀଠ ଧବଳେଶ୍ୱର ।
ଧାମନଗର ଉପନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି । ଦିନକ ପରେ ଭୋଟ ଗ୍ରହଣ ହେବାକୁ ଥିବାରୁ ବୁଥ୍ ମୁହାଁ ପୋର୍ଲିଂ ପାର୍ଟି ।
ପର୍ଥ ଟି-୨୦ ବେଳେ ବିରାଟଙ୍କ ହୋଟେଲ୍ ରୁମ୍ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଠି ହୋଟେଲ୍ର ଜଣେ ବ୍ୟକ୍ତି ଖୁଲମଖୁଲା ବିରାଟଙ୍କ ରୁମ୍ରେ ବୁଲିବା ସହ ବିରାଟଙ୍କ ବ୍ୟବହୃତ ସାମଗ୍ରୀକୁ ଦେଖାଇଥିଲେ ।
କଲେଜରୁ ବସ୍ରେ ଫେରି ଚାଲି ଚାଲି ଗଲା ବେଳେ ଛାତ୍ରୀଙ୍କ ଉପରେ ଆକ୍ରମଣ ।
ମୁମ୍ବାଇ ପୋଲିସ ପକ୍ଷରୁ ସଲମାନଙ୍କ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି ।
କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମୈଦାନକେଲ ଗ୍ରାମ ପଞ୍ଚାୟତଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଭୋଟ୍ ବେଳେ ନୋଟ୍ ବଣ୍ଟା ଅଭିଯୋଗ ତ ସବୁ ନିର୍ବାଚନ ସମୟରେ ହୁଏ । ତେବେ ଏଥର ଧାମନଗରରେ ଯାହା ହେଉଛି ତାହା ପୂର୍ବରୁ କେବେ ଘଟିନଥିଲା । ସରକାରୀ ଦଳକୁ ସମର୍ଥନ କରିବା ଲାଗି ନା କେବଳ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟବହାର କରାଯାଉଛି, ବରଂ ସେମାନଙ୍କ...
ଧାମନଗର ଭୋଟ୍ ପୂର୍ବରୁ ରାଜଧାନୀରେ ହାଇ ପଲିଟିକାଲ୍ ଡ୍ରାମା । ଗୋଟିଏ ପଟେ ବିଜେପିର ବିକ୍ଷୋଭ ଓ ଶକ୍ତି ପ୍ରଦର୍ଶନ, ଅନ୍ୟପଟେ ବିଜେଡିର କେନ୍ଦ୍ର ସରକାର ବିରୋଧରେ ଆନ୍ଦୋଳନ । ଅର୍ଚ୍ଚନା ନାଗ ଓ ଧର୍ମେନ୍ଦ୍ର ସାହୁ ମାମଲାରେ ବଡବଡିଆଙ୍କୁ ଘଣ୍ଟ ଘୋଡା ଯାଉଥିବା ଅଭିଯୋଗ କରି ରାଜଧାନୀରେ...
ଗୁଜରାଟର ମୋର୍ବିରେ ନଦୀଗର୍ଭକୁ ଝୁଲାପୋଲ ଛିଡି ପଡ଼ିବା ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା..ଏଯାବତ୍ ୧୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଅଛନ୍ତି ୪୮ ଜଣ ଶିଶୁ..ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୯ଜଣଙ୍କୁ ଗିରଫ କରାଯାଇଛି ।
ଟ୍ରାଜେଡି ଗୁଜରାଟ ମୋର୍ବିରେ..ହେଲେ ଛନକା ଧବଳେଶ୍ୱର ପୀଠରେ..କାହିଁକିନା ଏଠି ବି ଅଛି ଝୁଲାପୋଲ, ଚାଲୁଛନ୍ତି ମାଳ ମାଳ ଭକ୍ତ
ବୀଭତ୍ସ, ଭୟଙ୍କର, ବର୍ବର..ନା ଦେଖି ହେଉଛି, ନା ଦେଖେଇ ହେଉଛି..ବନ୍ଦ ଘରୁ ଉଦ୍ଧାର ହୋଇଛି ଚାରି ଚାରି ଜଣଙ୍କ ଶବ..ଜଣେ ବାପା, ଆଉ ଜଣେ ମା ଏବଂ ଭାଇ ଓ ଭଉଣୀର ମୃତଦେହ..ଦୃଶ୍ୟ ଯେତିକି ଲୋମଟାଙ୍କୁରା, ଘଟଣା ପଛର କାହାଣୀ ବି ହୃଦୟ ବିଦାରକ
ଭୁବନେଶ୍ୱର ଶିଶୁ ଭବନ ଛକରେ ଘଣ୍ଟାଏରୁ ଅଧିକ ସମୟ ଧରି ପୋଲିସ୍-ବିଜେପି କର୍ମୀ ମଧ୍ୟରେ ଛକାପଞ୍ଝା । ଠେଲାପେଲା ଓ ଧସ୍ତାଧସ୍ତି । ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ନାକେଦମ୍ ପୋଲିସ୍ । ଶେଷରେ ଗିରଫ ହେଲେ ବିଜେପ ନେତା ଓ କର୍ମୀ ।
ଭୋଟ୍ ପାଇଁ ଖୋଲାଖୋଲି ନୋଟ୍ ବଣ୍ଟା । ବିଜେଡିକୁ ସମର୍ଥନ କରିବା ଲାଗି ଗୋଟିଏ ଗୋଟିଏ SHG ପିଛା ଦିଆଯାଉଛି ୪ ହଜାର ଟଙ୍କା । ଏଭଳି ଅଭିଯୋଗ ଭିତରେ ବମକୁରା ପଂଚାୟତର ଘାଟସାହିରୁ ନୂଆ ଭିଡିଓ ଆସିଛି ।
ବିବାହ ନକରି ଆଗୁଆ ମାଆ ହେଲେ କୌଣସି ଅସୁବିଧା ନାହିଁ। ଏମିତି କହିଛନ୍ତି ବଲିଉଡ୍ ଅଭିନେତ୍ରୀ ଜୟା ବଚ୍ଚନ...
ଦୁହେଁ ପ୍ରେମ ବିବାହ କରିଥିଲେ। ୨୨ ବର୍ଷ ଧରି ସଂସାର ଚଳାଉଥିଲେ। ଦୁଇ ଦୁଇଟି ପୁଅ। ହେଲେ ସ୍ତ୍ରୀଙ୍କୁ ରୋଗ ମାଡି ବସିବାରୁ ସ୍ୱାମୀ ଏବେ ନିରାଶ। ୨୨ ବର୍ଷର ସମ୍ପର୍କ କଣ ଏଇ ଟିକିଏ କଥାରେ ଭାଙ୍ଗିଯିବ ?
ସ୍ୱାମୀ ରୋଗାଗ୍ରସ୍ତ। କୋଳରେ ଦୁଇଦୁଇଟି ଛୁଆ। ଘର ଅବସ୍ଥା ଭଲ ନାହିଁ। ସ୍ତ୍ରୀ ଆଖିରେ ଧାରଧାର ଲୁହ